ଯିରିମିୟଙ୍କ ବିଳାପ Chapter 2

For English

Read ଯିରିମିୟଙ୍କ ବିଳାପ Chapter 2 Online

Read ଯିରିମିୟଙ୍କ ବିଳାପ Chapter 2 online from the Holy Bible. This chapter is part of the Book of ଯିରିମିୟଙ୍କ ବିଳାପ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟଙ୍କ ବିଳାପ and the Holy Bible online.

Choose a Chapter

ଯିରିମିୟଙ୍କ ବିଳାପ 2

ଅଧ୍ୟାୟ 2

1. ଦେଖ, ସଦାପ୍ରଭୁ କିପରି ଆପଣା କୋର୍ଧ ରେ ସିୟୋନ କନ୍ଯାକୁ ମଘାେଚ୍ଛନ୍ନ କରିଛନ୍ତି। ସେ ଇଶ୍ରାୟେଲର ଗୌରବକୁ ସ୍ବର୍ଗରୁ ପୃଥିବୀକୁ ନିକ୍ଷପେ କରିଛନ୍ତି। ପୁଣି ତାଙ୍କର କୋରଧର ଦିନ ରେ ତାଙ୍କର ପାଦପୀଠ ଇଶ୍ରାୟେଲକୁ ସ୍ମରଣ କରିନାହାଁନ୍ତି।

2. ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ବଂସ କରିଛନ୍ତି। ସେ ତାହାପ୍ରତି ଦୟା କରି ନାହାଁନ୍ତି। ସେ ଆପଣା କୋରଧ ରେ ଯିହୁଦା କନ୍ଯାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ଯ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।

3. ସଦାପ୍ରଭୁ ପ୍ରଚଣ୍ଡ କୋର୍ଧ ରେ ଇଶ୍ରାୟେଲର ସମସ୍ତ ଶକ୍ତି କାଟି ପକାଇଛନ୍ତି। ସେ ଶତ୍ରୁ ସମ୍ମୁଖରୁ ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି ନଇେଛନ୍ତି। ସେ ଅଗ୍ନିଶିଖା ପରି ଯାକୁବକୁ ଜଳାଇଛନ୍ତି ଓ ତାହା ଚତୁର୍ଦ୍ଦିଗ ରେ ଥିବା ସବୁକିଛି ଗ୍ରାସ କରିଛି।

4. ଆସ ସଦାପ୍ରଭୁ ଶତ୍ରୁ ପରି ଧନୁ ରେ ସୂତା ବାନ୍ଧିଥିଲେ ଓ ତାଙ୍କର ଦକ୍ଷିଣ ହସ୍ତକୁ ଶତ୍ରୁପକ୍ଷ ପରି ସୁଶାେଭିତ କରିଛନ୍ତି। ଯିହୁଦାର ସମସ୍ତ ସୁନ୍ଦର ଲୋକଙ୍କୁ ଶତ୍ରୁପରି ବଧ କରିଅଛନ୍ତି। ପୁଣି ତାଙ୍କର କୋରଧାଗ୍ନିକୁ ସିୟୋନ କନ୍ଯାର ତମ୍ବୁ ଉପ ରେ ଢ଼ାଳି ଦଇେଅଛନ୍ତି।

5. ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇଶ୍ରାୟେଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ବଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ଯା ମଧିଅରେ ଶାେକ ଓ ବିଳାପ ବୃଦ୍ଧି କରିଅଛନ୍ତି।

6. ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।

7. ସଦାପ୍ରଭୁ ଆପଣା ୟଜ୍ଞବଦେୀ ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା'ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦଇେଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦ ରେ ସଦାପ୍ରଭୁଙ୍କ ମନ୍ଦିର ରେ ଧ୍ବନି କରୁଛନ୍ତି।

8. ସଦାପ୍ରଭୁ ସିୟୋନ କନ୍ଯାର ପ୍ରାଚୀର ନଷ୍ଟ କରିବାକୁ ସଂକଳ୍ପ କରିଛନ୍ତି। ସେ ମାପସୂତା ଧରିଛନ୍ତି ଓ ବିନାଶ କାରଣରୁ ତାଙ୍କ ହସ୍ତ ନିବୃତ୍ତ କରି ନାହାଁନ୍ତି। ମାତ୍ର ସେ ପରିଖା ଓ ପ୍ରାଚୀରକୁ ବିଳାପ କରାଇ ଅଛନ୍ତି। ସମାନେେ ଏକାବଳେକେ ନିସ୍ତଜେ ହାଇେଛନ୍ତି।

9. ତାହାର ନଗରଦ୍ବାର ସବୁ ଭୂମିସାତ୍ ହାଇେଅଛି, ତାହାର ଅର୍ଗଳ ସବୁ ନଷ୍ଟ ସ ଖଣ୍ଡ ଖଣ୍ଡ ହାଇଗେଲା। ତା'ର ରାଜାମାନେ ଓ ରାଜକୁମାରୀମାନେ ଅନ୍ୟ ଗୋଷ୍ଠୀ ମଧିଅରେ ଅଛନ୍ତି, ତା'ର ସନ୍ତାନମାନଙ୍କ ପାଇଁ ଶିକ୍ଷା ନାହିଁ। ତା'ର ଭବିଷ୍ଯଦ୍ ବକ୍ତାଗଣ କୌଣସି ଦର୍ଶନ। ସଦାପ୍ରଭୁଙ୍କଠାରୁ ପାଇନାହାନ୍ତି।

10. ସିୟୋନ କନ୍ଯା, ବଯସ୍କାମାନେ ନୀରବ ରେ ଭୂମିରେ ବସିଛନ୍ତି। ସମାନେେ ଆପଣା ମସ୍ତକରେ ଧୂଳି ବୋଳି ହାଇେଛନ୍ତି ଓ କଟି ଦେଶ ରେ ଶାେକ ବସ୍ତ୍ର ବାନ୍ଧିଛନ୍ତି। ୟିରୁଶାଲମର କୁମାରୀମାନେ ଭୂମିକୁ ସମାନଙ୍କେର ମସ୍ତକରେ ଅବନତ କରିଛନ୍ତି।

11. ମାରେ ଚକ୍ଷୁୟୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ଯଥିତ ହୁଏ। ମାରେ ଲୋକମାନଙ୍କର ବିନାଶ ହତେୁ ମାରେ ହୃଦଯ ଭୂମିରେ ଢ଼ଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହ ରେ ବାଳକ ବାଳିକା ଓ ଦୁଗ୍ଧପୋଷ୍ଯ ଶିଶୁମାନେ ମୂର୍ଚ୍ଛିତ ହାଇେ ପଡ଼ିଛନ୍ତି।

12. ସମାନେେ ନିଜ ନିଜ ମାତାକୁ "ଶସ୍ଯ ଓ ଦ୍ରାକ୍ଷାରସ କାହିଁ?" ଏହି କଥା ପଚାରୁଛନ୍ତି, ଯେତବେେଳେ ସମାନେେ ମୂର୍ଚ୍ଛା ୟାଆନ୍ତି। ନଗର ଛକରେ ଘାଇଲା ଲୋକମାନଙ୍କ ପରି ଏବଂ ନିଜ ନିଜ ମାଆ କୋଳ ରେ ପ୍ରାଣ ତ୍ଯାଗ କରନ୍ତି।

13. ଆଗୋ ସିୟୋନ କନ୍ଯ, ମୁଁ ତୁମ୍ଭ ଆଗ ରେ କି ସାକ୍ଷ୍ଯ ଦବେି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ଯ, ମୁଁ ତୁମ୍ଭକୁ ସାନ୍ତ୍ବନା ଦବୋପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି ? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରିପାରିବା ପାଇଁ ସକ୍ଷମ ହବେ?

14. ତୁମ୍ଭର ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା ରେ ପରିପୂର୍ଣ୍ଣ। ସମାନେେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମାଚେନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହବୋର ଦେଖି ପ୍ରଚାର କରିଅଛନ୍ତି।

15. ପଥିକମାନେ ତୁମ୍ଭର ଦୁରାବସ୍ଥା ରେ ହାତତାଳି ଦିଅନ୍ତି। ସମାନେେ "ଗ୍ରୀସ୍" ଶବ୍ଦ କରି ୟିରୁଶାଲମର କନ୍ଯା ପ୍ରତି ମସ୍ତକ ହଲାଇ କହନ୍ତି, "ଏ କ'ଣ ସହେି ନଗରୀ ଯାହାକୁ ଲୋକମାନେ 'ସୌନ୍ଦର୍ୟ୍ଯମଯୀ ନଗରୀ' ଓ 'ସମଗ୍ର ପୃଥିବୀର ଆନନ୍ଦ ସ୍ବରୂପ' ବୋଲି କହୁଥିଲେ ?"

16. ତୁମ୍ଭର ସମସ୍ତ ଶତ୍ରୁ ତୁମ୍ଭକୁ ପରିହାସ କରନ୍ତି। ସମାନେେ "ଗ୍ରୀସ୍" ଶବ୍ଦ ଓ ଦାନ୍ତ କଡ଼ମଡ଼ କରି କହନ୍ତି, "ଆମ୍ଭମାନେେ ତାକୁ ଗ୍ରାସ କରିଅଛୁଁ, ଆମ୍ଭମାନେେ ଏହି ଦିନକୁ ଅପେକ୍ଷା କରିଥିଲୁ, ଏହି ଦିନକୁ ଆମ୍ଭମାନେେ ଆଶା କରିଥିଲୁ, ତାହା ପାଇଲୁ ଓ ଦେଖିଲୁ।"

17. ସଦାପ୍ରଭୁ ଯାହା ସଙ୍କଳ୍ପ କରିଥିଲେ, ତାହା ସିଦ୍ଧ କରିଅଛନ୍ତି। ସେ ବହୁକାଳ ପୂର୍ବେ ଯାହା ଆଜ୍ଞା କରିଥିଲେ, ସହେି ବାକ୍ଯ ସଫଳ କରିଅଛନ୍ତି। ସେ ନିପାତ କରିଅଛନ୍ତି ଓ ଦୟା କରି ନାହାଁନ୍ତି। ଆଉ ସେ ଶତ୍ରୁକୁ ତୁମ୍ଭ ଉପ ରେ ଆନନ୍ଦ କରିବାକୁ ଦଇେଅଛନ୍ତି ଓ ସେ ତୁମ୍ଭ ବିପକ୍ଷ ରେ ସମାନଙ୍କେୁ ଉନ୍ନତ କରିଅଛନ୍ତି।

18. ତୁମ୍ଭମାନଙ୍କର ହୃଦଯ ସଦାପ୍ରଭୁଙ୍କ ସମ୍ମୁଖ ରେ ଚିତ୍କାର କରିବା ଉଚିତ୍। ହେ ସିୟୋନ କନ୍ଯାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସୋର୍ତ ପରି ଝରାଅ। ତୁମ୍ଭେ ଚକ୍ଷୁକୁ ବିଶ୍ରାମ ଦିଅ ନାହିଁ ଓ ତୁମ୍ଭ ଚକ୍ଷୁତାରା ସ୍ଥିର ନ ହେଉ।

19. ଉଠ, ରାତ୍ରିର ପ୍ରେତ୍ୟକକ ପ୍ରହରର ଆରମ୍ଭ ରେ ଆର୍ତ୍ତସ୍ବର କର; ସଦାପ୍ରଭୁଙ୍କ ସମ୍ମୁଖ ରେ ତୁମ୍ଭର ହୃଦଯ ଜଳପରି ଢ଼ାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖ ରେ ହାତୟୋଡ଼ି ପ୍ରାର୍ଥନା କର। କାରଣ ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ କ୍ଷୁଧା ରେ ଛଟପଟ ହେଉଛନ୍ତି।

20. ହେ ସଦାପ୍ରଭୁ, ଦେଖ ଓ ନିରୀକ୍ଷଣ କର, ତୁମ୍ଭେ ତାହାପ୍ରତି ଏ ପ୍ରକାର ବ୍ଯବହାର କରିଅଛ ! ମୁଁ ଏହି ପ୍ରଶ୍ନ ତୁମ୍ଭକୁ ପଚାରୁଛି, କୌଣସି ମାଆ କ'ଣ ତା'ର ଗର୍ଭସ୍ଥ ସନ୍ତାନକୁ ଯାହାକୁ ନିଜେ ଲାଳନପାଳନ କରିଛି, ତାକୁ ଭକ୍ଷଣ କରିବ? ଯାଜକଗଣ ଓ ଭବିଷ୍ଯଦ୍ ବକ୍ତା କ'ଣ ସଦାପ୍ରଭୁଙ୍କ ପବିତ୍ର ମନ୍ଦିର ରେ ନିହତ ହବେେ କି?

21. ୟୁବକ ଓ ବୃଦ୍ଧ ନଗରର ରାସ୍ତା ରେ ପତିତ ହାଇେଛନ୍ତି। ୟୁବକ, ୟୁବତୀ ଖଡ୍ଗ ରେ ହତ ହାଇେ ପଡ଼ିଛନ୍ତି। ସଦାପ୍ରଭୁ ସମାନଙ୍କେୁ ଆପଣା କୋର୍ଧ ଦିନ ରେ ବଧ କରିଛନ୍ତି ଓ ସମାନଙ୍କେ ପ୍ରତି ନିର୍ଦ୍ଦଯ ହାଇେଛନ୍ତି।

22. ତୁମ୍ଭେ ମାରେ ଚତୁର୍ଦ୍ଦିଗରୁ ଭୟକୁ ଆହ୍ବାନ କରୁଅଛି, ସତେ ଯେପରି ସମାନଙ୍କେୁ କୌଣସି ଉତ୍ସବକୁ ନିମନ୍ତ୍ରଣ କରାୟାଇଛି। ସଦାପ୍ରଭୁଙ୍କ କୋର୍ଧର ଦିନ ରେ କହେି ରକ୍ଷା ପାଇଲେ ନାହିଁ କି କହେି ଅବଶିଷ୍ଟ ରହିଲେ ନାହିଁ। ଯେଉଁମାନଙ୍କୁ ମୁଁ ଲାଳନପାଳନ କରି ବଢ଼ାଇଥିଲି ଶତ୍ରୁ ସମାନଙ୍କେୁ ସଂହାର କରିଅଛି।

About ଯିରିମିୟଙ୍କ ବିଳାପ Chapter 2

Read ଯିରିମିୟଙ୍କ ବିଳାପ Chapter 2 online from the Holy Bible. This chapter is part of the Book of ଯିରିମିୟଙ୍କ ବିଳାପ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟଙ୍କ ବିଳାପ
Chapter: 2
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟଙ୍କ ବିଳାପ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟଙ୍କ ବିଳାପ Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟଙ୍କ ବିଳାପ Chapter 2?

ଯିରିମିୟଙ୍କ ବିଳାପ Chapter 2 is part of the Book of ଯିରିମିୟଙ୍କ ବିଳାପ in the Holy Bible.

Can I read this chapter online?

Yes. You can read the complete ଯିରିମିୟଙ୍କ ବିଳାପ Chapter 2 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିରିମିୟଙ୍କ ବିଳାପ

  1. ଯିରିମିୟଙ୍କ ବିଳାପ Chapter 1
  2. ଯିରିମିୟଙ୍କ ବିଳାପ Chapter 5
  3. ଯିରିମିୟଙ୍କ ବିଳାପ Chapter 4
  4. ଯିରିମିୟଙ୍କ ବିଳାପ Chapter 3

Related Chapters & Readings

  1. ଏଜ୍ରା Chapter 10
  2. ଦିତୀୟ ଶାମୁୟେଲ Chapter 9
  3. 1 କରିନ୍ଥୀୟ Chapter 7
  4. ଆୟୁବ Chapter 15
  5. ଦ୍ୱିତୀୟ ବିବରଣ Chapter 34
  6. ଗୀତସଂହିତା Chapter 145
  7. ଆୟୁବ Chapter 37
Share Your Love

Leave a Reply

Your email address will not be published. Required fields are marked *