ଗୀତସଂହିତା Chapter 143

For English

Read ଗୀତସଂହିତା Chapter 143 Online

Read ଗୀତସଂହିତା Chapter 143 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 143

ଅଧ୍ୟାୟ 143

1. ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମାରେ ସାହାୟ୍ଯ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ବସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମାେତେ ଉତ୍ତର ଦିଅ।

2. ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

3. ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।

4. ମୁଁ ତ୍ଯାଗ କରିବାକୁ ପ୍ରସ୍ତୁତ। ମୁଁ ମାରେ ସାହସ ହରାଉଛି।

5. ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷଯରେ ଭାବେ। ତୁମ୍ଭେ ୟାହାସବୁ କର ମୁଁ ସେସବୁ ବିଷଯରେ ଭାବେ।

6. ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭର ସାହାୟ୍ଯ ଅପେକ୍ଷାରେ ଅଛି, ୟପରେି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ।

7. ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।

8. ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।

9. ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି। ମାରେ ଶତ୍ରୁମାନଙ୍କ କବଳରୁ ମାେତେ ରକ୍ଷା କର।

10. ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା

11. ହେ ସଦାପ୍ରଭୁ, ମାେତେ ବଞ୍ଚିବାକୁ ଦିଅ, ୟପରେି ଲୋକାମନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତଣେୁ ମାରେ ଦୁଃଖରୁ ମାେତେ ରକ୍ଷା କର।

12. ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଦ୍ବାରା ମାରେ ଶତ୍ରୁମାନଙ୍କୁ ପରାସ୍ତ କର। ଯେଉଁମାନେ ମାେତେ ହତ୍ଯା କରିବାକୁ ଚାହୁଁଛନ୍ତି, ସମାନଙ୍କେୁ ଧ୍ବଂସ କର। କାରଣ ମୁଁ ତୁମ୍ଭର ସବେକ ଅଟେ।

About ଗୀତସଂହିତା Chapter 143

Read ଗୀତସଂହିତା Chapter 143 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 143
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 143 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 143?

ଗୀତସଂହିତା Chapter 143 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 143 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଗୀତସଂହିତା Chapter 93
  3. ଦ୍ୱିତୀୟ ବିବରଣ Chapter 8
  4. ଯିହିଜିକଲ Chapter 33
  5. ଯିଶାଇୟ Chapter 15
  6. ଯିରିମିୟ Chapter 46
  7. ଗଣନା ପୁସ୍ତକ Chapter 3

Related Chapters & Readings

  1. ଦିତୀୟ ବଂଶାବଳୀ Chapter 12
  2. ଗୀତସଂହିତା Chapter 144
  3. ହିବ୍ରୁ Chapter 3
  4. ଏଫିସୀୟ Chapter 4
  5. ଦିତୀୟ ଶାମୁୟେଲ Chapter 4
  6. ଯିଖରିୟ Chapter 12
  7. ଗଣନା ପୁସ୍ତକ Chapter 31
Share Your Love

Leave a Reply

Your email address will not be published. Required fields are marked *