ଗୀତସଂହିତା Chapter 35

For English

Read ଗୀତସଂହିତା Chapter 35 Online

Read ଗୀତସଂହିତା Chapter 35 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 35

ଅଧ୍ୟାୟ 35

1. ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।

2. ସଦାପ୍ରଭୁ ତୁମ୍ଭେ ଢ଼ାଲ ଓ ସାଞ୍ଜୁ ଉଠାଅ। ଜାଗ୍ରତ ହୁଅ, ମାରେ ସହାୟ ହୁଅ।

3. ଏକ ବର୍ଚ୍ଛା ଓ କୁନ୍ତ ଧର ଓ ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ୟୁଦ୍ଧ କର। ସଦାପ୍ରଭୁ ମାରେ ପ୍ରାଣକୁ କୁହ, "ୟେ ତୁମ୍ଭେ ମାେତେ ରକ୍ଷା କରିବ।"

4. କିଛି ଲୋକ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି। ସମାନଙ୍କେୁ ନିରାଶ କର ଓ ସମାନଙ୍କେୁ ଲଜ୍ଜିତ କର। ସମାନଙ୍କେୁ ଘଉଡ଼ାଇ ଦିଅ। ସହେି ଲୋକମାନେ ମାେତେ ବଧ କରିବାକୁ ଯୋଜନା କରୁଥିଲେ ସମାନଙ୍କେୁ ପରାସ୍ତ କର ଓ ହତୋତ୍ସାହ କର।

5. ସହେି ଲୋକମାନଙ୍କୁ ତୁଷ ତୁଲ୍ଯ ପବନରେ ଉଡ଼ାଇ ନିଅ। ସମାନଙ୍କେୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।

6. ସମାନଙ୍କେ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ, ୟାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସମାନଙ୍କେୁ ସହଜରେ ଧରି ପାରିବେ।

7. ମୁଁ କୌଣସି ଭୁଲ କାର୍ୟ୍ଯ କରି ନାହିଁ। ତଥାପି ସେ ଲୋକମାନେ ବିନା କାରଣରେ ମାେତେ ୟନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ। ସମାନେେ ମାେତେ ୟନ୍ତାରେ ପକାଇବାକୁ ଉଦ୍ଯମ କରିଥିଲେ।

8. ସଦାପ୍ରଭୁ ସମାନଙ୍କେୁ ସମାନଙ୍କେ ୟନ୍ତାରେ ପକାଇ ଦିଅ। ସମାନେେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ। ସମାନଙ୍କେ ଉପରେ ଅଜଣା ବିପଦ ମାଡ଼ି ଆସୁ।

9. ତା'ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହବେି। ମୁଁ ଅଧିକ ଖୁସି ହବେି ଯେତବେେଳେ ସେ ମାେତେ ରକ୍ଷା କରିବେ।

10. ସେତବେେଳେ ମାରେ ସମ୍ପୂର୍ଣ୍ଣ ଶରୀର କହିବ, " ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କହେି ନାହିଁ। ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତାଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ। ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛନ୍ତି, ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଚାହୁଁଥିଲେ।"

11. କେତକେ ଲୋକ ଯେଉଁମାନେ ବିଚାରାଳଯରେ ମିଥ୍ଯା କହନ୍ତି, ମାେତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି। ସମାନେେ ମାେତେ ଅନକେ ପ୍ରଶ୍ନ ପଚାରିବେ ମୁଁ ସେସବୁ ବିଷଯରେ କିଛି ଜାଣେ ନାହିଁ।

12. ମୁଁ କବଳେ ଭଲ କାର୍ୟ୍ଯ କରିଛି। କିନ୍ତୁ ସହେି ଲୋକମାନେ ମାେ ବିରୁଦ୍ଧରେ କବଳେ ମନ୍ଦ କାର୍ୟ୍ଯ କରିଛନ୍ତି। ସଦାପ୍ରଭୁ ଦୟାକରି ମାେତେ କବଳେ ଭଲ ଜିନିଷ ଦିଅ, ୟାହା ମାରେ ପ୍ରାପ୍ଯ ଅଟେ।

13. ଯେତବେେଳେ ସହେି ଲୋକମାନେ ପୀଡ଼ିତ ଥିଲେ, ମୁଁ ସମାନଙ୍କେ ପାଇଁ ଦୁଃଖିତ ହାଇେଥିଲି। ମୁଁ କିଛି ନ ଖାଇ ମାରେ ସମବଦନୋ ଜଣାଇ ଥିଲି। ଏହା କ'ଣ ମାେ ପାଇଁ ସମାନଙ୍କେର ଉପୟୁକ୍ତ ପ୍ରତିଦାନ ?

14. ମୁଁ ସମାନଙ୍କେ ପାଇଁ ଶାେକାତୁର ପୋଷାକ ପିନ୍ଧିଥିଲି। ମୁଁ ସମାନଙ୍କେୁ ମାରେ ଭାଇ ବନ୍ଧୁ ପରି ବ୍ଯବହାର କରିଥିଲି। ମୁଁ ଦୁଃଖିତ ହାଇେଥିଲି ୟପରେି ଜଣେ ବ୍ଯକ୍ତି ତା'ର ମା'ର ମୃତ୍ଯୁରେ ଅଧୀର ହାଇେ କ୍ରନ୍ଦନ କରେ। ମୁଁ ସହେି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ୟାହା ଶାେକରେ ପ୍ରତୀକ ଅଟେ। ମୁଁ ନତ ମସ୍ତକ ହାଇେ ଶାେକରେ ଅଧୀର ହାଇେ ଚାଲିଥିଲି।

15. ମୁଁ ଯେତବେେଳେ ଗୋଟିଏ ଭୁଲ୍ କରି ବସିଲି, ସହେି ଲୋକମାନେ ମାେତେ ଦେଖି ହସିଲେ। ସହେି ଲୋକମାନେ ପ୍ରକୃତ ବନ୍ଧୁ ନୁହଁନ୍ତି। ମୁଁ ସମାନଙ୍କେୁ ସତେ ୟମେିତି ଜାଣେ ନାହିଁ। ସମାନେେ ମାେତେ ଚାରିଆଡ଼ୁ ଘରେି ଆକ୍ରମଣ କଲେ।

16. ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।

17. ମାରେ ପ୍ରଭୁ, ଆଉ କେତଦେିନ ଏପରି ଘଟଣା ମାେ ଉପରେ ଘଟୁଥିବ ? ସହେି ଲୋକମାନେ ମାେତେ ଧ୍ବଂସ କରିଦବୋକୁ ଚାହୁଁଛନ୍ତି। ସଦାପ୍ରଭୁ ମାରେ ପ୍ରାଣକୁ ବଞ୍ଚାଅ। ମାରେ ଅତି ପ୍ରିଯ ଆତ୍ମାକୁ ସହେି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର। ସମାନେେ ସିଂହ ତୁଲ୍ଯ ଅଟନ୍ତି।

18. ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି। ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତବେେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।

19. ମାରେ ଶତ୍ରୁମାନେ ବିନା କାରଣରେ ମାେ ସହିତ ଆଉ ପରିହାସ କରିବେ ନାହିଁ। ସମାନେେ ନିଶ୍ଚଯ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହବେେ।

20. ମାରେ ଶତ୍ରୁମାନେ କବେେ ହେଲେ ଶାନ୍ତିର କଥା କହନ୍ତି ନାହିଁ। ସମାନେେ ଗୋପନରେ ଶାନ୍ତି ପ୍ରତିଯ ଲୋକମାନଙ୍କ ବିରୁଦ୍ଧରେ ମନ୍ଦ କାର୍ୟ୍ଯ କରିବାକୁ କଳ୍ପନା କରନ୍ତି।

21. ମାରେ ଶତ୍ରୁମାନେ ମାେ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି। ସମାନେେ ମିଛରେ କହନ୍ତି, "ଆମ୍ଭେ ଜାଣୁ ତୁମ୍ଭେ କ'ଣ କରୁଛ।"

22. ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ତାହା ଦେଖୁଅଛ, ୟାହାସବୁ ଘଟି ଯାଉଛି। ତଣେୁ ତୁମ୍ଭେ ନୀରବ ରୁହ ନାହିଁ। ମାେତେ ପରିତ୍ଯାଗ କର ନାହିଁ।

23. ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ। ମାରେ ପରମେଶ୍ବର ଓ ମାରେ ସଦାପ୍ରଭୁ, ମାେ ପାଇଁ ସଂଗ୍ରାମ କର ଏବଂ ମାେତେ ନ୍ଯାଯ ପ୍ରଦାନ କର।

24. ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭର ନ୍ଯାଯରେ ମାରେ ବିଚାର କର। ସହେି ଲୋକମାନଙ୍କୁ ମାେତେ ପରିହାସ କରିବାକୁ ଦିଅ ନାହିଁ।

25. ସହେି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, "ୟାହା ଆମ୍ଭେ ଚାହିଁଥିଲୁ ତାହା ଆମ୍ଭେ ପାଇଲୁ।" ସଦାପ୍ରଭୁ, ସମାନେେ କୁହନ୍ତୁ ନାହିଁ, "ଆମ୍ଭେ ତାକୁ ଧ୍ବଂସ କରିଛୁ।"

26. ମୁଁ ଆଶା କରୁଛି ମାରେ ଶତ୍ରୁମାନେ ଲଜ୍ଜିତ ହବେେ ଓ ନିରାଶ ହବେେ। ଯେତବେେଳେ ମାେ ଉପରେ ବିପଦ ପଡ଼େ ସହେି ଲୋକମାନେ ଖୁସି ହୁଅନ୍ତି। ସମାନେେ ଭାବନ୍ତି ସମାନେେ ମାଠାରୁେ ଭଲ। ତଣେୁ ସହେି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘାଡ଼ୋଇ ହାଇଯୋଉ।

27. କିଛି ଲୋକ ଚାହାଁନ୍ତି ଭଲ ଘଟଣା ମାେ ଜୀବନରେ ଘଟୁ। ମୁଁ ଆଶା କରେ, ସହେି ଲୋକମାନେ ଅତି ଆନନ୍ଦିତ ଅଟନ୍ତି। କାରଣ ସହେି ଲୋକମାନେ ସର୍ବଦା କୁହନ୍ତି, "ସଦାପ୍ରଭୁ ହେଉଛନ୍ତି ମହାନ୍। ସେ ଚାହାଁନ୍ତି ତାଙ୍କର ଭୃତ୍ଯମାନଙ୍କର ସର୍ବଦା ମଙ୍ଗଳ ହେଉ।"

28. ତଣେୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କ ହେ, ତୁମ୍ଭେ କେତେ ମହାନ୍ ଅଟ। ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

About ଗୀତସଂହିତା Chapter 35

Read ଗୀତସଂହିତା Chapter 35 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 35
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 35 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 35?

ଗୀତସଂହିତା Chapter 35 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 35 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଯିରିମିୟ Chapter 33
  2. ପ୍ରଥମ ଶାମୁୟେଲ Chapter 7
  3. ସିଫନିୟ Chapter 2
  4. ବିଚାରକର୍ତ୍ତା Chapter 20
  5. ଯାତ୍ରା ପୁସ୍ତକ Chapter 10
  6. ଆଦି ପୁସ୍ତକ Chapter 24
  7. ଯାତ୍ରା ପୁସ୍ତକ Chapter 25

Related Chapters & Readings

  1. ଯିହିଜିକଲ Chapter 32
  2. ଯିଖରିୟ Chapter 14
  3. ଦିତୀୟ ଶାମୁୟେଲ Chapter 22
  4. ଗୀତସଂହିତା Chapter 142
  5. ଗଣନା ପୁସ୍ତକ Chapter 25
  6. ଲୂକ Chapter 7
  7. ଦିତୀୟ ଶାମୁୟେଲ Chapter 5
Share Your Love

Leave a Reply

Your email address will not be published. Required fields are marked *