ଗୀତସଂହିତା Chapter 29

For English

Read ଗୀତସଂହିତା Chapter 29 Online

Read ଗୀତସଂହିତା Chapter 29 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 29

ଅଧ୍ୟାୟ 29

1. ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।

2. ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର।

3. ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।

4. ସଦାପ୍ରଭୁଙ୍କର ସ୍ବରରୁ ତାଙ୍କର ଶକ୍ତିର ପରିଚଯ ମିଳେ। ତାଙ୍କର ସ୍ବର ତାଙ୍କର ଗୌରବର ପ୍ରମାଣ।

5. ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।

6. ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।

7. ସଦାପ୍ରଭୁଙ୍କର କଣ୍ଠସ୍ବର ବିଜୁଳି ଗତିରେ ବାଯୁମଣ୍ଡଳକୁ ବିଭକ୍ତ କରେ।

8. ସଦାପ୍ରଭୁଙ୍କର ରବଦ୍ବାରା ମରୁଭୂମି ଥରି ଉେଠ। ସଦାପ୍ରଭୁଙ୍କ ରବଦ୍ବାରା କାଦେଶ ମରୁଭୂମି କମ୍ପିିଉେଠ।

9. ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି।

10. ସଦାପ୍ରଭୁ ହେଉଛନ୍ତି ବନ୍ଯା ସମଯରେ ରାଜା ତୁଲ୍ଯ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହାଇେ ରହିବେ।

11. ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି।

About ଗୀତସଂହିତା Chapter 29

Read ଗୀତସଂହିତା Chapter 29 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 29
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 29 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 29?

ଗୀତସଂହିତା Chapter 29 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 29 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 13
  4. ଗୀତସଂହିତା Chapter 106
  5. ଗୀତସଂହିତା Chapter 92
  6. ଗୀତସଂହିତା Chapter 68
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଯିହିଜିକଲ Chapter 18
  2. ଗଣନା ପୁସ୍ତକ Chapter 25
  3. ଦାନିଏଲ Chapter 12
  4. ଗୀତସଂହିତା Chapter 81
  5. ଦିତୀୟ ଶାମୁୟେଲ Chapter 21
  6. ଗୀତସଂହିତା Chapter 59
  7. ହୋଶେୟ Chapter 8

Related Chapters & Readings

  1. ଦିତୀୟ ରାଜାବଳୀ Chapter 7
  2. ଗଣନା ପୁସ୍ତକ Chapter 5
  3. ଗୀତସଂହିତା Chapter 3
  4. ଏଫିସୀୟ Chapter 1
  5. ଗୀତସଂହିତା Chapter 133
  6. ପ୍ରେରିତ Chapter 24
  7. ଦିତୀୟ ଶାମୁୟେଲ Chapter 11
Share Your Love

Leave a Reply

Your email address will not be published. Required fields are marked *