ଗୀତସଂହିତା Chapter 41

For English

Read ଗୀତସଂହିତା Chapter 41 Online

Read ଗୀତସଂହିତା Chapter 41 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 41

ଅଧ୍ୟାୟ 41

1. ଯେଉଁ ବ୍ଯକ୍ତି ଗରିବ ଲୋକମାନଙ୍କୁ ସାହାୟ୍ଯ କରେ, ସେ ଅନକେ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତବେେଳେ ବିପଦ ଆସେ ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି।

2. ସଦାପ୍ରଭୁ ସହେି ଲୋକକୁ ରକ୍ଷା କରନ୍ତି ଓ ତା'ର ଜୀବନ ବଞ୍ଚାନ୍ତି। ସହେି ବ୍ଯକ୍ତି ପୃଥିବୀରେ ଆଶୀର୍ବାଦ ପାଏ। ପରମେଶ୍ବର ତା'ର ଶତ୍ରୁମାନଙ୍କ ଦ୍ବାରା ତାକୁ ଧ୍ବଂସ ହବୋକୁ ଦବେେ ନାହିଁ।

3. ସହେି ବ୍ଯକ୍ତିଟି ଯେତବେେଳେ ଅସୁସ୍ଥ ହାଇେ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସହେି ବ୍ଯକ୍ତି ଅସୁସ୍ଥ ହାଇେ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚଯ ଆରୋଗ୍ୟ କରନ୍ତି।

4. ମୁଁ କହିଲି, " ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଛି, ତଣେୁ ମାେତେ କ୍ଷମା ଦିଅ !ମାେ' ପ୍ରାଣକୁ ସୁସ୍ଥ କର।"

5. ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ କୁହନ୍ତି, "ସେ କବେେ ମରିବ ଓ ତାହାର ନାମ ସଂପୂର୍ଣ୍ଣରୂପେ ଲୋପ ପାଇବ।"

6. ଲୋକମାନେ ମାେ ନିକଟକୁ ଦଖାେ କରିବାକୁ ଆସନ୍ତି, କିନ୍ତୁ ସମାନେେ କିଛି କହନ୍ତି ନାହିଁ। ସମାନେେ କ'ଣ ସବୁ ପ୍ରକୃତରେ ଭାବନ୍ତି। ସମାନେେ ମାେ ନିକଟକୁ କିଛି ଖବର ଆଶାରେ ଆସନ୍ତି, ତା'ପରେ ସମାନେେ ଏଠାରୁ ଚାଲିୟାଇ ନାନା ଗୁଜବ ପ୍ରଚାର କରନ୍ତି।

7. ମାରେ ଶତ୍ରୁମାନେ ଫୁସ୍ ଫୁସ୍ କରି ମାେ ବିଷଯରେ କଥା ହୁଅନ୍ତି। ସମାନେେ ମାେ ବିରୁଦ୍ଧରେ ଅନିଷ୍ଟ କଳ୍ପନା କରନ୍ତି।

8. ସମାନେେ କହନ୍ତି, "ସେ ବୋଧହୁଏ କିଛି ଖରାପ କାର୍ୟ୍ଯ କରିଛି ଓ ସେଥିପାଇଁ ବମାରେ ଅଛି। ମୁଁ ଆଶା କରୁଛି ସେ ଆଉ ଭଲ ହବେ ନାହିଁ।"

9. ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।

10. ତଣେୁ ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମାେତେ ସୁସ୍ଥ ହବୋକୁ ଦିଅ, ତହିଁରେ ମୁଁ ସମାନଙ୍କେୁ ଉପୟୁକ୍ତ ଜବାବ ଦବେି।

11. ହେ ସଦାପ୍ରଭୁ ମାରେ ଶତ୍ରୁମାନଙ୍କୁ ମାେତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ। ତାହା ହେଲେ ମୁଁ ଜାଣିବି ୟେ ତୁମ୍ଭେ ମାେ ପ୍ରତି ସନ୍ତୁଷ୍ଟ ଅଛ।

12. ମୁଁ ନିରପରାଧ ଥିଲି। ତୁମ୍ଭେ ମାେତେ ସାହାୟ୍ଯ କରିଲ। ତୁମ୍ଭେ ମାେତେ ଛିଡ଼ା ହବୋକୁ ସୁଯୋଗ ଦଇେ ତୁମ୍ଭର ଚିରଦିନ ସବୋ କରିବାକୁ ସୁଯୋଗ ଦଲେ।

13. ହେ ସଦାପ୍ରଭୁ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର। ତୁମ୍ଭେ ଅନାଦିକାଳରୁ ଥିଲ ଓ ଅନନ୍ତକାଳ ଧରି ରହିବ। ତୁମ୍ଭେ ଧନ୍ଯ। ଆମେନ୍, ଆମେନ୍।

About ଗୀତସଂହିତା Chapter 41

Read ଗୀତସଂହିତା Chapter 41 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 41
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 41 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 41?

ଗୀତସଂହିତା Chapter 41 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 41 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ହିତୋପଦେଶ Chapter 6
  2. ହିତୋପଦେଶ Chapter 27
  3. ଦାନିଏଲ Chapter 10
  4. ଯିହିଜିକଲ Chapter 47
  5. ଦାନିଏଲ Chapter 2
  6. ଗଣନା ପୁସ୍ତକ Chapter 29
  7. ହୋଶେୟ Chapter 3

Related Chapters & Readings

  1. ଦିତୀୟ ବଂଶାବଳୀ Chapter 15
  2. ଆୟୁବ Chapter 21
  3. 1 ଯୋହନ Chapter 2
  4. ଯିହୋଶୂୟ Chapter 24
  5. ଯିରିମିୟ Chapter 26
  6. ମାଥିଉ Chapter 28
  7. ମାଥିଉ Chapter 4
Share Your Love

Leave a Reply

Your email address will not be published. Required fields are marked *