ଗୀତସଂହିତା Chapter 85

For English

Read ଗୀତସଂହିତା Chapter 85 Online

Read ଗୀତସଂହିତା Chapter 85 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 85

ଅଧ୍ୟାୟ 85

1. ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦଖାଇେଅଛ। ବିଦେଶରେ ୟାକୁବର ଲୋକମାନେ ବନ୍ଦୀ ହାଇେଥିଲେ। ସମାନଙ୍କେୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନଇେଆସିଲ।

2. ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ। ଆଉ ତୁମ୍ଭେ ସମାନଙ୍କେର ପାପସବୁ ପୋଛିଲ।

3. ଆପଣା ସମସ୍ତ କୋର୍ଧରୁ ନିବୃତ୍ତ ହୁଅ। ଆପଣା କୋର୍ଧରେ ପ୍ରଚଣ୍ଡ ହୁଅ ନାହିଁ।

4. ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।

5. ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କୋର୍ଧିତ ହାଇେ ରହିବ ?

6. ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେ। ତଣେୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।

7. ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର ଏବଂ ଦଖାଇେ ଦିଅ ୟେ ତୁମ୍ଭେ ଆମ୍ଭକୁ ପ୍ରମେ କରୁଛ।

8. ସଦାପଭ୍ରୁ ପରମେଶ୍ବର ୟାହା କହିବେ ମୁଁ ଶୁଣିବି। ସେ ପ୍ରତିଜ୍ଞା କରିଛନ୍ତି ୟେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ। ସମାନେେ ପୁନର୍ବାର ମୂର୍ଖତା ଜୀବନୟାପନ କରିବା ପାଇଁ ଫରେି ନ ୟାଆନ୍ତୁ।

9. ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।

10. ସ୍ନହପେୂର୍ଣ୍ଣ କରୁଣା ଓ ବିଶ୍ବସ୍ତତା ଦେଶକୁ ପ୍ରତ୍ଯାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।

11. ପୃଥିବୀର ଲୋକମାନେ ପରମେଶ୍ବରଙ୍କଠାରେ ବିଶ୍ବସ୍ତ ହବେେ ଏବଂ ସ୍ବର୍ଗରେ ପରମେଶ୍ବର ସମାନଙ୍କେର ମଙ୍ଗଳ କରିବେ।

12. ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।

13. ଧର୍ମ ପରମେଶ୍ବରଙ୍କର ଆଗେ ଆଗେ ୟିବ ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

About ଗୀତସଂହିତା Chapter 85

Read ଗୀତସଂହିତା Chapter 85 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 85
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 85 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 85?

ଗୀତସଂହିତା Chapter 85 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 85 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 106
  4. ଗୀତସଂହିତା Chapter 92
  5. ଗୀତସଂହିତା Chapter 68
  6. ଗୀତସଂହିତା Chapter 13
  7. ଗୀତସଂହିତା Chapter 87

Explore More from ପୁରାତନ ନିୟମ

  1. ହୋଶେୟ Chapter 3
  2. ଗୀତସଂହିତା Chapter 84
  3. ଗୀତସଂହିତା Chapter 6
  4. ଆୟୁବ Chapter 3
  5. ପ୍ରଥମ ବଂଶାବଳୀ Chapter 5
  6. ଯିଶାଇୟ Chapter 1
  7. ଗୀତସଂହିତା Chapter 93

Related Chapters & Readings

  1. ନିହିମିୟା Chapter 6
  2. ଯିଶାଇୟ Chapter 2
  3. ଦିତୀୟ ଶାମୁୟେଲ Chapter 8
  4. ଓବଦିୟ Chapter 1
  5. ପ୍ରକାଶିତ ବାକ୍ୟ Chapter 16
  6. ନିହିମିୟା Chapter 1
  7. ପ୍ରଥମ ଶାମୁୟେଲ Chapter 8
Share Your Love

Leave a Reply

Your email address will not be published. Required fields are marked *