ଗୀତସଂହିତା Chapter 118

For English

Read ଗୀତସଂହିତା Chapter 118 Online

Read ଗୀତସଂହିତା Chapter 118 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 118

ଅଧ୍ୟାୟ 118

1. ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମଯ ପରମେଶ୍ବର ଅଟନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

2. ଇଶ୍ରାୟେଲ ଏବେ କହନ୍ତୁ, "ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।"

3. ହାରୋଣର ପରିବାରବର୍ଗ ବର୍ତ୍ତମାନ ଏବେ ଏହା କୁହନ୍ତୁ ୟେ, "ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।"

4. ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ, "ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।"

5. ମୁଁ ସଙ୍କଟରେ ଥିଲି, ତଣେୁ ସଦାପ୍ରଭୁଙ୍କର ସାହାୟ୍ଯ ପାଇଁ ଡ଼ାକିଲି। ସଦାପ୍ରଭୁ ଉତ୍ତର ଦେଲେ ଏବଂ ମାେତେ ସେଥିରୁ ମୁକ୍ତ କଲେ।

6. ସଦାପ୍ରଭୁ ମାେ ସହିତ ଅଛନ୍ତି। ତଣେୁ ମୁଁ ଭୟ କରିବି ନାହିଁ। ଲୋକମାନେ, ମାେତେ କ'ଣ କରିପାରିବେ,

7. ସଦାପ୍ରଭୁ ମାରେ ସାହାୟ୍ଯକାରୀ। ମୁଁ ମାରେ ଶତ୍ରୁମାନଙ୍କର ପରାସ୍ତ ଦେଖିବି।

8. ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।

9. ଅଧିପତିମାନଙ୍କ ଉପରେ ବିଶ୍ବାସ ରଖିବା ଅପେକ୍ଷା ପରମେଶ୍ବରଙ୍କଠାରେ ଶରଣାଗତ ହବୋ ଉତ୍ତମ।

10. ଶତ୍ରୁମାନେ ମାେତେ ଘରେି ୟାଇଥିଲେ, କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସମାନଙ୍କେୁ ପରାସ୍ତ କଲି।

11. ଶତ୍ରୁଗଣ ବାରମ୍ବାର ମାେତେ ଘରେି ରହୁଛନ୍ତି। ମୁଁ ସମାନଙ୍କେୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।

12. ଶତ୍ରୁମାନେ ମହୁମାଛି ଦଳ ପରି ମାରେ ଚତୁଃପାଶର୍‌ବରେ ବାରମ୍ବାର ଘରେିଗଲେ। କିନ୍ତୁ ସମାନେେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସମାନଙ୍କେୁ ପରାସ୍ତ କଲି।

13. ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରି ପ୍ରାଯ ଧ୍ବଂସ କରିବା ଉପରେ ଥିଲେ, କିନ୍ତୁ ସଦାପ୍ରଭୁ ମାେତେ ସାହାୟ୍ଯ କଲେ।

14. ୟାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମାରେ ଶକ୍ତି ଓ ସୁରକ୍ଷା। ସଦାପ୍ରଭୁ ମାେତେ ରକ୍ଷା କଲେ।

15. ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜଯ ଧ୍ବନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନରାଯ ତାଙ୍କର ମହାନ୍ ଶକ୍ତି ପ୍ରଦର୍ଶନ କଲେ।

16. ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜଯ ପାଇଁ ଉତ୍ଥିତ ହେଲା। ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦଖାଇେଲେ।

17. ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।

18. ସଦାପ୍ରଭୁ ମାେତେ ବୃହତ୍ ଶାସ୍ତି ଦଇେଅଛନ୍ତି। ମାତ୍ର ସେ ମାେତେ ମରିବାକୁ ଦେଲେ ନାହିଁ।

19. ହେ ପରମେଶ୍ବର ମାେ ପାଇଁ ସତ୍ଯତାର ଫାଟ ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।

20. ଏହିସବୁ ସଦାପ୍ରଭୁଙ୍କର ଦ୍ବାର ସମୂହ। କବଳେ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିପାରିବେ।

21. ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନାର ଉତ୍ତର ଦଇେଥିବାରୁ ମୁଁ ତୁମ୍ଭକୁ ଧନ୍ଯବାଦ ଦେଉଛି। ମାେତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ଯବାଦ।

22. ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ଯ କଲେ। ତାହା କୋଣର ପ୍ରଧାନ ପଥର ହାଇେଅଛି।

23. ଏହାସବୁ ସଦାପ୍ରଭୁଙ୍କ କର୍ମ। କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ୟ୍ଯ।

24. ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି। ଆସ ଆମ୍ଭମାନେେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।

25. ଲୋକମାନେ କହନ୍ତି, " ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର। "ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।"

26. ୟାଜକମାନେ କହନ୍ତି, "ୟିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ବର ଆଶୀର୍ବାଦ କରନ୍ତୁ। ଆମ୍ଭମାନେେ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।

27. ସଦାପ୍ରଭୁ ପରମେଶ୍ବର ଅଟନ୍ତି। ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି। ୟଜ୍ଞବଦେୀର ଶିଙ୍ଗରେ ରଜ୍ଜୁଦ୍ବାରା ମଷେକୁ ବାନ୍ଧ।"

28. ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର, ମୁଁ ତୁମ୍ଭ ନାମର ଧନ୍ଯବାଦ କରୁଛି। ମୁଁ ତୁମ୍ଭକୁ ପ୍ରଶଂସା କରୁଛି।

29. ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ହଁ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

About ଗୀତସଂହିତା Chapter 118

Read ଗୀତସଂହିତା Chapter 118 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 118
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 118 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 118?

ଗୀତସଂହିତା Chapter 118 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 118 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 87

Explore More from ପୁରାତନ ନିୟମ

  1. ଆୟୁବ Chapter 1
  2. ପ୍ରଥମ ବଂଶାବଳୀ Chapter 11
  3. ଦିତୀୟ ବଂଶାବଳୀ Chapter 15
  4. ଗଣନା ପୁସ୍ତକ Chapter 18
  5. ଦ୍ୱିତୀୟ ବିବରଣ Chapter 25
  6. ଏଷ୍ଟର Chapter 3
  7. ପ୍ରଥମ ଶାମୁୟେଲ Chapter 10

Related Chapters & Readings

  1. ପ୍ରଥମ ଶାମୁୟେଲ Chapter 27
  2. ଯିଶାଇୟ Chapter 7
  3. ଯିହିଜିକଲ Chapter 6
  4. ଗୀତସଂହିତା Chapter 123
  5. ଲେବୀୟ ପୁସ୍ତକ Chapter 24
  6. ଯିହିଜିକଲ Chapter 47
  7. ଯିଶାଇୟ Chapter 18
Share Your Love

Leave a Reply

Your email address will not be published. Required fields are marked *