ଯିଶାଇୟ Chapter 17

For English

Read ଯିଶାଇୟ Chapter 17 Online

Read ଯିଶାଇୟ Chapter 17 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.

Choose a Chapter

ଯିଶାଇୟ 17

ଅଧ୍ୟାୟ 17

1. ଦମ୍ମେଶକ ପ୍ରତି ଶାେକ ବାର୍ତ୍ତା। ସଦାପ୍ରଭୁ କୁହନ୍ତି ଯେ ଦମ୍ମେଶକରେ ଏହିସବୁ ଘଟିବ, "ଦମ୍ମେଶକ ଆଉ ନଗର ହାଇେ ରହିବ ନାହିଁ। ସେ ଧ୍ବଂସ ପାଇବ। କବଳେ ଧ୍ବଂସ ବିଧ୍ବସ୍ତ ପ୍ରାସାଦଗୁଡ଼ିକର କାନ୍ଥଗୁଡ଼ିକ ରହିବ।

2. ଅରୋଯର ନଗରକୁ ଲୋକମାନେ ପରିତ୍ଯାଗ କରିବେ। ସହେି ଶୂନ୍ଯ ସହରର ମଷେବଲ ସ୍ବାଧୀନ ଭାବରେ ବିଚରଣ କରିବେ। ଭୟ ଦଖାଇବୋକୁ ସଠାେ ରେ କହେି ନ ଥିବେ।

3. ଇଶ୍ରାୟେଲର ଦୁର୍ଗନଗର, ଦମ୍ମେଶକର ରାଜ୍ଯ ଓ ଅରାମର ଅବଶିଷ୍ଟାଂଶ ଲୁପ୍ତ ହବେ। ସର୍ବଶକ୍ତିମାନ ସଦାପ୍ରଭୁ ତୁମ୍ଭେ ଯେ, ଇଶ୍ରାୟେଲର ଖ୍ଯାତି ଲୋକଙ୍କ ପରି ସମାନେେ ମଧ୍ଯ କାଢ଼ି ନିଆଯିବେ।'

4. ସହେି ସମୟରେ ଯାକୁବର ଗୌରବ ଲୋପ ପାଇବ। ଯାକୁବର ସ୍ଥୁଳତା ହ୍ରାସ ପାଇବ ଓ ସେ ଦୁର୍ବଳ ଓ କ୍ଷୀଣ ଦଖାୟିବେ।

5. ରଫାଲଯିମ ଉପତ୍ୟକା ରେ ଶସ୍ଯ ଅମଳ ବେଳେ ଯେପରି ଘଟିବ ସହେିପରି ଘଟିବ। ଶସ୍ଯ କ୍ଷେତ୍ର ରେ ଶସ୍ଯ ସଂଗ୍ରହ କଲା ବେଳେ ଶସ୍ଯର ସୀସା ଶସ୍ଯରୁ କାଟିଲା ବେଳେ ଓ ସୀସା ଗୁଡ଼ିକୁ ସଂଗ୍ରହ କଲା ବେଳେ ସହେିପରି ଘଟିବ।

6. ସହେି ସମୟ ଲୋକମାନେ ଜିତବୃକ୍ଷର ଫଳ ସଂଗ୍ରହ କଲାପରି ହବେ। ସମାନେେ ଜିତବୃକ୍ଷରୁ ଫଳ ତୋଳିବେ, ମାତ୍ର ବୃକ୍ଷର ଅଗ୍ରଭାବରେ ଦୁଇ ତିନି ଗୋଟି ଫଳ ରହିୟିବ। ଫଳବାନ୍ ଗଛ ରେ ମଧ୍ଯ ଚାରି ପାଞ୍ଚଟା ଫଳ ତୋଳିଲା ବେଳେ ରହିୟିବ। ସହେିପରି ଅବସ୍ଥା ନଗରଗୁଡ଼ିକରେ ଘଟିବ। ସର୍ବଶକ୍ତିମାନ ସଦାପ୍ରଭୁ ତାହା କହିଥିଲେ।

7. ସଦେିନ ଲୋକମାନେ ସମାନଙ୍କେର ସୃଷ୍ଟିକର୍ତ୍ତାଙ୍କୁ ଅନାଇବେ। ସମାନଙ୍କେର ଦୃଷ୍ଟି ପବିତ୍ର ଧର୍ମସ୍ବରୂପଙ୍କ ପ୍ରତି ପଡ଼ିବ।

8. ସମାନେେ ଆପଣା ହସ୍ତକୃତ ୟଜ୍ଞବଦେୀ ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶରୋ ମୂର୍ତ୍ତି ଅବା ସୂର୍ୟ୍ଯ ଦବେତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।

9. ସଦେିନ ସମସ୍ତ ସୁଦୃଢ଼ ନଗରଗୁଡ଼ିକ ଶୂନ୍ଯ ହାଇଯେିବ। ସଗେୁଡ଼ିକ ଇଶ୍ରାୟେଲ ଆସିବା ଭୟ ରେ ପର୍ବତ ଓ ଅରଣ୍ଯ ତୁଲ୍ଯ ହାଇଯେିବେ। ଅତୀତ ରେ ଇଶ୍ରାୟେଲ ଭୟ ରେ ସମାନେେ ପଳାଯନ କରିଥିଲେ। ପୁଣି ସମାନେେ ଭବିଷ୍ଯତ ରେ ଇଶ୍ରାୟେଲ ଆସିବା ଭୟ ରେ ଧ୍ବଂସ ପାଇଯିବେ।

10. ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।

11. ତୁମ୍ଭ ଦ୍ରାକ୍ଷାଚାରା ଦିନେ ରୋପଣ କରୁଛ ଓ ତା'ର ଚାରିପଟେ ବାଡ଼ ଦଇେ ଯତ୍ନ ନେଉଛ। ପରଦିନ ପ୍ରାତଃକାଳ ରେ ସଗେୁଡ଼ିକ ପୁଷ୍ପିତ ହବୋର ଦେଖୁଛ। ମାତ୍ର ଯେତବେେଳେ ଫଳ ଅମଳ ସମୟରେ ଫଳ ତୋଳିବାକୁ ଯାଉଛ, ଦେଖୁଛ ସଗେୁଡ଼ିକ ମରିଯାଉଛି। ରୋଗ ସମସ୍ତ ଗଛକୁ ମାରି ଦଇେଛି।

12. ଅନକେ ଗୋଷ୍ଠୀର କୋଳାହଳ ଶୁଣ। ସମାନେେ ସମୁଦ୍ରର ଗର୍ଜନ ତୁଲ୍ଯ ଘାରେ ନାଦ କରୁଛନ୍ତି। ବହୁ ଦେଶର ଲୋକେ ମାଡ଼ି ଆସୁଛନ୍ତି। ସମାନେେ ଯେପରି ପ୍ରବଳ ବନ୍ଯା ଜଳ ସଦୃଶ ମାଡ଼ି ଆସୁଛନ୍ତି।

13. ନାନା ଦେଶୀଯ ଲୋକମାନେ ସହେି ତରଙ୍ଗ ସଦୃଶ ହବେେ। ପରମେଶ୍ବର ସମାନଙ୍କେୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସମାନେେ ପଳାଯନ କରିବେ। ବାଯୁ ରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ଯା ରେ ଧୂଳି ଉଡ଼ିଲା ପରି ସମାନେେ ତାଡ଼ିତ ହବେେ।

14. ସନ୍ଧ୍ଯା ରେ ସମାନେେ ଭୟଭୀତ ହବେେ ଓ ପ୍ରଭାତ ପୂର୍ବରୁ ଲୋପ ପାଇୟାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣୀକାରୀ କିଛି ସଠାେ ରେ ଦେଖିବାକୁ ପାଇବେ ନାହିଁ।

About ଯିଶାଇୟ Chapter 17

Read ଯିଶାଇୟ Chapter 17 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିଶାଇୟ
Chapter: 17
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିଶାଇୟ Chapter 17 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିଶାଇୟ Chapter 17?

ଯିଶାଇୟ Chapter 17 is part of the Book of ଯିଶାଇୟ in the Holy Bible.

Can I read this chapter online?

Yes. You can read the complete ଯିଶାଇୟ Chapter 17 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 38
  6. ଆଦି ପୁସ୍ତକ Chapter 30
  7. ଆଦି ପୁସ୍ତକ Chapter 21

Explore More from ଯିଶାଇୟ

  1. ଯିଶାଇୟ Chapter 51
  2. ଯିଶାଇୟ Chapter 19
  3. ଯିଶାଇୟ Chapter 23
  4. ଯିଶାଇୟ Chapter 21
  5. ଯିଶାଇୟ Chapter 25
  6. ଯିଶାଇୟ Chapter 18
  7. ଯିଶାଇୟ Chapter 59

Related Chapters & Readings

  1. ଆଦି ପୁସ୍ତକ Chapter 43
  2. ଲେବୀୟ ପୁସ୍ତକ Chapter 22
  3. ଦାନିଏଲ Chapter 12
  4. ମାର୍କ Chapter 12
  5. ଯାତ୍ରା ପୁସ୍ତକ Chapter 20
  6. ଦିତୀୟ ଶାମୁୟେଲ Chapter 6
  7. ଆୟୁବ Chapter 24
Share Your Love

Leave a Reply

Your email address will not be published. Required fields are marked *