Read ଗୀତସଂହିତା Chapter 37 Online
Read ଗୀତସଂହିତା Chapter 37 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.
Choose a Chapter
ଗୀତସଂହିତା 37
ଅଧ୍ୟାୟ 37
1. ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହବୋର ଆବଶ୍ଯକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସହେି ଲୋକମାନଙ୍କ ଉପରେ ଇର୍ଷା କର ନାହିଁ।
2. ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ଯ ୟାହା ଖୁବ୍ ଶୀଘ୍ର ଧୂସର ହାଇେ ମରିୟାଏ।
3. ୟଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ବାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା' ହେଲେ ଆନନ୍ଦରେ ରହିବ ଓ ଅନକେ ଜିନିଷ ଉପଭୋଗ କରିବ ୟାହା ସହେି ଭୂମିରୁ ତୁମ୍ଭେ ପାଇବ।
4. ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
5. ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।
6. ତୁମ୍ଭର ସାଧୁତା ଓ ନ୍ଯାଯପ୍ରିଯତା ମଧ୍ଯାହ୍ନର ସୂର୍ୟ୍ଯ କିରଣ ଭଳି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରୁ।
7. ସଦାପ୍ରଭୁଙ୍କୁ ବିଶ୍ବାସ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ। ଯେତବେେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦ କାର୍ୟ୍ଯ ସଫଳ ହୁଏ। ହତାଶ ହୁଅ ନାହିଁ ଯେତବେେଳେ ଦୁଷ୍ଟ ଲୋକମାନେ ମନ୍ଦ କାର୍ୟ୍ଯ କରିବାକୁ ମନ୍ତ୍ରଣା କରି ସମାନଙ୍କେର ଯୋଜନାରେ ସଫଳ ହୁଅନ୍ତି।
8. କୋର୍ଧ ତ୍ଯାଗ କର। କୋପ ତ୍ଯାଗ କର। ଏତେ ଅର୍ଧୈୟ୍ଯ ହୁଅ ନାହିଁ, ୟାହାଫଳରେ ତୁମ୍ଭେ ମଧ୍ଯ ମନ୍ଦକାର୍ୟ୍ଯ କରି ବସିବ।
9. କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରନ୍ତି, ସମାନେେ ସମଗ୍ର ଭୂମିକୁ ନିଯନ୍ତ୍ରଣ କରିପାରିବେ। ଏହା ପରମେଶ୍ବର ସମାନଙ୍କେଠାରେ ପ୍ରତିଜ୍ଞା କରିଛନ୍ତି।
10. ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସମାନଙ୍କେୁ ଖାଜେିଲେ ବି ଆଉ ପାଇବ ନାହିଁ, କାରଣ ସମାନେେ ଆଉ ନ ଥିବେ।
11. ପରମେଶ୍ବର ସମାନଙ୍କେୁ ପ୍ରତିଜ୍ଞା କରିଥିଲେ ୟେ, ନମ୍ର ଲୋକମାନେ ଭୂମି ପାଇବେ ଓ ସମାନେେ ଶାନ୍ତି ଉପ ଭୋଗ କରିବେ।
12. ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି। ସହେି ଅଧର୍ମୀ ଲୋକମାନେ ଧାର୍ମୀକମାନଙ୍କୁ ଦେଖି ସମାନଙ୍କେ କୋର୍ଧ ଦଖାେନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରି ଥାଆନ୍ତି।
13. କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ୟେ ସହେି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14. ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି। ସମାନେେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି। ସମାନେେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଚାହାଁନ୍ତି।
15. କିନ୍ତୁ ସମାନଙ୍କେର ଧନୁ ଭାଙ୍ଗିୟିବ। ସମାନଙ୍କେର ଖଣ୍ଡା ସମାନଙ୍କେର ନିଜ ହୃଦଯରେ ପ୍ରବେଶ କରିବ।
16. ଧାର୍ମୀକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17. କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ। କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରିବେ।
18. ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାୟ୍ଯ ଓ ସମାନଙ୍କେର ସାରା ଜୀବନ ରକ୍ଷା କରନ୍ତି। ସମାନଙ୍କେର ଅଧିକାର ଅନନ୍ତକାଳ ସ୍ଥାଯୀ ରୁ ହେ।
19. ଯେତବେେଳେ ବିପଦ ଆସେ ସେତବେେଳେ ଧାର୍ମିକ ଲୋକମାନେ ଧ୍ବଂସ ହବେେ ନାହିଁ। ଯେତବେେଳେ ଦୁର୍ଭିକ୍ଷ ପଡ଼ିବ ସେତବେେଳେ ଧାର୍ମିକ ଲେଶକ ପ୍ରଚୁର ଖାଦ୍ୟ ପାଇବେ।
20. କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ ଓ ସହେି ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ। ସମାନଙ୍କେର ଉପତ୍ୟକା ସବୁ ଶୁଖି ଜଳିୟିବ। ସମାନେେ ସୂର୍ଣ୍ଣ ଭାବେ ଧ୍ବଂସ ପାଇବେ।
21. ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କବେେ ତାକୁ ପରି ଶାଧେ କରେ ନାହିଁ। କିନ୍ତୁ ଧାର୍ମିକ ବ୍ଯକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22. ୟଦି ଜଣେ ଧାର୍ମିକ ବ୍ଯକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା' ହେଲେ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ସମାନେେ ଭୂମି ପାଇବେ। କିନ୍ତୁ ୟଦି ସମାନେେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସହେି ଲୋକମାନେ ଧ୍ବଂସ ହବେେ।
23. ସଦାପ୍ରଭୁ ଧାର୍ମିକ ବ୍ଯକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାୟ୍ଯ କରନ୍ତି। ଯେତବେେଳେ ସେ ତାହା କରେ, ସଦାପ୍ରଭୁ ଖୁସି ହୁଅନ୍ତି।
24. ସମାନେେ ଝୁଣ୍ଟି ପଡ଼ିବେ ନାହିଁ କାରଣ ସଦାପ୍ରଭୁ ସମାନଙ୍କେୁ ସମର୍ଥନ କରନ୍ତି।
25. ମୁଁ ୟୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହଲିେଣି ଓ ମୁଁ କବେେ ଦେଖିନାହିଁ ପରମେଶ୍ବର ଧାର୍ମିକ ଲୋକଙ୍କୁ ପରିତ୍ଯାଗ କରନ୍ତି। ମୁଁ କବେେ ଦେଖି ନାହିଁ ୟେ, ଧାର୍ମିକ ବ୍ଯକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
26. ଧାର୍ମିକ ବ୍ଯକ୍ତି ସବୁକିଛି ଅନ୍ୟମାନଙ୍କୁ ଦଇଦେିଏ। ତଣେୁ ତା'ର ପିଲାମାନେ ଏକ ଆଶୀର୍ବାଦସୂଚକ।
27. ତୁମ୍ଭେ ୟଦି ମନ୍ଦକାର୍ୟ୍ଯ କରିବାକୁ ମନା କର ଓ ୟଦି ତୁମ୍ଭେ ଭଲକାର୍ୟ୍ଯ କର, ତା' ହେଲେ ତୁମ୍ଭେ ନିଶ୍ଚଯ ଚିରଦିନ ପାଇଁ ବଞ୍ଚି ରହିବ।
28. ସଦାପ୍ରଭୁ ନ୍ଯାଯକୁ ଭଲ ପାଆନ୍ତି ଓ ତାଙ୍କର ବିଶ୍ବସ୍ତ ଅନୁସରଣକାରୀମାନଙ୍କୁ ପରିତ୍ଯାଗ କରନ୍ତି ନାହିଁ, ତଣେୁ ସମାନେେ ଚିରଦିନ ସୁରକ୍ଷିତ। କିନ୍ତୁ ଦୁଷ୍ଟ ଲୋକମାନେ ଧ୍ବଂସ ହବେେ।
29. ଧାର୍ମିକ ଲୋକାମନେ ପରମେଶ୍ବରଙ୍କ ମୁତାବକ ରାଜ୍ଯ ପାଇବେ। ସମାନେେ ସଠାେରେ ଚିରଦିନ ବାସ କରିବେ।
30. ଧାର୍ମିକ ବ୍ଯକ୍ତି ଜ୍ଞାନର ଉପଦେଶ ଦିଏ। ତା'ର ନିଷ୍ପତ୍ତି ସମସ୍ତଙ୍କୁ ନ୍ଯାଯ ପ୍ରଦାନ କରେ।
31. ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ। ତଣେୁ ସେ କବେେ ହେଲେ ସହେି ପଥରୁ ବିଚ୍ଯୁତ ହବେ ନାହିଁ।
32. ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।
33. ସଦାପ୍ରଭୁ କେ ହବେଲେେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦବେେ ନାହିଁ। ପରମେଶ୍ବର କବେେ ହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ଯସ୍ତ କରିବେ ନାହିଁ।
34. ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।
35. ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
36. କିନ୍ତୁ ସେ ଆଜି ନାହିଁ। ମୁଁ ତାଙ୍କୁ ଅନକେ ସ୍ଥାନରେ ଖାଜେିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
37. ସିଦ୍ଧ ଓ ଧାର୍ମିକ ଲୋକ ହୁଅ। ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସମାନଙ୍କେର ଅନକେ ବଂଶଧର ବଢ଼ି ଚାଲିବେ।
38. କିନ୍ତୁ ଅଧର୍ମାଚାରୀ ଲୋକମାନେ ସୂର୍ଣ୍ଣ ଧ୍ବଂସ ପାଇବେ ଓ ସମାନଙ୍କେର ବଂଶଧରମାନେ ସହେି ସ୍ଥାନ ଛାଡ଼ିବାକୁ ବାଧ୍ଯ ହବେେ।
39. ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।
40. ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାୟ୍ଯ କରନ୍ତି ଓ ସମାନଙ୍କେୁ ରକ୍ଷା କରନ୍ତି। ସଦାପ୍ରଭୁ ସହେି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସମାନେେ ତାଙ୍କ ଉପରେ ନିର୍ଭରଶୀଳ।
About ଗୀତସଂହିତା Chapter 37
Read ଗୀତସଂହିତା Chapter 37 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.
Book Information
Book: ଗୀତସଂହିତା
Chapter: 37
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗୀତସଂହିତା Chapter 37 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗୀତସଂହିତା Chapter 37?
ଗୀତସଂହିତା Chapter 37 is part of the Book of ଗୀତସଂହିତା in the Holy Bible.
Can I read this chapter online?
Yes. You can read the complete ଗୀତସଂହିତା Chapter 37 online for free with easy chapter navigation.
More Chapters from ଗୀତସଂହିତା
- ଗୀତସଂହିତା Chapter 91
- ଗୀତସଂହିତା Chapter 98
- ଗୀତସଂହିତା Chapter 13
- ଗୀତସଂହିତା Chapter 106
- ଗୀତସଂହିତା Chapter 92
- ଗୀତସଂହିତା Chapter 68
- ଗୀତସଂହିତା Chapter 129
Explore More from ପୁରାତନ ନିୟମ
- ଯିରିମିୟ Chapter 43
- ଆମୋଷ Chapter 3
- ଆୟୁବ Chapter 26
- ଯିହିଜିକଲ Chapter 27
- ଯିହିଜିକଲ Chapter 48
- ଗୀତସଂହିତା Chapter 14
- ଗୀତସଂହିତା Chapter 140