ଗୀତସଂହିତା Chapter 136

For English

Read ଗୀତସଂହିତା Chapter 136 Online

Read ଗୀତସଂହିତା Chapter 136 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 136

ଅଧ୍ୟାୟ 136

1. ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

2. ଦବେତାମାନଙ୍କର ଦବେତାର ପ୍ରଶଂସା କର। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

3. ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

4. ୟେ ଆଶ୍ଚର୍ୟ୍ଯକାର୍ୟ୍ଯମାନ କରନ୍ତି, ତାଙ୍କର ପ୍ରଶଂସା କର। ତାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

5. ପରମେଶ୍ବରଙ୍କର ପ୍ରଶଂସା କର ୟିଏ ତାଙ୍କ ବୁଦ୍ଧିରେ ଆକାଶମଣ୍ଡଳ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

6. ପରମେଶ୍ବର ୟେ ଭୂମଣ୍ଡଳକୁ ଜଳରାଶି ଉପରେ ବିସ୍ତୀର୍ଣ୍ଣ କଲେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

7. ପରମେଶ୍ବର ମହାନ୍ ଜ୍ଯୋତିର୍ଗଣ ନିର୍ମାଣ କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

8. ପରମେଶ୍ବର ଦିବସରେ କତ୍ତୃର୍ତ୍ବ କରିବା ପାଇଁ ସୂର୍ୟ୍ଯକୁ ସୃଷ୍ଟି କଲେ, ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

9. ପରମେଶ୍ବର ରାତ୍ରିରେ କତ୍ତୃର୍ତ୍ବ କରିବା ପାଇଁ ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

10. ପରମେଶ୍ବର ମିଶରର ପ୍ରଥମଜାତ ମନୁଷ୍ଯ ଏବଂ ପଶୁମାନଙ୍କୁ ହତ୍ଯା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

11. ପରମେଶ୍ବର ମିଶର ମଧ୍ଯରୁ ଇଶ୍ରାୟେଲକୁ ବାହାର କରି ଆଣିଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

12. ପରମେଶ୍ବର ତାଙ୍କର ମହାନ ଶକ୍ତି ଏବଂ ପରାକ୍ରମ ଦଖାଇେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

13. ପରମେଶ୍ବର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାଙ୍କର ବିଶ୍ବସ୍ତ ପ୍ରମେ ଅନନ୍ତକାଳସ୍ଥାଯୀ।

14. ପରମେଶ୍ବର ଇଶ୍ରାୟେଲକୁ ଏଥି ମଧ୍ୟରେ ଗମନ କରାଇଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

15. ପରମେଶ୍ବର ଫାରୋ ସ ତାହାର ସୈନ୍ଯଗଣଙ୍କୁ ସୁଫ ସାଗରରେ ବୁଡ଼ାଇ ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

16. ପରମେଶ୍ବର ମରୁଭୂମି ଦଇେ ଆପଣା ଲୋକମାନଙ୍କୁ ଆଗଇେ ନଲେେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

17. ପରମେଶ୍ବର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

18. ପରମେଶ୍ବର ପରାକ୍ରାନ୍ତ ରାଜାମାନଙ୍କୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

19. ପରମେଶ୍ବର ଇ ମାରେୀଯମାନଙ୍କର ରାଜା ସୀହାନକେୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

20. ପରମେଶ୍ବର ବାଶନର ରାଜା ଓଗକୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

21. ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ତାଙ୍କ ଭୂମି ଦେଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

22. ପରମେଶ୍ବର ସହେି ଭୂମିକୁ ଇଶ୍ରାୟେଲଙ୍କୁ ଦାନ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

23. ପରମେଶ୍ବର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେ ତବେଳେ ଆମ୍ଭେ ପରାସ୍ତ ଥିଲୁ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

24. ପରମେଶ୍ବର ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ଆମ୍ଭକୁ ରକ୍ଷା କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

25. ପରମେଶ୍ବର ସମସ୍ତ ଜୀବିତ ପ୍ରାଣୀମାନଙ୍କ ନିମନ୍ତେ ଆହାର ୟୋଗାନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

26. ସ୍ବର୍ଗର ପରମେଶ୍ବରଙ୍କ ପ୍ରଶଂସା କର !ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

About ଗୀତସଂହିତା Chapter 136

Read ଗୀତସଂହିତା Chapter 136 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 136
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 136 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 136?

ଗୀତସଂହିତା Chapter 136 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 136 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 13
  4. ଗୀତସଂହିତା Chapter 106
  5. ଗୀତସଂହିତା Chapter 92
  6. ଗୀତସଂହିତା Chapter 68
  7. ଗୀତସଂହିତା Chapter 30

Explore More from ପୁରାତନ ନିୟମ

  1. ଆୟୁବ Chapter 39
  2. ଯିହୋଶୂୟ Chapter 17
  3. ଆଦି ପୁସ୍ତକ Chapter 41
  4. ଯିରିମିୟ Chapter 52
  5. ଯିଶାଇୟ Chapter 43
  6. ଯିହୋଶୂୟ Chapter 18
  7. ପ୍ରଥମ ଶାମୁୟେଲ Chapter 18

Related Chapters & Readings

  1. ଆଦି ପୁସ୍ତକ Chapter 48
  2. ରୋମୀୟ Chapter 6
  3. ହଗୟ Chapter 2
  4. 2 ତୀମଥି Chapter 3
  5. ଦିତୀୟ ବଂଶାବଳୀ Chapter 11
  6. 1 ଥେସଲନୀକୀୟ Chapter 3
  7. ଲେବୀୟ ପୁସ୍ତକ Chapter 21
Share Your Love

Leave a Reply

Your email address will not be published. Required fields are marked *