Read ଗୀତସଂହିତା Chapter 80 Online
Read ଗୀତସଂହିତା Chapter 80 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.
Choose a Chapter
ଗୀତସଂହିତା 80
ଅଧ୍ୟାୟ 80
1. ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2. ଇଫ୍ରଯିମ, ବିନ୍ଯାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦଖାେଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3. ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।
4. ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?
5. ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।
6. ତୁମ୍ଭେ ଆମ୍ଭର ପ୍ରତିବେଶୀଗଣ ଦ୍ବାରା ଆମ୍ଭମାନଙ୍କୁ ଘୃଣା କରଇେଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7. ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
8. ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ "ଦ୍ରାକ୍ଷାଲତା" ରୋପଣ କର।
9. ତୁମ୍ଭେ "ଦ୍ରାକ୍ଷାବୃକ୍ଷ" ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚରଗେୁଡ଼ିକ ଗଭୀରକୁ ଗଲା। "ଦ୍ରାକ୍ଷାଲତା" ସମସ୍ତ ଦେଶରେ ବ୍ଯାପିଗଲା।
10. ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।
11. ଭୂମଧ୍ଯସାଗର ପର୍ୟ୍ଯନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ୟ୍ଯନ୍ତ ଆପଣା ପଲ୍ଲବ ବିସ୍ତାର କଲା।
12. ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ "ଅଙ୍ଗୁର" ଛିଣ୍ଡାଇ ପକାଉଛନ୍ତି।
13. ବନରୁ ବରାହ ଆସି "ଦ୍ରାକ୍ଷାବୃକ୍ଷ" ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।
14. ହେ ସର୍ବଶକ୍ତିମାନ ପରମେଶ୍ବର ଫରେିଆସ। ସ୍ବର୍ଗରୁ ତୁମ୍ଭର "ଦ୍ରାକ୍ଷାଲତା" ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
15. ହେ ପରମେଶ୍ବର, ସହେି "ଦ୍ରାକ୍ଷାଲତା"କୁ ଦେଖ, ୟାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସହେି େଛାଟ ଲତାକୁ ଦେଖ ୟାହାକୁ ତୁମ୍ଭେ ବଢ଼ଇେଛ।
16. ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତାଗ୍ଦ ଉପରେ କୋର୍ଧାନ୍ବିତ ହାଇେ ତାକୁ ଧ୍ବଂସ କର।
17. ହେ ପରମେଶ୍ବର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାଶର୍ବରେ ଛିଡ଼ା ହାଇେଥିବା ମନୁଷ୍ଯ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18. ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।
19. ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
About ଗୀତସଂହିତା Chapter 80
Read ଗୀତସଂହିତା Chapter 80 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.
Book Information
Book: ଗୀତସଂହିତା
Chapter: 80
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗୀତସଂହିତା Chapter 80 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗୀତସଂହିତା Chapter 80?
ଗୀତସଂହିତା Chapter 80 is part of the Book of ଗୀତସଂହିତା in the Holy Bible.
Can I read this chapter online?
Yes. You can read the complete ଗୀତସଂହିତା Chapter 80 online for free with easy chapter navigation.
More Chapters from ଗୀତସଂହିତା
- ଗୀତସଂହିତା Chapter 98
- ଗୀତସଂହିତା Chapter 91
- ଗୀତସଂହିତା Chapter 68
- ଗୀତସଂହିତା Chapter 106
- ଗୀତସଂହିତା Chapter 13
- ଗୀତସଂହିତା Chapter 129
- ଗୀତସଂହିତା Chapter 92
Explore More from ପୁରାତନ ନିୟମ
- ହୋଶେୟ Chapter 9
- ଯିହିଜିକଲ Chapter 37
- ଆଦି ପୁସ୍ତକ Chapter 13
- ଯିଶାଇୟ Chapter 45
- ଦିତୀୟ ବଂଶାବଳୀ Chapter 19
- ଦ୍ୱିତୀୟ ବିବରଣ Chapter 18
- ଯିରିମିୟ Chapter 28