ଗୀତସଂହିତା Chapter 36

For English

Read ଗୀତସଂହିତା Chapter 36 Online

Read ଗୀତସଂହିତା Chapter 36 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 36

ଅଧ୍ୟାୟ 36

1. ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦ କାର୍ୟ୍ଯ କରେ। ଯେତବେେଳେ ସେ ଆପଣା ହୃଦଯକୁ କ ହେ, "ମୁଁ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।"

2. ସହେି ଲୋକ ଆପଣାକୁ ମିଥ୍ଯା କ ହେ। ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତଣେୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।

3. ତା'ର ବାକ୍ଯସବୁ କବଳେ ମୂଲ୍ଯହୀନ ମିଥ୍ଯା ଅଟେ। ସେ ଜ୍ଞାନୀ ହାଇପୋରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।

4. ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।

5. ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।

6. ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ଯ ଅଧିକ ଉଚ୍ଚ ତୁମ୍ଭର ନ୍ଯାଯପ୍ରିଯତା ସମୁଦ୍ରଠାରୁ ଅଧିକ ଗଭୀର। ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ଯ ଓ ପଶୁମାନଙ୍କୁ ରକ୍ଷା କର।

7. ତୁମ୍ଭର ପ୍ରମେ ଓ କରୁଣାଠାରୁ କିଛି ଅଧିକ ମୂଲ୍ଯବାନ ବସ୍ତୁ ନାହିଁ। ଲୋକମାନେ ଓ ସ୍ବର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।

8. ହେ ସଦାପ୍ରଭୁ, ସମାନେେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀଯାନ୍ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସମାନଙ୍କେୁ ପାନ କରିବାକୁ ଦିଅ।

9. ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହିତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆ ଲୋକ ଦଖାେଏ।

10. ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି। ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସମାନଙ୍କେ ଉପରେ ରଖ ଓ ତୁମ୍ଭର ବିଶ୍ବସ୍ତ ସମାନଙ୍କେ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।

11. ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମାେତେ ୟମେିତି ୟନ୍ତାରେ ନ ପକାନ୍ତି। ମୁଁ ୟମେିତି ଦୁଷ୍ଟ ଲୋକମାନଙ୍କ ଦ୍ବାରା ଧରା ନ ୟାଏ।

12. ଏକଥା ସମାନଙ୍କେର କବର ଉପରେ ଲେଖିଦିଅ, "ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି। ଏମାନେ ସମସ୍ତେ ଅଧପତିତ ହାଇେଛନ୍ତି। ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।"

About ଗୀତସଂହିତା Chapter 36

Read ଗୀତସଂହିତା Chapter 36 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 36
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 36 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 36?

ଗୀତସଂହିତା Chapter 36 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 36 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଗୀତସଂହିତା Chapter 100
  2. ଗୀତସଂହିତା Chapter 95
  3. ଯିରିମିୟ Chapter 14
  4. ଯିରିମିୟଙ୍କ ବିଳାପ Chapter 2
  5. ଗୀତସଂହିତା Chapter 127
  6. ପ୍ରଥମ ବଂଶାବଳୀ Chapter 18
  7. ପ୍ରଥମ ରାଜାବଳୀ Chapter 12

Related Chapters & Readings

  1. ନିହିମିୟା Chapter 5
  2. ଯିରିମିୟ Chapter 48
  3. ଯିରିମିୟଙ୍କ ବିଳାପ Chapter 3
  4. ପ୍ରଥମ ବଂଶାବଳୀ Chapter 4
  5. ହିତୋପଦେଶ Chapter 14
  6. ଯିହିଜିକଲ Chapter 3
  7. ପ୍ରଥମ ରାଜାବଳୀ Chapter 4
Share Your Love

Leave a Reply

Your email address will not be published. Required fields are marked *