ଗୀତସଂହିତା Chapter 75

For English

Read ଗୀତସଂହିତା Chapter 75 Online

Read ଗୀତସଂହିତା Chapter 75 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 75

ଅଧ୍ୟାୟ 75

1. ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭମାନେେ ତୁମ୍ଭଙ୍କୁ ଧନ୍ଯବାଦ କରୁଛ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ସକଳ ବର୍ଣ୍ଣନା କରନ୍ତି।

2. ପରମେଶ୍ବର କହିଲେ, "ମୁଁ ବିଚାର ଦିନ ନିରୂପିତ କଲେ। ମୁଁ ନିରପେକ୍ଷଭାବେ ବିଚାର କରିବି।

3. ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହାଇେ ପତନ ହବୋକୁ ଯାଉଛନ୍ତି। କିନ୍ତୁ ମୁଁ ତାକୁ ସ୍ଥିର କରିବି।"

4. "କିଛି ଲୋକ ବହୁତ ଗର୍ବୀ, ସମାନେେ ଭାବନ୍ତି ସମାନେେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ଯବ୍ଯକ୍ତି ବୋଲି ଭାବନ୍ତି। କିନ୍ତୁ ମୁଁ ସହେି ଲୋକମାନଙ୍କୁ କ ହେ, "ଆତ୍ମଶ୍ଲାଘା ହୁଅ ନାହିଁ' "ଗର୍ବ କର ନାହିଁ।"'

6. କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ।

7. ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।

8. ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି, ୟାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ତାହା ମିଶ୍ରିତ ଦ୍ରବ୍ଯରେ ପୂର୍ଣ୍ଣ ଓ ସେ ତହିଁରୁ ଢ଼ାଳିବେ ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀଯ ନିଗାଡ଼ି ପିଇବେ।

9. ମୁଁ ଏହିସବୁ ବିଷଯରେ ସଦାକାଳ ପ୍ରଚାର କରିବି। ମୁଁ ଇଶ୍ରାୟେଲ ପରମେଶ୍ବରଙ୍କର ପ୍ରଶଂସା କରିବି।

10. ପରମେଶ୍ବର କହନ୍ତି, "ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।"

About ଗୀତସଂହିତା Chapter 75

Read ଗୀତସଂହିତା Chapter 75 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 75
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 75 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 75?

ଗୀତସଂହିତା Chapter 75 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 75 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 87

Explore More from ପୁରାତନ ନିୟମ

  1. ପ୍ରଥମ ରାଜାବଳୀ Chapter 9
  2. ଆଦି ପୁସ୍ତକ Chapter 1
  3. ହୋଶେୟ Chapter 6
  4. ହିତୋପଦେଶ Chapter 13
  5. ଯିରିମିୟ Chapter 3
  6. ଦିତୀୟ ଶାମୁୟେଲ Chapter 11
  7. ଆୟୁବ Chapter 24

Related Chapters & Readings

  1. ବିଚାରକର୍ତ୍ତା Chapter 18
  2. ମାଥିଉ Chapter 24
  3. ଯାତ୍ରା ପୁସ୍ତକ Chapter 40
  4. ଯିଶାଇୟ Chapter 49
  5. ଦିତୀୟ ଶାମୁୟେଲ Chapter 22
  6. ରୋମୀୟ Chapter 6
  7. ଯିରିମିୟ Chapter 2
Share Your Love

Leave a Reply

Your email address will not be published. Required fields are marked *