ଆୟୁବ Chapter 19

For English

Read ଆୟୁବ Chapter 19 Online

Read ଆୟୁବ Chapter 19 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.

Choose a Chapter

ଆୟୁବ 19

ଅଧ୍ୟାୟ 19

1. ତା'ପରେ ଆୟୁବ ଉତ୍ତର ଦଲୋ,

2. "ତୁମ୍ଭେ କେତେ କାଳ ମାେତେ ଆଘାତ କରିବ ଏବଂ ତୁମ୍ଭ ବାକ୍ଯ ଦ୍ବାରା ଭାଙ୍ଗିବ ?

3. ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମାେତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତବେେଳେ ମାେତେ ଆକ୍ରମଣ କରୁଛ।

4. ଯଦି ବି ସତ ରେ ପାପ କରିଛି, ଏହା ମାରେ ସମସ୍ଯା। ଏହା କୌଣସି ପ୍ରକା ରେ ତୁମ୍ଭକୁ ଆଘାତ କରୁ ନାହିଁ।

5. ତୁମ୍ଭେ କବଳେ ମାଠାରୁେ ଭଲ ହବୋ ପାଇଁ ଚାହୁଁଛ। ତେଣୁ ମାରେ ଅପମାନିତ ଅବସ୍ଥାକୁ ମାେ ବିରୁଦ୍ଧ ରେ ଏକ ୟୁକ୍ତି ରୂପେ ବ୍ଯବହାର କରୁଛ।

6. କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।

7. ମୁଁ ଚିତ୍କାର କଲି, କିନ୍ତୁ କହେି ମାରେ ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ। ମୁଁ ଚିତ୍କାର କଲି, ମାେତେ ରକ୍ଷା କର ! କିନ୍ତୁ ସଠାେରେ ନ୍ଯାଯ ନାହିଁ।

8. ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।

9. ପରମେଶ୍ବର ମାରେ ସମ୍ମାନକୁ କାଢ଼ି ନଇେଛନ୍ତି। ସେ ମାରେ ମସ୍ତକରୁ ମୁକୁଟ କାଢ଼ି ନଇେଛନ୍ତି।

10. ପରମେଶ୍ବର ମାେତେ ସବୁ ଦିଗର ଆଘାତ କରୁଛନ୍ତି, ମୁଁ ଶଷେ ନ ହେଲା ୟାଏ। ଉତ୍ପାଡ଼ିତ ବୃକ୍ଷ ତୁଲ୍ଯ, ସେ ମାରେ ଆଗକୁ କାଢ଼ି ନଇେଛନ୍ତି।

11. ପରମେଶ୍ବରଙ୍କ ରାଗ ମାେ ବିରୁଦ୍ଧ ରେ ପ୍ରଜ୍ବଳିତ ହବୋ ରେ ଲାଗିଛି। ସେ ମାେତେ ତାଙ୍କର ଶତ୍ରୁ ଭାବୁଛନ୍ତି।

12. ପରମେଶ୍ବର ତାଙ୍କର ସୈନ୍ଯଦଳମାନଙ୍କୁ ମାେ ବିରୁଦ୍ଧ ରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସମାନେେ ମାରେ ଚତୁଃପାଶର୍‌ବ ରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସମାନେେ ମାରେ ଛାଉଣୀର ଚତୁଃପାଶର୍‌ବ ରେ ଛାଉଣୀ କରିଛନ୍ତି।

13. ସେ ମାରେ ଭାଇମାନଙ୍କୁ ମାଠାରୁେ ବହୁତ ଦୂରକୁ ନଇୟୋଇଛନ୍ତି। ମାରେ ନିଜର ସାଙ୍ଗମାନେ ମାେ ପାଇଁ ଅଚିହ୍ନା ହାଇେଛନ୍ତି।

14. ମାରେ ଜ୍ଞାତିମାନେ ମାେତେ ଛାଡ଼ି ଚାଲିଗଲେ। ମାରେ ବନ୍ଧୁମାନେ ମାେତେ ଭୁଲିଗଲେ।

15. ମାେ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ଯ ମାେତେ ଏପରି ଦୃଷ୍ଟି ରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ।

16. ମୁଁ ଚାକରମାନଙ୍କୁ ଡାକିଲେ ସମାନେେ ମାେତେ ଉତ୍ତର ଦିଅନ୍ତି ନାହିଁ। ମୁଁ ସାହାୟ୍ଯ ପାଇଁ ପ୍ରାର୍ଥନା କଲେ ବି ମାରେ ଚାକରମାନେ ଉତ୍ତର ଦିଅନ୍ତି ନାହିଁ।

17. ମାରେ ପତ୍ନୀ ମାରେ ନିଶ୍ବାସର ପବନକୁ ମଧ୍ଯ ଘୃଣା କରେ। ଓ ନିଜ ଭାଇମାନେ ମାେତେ ଘୃଣା କରନ୍ତି।

18. େଛାଟ ପିଲାମାନେ ମାେତେ ଦେଖି ଥଟ୍ଟା କରନ୍ତି ଓ ମାେତେ ଖରାପ କଥା କହି ଗାଳି ଦିଅନ୍ତି। ଯେତବେେଳେ ମୁଁ ତାଙ୍କ ପାଖକୁ ୟାଏ।

19. ମାରେ ନିକଟତମ ବନ୍ଧୁମାନେ ମାେତେ ଘୃଣା କରନ୍ତି। ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସମାନେେ ମାେ ବିରୁଦ୍ଧ ରେ ଯାଉଛନ୍ତି।

20. ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।

21. ମାେତେ ଦୟା କରନ୍ତୁ। ମାରେ ଶତ୍ରୁଗଣ ମାେତେ ଦୟାକର। କାହିଁକି ? କାରଣ ପରମେଶ୍ବର ମାେ ବିରୁଦ୍ଧ ରେ।

22. କାହିଁକି ? ତୁମ୍ଭେ ମାେତେ ଅତ୍ଯାଚାର କରୁଛ ପରମେଶ୍ବରଙ୍କ ପରି ? ତୁମ୍ଭେ ମାେତେ ଆଘାତ ଦଇେ ଦଇେ କ'ଣ କ୍ଲାନ୍ତି ଅନୁଭବ କରୁ ନାହଁ ?

23. ମୁଁ ଚା ହେଁ କହେି ଜଣେ ମନରେଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହି ରେ ଲେଖିଛି। ମୁଁ ଚା ହେଁ ମାରେ କଥାସବୁ ପୁସ୍ତକରେ ଲିଖିତ ହାଇରହେୁ।

24. ମାରେ ଲୁହା ଲେଖନୀ ଓ ସୀସା ଦ୍ବାରା ମାରେ ବାକ୍ଯସବୁ ଖାଦେିତ ହବୋ ଉଚିତ୍। ସଗେୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖାଦେିତ ହବୋ ଉଚିତ୍।

25. ମୁଁ ଜାଣେ ମାରେ ରକ୍ଷାକର୍ତ୍ତା ଜୀବିତ ଏବଂ ଶଷେ ରେ ସେ ମାେତେ ରକ୍ଷା କରିବା ପାଇଁ ପୃଥିବୀ ରେ ଠିଆ ହବେେ।

26. ମାରେ ଚମଡ଼ା ଧ୍ବଂସ ହେଲା ପରି, ବିନା ମାଂସ ରେ ମୁଁ ପରମେଶ୍ବରଙ୍କୁ ଦେଖିବି।

27. ମୁଁ ପରମେଶ୍ବରଙ୍କୁ ନିଜ ଆଖି ରେ ଦେଖିବି। ମୁଁ ମାରେନିଜ ପାଇଁ ପରମେଶ୍ବରଙ୍କୁ ଦେଖିବି। ମୁଁ ଇଚ୍ଛାକରେ ମାରେ ନିଜ ଆଖି ତାଙ୍କୁ ଦେଖିବ ଅନ୍ୟ କାହାର ଆଖି ନୁହେଁ। ମାରେ ଅତିରିକ୍ତ ଅନୁଭବ ଦ୍ବାରା, ମୁଁ କ୍ଲାନ୍ତ ହାଇେ ପଡ଼ିଛି।

28. ତୁମ୍ଭେ ହୁଏତ କହିପାର, ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ଯାର ମୂଳ ମାଠାେ ରେ ଅଛି।'

29. କିନ୍ତୁ ତୁମ୍ଭେ ନିଜେ ଖଡ୍ଗ ଦ୍ବାରା ଭୟଭୀତ ହବେ। କାରଣ ପରମେଶ୍ବର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ବର କବଳେ ତୁମ୍ଭକୁ ଦଣ୍ଡ ଦବୋକୁ ତାଙ୍କର ଖଡ୍ଗ ବ୍ଯବହାର କରିବେ। ସେତବେେଳେ ତୁମ୍ଭେ ଜାଣିବ ଯେ ଉପୟୁକ୍ତ ସମୟ ଆସିଲେ ସେ ହିଁ ନ୍ଯାଯ ପ୍ରଦାନ କରି ବିଚାର କରନ୍ତି।"

About ଆୟୁବ Chapter 19

Read ଆୟୁବ Chapter 19 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.

Book Information

Book: ଆୟୁବ
Chapter: 19
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଆୟୁବ Chapter 19 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଆୟୁବ Chapter 19?

ଆୟୁବ Chapter 19 is part of the Book of ଆୟୁବ in the Holy Bible.

Can I read this chapter online?

Yes. You can read the complete ଆୟୁବ Chapter 19 online for free with easy chapter navigation.

More Chapters from ଆୟୁବ

  1. ଆୟୁବ Chapter 21
  2. ଆୟୁବ Chapter 23
  3. ଆୟୁବ Chapter 20
  4. ଆୟୁବ Chapter 6
  5. ଆୟୁବ Chapter 2
  6. ଆୟୁବ Chapter 37
  7. ଆୟୁବ Chapter 35

Explore More from ପୁରାତନ ନିୟମ

  1. ଯିହିଜିକଲ Chapter 19
  2. ପ୍ରଥମ ଶାମୁୟେଲ Chapter 9
  3. ଆଦି ପୁସ୍ତକ Chapter 29
  4. ଆୟୁବ Chapter 5
  5. ଗୀତସଂହିତା Chapter 112
  6. ଯିରିମିୟ Chapter 2
  7. ଯିହୋଶୂୟ Chapter 16

Related Chapters & Readings

  1. ଯାତ୍ରା ପୁସ୍ତକ Chapter 31
  2. ଦିତୀୟ ରାଜାବଳୀ Chapter 10
  3. ପ୍ରଥମ ବଂଶାବଳୀ Chapter 14
  4. ଗଣନା ପୁସ୍ତକ Chapter 24
  5. ଯୋହନ Chapter 15
  6. ଦ୍ୱିତୀୟ ବିବରଣ Chapter 7
  7. ଗୀତସଂହିତା Chapter 50
Share Your Love

Leave a Reply

Your email address will not be published. Required fields are marked *