ଦିତୀୟ ଶାମୁୟେଲ Chapter 11

For English

Read ଦିତୀୟ ଶାମୁୟେଲ Chapter 11 Online

Read ଦିତୀୟ ଶାମୁୟେଲ Chapter 11 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦିତୀୟ ଶାମୁୟେଲ and the Holy Bible online.

Choose a Chapter

ଦିତୀୟ ଶାମୁୟେଲ 11

ଅଧ୍ୟାୟ 11

1. ଯେତବେେଳେ ବସନ୍ତ ଆସିଲା, ସେତବେେଳେ ରାଜାଗଣ ୟକ୍ସ୍ଟଦ୍ଧକକ୍ସ୍ଟ ୟାଆନ୍ତି। ରାଜା ଦାଉଦ ଯୋୟାବ ଓ ତାଙ୍କର ଲୋକମାନଙ୍କୁ ଏବଂ ସମସ୍ତ ଇଶ୍ରାୟେଲୀୟ ୈସନ୍ଯମାନଙ୍କୁ ଅେମ୍ମାନୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ପଠାଇଲେ ଏବଂ ସମାନେେ ୟକ୍ସ୍ଟଦ୍ଧ କରି ସମାନଙ୍କେୁ ପରାସ୍ତ କଲେ ଓ ରଦ୍ଦା ନଗର ଅଧିକାର କଲେ।

2. ଥରେ ସନ୍ଧ୍ଯା ସମୟରେ ଦାଉଦ ବିଛଣାରକ୍ସ୍ଟ ଉଠି ଛାତ ଉପରେ ବକ୍ସ୍ଟଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସହେି ସ୍ତ୍ରୀ ଜଣକ ଅତି ସକ୍ସ୍ଟନ୍ଦରୀ ଥିଲା।

3. ତେଣୁ ଦାଉଦ ତାଙ୍କର କର୍ମଗ୍ଭରୀମାନଙ୍କୁ ପଠାଇ ସହେି ସ୍ତ୍ରୀ ବିଷଯ ରେ ବକ୍ସ୍ଟଝିଲେ। ସେ ଜାଣିବାକକ୍ସ୍ଟ ପାଇଲେ ଯେ, " ସେ ହେଉଛନ୍ତି ଇଲିଯାମର ଝିଅ ହିତ୍ତୀଯ ଊରିଯର ସ୍ତ୍ରୀ, ବତ୍ଶବୋ।"

4. ଦାଉଦ ବତ୍ଶବୋକକ୍ସ୍ଟ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତବେେଳେ ସେ ଆସିଲେ। ସହେି ସ୍ତ୍ରୀ ସହିତ ଶଯନ କଲେ। ସେ ସମୟରେ ସହେି ସ୍ତ୍ରୀ ଲୋକଟି ଋତକ୍ସ୍ଟସ୍ନାନ କରିଥିଲା। ତେଣୁ ସେ ନିଜର ଗୃହକକ୍ସ୍ଟ ଫରେିଗଲା।

5. କିନ୍ତୁ ବତ୍ଶବୋ ଗର୍ଭବତୀ ହୁଅନ୍ତେ ଦାଉଦଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇ କହିଲେ, "ମୁ ଗର୍ଭବତୀ ହାଇେଛି।"

6. ତା'ପରେ ଦାଉଦ ଯୋୟାବ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, "ଊରିଯ ଓ ହିତ୍ତିଯକକ୍ସ୍ଟ ମାେ ପାଖକକ୍ସ୍ଟ ପଠାଅ।"

7. ତେଣୁ ଊରିଯ ଆସି ପହଁଞ୍ଚିବା ପରେ ଦାଉଦ ତାଙ୍କୁ ଯୋୟାବର କକ୍ସ୍ଟଶଳବାର୍ତ୍ତା ଓ ଲୋକମାନଙ୍କର କକ୍ସ୍ଟଶଳବାର୍ତ୍ତା ଓ ୟକ୍ସ୍ଟଦ୍ଧର କକ୍ସ୍ଟଶଳବାର୍ତ୍ତା ପଚାରିଲେ।

8. ତା'ପରେ ଦାଉଦ ଊରିଯକକ୍ସ୍ଟ କହିଲେ ଠିକ୍ ଅଛି, "ବର୍ତ୍ତମାନ ତୁମ୍ଭେ ଗୃହକକ୍ସ୍ଟ ୟାଇ ବିଶ୍ରାମ ନିଅ।"

9. କିନ୍ତୁ ଊରିଯ ଗୃହକକ୍ସ୍ଟ ଗଲେ ନାହିଁ। ସେ ରାଜାଙ୍କର ଦାସମାନଙ୍କ ସହିତ ରାଜ ଗୃହ ଦ୍ବାର ରେ ଶଯନ କଲା।

10. ଦାସମାନେ ଦାଉଦଙ୍କକ୍ସ୍ଟ କହିଲେ, "ଊରିଯ ଘରକକ୍ସ୍ଟ ୟାଇ ନାହାଁନ୍ତି।"

11. ଊରିଯ ଦାଉଦଙ୍କକ୍ସ୍ଟ କହିଲେ, "ପବିତ୍ର ସିନ୍ଦକ୍ସ୍ଟକ, ଇଶ୍ରାୟେଲ ଓ ୟିହକ୍ସ୍ଟଦାର ସୈନ୍ଯବାହୀନି ଏବଂ ମାରେ ରାଜାଙ୍କର ଅଧିକାରୀଗଣ ଖାେଲା ପଦା ରେ ତମ୍ବୁ କରଛନ୍ତି। ତେଣୁ ମୁ କିପରି ଭୋଜନ କରିବାକୁ ଘରକକ୍ସ୍ଟ ୟିବି ଏବଂ ତା'ପରେ ମାରେ ସ୍ତ୍ରୀଙ୍କ ସହିତ ଶଯନ କରିବି? ତୁମ୍ଭେ ଓ ମୁ ବଞ୍ଚିଥିବା ୟାଏ ସପରେି କରିବି ନାହିଁ।"

12. ଦାଉଦ ଊରିଯକକ୍ସ୍ଟ କହିଲେ, "ଆଜି ତୁମ୍ଭେ ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ମୁ ତୁମ୍ଭକୁ ୟକ୍ସ୍ଟଦ୍ଧ କ୍ଷେତ୍ରକକ୍ସ୍ଟ ପଠାଇ ଦବେି।"

13. ତା'ପରେ ଦାଉଦ ଊରିଯକକ୍ସ୍ଟ ଡାକି କହିଲେ ଏବଂ ଊରିଯ ଦାଉଦଙ୍କ ସଙ୍ଗେ ଖିଆପିଆ କଲେ। ଦାଉଦ ଊରିଯକକ୍ସ୍ଟ ମଦ୍ଯପାନ କରାଇଲେ, ତା'ପରେ ମଧ୍ଯ ଊରିଯ ଗୃହକକ୍ସ୍ଟ ନ ୟାଇ ରାଜାଙ୍କର ଦାସମାନଙ୍କ ସହିତ ରାଜାଗୃହର ଦ୍ବାର ଦେଶ ରେ ଶଯନ କଲେ।

14. ତା'ପରେ ସକାଳେ ଯୋୟାବଙ୍କ ନିକଟକକ୍ସ୍ଟ ଏକ ପତ୍ର ଲେଖିଲେ। ଦାଉଦ ସହେି ଚିଠିକକ୍ସ୍ଟ ଊରିଯଙ୍କ ହାତ ରେ ପଠାଇଲେ।

15. ଦାଉଦ ଏହା ପତ୍ର ରେ ଲେଖି ଥିଲେ, " ଯେଉଁ କ୍ଷେତ୍ର ରେ ଘମାଘୋଟ ୟକ୍ସ୍ଟଦ୍ଧ ହକ୍ସ୍ଟଏ, ସଠାେରେ ଊରିଯକକ୍ସ୍ଟ ଆଗଧାଡି ରେ ରଖ। ତା'ପରେ ତାକକ୍ସ୍ଟ ସଠାେରେ ଏକା ଛାଡି ଦିଅ, ଯେପରି ସେ ୟକ୍ସ୍ଟଦ୍ଧ ରେ ହତ୍ଯା ହବେ।"

16. ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ଅେମ୍ମାନୀୟ ସାହସୀ ସୈନ୍ଯମାନେ ଯେଉଁଠା ରେ ଥିଲେ ସେ ଦେଖିଲେ ଏବଂ ସେ ଊରିଯକକ୍ସ୍ଟ ସହେି ସ୍ଥାନକକ୍ସ୍ଟ ୟିବା ପାଇଁ ଆଦେଶ ଦେଲେ।

17. ନଗରର ଲୋକମାନେ ବାହା ରେ ୟାଇ ଯୋୟାବ ସଙ୍ଗେ ୟକ୍ସ୍ଟଦ୍ଧ କଲେ ଓ ତହିଁରେ ଦାଉଦଙ୍କ ଦାସମାନଙ୍କ ମଧ୍ଯରକ୍ସ୍ଟ କେତକେ ଲୋକ ମୃତକ୍ସ୍ଟ୍ଯବରଣ କଲେ ଓ ହିତ୍ତୀଯ ଊରିଯ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।

18. ତା'ପରେ ଯୋୟାବ ଯାହାସବୁ ୟକ୍ସ୍ଟଦ୍ଧ ରେ ହେଲା ସେ ଖବର ଦାଉଦଙ୍କ ନିକଟକକ୍ସ୍ଟ ପଠାଇଲେ।

19. ସେ ଦୂତକକ୍ସ୍ଟ ଆଜ୍ଞା ଦେଲେ, ୟକ୍ସ୍ଟଦ୍ଧ ରେ ଘଟକ୍ସ୍ଟଥିବା ସବୁ ଘଟଣା ରାଜାଙ୍କକ୍ସ୍ଟ କକ୍ସ୍ଟହ।

20. "ରାଜା ଏଥି ରେ ରାଗ କରି ପାରନ୍ତି। ଏବଂ ସେ ତୁମ୍ଭକୁ କହିପାରନ୍ତି, 'ଆମ୍ଭର ସୈନ୍ଯଗଣ କାହିଁକି ୟକ୍ସ୍ଟଦ୍ଧ କରିବା ପାଇଁ ନଗରର ଏତେ ନିକଟକକ୍ସ୍ଟ ଗଲେ? ସମାନେେ ପ୍ରାଚୀରରକ୍ସ୍ଟ ତୀର ମାରିବେ ବୋଲି ତୁମ୍ଭେ ଜାଣିଥିଲ କି?

21. ୟିରକ୍ସ୍ଟ-ଦ୍ଦେଶତର ପକ୍ସ୍ଟତ୍ର ଅବୀମଲକେକକ୍ସ୍ଟ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରକ୍ସ୍ଟ ତାହା ଉପରକକ୍ସ୍ଟ ଚକିର ଉପର ପଟ ପକାନ୍ତେ ସେ କ'ଣ ତବେସେ ରେ ମଲା ନାହିଁ? କାହିଁକି ତୁମ୍ଭମାନେେ ପ୍ରାଚୀରର ଏତେ ନିକଟକକ୍ସ୍ଟ ଗଲ?' ତବେେ ତୁମ୍ଭେ କହିବ, 'ନିଜର ଦାସ ହିତ୍ତୀଯ ଊରିଯ ମଧ୍ଯ ମରିଅଛି।"'

22. ସେ ଦୂତ ୟାଇ ଯୋୟାବ କହିଥିବା କଥା ରାଜା ଦାଉଦଙ୍କକ୍ସ୍ଟ ଜଣାଇଲେ।

23. ସହେି ଦୂତ ଜଣକ ରାଜା ଦାଉଦଙ୍କକ୍ସ୍ଟ କହିଲା, " ସହେି ଅେମ୍ମାନୀୟ ଲୋକମାନେ ଆମ୍ଭମାନଙ୍କୁ ଖାେଲା ପଡିଆ ରେ ଆକ୍ରମଣ କଲେ, ତାପରେ ଆମ୍ଭେ ନଗରର ଫାଟକ ପର୍ୟ୍ଯନ୍ତ ସମାନଙ୍କେୁ ଘଉଡଇେ ନଲେକ୍ସ୍ଟ।

24. ଏଥି ରେ ଧନକ୍ସ୍ଟର୍ଦ୍ଧାରୀମାନେ ପ୍ରାଚୀରରକ୍ସ୍ଟ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷପେ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତକ୍ସ୍ଟ୍ଯବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀଯ ଊରିଯ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।"

25. ଦାଉଦ ଦୂତକକ୍ସ୍ଟ କହିଲେ, " ଯୋୟାବକକ୍ସ୍ଟ ଏହି ବାର୍ତ୍ତା ଦିଅ: 'ଏଥି ରେ ତୁମ୍ଭେ ଦକ୍ସ୍ଟଃଖିତ ହକ୍ସ୍ଟଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକକ୍ସ୍ଟ ଆଖିବକ୍ସ୍ଟଜା ଭାବରେ ହତ୍ଯା କରିପାରିବ। ରବାବ ବିରକ୍ସ୍ଟଦ୍ଧ ରେ ଏକ ଜାରଦୋର ଆକ୍ରମଣ କର ଏବଂ ତୁମ୍ଭେ ଜଯଲାଭ କରିବ।' ଏହିସବୁ ବାକ୍ଯ ରେ ଯୋୟାବକକ୍ସ୍ଟ ଉତ୍ସାହିତ କର।"

26. ଏହାପରେ ଊରିଯର ଭାର୍ୟ୍ଯା ତା'ର ସ୍ବାମୀର ମୃତକ୍ସ୍ଟ୍ଯ ସମ୍ବାଦ ପାଇ କାନ୍ଦିଲା ଓ ଶୋକ କଲା।

27. ଶୋକ କରିବାର ସମୟ ଗତ ହବୋପରେ ଦାଉଦ ଲୋକ ପଠାଇ ବତ୍ଶବୋକକ୍ସ୍ଟ ନିଜ ଗୃହକକ୍ସ୍ଟ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହାଇେ ରହିଲେ ଓ ସେ ଦାଉଦ ପାଇଁ ଏକ ପକ୍ସ୍ଟତ୍ରକକ୍ସ୍ଟ ଜନ୍ମ ଦଲୋ। ମାତ୍ର ଦାଉଦ ଏପରି ଯେଉଁ କାର୍ୟ୍ଯ କଲେ, ସେଥି ରେ ସଦାପ୍ରଭୁ ସନ୍ତକ୍ସ୍ଟଷ୍ଟ ହେଲେ ନାହିଁ।

About ଦିତୀୟ ଶାମୁୟେଲ Chapter 11

Read ଦିତୀୟ ଶାମୁୟେଲ Chapter 11 online from the Holy Bible. This chapter is part of the Book of ଦିତୀୟ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଦିତୀୟ ଶାମୁୟେଲ
Chapter: 11
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦିତୀୟ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦିତୀୟ ଶାମୁୟେଲ Chapter 11 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦିତୀୟ ଶାମୁୟେଲ Chapter 11?

ଦିତୀୟ ଶାମୁୟେଲ Chapter 11 is part of the Book of ଦିତୀୟ ଶାମୁୟେଲ in the Holy Bible.

Can I read this chapter online?

Yes. You can read the complete ଦିତୀୟ ଶାମୁୟେଲ Chapter 11 online for free with easy chapter navigation.

More Chapters from ଦିତୀୟ ଶାମୁୟେଲ

  1. ଦିତୀୟ ଶାମୁୟେଲ Chapter 18
  2. ଦିତୀୟ ଶାମୁୟେଲ Chapter 17
  3. ଦିତୀୟ ଶାମୁୟେଲ Chapter 8
  4. ଦିତୀୟ ଶାମୁୟେଲ Chapter 4
  5. ଦିତୀୟ ଶାମୁୟେଲ Chapter 1
  6. ଦିତୀୟ ଶାମୁୟେଲ Chapter 22
  7. ଦିତୀୟ ଶାମୁୟେଲ Chapter 13

Explore More from ପୁରାତନ ନିୟମ

  1. ଆୟୁବ Chapter 32
  2. ଗୀତସଂହିତା Chapter 84
  3. ଯିହୋଶୂୟ Chapter 16
  4. ଗୀତସଂହିତା Chapter 68
  5. ଦିତୀୟ ରାଜାବଳୀ Chapter 12
  6. ରୂତର ବିବରଣ Chapter 2
  7. ଦ୍ୱିତୀୟ ବିବରଣ Chapter 10

Related Chapters & Readings

  1. ଏଜ୍ରା Chapter 1
  2. ପ୍ରଥମ ବଂଶାବଳୀ Chapter 14
  3. ଲେବୀୟ ପୁସ୍ତକ Chapter 27
  4. ପ୍ରଥମ ଶାମୁୟେଲ Chapter 3
  5. ଗଣନା ପୁସ୍ତକ Chapter 15
  6. ଦିତୀୟ ବଂଶାବଳୀ Chapter 21
  7. ଆଦି ପୁସ୍ତକ Chapter 36
Share Your Love

Leave a Reply

Your email address will not be published. Required fields are marked *