Read ଗୀତସଂହିତା Chapter 6 Online
Read ଗୀତସଂହିତା Chapter 6 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.
Choose a Chapter
ଗୀତସଂହିତା 6
ଅଧ୍ୟାୟ 6
1. ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।
2. ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।
3. ମାରେ ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମାେତେ ସୁସ୍ଥ କରିବ।
4. ହେ ସଦାପ୍ରଭୁ, ତୁମ୍ଭେ ଫରେିଆସ ଓ ମାେତେ ପୁନର୍ବାର ଅଧିକ ବଳଶାଳୀ କର। ତୁମ୍ଭେ ଅତ୍ଯନ୍ତ କରୁଣାରେ ମାେତେ ଉଦ୍ଧାର କର।
5. ମୃତ ଲୋକମାନେ ତୁମ୍ଭକୁ ସମାନଙ୍କେର କବରରେ କବେେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମାେତେ ରକ୍ଷା କର।
6. ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
7. ମାରେ ଶତ୍ରୁମାନେ ମାେତେ ବହୁତ ଦୁଃଖ ଦଇେଛନ୍ତି, ୟାହାକି ମାେତେ ବହୁତ ଦୁଃଖୀ କରିଛି। ବର୍ତ୍ତମାନ ମାରେ ଚକ୍ଷୁଦ୍ବଯ ବହୁତ କ୍ରନ୍ଦନ କରିଥିବା ଯୋଗୁଁ କ୍ଷୀଣ।
8. ହେ ଅଧର୍ମୀ ଲୋକସବୁ, ମାେ ନିକଟରୁ ଦୂର ହାଇୟୋଅ। କାରଣ ସଦାପ୍ରଭୁ ମାରେ କ୍ରନ୍ଦନ ଶୁଣିଛନ୍ତି।
9. ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମାରେ ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମାରେ ପ୍ରାର୍ଥନାର ଉତ୍ତର ମଧ୍ଯ ଦଇେଛନ୍ତି।
10. ମାରେ ସମସ୍ତ ଶତ୍ରୁମାନେ ଲଜ୍ଜିତ ଓ ବ୍ଯାକୁଳ ହବେେ। ଓ ସମାନେେ ସମନ୍ତେ ଲଜ୍ଜିତ ହାଇେ ଏ ସ୍ଥାନ ପରିତ୍ଯାଗ କରିବେ।
About ଗୀତସଂହିତା Chapter 6
Read ଗୀତସଂହିତା Chapter 6 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.
Book Information
Book: ଗୀତସଂହିତା
Chapter: 6
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗୀତସଂହିତା Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗୀତସଂହିତା Chapter 6?
ଗୀତସଂହିତା Chapter 6 is part of the Book of ଗୀତସଂହିତା in the Holy Bible.
Can I read this chapter online?
Yes. You can read the complete ଗୀତସଂହିତା Chapter 6 online for free with easy chapter navigation.
More Chapters from ଗୀତସଂହିତା
- ଗୀତସଂହିତା Chapter 98
- ଗୀତସଂହିତା Chapter 91
- ଗୀତସଂହିତା Chapter 68
- ଗୀତସଂହିତା Chapter 106
- ଗୀତସଂହିତା Chapter 13
- ଗୀତସଂହିତା Chapter 129
- ଗୀତସଂହିତା Chapter 92
Explore More from ପୁରାତନ ନିୟମ
- ଯିହୋଶୂୟ Chapter 6
- ଦିତୀୟ ରାଜାବଳୀ Chapter 22
- ଗଣନା ପୁସ୍ତକ Chapter 10
- ଯିରିମିୟ Chapter 31
- ଗୀତସଂହିତା Chapter 26
- ବିଚାରକର୍ତ୍ତା Chapter 12
- ଗୀତସଂହିତା Chapter 143