ଗୀତସଂହିତା Chapter 127

For English

Read ଗୀତସଂହିତା Chapter 127 Online

Read ଗୀତସଂହିତା Chapter 127 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 127

ଅଧ୍ୟାୟ 127

1. ସଦାପ୍ରଭୁ ୟବେେ ଗୃହ ନିର୍ମାଣ ନ କରନ୍ତି, ତବେେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ଯର୍ଥ ହୁଏ। ୟବେେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତବେେ ପ୍ରହରୀ ଜାଗ୍ରତ ହବୋ କବଳେ ବୃଥା ଅଟେ।

2. ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି।

3. ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।

4. ୟୁବକର ପୁତ୍ରଗଣ ଏକ ସୈନ୍ଯର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।

5. ସହେି ବ୍ଯକ୍ତି ଭାଗ୍ଯବାନ, ଯେଉଁ ବ୍ଯକ୍ତିର କବେବେି ପରାସ୍ତ ହବେ ନାହିଁ, ଯେତବେେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି। ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ, ସେ ହେଉଛି ଭାଗ୍ଯବାନ୍।

About ଗୀତସଂହିତା Chapter 127

Read ଗୀତସଂହିତା Chapter 127 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 127
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 127 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 127?

ଗୀତସଂହିତା Chapter 127 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 127 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 87

Explore More from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 32
  2. ଯିଖରିୟ Chapter 14
  3. ଏଷ୍ଟର Chapter 4
  4. ଗୀତସଂହିତା Chapter 42
  5. ଦିତୀୟ ଶାମୁୟେଲ Chapter 7
  6. ରୂତର ବିବରଣ Chapter 3
  7. ପରମଗୀତ Chapter 2

Related Chapters & Readings

  1. ଗୀତସଂହିତା Chapter 146
  2. ଯିହୋଶୂୟ Chapter 9
  3. ପ୍ରେରିତ Chapter 9
  4. ଗୀତସଂହିତା Chapter 106
  5. ଯାତ୍ରା ପୁସ୍ତକ Chapter 34
  6. ଯିଶାଇୟ Chapter 45
  7. ଦିତୀୟ ବଂଶାବଳୀ Chapter 20
Share Your Love

Leave a Reply

Your email address will not be published. Required fields are marked *