Read ଗୀତସଂହିତା Chapter 81 Online
Read ଗୀତସଂହିତା Chapter 81 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.
Choose a Chapter
ଗୀତସଂହିତା 81
ଅଧ୍ୟାୟ 81
1. ଆମ୍ଭମାନଙ୍କ ବଳସ୍ବରୂପ ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ଉଚ୍ଚ ସ୍ବରରେ ଜଯଗାନ କର। ୟାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
2. ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।
3. ଅମାବାସ୍ଯା ଦିନରେ ମେଣ୍ଢା ଶିଙ୍ଗା ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
4. କାରଣ ଏହା ଇଶ୍ରାୟେଲ ପାଇଁ ନିଯମ। ଏହା ୟାକୁବର ପରମେଶ୍ବରଙ୍କର ଆଦେଶ ଅଟେ।
5. ପରମେଶ୍ବର ୟୋଷଫଙ୍କେ ଲୋକମାନଙ୍କ ପାଇଁ ଏହି ନିଯମ କରିଥିଲେ। ଯେତବେେଳେ ପରମେଶ୍ବର ମିଶର ଭୂମି ବିରୁଦ୍ଧରେ ଗଲେ, ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ୟାହା ମୁଁ ବୁଝିପାରିଲି ନାହିଁ।
6. ପରମେଶ୍ବର କହିଲେ, "ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦଲେୁ। ତାହାର ହସ୍ତ ଟୋକଇରେୁ ମୁକ୍ତ ହେଲା।
7. ତୁମ୍ଭମାନେେ ଯେତବେେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାୟ୍ଯ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦଲେୁ। ଆମେ ମରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।"
8. " ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ। ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ। ହେ ଇଶ୍ରାୟେଲ, ଆମ୍ଭର କଥା ଶୁଣ !
9. ତୁମ୍ଭମାନେେ ଅନ୍ୟ କୌଣସି ଦବେତାକୁ ପୂଜା କରିବ ନାହିଁ। ୟାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10. ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ। ତୁମ୍ଭର ମୁଖ ବଡ଼ କରି ଖାେଲ, ଆମ୍ଭେ ଖୁଆଇ ଦବୋ।
11. "କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।
12. ତଣେୁ ଆମ୍ଭେ ସମାନଙ୍କେୁ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯ କରିବାକୁ ଦଲେୁ। ଇଶ୍ରାୟେଲୀୟମାନେ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯମାନ କଲେ।
13. ଭଲହୁଅନ୍ତା, ୟଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥାନ୍ତେ ଓ ଇଶ୍ରାୟେଲବାସୀ ଆମ୍ଭେ ଚାହିଁଥିବା ଅନୁସାରେ ରହିଥାନ୍ତେ କି ?
14. ତବେେ, ଆମ୍ଭେ ସମାନଙ୍କେର ଶତ୍ରୁମାନଙ୍କୁ ପରାସ୍ତ କରିବା। ଆମ୍ଭେ ସମାନଙ୍କେର ଶତ୍ରୁଗଣକୁ ଦଣ୍ଡିତ କରିବା।
15. ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସମାନଙ୍କେର ଦଣ୍ଡ ଚିରଦିନ ଧରି ରହିବ ସର୍ବଦା ଦଣ୍ଡ ପାଇବେ।
16. ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦଇେ ସନ୍ତୁଷ୍ଟ କରିବା।ଗ୍ଦଗ୍ଦ
About ଗୀତସଂହିତା Chapter 81
Read ଗୀତସଂହିତା Chapter 81 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.
Book Information
Book: ଗୀତସଂହିତା
Chapter: 81
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଗୀତସଂହିତା Chapter 81 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଗୀତସଂହିତା Chapter 81?
ଗୀତସଂହିତା Chapter 81 is part of the Book of ଗୀତସଂହିତା in the Holy Bible.
Can I read this chapter online?
Yes. You can read the complete ଗୀତସଂହିତା Chapter 81 online for free with easy chapter navigation.
More Chapters from ଗୀତସଂହିତା
- ଗୀତସଂହିତା Chapter 98
- ଗୀତସଂହିତା Chapter 91
- ଗୀତସଂହିତା Chapter 68
- ଗୀତସଂହିତା Chapter 13
- ଗୀତସଂହିତା Chapter 106
- ଗୀତସଂହିତା Chapter 92
- ଗୀତସଂହିତା Chapter 129
Explore More from ପୁରାତନ ନିୟମ
- ଗୀତସଂହିତା Chapter 88
- ମୀଖା Chapter 1
- ଯିରିମିୟ Chapter 31
- ପ୍ରଥମ ରାଜାବଳୀ Chapter 1
- ପ୍ରଥମ ବଂଶାବଳୀ Chapter 8
- ଗୀତସଂହିତା Chapter 64
- ଯାତ୍ରା ପୁସ୍ତକ Chapter 4