Read ଯାତ୍ରା ପୁସ୍ତକ Chapter 12 Online
Read ଯାତ୍ରା ପୁସ୍ତକ Chapter 12 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯାତ୍ରା ପୁସ୍ତକ and the Holy Bible online.
Choose a Chapter
ଯାତ୍ରା ପୁସ୍ତକ 12
ଅଧ୍ୟାୟ 12
1. ଯେଉଁ ସମୟରେ ମାଶାେ ଏବଂ ହାରୋଣ ମିଶର ରେ ଥିଲେ, ସଦାପ୍ରଭୁ ସମାନଙ୍କେୁ କହିଲେ,
2. "ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହବେ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହବେ।
3. ଏହି ଆଜ୍ଞା ସମଗ୍ର ଇଶ୍ରାୟେଲୀମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନଟି ରେ ପ୍ରେତ୍ୟକକ ଲୋକ ଗୋଟିଏ ମଷେ ଶାବକ ଆପଣା ପରିବାରମାନଙ୍କ ପାଇଁ ନବେ।
4. ଯଦି, ତୁମ୍ଭେ ପରିବାର ରେ ୟଥେଷ୍ଟ ଲୋକ ନଥାନ୍ତି ତାକୁ ଖାଇବାକୁ, ତବେେ ସେ ତା'ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପୟୁକ୍ତ ପରିମାଣ ରେ ଖାଦ୍ୟ ହବେ।
5. ଯେଉଁ ମଷେ ଶାବକଟିକୁ ନବେ ତାହା ସଂପୂର୍ଣ୍ଣ ସ୍ବାସ୍ଥ୍ଯବାନ ଓ ଏହା ଏକ ବର୍ଷର ପୁରୁଷ ମଷେ ହବୋ ଆବଶ୍ଯକ। ଏହି ପଶୁଟି ଏକ ୟିବା ମଷେ କିମ୍ବା ଏକ ଛଳେି ଶାବକ ହବୋ ଦରକାର।
6. ତୁମ୍ଭମାନଙ୍କୁ ସହେି ମଷେ ଶାବକକୁ ମାସର ଚତୁର୍ଦ୍ଦଶ ଦିନୟାଏଁ ନଜର ରେ ରଖିବାକୁ ହବେ। ସହେିଦିନ ଇଶ୍ରାୟେଲର ସମସ୍ତ ଲୋକମାନେ ସୂର୍ୟ୍ଯାସ୍ତ ପରେ ସନ୍ଧ୍ଯା ପୂର୍ବରୁ ଏମାନଙ୍କୁ ହତ୍ଯା କରିବେ।
7. ତୁମ୍ଭମାନେେ ସହେି ପଶୁର ରକ୍ତ ନଇେ ତୁମ୍ଭେ ଯେଉଁ ଘ ରେ ମଷେ ଖାଉଥିବ, ସହେି ଫାଟକର ଦ୍ବାରବନ୍ଧର ଉପର ଓ ବାଜୁବନ୍ଧ ପାଖ ରେ ସହେି ରକ୍ତ ଲଗାଇବ।
8. " ସହେି ରାତ୍ରି ରେ, ତୁମ୍ଭେ ତା'ର ମାଂସକୁ ଅଗ୍ନି ରେ ଦଗ୍ଧ କରି ତାଡି ଶୂନ୍ଯ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।
9. ତୁମ୍ଭେ ସହେି ମାଂସକୁ କଞ୍ଚା ଖାଇବା ନାହିଁକିମ୍ବା ପାଣି ରେ ସିଝାଇବ ନାହିଁ। ତୁମ୍ଭେ ସହେି ମଷେ ଶାବକକୁ ନିଆଁ ରେ ପୁରାପୁରି ପୋଡି଼ବା ଉଚିତ୍। ମଷେର ମୁଣ୍ତ, ଗୋଡ ଏବଂ ଭିତ ରେ ସମସ୍ତ ଅଂଶ ରହିବା ଉଚିତ୍।
10. ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।
11. "ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।
12. "ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।
13. ମନରେଖ ସହେି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ବରୂପ ହବେ। ମୁଁ ଯେତବେେଳେ ସହେି ରକ୍ତ ଦେଖିବି ସହେି ଘରକୁ ଛାଡି ଆଗୁ ଆଗଇବେି। ସଂହାର କାର୍ୟ୍ଯ କବଳେ ମିଶର ଉପରେ ହବେତୁମ୍ଭମାନଙ୍କର କିଛି ହବେ ନାହିଁ।
14. " ତେଣୁ ତୁମ୍ଭମାନେେ ଭଲଭାବେ ମନରେଖ ଯେ, ଆଜି ରାତ୍ରିଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀଯ ଦିନ ହବେ। ତୁମ୍ଭମାନେେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପଚାଳନ କରିବ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ଏହି ପର୍ବ ପ୍ରତିବର୍ଷ ପାଳନ କରିବେ।
15. ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।
16. ଏହି ପର୍ବର ପ୍ରଥମ ଦିନ ଓ ଶଷେ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ତୁମ୍ଭମାନେେ ସହେି ଦିନ କିଛି କରିବା ଉଚିତ ନୁହେଁ। କବଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।
17. ଏହି ପ୍ରକାର ରେ ତୁମ୍ଭମାନେ ତାଡିଶୁନ୍ଯ ରୋଟୀର ପର୍ବ ପ୍ରତିବର୍ଷ ପାଳନ କରିବ। କାରଣ ସହେିଦିନ ରେ ହିଁ ମୁଁ ତୁମ୍ଭମାନଙ୍କୁ ମିଶରରୁ ଦଳବଦ୍ଧ କରି ବାହାର କରି ଆଣିଲି। ଏଣୁ ତୁମ୍ଭମାନଙ୍କର ବଂଶଧର ଅନନ୍ତକାଳୀନ ବ୍ଯବସ୍ଥା ରେ ମାେ ପାଇଁ ଏହି ଦିନ ପାଳନ କରିବ।
18. ତୁମ୍ଭମାନେେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ଯା ସମୟରୁ ଏକୋଇଶ ଦିନର ସନ୍ଧ୍ଯା ପର୍ୟ୍ଯନ୍ତ ତାଡୀଶୂନ୍ଯ ରୋଟୀ ଭୋଜନ କରିବ।
19. ସପ୍ତା ହେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଗୃହ ରେ ଲେଶମାତ୍ର ତାଡି ନ ରହୁ କାରଣ ବିଦେଶୀ ଅବା ସ୍ବଦେଶୀ ଯେଉଁ ଜନ ଏଥିମଧିଅରେ ତାଡି ମିଶ୍ରିତ ଦ୍ରବ୍ଯ ଖାଇବ, ସେ ପ୍ରାଣୀ ଇଶ୍ରାୟେଲ ମସ୍ତକରୁ ଉଚ୍ଛିନ୍ନ ହବେ।
20. ଏହି ପର୍ବ ରେ, ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ ନାହିଁ। ତୁମ୍ଭମାନେେ ଯେଉଁ ସ୍ଥାନ ରେ ବାସ କରନା କାହିଁକି ତାଡିଶୂନ୍ଯ ରୋଟୀ ଖାଇବ।"
21. ତେଣୁ ମାଶାେ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମାଶାେ ସମାନଙ୍କେୁ କହିଲେ, "ତୁମ୍ଭମାନେେ ତୁମ୍ଭର ପରିବାର ପାଇଁ ଏକ ମଷେଶାବକ ଆଣ ଓ ନିସ୍ତାରପର୍ବର ମଷେଶାବକକୁ ବଧ କର।
22. ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।
23. ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।
24. ତୁମ୍ଭମାନଙ୍କୁ ଏହି ଆଜ୍ଞା ମାନିବାକୁ ହବେ। ଏହି ବ୍ଯବସ୍ଥା ତୁମ୍ଭମାନଙ୍କ ପାଇଁ ଓ ତୁମ୍ଭମାନଙ୍କର ଭବିଷ୍ଯତ ବଂଶଧରମାନଙ୍କ ପାଇଁ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ସବୁଦିନ ପାଇଁ ପାଳନ କରିବା ଉଚିତ୍।
25. ତୁମ୍ଭମାନଙ୍କର ଏକଥା ଯେପରି ମନେ ରହେ ଏହା ତୁମ୍ଭମାନେେ ସଠାେରେ ମଧ୍ଯ ପାଳନ କରିବ, ସହେି ଭୂମି ସଦାପ୍ରଭୁ ତୁମ୍ଭମାନଙ୍କୁ ଦବେେ, ଯେ ହତେୁ ସେ ପ୍ରତିଜ୍ଞା କରିଥିଲେ।
26. ଯେ ତବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଚାରିବେ, 'ତୁମ୍ଭମାନେେ କାହିଁକି ଏପରି ପର୍ବ ପାଳନ କରୁଛ?'
27. ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।"'
28. ଏହି ଆଜ୍ଞା ସଦାପ୍ରଭୁ, ମାଶାେ ଏବଂ ହାରୋଣଙ୍କୁ ଦଇେଥିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।
29. ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।
30. ସହେି ରାତ୍ର ରେ ମିଶର ପ୍ରେତ୍ୟକକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଚାରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।
31. ସହେି ରାତ୍ରି ରେ ରାଜା ଫାରୋ, ମାଶାେ ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, "ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ଯରୁ ବାହାର। ତୁମ୍ଭମାନଙ୍କର ବାକ୍ଯ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ୟାତ୍ରା କର।
32. ତୁମ୍ଭେ ତୁମ୍ଭର ମଷେ, ଗାଈ ଗୋରୁ ସମସ୍ତ ନଇେ ୟାଅ ଏବଂ ମାେତେ ଆଶୀର୍ବାଦ କର।"
33. ମିଶରର ଲୋକମାନେ ସମାନଙ୍କେୁ ଶୀଘ୍ର ଶୀଘ୍ର ବିଦାଯ କଲେ। କାହିଁକି? କାରଣ, ସମାନେେ କହିଲେ, "ଯଦି ତୁମ୍ଭମାନେେ ନୟାଅ, ଆମ୍ଭେ ସମସ୍ତେ ମରି ୟିବୁ।"
34. ଇଶ୍ରାୟେଲର ଲୋକମାନେ ତାଙ୍କ ଅଟା ରେ ତାଡି ମିଶାଇବାକୁ ସମୟ ପାଇ ନଥିଲେ। ସମାନେେ ଅଟା ନଇେ ପଳାଇଲେ। ସମାନେେ ସମାନଙ୍କେର ପାତ୍ରଗୁଡିକ ଲୁଗା ରେ ଘୋଡାଇ ଗୁଡାଇଲେ ଏବଂ ସମାନଙ୍କେର କାନ୍ଧ ରେ ବହିଲେ।
35. ଏହାପରେ ଇଶ୍ରାୟେଲୀୟ ଲୋକମାନେ ମାଶାଙ୍କେର ଆଜ୍ଞାନୁସା ରେ ଗଲେ। ସମାନେେ ତାଙ୍କର ମିଶରୀଯ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସମାନଙ୍କେୁ ରୂପା ଅଳଙ୍କାର, ସ୍ବର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।
36. ସଦାପ୍ରଭୁ ମିଶରବାସୀମାନଙ୍କ ହୃଦଯ ରେ ଇଶ୍ରାୟେଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇଶ୍ରାୟେଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକା ରେ ଇଶ୍ରାୟେଲୀୟମାନେ ମିଶରୀଯ ମାନଙ୍କୁ ଲୁଣ୍ଠନ କଲେ।
37. ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।
38. ସମାନେେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମଷେ, ଛଳେି ଓ ଗୋରୁଗାଈ ସହିତ ଅନକେ ପଶୁ ସମାନଙ୍କେ ସହିତ ଥିଲେ।
39. ଲୋକମାନେ ସମାନଙ୍କେର ଚକଟା ମଇଦା ରେ ତାଡୀ ମିଶାଇ ପାରିନଥିଲେ। ଏବଂ ସମାନଙ୍କେର ୟାତ୍ରା ପାଇଁ ମଧ୍ଯ ସ୍ବତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନଥିଲେ। ତେଣୁ ସମାନେେ ତାଡୀ ବୀହିନ ରୋଟୀମାନ ପ୍ରସ୍ତୁତ କଲେ।
40. ଇଶ୍ରାୟେଲୀୟ ଲୋକମାନେ ମିଶର ରେ 430 ବର୍ଷ ଧରି ବାସ କରୁଥିଲେ।
41. ବର୍ଷପରେ ସହେି ଦିନ ରେ ସଦାପ୍ରଭୂଙ୍କ ସୈନ୍ଯ ସମୁହ ମିଶରରୁ ବଦାଯ ନେଲେ।
42. ତାହା ଏକ ବିଶଷେ ରାତ୍ରି ଥିଲା। କାରଣ ସଦାପ୍ରଭୁ ସମାନଙ୍କେ ପାଇଁ ଯାହା କରିଥିଲେ, ତାହା ସମାନେେ ସ୍ମରଣ କଲେ। ଇଶ୍ରାୟେଲୀୟମାନେ ପୁରୁଷାନୁକ୍ରମେ ସହେି ବିଶଷେ ରାତ୍ରୀକୁ ସ୍ମରଣ କରି ପାଳନ କରିବେ।
43. ସଦାପ୍ରଭୁ ମାଶାେ ଏବଂ ହାରୋଣଙ୍କୁ କହିଲେ, "ନିସ୍ତାର ପର୍ବର ଏହି ବିଧି, କୌଣସି ବିଦେଶୀଯ ଲୋକ ଏହାକୁ ଭୋଜନ କରିବ ନାହିଁ।
44. କିନ୍ତୁ ପ୍ରେତ୍ୟକକ ଲୋକର ଦାସ ୟିଏ କିଣା ହାଇେଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହାଇେଥାଏ।
45. ନ ହେଲ ପ୍ରବାସୀ ବା ବର୍ତ୍ତନଜିବୀ ଦାସ ତାହା ଖାଇ ପାରିବ ନାହିଁ।
46. "ଏକ ଗୃହ ମଧିଅରେ ତାହା ଭୋଜନ କରାୟିବ। ତୁମ୍ଭେ ସହେି ମାଂସର କିଛି ମାତ୍ର ଗୃହ ବାହାରକୁ ନଇୟିବେ ନାହିଁ। କିମ୍ବା ତା'ର ଗୋଟିଏ ହେଲେ ବି ଅସ୍ଥି ଭାଙ୍ଗିବ ନାହିଁ।
47. ଇଶ୍ରାୟେଲର ସମଗ୍ରମଣ୍ଡଳୀ ତାହା ପାଳନ କରିବେ।
48. ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଚାହିଁବ ନିସ୍ତାର ପର୍ବ ରେ ଭାଗନବୋ ପାଇଁ ତବେେ ତାକୁ ସୁନ୍ନତ ହବୋକୁ ପଡିବ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ସହିତ ସମାନ ହବେ। ଏହାପରେ ସେ ତୁମ୍ଭ ସହିତ ଭୋଜନ କରିପାରିବ। ଯଦି ଜଣେ ସୁନ୍ନତ ହାଇନେଥିବ ତବେେ ସେ ନିସ୍ତାରପର୍ବ ପାଳନ କରିପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇପାରିବ ନାହିଁ।
49. ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।"
50. ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାକୁ ସମସ୍ତେ ମାନିଲେ।
51. ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
About ଯାତ୍ରା ପୁସ୍ତକ Chapter 12
Read ଯାତ୍ରା ପୁସ୍ତକ Chapter 12 online from the Holy Bible. This chapter is part of the Book of ଯାତ୍ରା ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଯାତ୍ରା ପୁସ୍ତକ
Chapter: 12
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯାତ୍ରା ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯାତ୍ରା ପୁସ୍ତକ Chapter 12 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯାତ୍ରା ପୁସ୍ତକ Chapter 12?
ଯାତ୍ରା ପୁସ୍ତକ Chapter 12 is part of the Book of ଯାତ୍ରା ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଯାତ୍ରା ପୁସ୍ତକ Chapter 12 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ଯାତ୍ରା ପୁସ୍ତକ
- ଯାତ୍ରା ପୁସ୍ତକ Chapter 16
- ଯାତ୍ରା ପୁସ୍ତକ Chapter 13
- ଯାତ୍ରା ପୁସ୍ତକ Chapter 3
- ଯାତ୍ରା ପୁସ୍ତକ Chapter 7
- ଯାତ୍ରା ପୁସ୍ତକ Chapter 19
- ଯାତ୍ରା ପୁସ୍ତକ Chapter 25
- ଯାତ୍ରା ପୁସ୍ତକ Chapter 20