ଗୀତସଂହିତା Chapter 38

For English

Read ଗୀତସଂହିତା Chapter 38 Online

Read ଗୀତସଂହିତା Chapter 38 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 38

ଅଧ୍ୟାୟ 38

1. ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।

2. ହେ ସଦାପ୍ରଭୁ, ତୁମ୍ଭେ ମାେତେ ଆଘାତ କରିଛ। ତୁମ୍ଭର ତୀର ମାରେ ଅନ୍ତଃସ୍ଥଳକୁ ବିଦ୍ଧ କରିଛି।

3. ତୁମ୍ଭେ ମାେତେ ଦଣ୍ଡ ଦଲେ। ବର୍ତ୍ତମାନ ମାରେ ସମସ୍ତ ଶରୀର କମ୍ପୁଅଛି। ମାରେ ପାପ ଲାଗି ତୁମ୍ଭେ ମାେତେ ଦଣ୍ଡ ଦଲେ, ତଣେୁ ମାରେ ଅସ୍ଥିରେ କିଛି ଆରାମ ନାହିଁ।

4. ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।

5. ମୁଁ ଏକ ମୂର୍ଖାମୀ କାର୍ୟ୍ଯ କରିଛି। ମାରେ ଅଜ୍ଞାନତା ୟୋଗୁ ମାରେ କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହାଇେଛି।

6. ମୁଁ ଆଜି ନଇଁ ୟାଇଛି। ଭାଙ୍ଗି ପଡ଼ିଛି ସାରାଦିନ ମୁଁ ବ୍ଯଥିତ ହାଇେଛି।

7. ମାରେ ଶରୀର ଜ୍ବାଳାରେ ପରିପୂର୍ଣ୍ଣ ଥିଲା। ମାରେ ସମସ୍ତ ଶରୀର ୟନ୍ତ୍ରଣାରେ ଛଟପଟ ହେଉଥିଲା।

8. ମାେତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦଯର ଅସ୍ଥିରତା ହତେୁରୁ ଆର୍ତ୍ତନାଦ କରୁଥିଲି।

9. ହେ ମାରେ ପ୍ରଭୁ, ତୁମ୍ଭେ ମାରେ ପ୍ରାର୍ଥନା ଶୁଣିଲ। ତୁମ୍ଭେ ମାରେ ଆର୍ତ୍ତନାଦ ଶୁଣିଲ।

10. ମାରେ ହୃଦଯ ବିଦୀର୍ଣ୍ଣ ହେଉଅଛି। ମାରେ ବଳସବୁ କ୍ଷୀଣ ହାଇଗେଲାଣି ଓ ମୁଁ ଅନ୍ଧ ହାଇଯୋଉଛି।

11. ମାରେ ରୋଗ ଯୋଗୁଁ ମାରେ ବନ୍ଧୁ ଓ ପଡ଼ୋଶୀମାନେ ମାେତେ ଦଖାେ କରିବାକୁ ଆସନ୍ତି ନାହିଁ। ମାରେ ପରିବାରବର୍ଗ ମାଠାରୁେ ଦୂରଇେ ରହନ୍ତି।

12. ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।

13. ମୁଁ ଏକ ବଧୀର ବ୍ଯକ୍ତି ତୁଲ୍ଯ, ୟିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ଯକ୍ତି ତୁଲ୍ଯ, ୟିଏ କଥା କହିପାରେ ନାହିଁ।

14. ମୁଁ ଜଣେ ବଧୀର ବ୍ଯକ୍ତି ପରି ୟିଏ, ପ୍ରେତ୍ୟକକ ଲୋକମାନେ ୟାହା କରନ୍ତି ସର୍ବଦା ଶୁଣିପାରେ ନାହିଁ। ମୁଁ ସମାନଙ୍କେ ସହିତ ୟୁକ୍ତି ଏବଂ ପ୍ରମାଣ କରିପାରିବି ନାହିଁ କାରଣ ମାରେ ଶତ୍ରୁମାନେ ଭୁଲ୍ କରୁଛନ୍ତି।

15. ତଣେୁ ହେ ସଦାପ୍ରଭୁ ତୁମ୍ଭେ ମାେତେ ନିଶ୍ଚଯ ସହାୟ ହବେ। ହେ ପରମେଶ୍ବର ମାରେ ସଦାପ୍ରଭୁ ତୁମ୍ଭେ ମାେ ପାଇଁ ନିଶ୍ଚଯ କହିବ।

16. ୟଦି ମୁଁ କିଛି କ ହେ, ମାରେ ଶତ୍ରୁମାନେ ମାେତେ ପରିହାସ କରିବେ। ସମାନେେ ଦେଖିବେ ୟେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି। ସମାନେେ କହିବେ, ପରମେଶ୍ବର ମାେତେ ଦଣ୍ଡ ଦେଉଛନ୍ତି।

17. ମୁଁ ଜାଣେ ମୁଁ ପାପର ଶାନ୍ତି ଭୋଗୁଛି, ମୁଁ ମାରେ ୟନ୍ତ୍ରଣାକୁ ଭୁଲିପାରିବି ନାହିଁ।

18. ହେ ସଦାପ୍ରଭୁ, ମୁଁ କ ହେ, ମୁଁ ଯେଉଁ ମନ୍ଦ କାର୍ୟ୍ଯ କରିଛି, ମୁଁ ସ୍ବୀକାର କରେ ୟାହା ପାପ ମୁଁ କରିଛି। ମୁଁ ମାରେ ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।

19. ମାରେ ଶତ୍ରୁମାନେ ସତଜେ ଓ ବଳବାନ ଅଟନ୍ତି। ସମାନେେ ଅନକେ ଥର ମିଥ୍ଯା କହିଛନ୍ତି।

20. ମାରେ ଶତ୍ରୁମାନେ ମାେ ପ୍ରତି ମନ୍ଦ ଆଚରଣ କରନ୍ତି। କିନ୍ତୁ ମୁଁ ସମାନଙ୍କେ ପ୍ରତି ଉତ୍ତମ ବ୍ଯବହାର କଲେ। ମୁଁ ସବୁବେଳେ ଉତ୍ତମ କାର୍ୟ୍ଯ କରିବାକୁ ଚେଷ୍ଟା କରେ। କିନ୍ତୁ ସହେି ଲୋକମାନେ ତଥାପି ମାେ ବିରୁଦ୍ଧରେ ୟାଆନ୍ତି।

21. ହେ ସଦାପ୍ରଭୁ, ମାେତେ ପରିତ୍ଯାଗ କର ନାହିଁ। ହେ ମାରେ ପରମେଶ୍ବର ମାରେ ନିକଟରେ ରୁହ।

22. ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର। ହେ ମାରେ ପରମେଶ୍ବର ମାେତେ ଉଦ୍ଧାର କର।

About ଗୀତସଂହିତା Chapter 38

Read ଗୀତସଂହିତା Chapter 38 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 38
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 38 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 38?

ଗୀତସଂହିତା Chapter 38 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 38 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 106
  5. ଗୀତସଂହିତା Chapter 13
  6. ଗୀତସଂହିତା Chapter 129
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଆୟୁବ Chapter 33
  2. ପ୍ରଥମ ଶାମୁୟେଲ Chapter 2
  3. ଓବଦିୟ Chapter 1
  4. ଆମୋଷ Chapter 5
  5. ଗୀତସଂହିତା Chapter 130
  6. ଆୟୁବ Chapter 14
  7. ପ୍ରଥମ ବଂଶାବଳୀ Chapter 20

Related Chapters & Readings

  1. ହିତୋପଦେଶ Chapter 1
  2. ଗୀତସଂହିତା Chapter 120
  3. ହୋଶେୟ Chapter 9
  4. ଯିଖରିୟ Chapter 2
  5. 1 ତୀମଥି Chapter 4
  6. ଦିତୀୟ ରାଜାବଳୀ Chapter 6
  7. 2 କରିନ୍ଥୀୟ Chapter 1
Share Your Love

Leave a Reply

Your email address will not be published. Required fields are marked *