ଗୀତସଂହିତା Chapter 53

For English

Read ଗୀତସଂହିତା Chapter 53 Online

Read ଗୀତସଂହିତା Chapter 53 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 53

ଅଧ୍ୟାୟ 53

1. କବଳେ ନିର୍ବୋଧଗଣ ଭାବନ୍ତି, ପରମେଶ୍ବର ନାହାନ୍ତି। ସମାନେେ ଦୁର୍ନିତୀଗ୍ରସ୍ତ ଓ ସମାନଙ୍କେର କୁକର୍ମଗୁଡ଼ିକ ଭୟଙ୍କର, ଓ ସମାନଙ୍କେ ମଧ୍ଯରୁ କହେି ଭଲକାମ କରନ୍ତି ନାହିଁ।

2. ପରମେଶ୍ବର ସ୍ବର୍ଗରୁ ସମସ୍ତ ମନୁଷ୍ଯ ସମାଜକୁ ନିରୀକ୍ଷଣ କରନ୍ତି। ସେ ଲକ୍ଷ୍ଯ କରନ୍ତି, ୟଦି କହେି ଜ୍ଞାନୀ ବ୍ଯକ୍ତି ପରମେଶ୍ବରଙ୍କୁ ଅନ୍ବଷେଣ କରେ।

3. ସମାନଙ୍କେର ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠାରୁ ବିମୁଖ ହାଇେଛନ୍ତି। ସେ ସମସ୍ତେ ଅଶୁଚି ହାଇେଅଛନ୍ତି। କୌଣସି ଲୋକ ସମାନଙ୍କେ ମଧ୍ଯରୁ ସୁକର୍ମ କରି ନାହାନ୍ତି। ନାଁ, ଜଣେ କହେି ନାହିଁ !

4. ପରମେଶ୍ବର କହନ୍ତି, "ଦୁଷ୍ଟମାନେ କିଛି ବୁଝନ୍ତି ନାହିଁ ? ଅଧର୍ମାଚାରୀମାନେ ଖାଦ୍ୟଗ୍ରାସ କଲାପରି ମାେ ଲୋକମାନଙ୍କୁ ଗ୍ରାସ କରୁଛନ୍ତି ଏବଂ ସମାନେେ ମାେତେ ପ୍ରାର୍ଥନା କରନ୍ତି ନାହିଁ।"

5. କିନ୍ତୁ ସହେି ଅଧର୍ମାଚାରୀ ଲୋକମାନେ ଭୟଭୀତ ହବେେ। ଏପରି ସମାନେେ ପୂର୍ବରୁ କବେେ ଭୟଭୀତ ହାଇେ ନ ଥିବେ। ଇଶ୍ରାୟେଲ, ସହେି ଦୁଷ୍ଟ ଲୋକମାନେ ତୁମ୍ଭକୁ ଆକ୍ରମଣ କରନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ପରିତ୍ଯାଗ କରିଛନ୍ତି। ତୁମ୍ଭମାନେେ ସମାନଙ୍କେୁ ପରାସ୍ତ କରିବ ଏବଂ ପରମେଶ୍ବର ସମାନଙ୍କେର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇବେ।

6. ମୁଁ ଇଚ୍ଛାକରେ, ସହେି ବିଜଯ ସିୟୋନ ପର୍ବତରୁ ଇଶ୍ରାୟେଲକୁ ଆସନ୍ତା ! ଯେତବେେଳେ ପରମେଶ୍ବର ଆପଣା ଲୋକମାନଙ୍କୁ ପୁଣିଥରେ ବନ୍ଦୀତ୍ବରୁ ଆଣିବେ, ସେ ତବେଳେେ ୟାକୁବ ଆନନ୍ଦିତ ହବେେ ଏବଂ ଇଶ୍ରାୟେଲ ଉଲ୍ଲସିତ ହବେ।

About ଗୀତସଂହିତା Chapter 53

Read ଗୀତସଂହିତା Chapter 53 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 53
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 53 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 53?

ଗୀତସଂହିତା Chapter 53 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 53 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 13
  2. ଦିତୀୟ ରାଜାବଳୀ Chapter 1
  3. ନାହୂମ Chapter 3
  4. ହିତୋପଦେଶ Chapter 13
  5. ହିତୋପଦେଶ Chapter 7
  6. ଆଦି ପୁସ୍ତକ Chapter 12
  7. ଗଣନା ପୁସ୍ତକ Chapter 8

Related Chapters & Readings

  1. ଯିହିଜିକଲ Chapter 26
  2. ଲୂକ Chapter 10
  3. ଯିଖରିୟ Chapter 4
  4. ପ୍ରଥମ ରାଜାବଳୀ Chapter 12
  5. ଗୀତସଂହିତା Chapter 125
  6. ଯୋହନ Chapter 19
  7. ଯିରିମିୟ Chapter 40
Share Your Love

Leave a Reply

Your email address will not be published. Required fields are marked *