Read ପ୍ରଥମ ବଂଶାବଳୀ Chapter 21 Online
Read ପ୍ରଥମ ବଂଶାବଳୀ Chapter 21 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ବଂଶାବଳୀ and the Holy Bible online.
Choose a Chapter
ପ୍ରଥମ ବଂଶାବଳୀ 21
ଅଧ୍ୟାୟ 21
1. ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।
2. ତେଣୁ ଦାଉଦ ଯୋୟାବ ଓ ଲୋକମାନଙ୍କର ନେତାମାନଙ୍କୁ କହିଲେ, "ୟାଅ, ଓ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଗଣନା କର। ବରେଶବୋ ସହରଠାରୁ ଦାନ ସହର ପର୍ୟ୍ଯନ୍ତ ଦେଶ ରେ ଥିବା ପ୍ରେତ୍ୟକକ ଜଣକୁ ଗଣନା କର। ଏହାପରେ ଆସି ମାେତେ ସତ୍ଯ କୁହ, ତବେେ ଦେଶର ଲୋକସଂଖ୍ଯା କେତେ, ତାହା ମୁଁ ଜାଣିପାରିବି।"
3. କିନ୍ତୁ ଯୋୟାବ ଉତ୍ତର ଦେଲେ, "ସଦାପ୍ରଭୁ ତାଙ୍କର ଦେଶକୁ 10 0 ଗୁଣ ବର୍ଦ୍ଧିତ କରନ୍ତୁ। ମହୋଦଯ, ସମଗ୍ର ଇଶ୍ରାୟେଲର ଲୋକ ଆପଣଙ୍କ ଦାସ ଅଟନ୍ତି।" ହେ ମାରେ ମହାଶୟ ଓ ରାଜା, ଆପଣା କାହିଁକି ଏହା କରିବାକୁ ଇଚ୍ଛା କରୁଅଛନ୍ତି ? ଏହା ଦ୍ବାରା ଆପଣ ଇଶ୍ରାୟେଲର ଲୋକମାନଙ୍କୁ ପାପ ଦୋଷ ରେ ଦୋଷୀ କରାଇବେ।"
4. କିନ୍ତୁ ଦାଉଦ ନିଜ ଜିଦ ରେ ଅଟଳ ରହିଲେ। ରାଜା ଯାହା ଆଦେଶ ଦେଲେ, ଯୋୟାବଙ୍କୁ ତାହା କରିବାକୁ ପଡ଼ିଲା। ତେଣୁ ଯୋୟାବ ଗଲେ ଓ ଇଶ୍ରାୟେଲର ସାରା ଦେଶ ମଧିଅରେ ଲୋକମାନଙ୍କୁ ଗଣିଲେ। ଏହାପରେ ଯୋୟାବ ୟିରୁଶାଲମକୁ ଫରେି ଆସିଲେ,
5. ଓ ଦାଉଦଙ୍କୁ ଲୋକମାନଙ୍କର ସଂଖ୍ଯା ଜଣାଇଲେ। ଇଶ୍ରାୟେଲ ମଧିଅରେ ଖଡ୍ଗ ବ୍ଯବହାର କରୁଥିବା 11,00,000 ଜଣ ଲୋକ ଥିଲେ। ଯିହୁଦା ରେ ଖ' ବ୍ଯବହାର କରୁଥିବା 4,70,000 ଜଣ ଲୋକ ଥିଲେ।
6. ଯୋୟାବ ଲବେୀ ଓ ବିନ୍ଯାମୀନ ଗୋଷ୍ଠୀର ଲୋକଙ୍କୁ ଗଣନା କରି ନ ଥିଲେ। କାରଣ ରାଜାଙ୍କର ଆଦେଶ ତାଙ୍କୁ ଅପ୍ରୀତିକର ଲାଗୁଥିଲା।
7. ଦାଉଦ ପରମେଶ୍ବରଙ୍କ ଦୃଷ୍ଟି ରେ ଏକ ମନ୍ଦକର୍ମ କଲେ। ତେଣୁ ପରମେଶ୍ବର ଇଶ୍ରାୟେଲକୁ ଦଣ୍ଡ ଦେଲେ।
8. ଏହାପର ଦାଉଦ ପରମେଶ୍ବରଙ୍କୁ କହିଲେ, "ମୁଁ ଅତି ମୂର୍ଖତାର କାର୍ୟ୍ଯ କରିଅଛି। ଇଶ୍ରାୟେଲର ଲୋକମାନଙ୍କୁ ଗଣନା କରି ମୁଁ ଏକ ଜଘନ୍ଯ ପାପ କରିଅଛି। ମୁଁ ପ୍ରାର୍ଥନା କରୁଅଛି, ମୁଁ ତୁମ୍ଭ ଦାସ ମାରେ ସହେି ପାପକୁ କ୍ଷମା କର।"
9. ଗାଦ ଦାଉଦଙ୍କ ଭବିଷ୍ଯଦବକ୍ତା ଥିଲେ। ସଦାପ୍ରଭୁ ଗାଦଙ୍କୁ କହିଲେ, "ୟାଅ ଓ ଦାଉଦଙ୍କୁ କୁହ : "ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷଯ ଦେଉଅଛୁ। ତୁମ୍ଭକୁ ତନ୍ମଧ୍ଯରୁ ଗୋଟିଏ ମନୋନୀତ କରିବାକୁ ପଡ଼ିବ। ତୁମ୍ଭେ ଯେଉଁଟିକୁ ମନୋନୀତ କରିବ, ସହେି ଅନୁୟାଯୀ ଦଣ୍ଡିତ ହବେ।"
11. ଏହାପରେ ଗାଦ ଦାଉଦଙ୍କ ନିକଟକୁ ଗଲେ କହିଲେ, "ସଦାପ୍ରଭୁ ଏହିପରି କହନ୍ତି, 'ଦାଉଦ, ତୁମ୍ଭେ କେଉଁ ଦଣ୍ଡ ରେ ଦଣ୍ଡିତ ହବୋକୁ ଇଚ୍ଛା କର, ତାହା ମନୋନୀତ କର : ତିନିବର୍ଷ ଦୁର୍ଭିକ୍ଷ ହବେ କିଅବା ତୁମ୍ଭର ଶତ୍ରୁଗଣ ତିନିମାସ ପର୍ୟ୍ଯନ୍ତ ତୁମ୍ଭ ପେଛ ପେଛ ଖଡ୍ଗ ଧରି ଗୋଡ଼ାଇବେ ଅଥବା, ସଦାପ୍ରଭୁଙ୍କଠାରୁ ତିନି ଦିନ ଦଣ୍ଡ ଭୋଗିବେ। ଦେଶସାରା ଭୟଙ୍କର ବ୍ଯାଧି ବ୍ଯାପି ୟିବ ଓ ସଦାପ୍ରଭୁଙ୍କର ଦୂତ ଇଶ୍ରାୟେଲ ମଧ୍ଯ ଦଇେ ଯିବେ ଓ ଲୋକମାନଙ୍କୁ ବିନାଶ କରିବେ।' ବର୍ତ୍ତମାନ ୟିଏ ମାେତେ ପଠାଇଥିଲେ ତାଙ୍କ ପାଇଁ କେଉଁ ଉତ୍ତରଟି ନଇୟିବେି ?"
13. ଦାଉଦ ଗାଦଙ୍କୁ କହିଲେ, "ମୁଁ ବଡ଼ ସମସ୍ଯା ରେ ପଡ଼ିଅଛି। କୌଣସି ମନୁଷ୍ଯ ଦ୍ବାରା ମାରେ ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଚା ହେଁ ନାହିଁ। ସଦାପ୍ରଭୁ ଅତ୍ଯନ୍ତ ଦୟାଳୁ ଅଟନ୍ତି। ତେଣୁ ମାେତେ କିପ୍ରକା ରେ ଦଣ୍ଡିତ କରାୟିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।"
14. ତେଣୁ ସଦାପ୍ରଭୁ ଇଶ୍ରାୟେଲ ମଧ୍ଯକୁ ଭୟଙ୍କର ବ୍ଯାଧି ପ୍ ରରଣେ କଲେ ଏବଂ 70,000 ଲୋକ ମୃତ୍ଯୁବରଣ କଲେ।
15. ୟିରୁଶାଲମକୁ ବିନଷ୍ଟ କରିବା ନିମନ୍ତେ ପରମେଶ୍ବର ଜଣେ ସ୍ବର୍ଗଦୂତଙ୍କୁ ପ୍ ରରଣେ କଲେ। କିନ୍ତୁ ସ୍ବର୍ଗଦୂତ ଯେତବେେଳେ ୟିରୁଶାଲମକୁ ବିନାଶ କରିବାକୁ ଆରମ୍ଭ କଲେ, ସଦାପ୍ରଭୁ ତାହା ଦେଖି ଦୁଃଖିତ ହେଲେ। ତେଣୁ ସଦାପ୍ରଭୁ ୟିରୁଶାଲମକୁ ବିନଷ୍ଟ ନ କରିବା ନିମନ୍ତେ ସ୍ଥିର କଲେ। ବିନାଶ କାର୍ୟ୍ଯ ସାଧନ କରୁଥିବା ସ୍ବର୍ଗଦୂତଙ୍କୁ ସଦାପ୍ରଭୁ କହିଲେ, "ବନ୍ଦ କର ! ୟଥେଷ୍ଟ ହେଲା !" ସହେି ସମୟରେ ସଦାପ୍ରଭୁଙ୍କ ଦୂତ ୟିବୂଷୀଯ ଅରଣନର ରେ ଛିଡ଼ା ହାଇେଥିଲେ।
16. ଦାଉଦ ଉର୍ଦ୍ଧ୍ବଆଡ଼େ ଚାହଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶ ରେ ଦେଖିଲେ। ସ୍ବର୍ଗଦୂତ ୟିରୁଶାଲମ ନଗରୀ ଉପରେ ତାଙ୍କର ଖଡ୍ଗ ବିସ୍ତାର କରି ରଖିଥିଲେ। ଏହାପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶଷେ ବସ୍ତ୍ରମାନ ପିନ୍ଧିଥିଲେ।
17. ଦାଉଦ ପରମେଶ୍ବରଙ୍କୁ କହିଲେ, "ମୁଁ ହିଁ ପାପ କରିଥିବା ବ୍ଯକ୍ତି ! ଲୋକମାନଙ୍କୁ ଗଣିବା ନିମନ୍ତେ ମୁଁ ଆଦେଶ ଦଇେଥିଲି। ମୁଁ ମନ୍ଦକାର୍ୟ୍ଯ କଲି। ଇଶ୍ରାୟେଲର ଲୋକମାନେ କୌଣସି ମନ୍ଦ କରି ନାହାଁନ୍ତି। ହେ ସଦାପ୍ରଭୁ, ମାରେ ପରମେଶ୍ବର, ମାେତେ ଓ ମାରେ ପରିବାରକୁ ଦଣ୍ଡିତ କର। କିନ୍ତୁ ତୁମ୍ଭର ଲୋକମାନଙ୍କୁ ବଧ କରୁଥିବା ଏହି ଭୟଙ୍କର ବ୍ଯାଧିକୁ ଦୂର କର।"
18. ଏହାପରେ ସଦାପ୍ରଭୁଙ୍କର ଦୂତ ଗାଦଙ୍କୁ କଥା କହିଲେ। ସେ କହିଲେ, "ସଦାପ୍ରଭୁଙ୍କ ଉପାସନା କରିବା ନିମନ୍ତେ ଦାଉଦଙ୍କୁ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ କୁହ। ଦାଉଦକୁ ୟିବୂଷୀଯ ଅରଣନର ଶସ୍ଯଦଳିବା ସ୍ଥାନ ନିକଟରେ ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ପଡ଼ିବ।"
19. ଗାଦ ଏହିସବୁ ବିଷଯ ଦାଉଦଙ୍କୁ କହିଲେ ଓ ଦାଉଦ ଅରଣନର ଶସ୍ଯଦଳିବା ସ୍ଥାନକୁ ଗଲେ।
20. ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ବର୍ଗଦୂତଙ୍କୁ ଦେଖିଲେ। ଅରଣନ୍ଙ୍କ ଚାରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ।
21. ଦାଉଦ ଅରଣନ୍ଙ୍କ ନିକଟକୁ ଗଲେ। ଅରଣନ୍ ତାଙ୍କୁ ଦେଖି ଶସ୍ଯଦଳିବା ସ୍ଥାନରୁ ଉଠି ଆସି ଦାଉଦଙ୍କ ନିକଟକୁ ଗଲେ ଓ ଭୂମି ଆଡ଼କୁ ମୁହଁ କରି ମଥାନତ କଲେ।
22. ଦାଉଦ ଅରଣନ୍ଙ୍କୁ କହିଲେ, "ତୁମ୍ଭର ଶସ୍ଯଦଳିବା ସ୍ଥାନକୁ ମାେତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ତବେେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ୟଜ୍ଞବଦେୀ ନିର୍ମାଣ କରିବି। ଆଉ ତା'ପରେ ଏହି ମହାମାରୀ ଦୂର ହବେ।"
23. ଅରଣନ୍ ଦାଉଦଙ୍କୁ କହିଲେ, "ଏହି ଶସ୍ଯଦଳିବା ସ୍ଥାନ ଆପଣ ନିଅନ୍ତୁ। ଆପଣ ମାରେସ୍ବାମୀ ଓ ରାଜା ଅଟନ୍ତି। ଆପଣ ଯାହା ଚାହାଁନ୍ତି, ତାହା କରନ୍ତୁ। ଦେଖନ୍ତୁ, ହାମବେଳି ନବୈେଦ୍ଯ ନିମନ୍ତେ ମୁଁ ବଳଦ ଦବେି। ନିଆଁ ଜାଳିବା ପାଇଁ ମୁଁ କାଠ ଦବେି। ଶସ୍ଯ ନବୈେଦ୍ଯ ଉତ୍ସର୍ଗାର୍ଥେ ମୁଁ ଆପଣଙ୍କୁ ଗହମ ଦବେି।"
24. କିନ୍ତୁ ରାଜା ଦାଉଦ ଅରଣନ୍ଙ୍କୁ ଉତ୍ତର ଦେଲେ, "ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ମୁଁ ତୁମ୍ଭଠାରୁ କିଛି ନଇେ ସଦାପ୍ରଭୁଙ୍କୁ ଦବେି ନାହିଁ। ମୁଁ ବିନା ମୂଲ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରିବି ନାହିଁ।"
25. ତେଣୁ ଦାଉଦ ଅରଣନ୍ଙ୍କୁ ସହେି ସ୍ଥାନ ନିମନ୍ତେ ଦାଉଦଙ୍କୁ ପ୍ରାଯ 6000 ଶକେଲ ସୁନା ଦେଲେ।
26. ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ବର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହାମବେଳି, ନବୈେଦ୍ଯ ଉପରେ ସହେି ଅଗ୍ନି ଅବତରଣ କଲା।
27. ଏହାପରେ ସଦାପ୍ରଭୁ ସ୍ବର୍ଗଦୂତଙ୍କୁ ତାଙ୍କର ଖଡ୍ଗ ଖାପରେ ରଖିବାକୁ ଆଦେଶ ଦେଲେ।
28. ଦାଉଦ ଦେଖିଲେ ଯେ, ସଦାପ୍ରଭୁ ତାହାଙ୍କୁ ଅରଣନ୍ଙ୍କ ଶସ୍ଯଦଳିବା ସ୍ଥାନ ରେ ଉତ୍ତର ଦେଲେ, ତେଣୁ ଦାଉଦ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ।
29. ଗିବିଯୋନ ସହରର ଉଚ୍ଚସ୍ଥାନ ରେ ପବିତ୍ର ତମ୍ବୁ ଓ ହାମବେଳି, ନବୈେଦ୍ଯର ବଦେୀ ଥିଲା। ଇଶ୍ରାୟେଲର ଲୋକମାନେ ମରୁଭୂମିରେ ଥିବା ସମୟରେ ମାଶାେ ପବିତ୍ର ତମ୍ବୁ ନିର୍ମାଣ କରିଥିଲେ।
30. ଦାଉଦ ପରମେଶ୍ବରଙ୍କ ସହିତ କଥାବାର୍ତ୍ତା ନିମନ୍ତେ ପବିତ୍ର ତମ୍ବୁ ମଧ୍ଯକୁ ୟାଇପାରୁ ନ ଥିଲେ, କାରଣ ସେ ଭୟ କରୁଥିଲେ। ପରମେଶ୍ବରଙ୍କ ଦୂତ ଓ ତାଙ୍କର ଖଡ୍ଗକୁ ଦାଉଦ ଅତ୍ଯନ୍ତ ଭୟ କରୁଥିଲେ।
About ପ୍ରଥମ ବଂଶାବଳୀ Chapter 21
Read ପ୍ରଥମ ବଂଶାବଳୀ Chapter 21 online from the Holy Bible. This chapter is part of the Book of ପ୍ରଥମ ବଂଶାବଳୀ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ବଂଶାବଳୀ
Chapter: 21
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ବଂଶାବଳୀ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ବଂଶାବଳୀ Chapter 21 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ବଂଶାବଳୀ Chapter 21?
ପ୍ରଥମ ବଂଶାବଳୀ Chapter 21 is part of the Book of ପ୍ରଥମ ବଂଶାବଳୀ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ବଂଶାବଳୀ Chapter 21 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 7
- ଆଦି ପୁସ୍ତକ Chapter 4
Explore More from ପ୍ରଥମ ବଂଶାବଳୀ
- ପ୍ରଥମ ବଂଶାବଳୀ Chapter 1
- ପ୍ରଥମ ବଂଶାବଳୀ Chapter 28
- ପ୍ରଥମ ବଂଶାବଳୀ Chapter 29
- ପ୍ରଥମ ବଂଶାବଳୀ Chapter 12
- ପ୍ରଥମ ବଂଶାବଳୀ Chapter 24
- ପ୍ରଥମ ବଂଶାବଳୀ Chapter 20
- ପ୍ରଥମ ବଂଶାବଳୀ Chapter 9