Read ଗୀତସଂହିତା Chapter 84 Online
Read ଗୀତସଂହିତା Chapter 84 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.
Choose a Chapter
ଗୀତସଂହିତା 84
ଅଧ୍ୟାୟ 84
1. ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ ବାସ୍ତବରେ ସୁନ୍ଦର ଅଟେ।
2. ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।
3. ହେ ସୈନ୍ଯାଧିପତି ସଦାପ୍ରଭୁ, ମାରେ ରାଜା, ମାରେ ପରମେଶ୍ବର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ୟଜ୍ଞବଦେୀ ପାଖରେ ଏକ ବସା ପାଇଛନ୍ତି।
4. ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସମାନେେ ଧନ୍ଯ, ସମାନେେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
5. ସହେି ଲୋକମାନେ କେତେ ଭାଗ୍ଯବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ। ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6. ସମାନେେ କ୍ରନ୍ଦନ ଉପତ୍ୟକା ଦଇେ ୟାଆନ୍ତି, ଯେଉଁଠି ଏକ ଝରଣା ସୃଷ୍ଟି ହାଇେଛି। ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7. ସମାନେେ ପ୍ରେତ୍ୟକକ ସିୟୋନ୍ରେ ପରମେଶ୍ବରଙ୍କ ଆଗରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ଲୋକମାନେ ସହରରୁ ସହରକୁ ଭ୍ରମଣ କରନ୍ତି।
8. ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ହେ ୟାକୁବର ପରମେଶ୍ବର, ମାରେ କଥା ଶ୍ରବଣ କର।
9. ହେ ପରମେଶ୍ବର, ଆମ୍ଭର ଢ଼ାଲ ସ୍ବରୂପ ଦୃଷ୍ଟିପାତ କର ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10. ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
11. ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12. ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ବାସ କରନ୍ତି ସମାନେେ କେତେ ଭାଗ୍ଯବାନ୍।
About ଗୀତସଂହିତା Chapter 84
Read ଗୀତସଂହିତା Chapter 84 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.
Book Information
Book: ଗୀତସଂହିତା
Chapter: 84
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗୀତସଂହିତା Chapter 84 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗୀତସଂହିତା Chapter 84?
ଗୀତସଂହିତା Chapter 84 is part of the Book of ଗୀତସଂହିତା in the Holy Bible.
Can I read this chapter online?
Yes. You can read the complete ଗୀତସଂହିତା Chapter 84 online for free with easy chapter navigation.
More Chapters from ଗୀତସଂହିତା
- ଗୀତସଂହିତା Chapter 91
- ଗୀତସଂହିତା Chapter 98
- ଗୀତସଂହିତା Chapter 68
- ଗୀତସଂହିତା Chapter 13
- ଗୀତସଂହିତା Chapter 106
- ଗୀତସଂହିତା Chapter 92
- ଗୀତସଂହିତା Chapter 87
Explore More from ପୁରାତନ ନିୟମ
- ଲେବୀୟ ପୁସ୍ତକ Chapter 14
- ଗୀତସଂହିତା Chapter 101
- ଯିରିମିୟ Chapter 4
- ଦିତୀୟ ବଂଶାବଳୀ Chapter 15
- ହବକକୂକ Chapter 2
- ପ୍ରଥମ ରାଜାବଳୀ Chapter 4
- ଗୀତସଂହିତା Chapter 72