ମଲାଖି Chapter 4

For English

Read ମଲାଖି Chapter 4 Online

Read ମଲାଖି Chapter 4 online from the Holy Bible. This chapter is part of the Book of ମଲାଖି in the Old Testament. Browse every verse with easy chapter navigation, continue to the next chapter, or explore the complete Book of ମଲାଖି and the Holy Bible online.

Choose a Chapter

ମଲାଖି 4

ଅଧ୍ୟାୟ 4

1. "ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।

2. "ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।

3. ତା'ପ ରେ ତୁମ୍ଭମାନେେ ସହେି ଦୁଷ୍ଟାଗ୍ଭରୀଙ୍କ ଉପ ରେ ବିଚରଣ କରିବ। ସମାନେେ ତୁମ୍ଭ ପାଦତଳେ ଭସ୍ମ ସଦୃଶ ହବେେ। ଏହିସବୁ ସହେିଦିନ ଘଟିବ ଯେଉଁଦିନ ଆମ୍ଭେ ସୃଷ୍ଟି କରିଛୁ।" ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କହିଥିଲେ।

4. "ମାଶାଙ୍କେର ବ୍ଯବସ୍ଥାକୁ ମନେ ପକାଅ ଓ ପାଳନ କର। ସେ ଆମ୍ଭର ଅନୁଚର। ଆମ୍ଭେ ହାରବେ ପର୍ବତ ରେ ଏହି ବ୍ଯବସ୍ଥା ଓ ନିଯମମାନ ତାଙ୍କୁ ଦଇେଥିଲୁ। ସହେି ବ୍ଯବସ୍ଥା ଇଶ୍ରାୟେଲର ସମସ୍ତ ଲୋକଙ୍କ ପାଇଁ ଥିଲା।"

5. ସଦାପ୍ରଭୁ କହିଲେ, " ଦେଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।

6. ସେ ପିତାମାତାଙ୍କୁ ପିଲାମାନଙ୍କ ସହିତ ଓ ପିଲାମାନଙ୍କୁ ସମାନଙ୍କେର ପିତା-ମାତା ସହିତ ପୁନର୍ମିଳନ କରାଇବେ। ଏହା ନିଶ୍ଚିତ ଘଟିବ। ନଚେତ୍ ଆମ୍ଭେ ପରମେଶ୍ବର ଆସିବା ଓ ସମ୍ପୂର୍ଣ୍ଣ ଦେଶକୁ ଧ୍ବଂସ କରିବା।"

About ମଲାଖି Chapter 4

Read ମଲାଖି Chapter 4 online from the Holy Bible. This chapter is part of the Book of ମଲାଖି in the Old Testament. Continue reading with the chapter navigation above or explore the complete book.

Book Information

Book: ମଲାଖି
Chapter: 4
Testament: Old Testament

How to Read this Chapter

Use the Previous and Next Chapter buttons to continue reading ମଲାଖି. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ମଲାଖି Chapter 4 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ମଲାଖି Chapter 4?

ମଲାଖି Chapter 4 is part of the Book of ମଲାଖି in the Holy Bible.

Can I read this chapter online?

Yes. You can read the complete ମଲାଖି Chapter 4 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ମଲାଖି

  1. ମଲାଖି Chapter 3
  2. ମଲାଖି Chapter 2
  3. ମଲାଖି Chapter 1

Related Chapters & Readings

  1. ଯିହିଜିକଲ Chapter 46
  2. ଯିହୋଶୂୟ Chapter 4
  3. ଲେବୀୟ ପୁସ୍ତକ Chapter 4
  4. ଯାତ୍ରା ପୁସ୍ତକ Chapter 39
  5. ପ୍ରଥମ ବଂଶାବଳୀ Chapter 22
  6. ଦ୍ୱିତୀୟ ବିବରଣ Chapter 9
  7. 2 ଥେସଲନୀକୀୟ Chapter 3
Share Your Love

Leave a Reply

Your email address will not be published. Required fields are marked *