ଗୀତସଂହିତା Chapter 49

For English

Read ଗୀତସଂହିତା Chapter 49 Online

Read ଗୀତସଂହିତା Chapter 49 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 49

ଅଧ୍ୟାୟ 49

1. ହେ ଜାତିଗଣ ସମୂହ ଶୁଣ, ହେ ପୃଥିବୀବାସୀ ଲୋକମାନେ ଶୁଣ,

2. ପ୍ରେତ୍ୟକକ ମଣିଷ ଧନୀ ଦରିଦ୍ର ନିର୍ବିଶଷେରେ ସମସ୍ତେ ଶୁଣ,

3. ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ ଓ ବୁଦ୍ଧିମାନର କଥା କହିବି।

4. ମୁଁ ସେ ସବୁ ୟେ ଶୁଣି ଅଛି ଓ ବର୍ତ୍ତମାନ ମୁଁ ସେ ସବୁକୁ ମାରେ ବୀଣାବାଦନ ସହିତ ଗାଯନ କରିବି ଏବଂ ତୁମ୍ଭ ନିକଟରେ ସହେି ଗୁଢ଼ ବିଷଯସବୁ ପ୍ରକାଶ କରିବି।

5. ୟଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହବେି। ୟଦି ଦୁଷ୍ଟ ଲୋକମାନେ ମାରେ ଚାରିକଡ଼ରେ ଘରେିୟାଇ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସଠାେରେ ମଧ୍ଯ ମାରେ ଭୟ କରିବାର କୌଣସି କାରଣ ନାହିଁ।

6. ଅନକେ ଲୋକ ଭାବନ୍ତି ସମାନଙ୍କେର ଧନ ଓ ବଳ ସମାନଙ୍କେୁ ରକ୍ଷା କରିବ କିନ୍ତୁ ସହେି ଲୋକମାନେ ମୂର୍ଖ ଅଟନ୍ତି।

7. କହେି ମନୁଷ୍ଯ ବନ୍ଧୁ ତୁମ୍ଭକୁ ବଞ୍ଚାଇପାରିବେ ନାହିଁ କି ତୁମ୍ଭେ ପରମେଶ୍ବରଙ୍କୁ ଲାଞ୍ଚ ଦଇପୋରିବ ନାହିଁ।

8. ଏମିତି କୌଣସି ବ୍ଯକ୍ତି ନାହିଁ ୟିଏ ଅଧିକ ଧନ ଦଇେ ତା'ର ଜୀବନକୁ ପ୍ରାଯାଶ୍ଚିତ କରିପାରିବ।

9. କୌଣସି ବ୍ଯକ୍ତିର ନିକଟରେ ଏବେ ଧନ ନାହିଁ ୟେ ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା'ର ଶରୀରକୁ ରକ୍ଷା କରିପାରିବ, ୟାହାକି କବର ମଧ୍ୟରେ ନଷ୍ଟ ହାଇେଥିବ।

10. ଦେଖ !ବୁଦ୍ଧିମାନ୍ ଲୋକମାନେ ମୃତ୍ଯୁବରଣ କରନ୍ତି, ୟମେିତିକି ମୂର୍ଖ ଓ ନିର୍ ବୋଧ ଲୋକମାନେ ମୃତ୍ଯୁବରଣ କରନ୍ତି ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ୟାଆନ୍ତି।

11. ସମାନଙ୍କେ କବର ସମାନଙ୍କେ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ ଏବଂ ୟତେେ ଭୂମି ସମାନେେ ଅଧିକାର କରିଥିଲେ ହେଁ, ଏହା ସମାନଙ୍କେ ପାଇଁ ମୂଲ୍ଯହୀନ ଅଟେ।

12. ଲୋକମାନେ ବିତ୍ତଶାଳୀ ହାଇେ ପାରନ୍ତି। କିନ୍ତୁ ସମାନେେ ଏଠାରେ ଚିରଦିନ ରହିପାରିବେ ନାହିଁ। ସମାନେେ ପଶୁ ତୁଲ୍ଯ ମୃତ୍ଯୁବରଣ କରିବେ।

13. ସହେି ମୂର୍ଖ ଲୋକମାନଙ୍କ ଭାଗ୍ଯରେ ଏହିପରି ଘଟେ। ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।

14. ସହେି ଲୋକମାନେ ମଷେମାନଙ୍କ ପରି ଅଟନ୍ତି। ସମାନେେ ଶଷେରେ ସହେି କବରରେ ପତିତ ହବେେ ଓ ମୃତ୍ଯୁ ସମାନଙ୍କେ ମଷେପାଳକ ହବେ। ତା'ପରେ ସହେି ସକାଳେ ଉତ୍ତମ ବ୍ଯକ୍ତିଗଣ ବିଜଯୀ ହବେେ। ସହେି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହବୋକୁ ଲାଗିବ, ସମାନଙ୍କେର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହବେ।

15. କିନ୍ତୁ ପରମେଶ୍ବର ମାେତେ ସେଥିରୁ ମୁକ୍ତ କରିବେ ଓ ମାରେ ଜୀବନ ବଞ୍ଚାଇବେ। ସେ ମାେତେ ଉଦ୍ଧାର କରିବେ, ସହେି ମୃତ୍ଯୁର କବର ମଧ୍ଯରୁ ସେତବେେଳେ ସେ ମାେତେ ତାଙ୍କର ସଙ୍ଗରେ ନଇେଯିବେ।

16. କବଳେ ସମାନେେ ଧନୀ ବୋଲି ସମାନଙ୍କେୁ ଭୟ କର ନାହିଁ। ସହେି ଲୋକମାନଙ୍କୁ ଭୟ କର ନାହିଁ ଯେଉଁମାନଙ୍କର ସୁଶୋଭିତ ଗୃହ ରହିଛି।

17. ସହେି ଲୋକମାନେ ଯେତବେେଳେ ମୃତ୍ଯୁବରଣ କରିବେ ସମାନେେ ସାଙ୍ଗରେ କିଛି ନଇେଯିବେ ନାହିଁ। ତାଙ୍କର ଐଶ୍ଚର୍ୟ୍ଯ ତାଙ୍କ ସଙ୍ଗରେ ୟିବ ନାହିଁ।

18. ଜଣେ ଧନୀ ବ୍ଯକ୍ତି ପ୍ରକୃତରେ ନିଜ ଜୀବନରେ ୟାହା ସବୁ କରିଛି ସେଥିପାଇଁ ନିଜକୁ କବଳେ ଧନ୍ଯବାଦ ଦିଏ। ହଁ, ଅନ୍ୟ ଲୋକମାନେ ମଧ୍ଯ ତା'କୁ ପ୍ରଶଂସା କରି କହନ୍ତି, ସେ ତା'ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।

19. ଶଷେରେ କିନ୍ତୁ ସମୟ ଆସିବ ତାକୁ ମରିବାକୁ ପଡ଼ିବ ଓ ତାକୁ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବାକୁ ପଡ଼ିବ ଓ ସେ କବେେ ଆଉ ଦିନର ଆ ଲୋକ ଦେଖିପାରିବ ନାହିଁ।

20. ଲୋକମାନେ ବିତ୍ତଶାଳୀ ହାଇପୋରନ୍ତି, ତଥାପି ସମାନେେ ବୁଝିପାରନ୍ତି ନାହିଁ ୟେ ସମାନେେ ମଧ୍ଯ ପଶୁଭଳି ମୃତ୍ଯୁବରଣ କରିବେ।

About ଗୀତସଂହିତା Chapter 49

Read ଗୀତସଂହିତା Chapter 49 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 49
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 49 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 49?

ଗୀତସଂହିତା Chapter 49 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 49 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 87

Explore More from ପୁରାତନ ନିୟମ

  1. ଯୂନସ Chapter 4
  2. ଆଦି ପୁସ୍ତକ Chapter 37
  3. ହିତୋପଦେଶ Chapter 3
  4. ଆଦି ପୁସ୍ତକ Chapter 47
  5. ଯିଖରିୟ Chapter 14
  6. ଯିଶାଇୟ Chapter 2
  7. ଯାତ୍ରା ପୁସ୍ତକ Chapter 13

Related Chapters & Readings

  1. ଲୂକ Chapter 4
  2. ଆୟୁବ Chapter 18
  3. ପ୍ରଥମ ରାଜାବଳୀ Chapter 1
  4. ଗଣନା ପୁସ୍ତକ Chapter 11
  5. ବିଚାରକର୍ତ୍ତା Chapter 17
  6. ଯିରିମିୟ Chapter 20
  7. ଆଦି ପୁସ୍ତକ Chapter 37
Share Your Love

Leave a Reply

Your email address will not be published. Required fields are marked *