Read ଯିହିଜିକଲ Chapter 33 Online
Read ଯିହିଜିକଲ Chapter 33 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 33
ଅଧ୍ୟାୟ 33
1. ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
2. " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, 'ଆମ୍ଭେ ଯେତବେେଳେ କୌଣସି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ଯରୁ ଜଣଙ୍କୁ ସେତବେେଳେ ଏକ ପ୍ରହରୀ କରି ନିୟୁକ୍ତ କରନ୍ତି।
3. ଆଉ ସେ ଯଦି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣିବାର ଦେଖେ, ତବେେ ସେ ତୂରୀ ବଜାଇ ଲୋକମାନଙ୍କୁ ସଚତନେ କରାଏ।
4. ଯଦି କହେି ତୂରୀ ଶବ୍ଦ ଶୁଣି ସତର୍କ ନ ହୁଏ ଓ ଶତ୍ରୁର ଖଡ୍ଗ ତାହାକୁ ହତ୍ଯା କରେ, ତବେେ ତାହାର ମୃତ୍ଯୁ ପାଇଁ ସେ ଦାଯୀ ରହିବ।
5. କାରଣ ସେ ତୁରୀଶବ୍ଦ ଶୁଣି ସତର୍କ ହେଲା ନାହିଁ ଏବଂ ଶତ୍ରୁଗଣ ତାକୁ ହତ୍ଯା କରନ୍ତି। ତବେେ ସମାନେେ ନିଜର ମୃତ୍ଯୁ ପାଇଁ ଦାଯୀ ରହିବେ। କାରଣ ସମାନେେ ସଚତନେ ହାଇେଥିଲେ ନିଜର ପ୍ରାଣ ବଞ୍ଚାଇ ଥାନ୍ତେ।
6. "'କିନ୍ତୁ ସେ ପ୍ରହରୀ ଯଦି ଖଡ୍ଗ ଆସିବାର ଦେଖି ତୂରୀ ନ ବଜାଏ ଓ ଲୋକମାନେ ସଚତନେ ନ ହୁଅନ୍ତି ଆଉ ଖଡ୍ଗ ଆସି ସମାନଙ୍କେ ମଧ୍ଯରୁ କୌଣସି ଲୋକକୁ ହତ୍ଯା କରେ, ତବେେ ନିଜ ପାପ ଯୋଗୁଁ ହତ୍ଯା ହେଲା। କିନ୍ତୁ ମୁଁ ତାହାର ରକ୍ତର ପ୍ରତିଶୋଧ ସହେି ପ୍ରହରୀ ଉପ ରେ ନବେି।'
7. "ଏଣୁ ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲ ବଂଶର ପ୍ରହରୀ କରି ନିୟୁକ୍ତ କରିଅଛି, ତୁମ୍ଭେ ମାରେ ମୁଖରୁ ଯେଉଁ ବାକ୍ଯଗୁଡ଼ିକ ମାେ ପକ୍ଷରୁ ସମାନଙ୍କେୁ ସଚତନେ କରିବ।
8. ମୁଁ ଯେତବେେଳେ କୌଣସି ଦୁଷ୍ଟ ଲୋକକୁ କହିବି, ' ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚଯ ମରିବ।' ସେତବେେଳେ ତୁମ୍ଭେ ଯଦି ତାକୁ ସଚତନେ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତବେେ ସହେି ଦୁଷ୍ଟଲୋକ ନିଜ ପାପ ରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପ ରେ ନବେି।
9. କିନ୍ତୁ ଯଦି ସହେି ଦୁଷ୍ଟ ଲୋକକୁ ସଚତନେ କଲାପ ରେ ତା'ର ଜୀବନ ପଥ ନ ବଦଳାଏ ଓ ପାପରୁ ନିବୃତ୍ତ ନ ହୁଏ, ତବେେ ସେ ତାହାର ପାପ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ନିଜର ପ୍ରାଣ ବଞ୍ଚାଇବ।
10. "ଆଉ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ଏ ପ୍ରକାର କହୁଅଛ, 'ଆମ୍ଭମାନଙ୍କର ବ୍ଯବସ୍ଥା ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପ ରେ ଅଛି ଓ ଆମ୍ଭମାନେେ ସେଥି ରେ ହିଁ କ୍ଷଯ ପାଉଅଛୁ, କିନ୍ତୁ ବର୍ତ୍ତମାନ ମୁଁ କିପରି ରକ୍ଷା ପାଇବି ?'
11. " ତବେେ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣ ରେ ଆମ୍ଭର ସନ୍ତାଷେ ନାହିଁା କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହାଇେ ବଞ୍ଚେ, ସେଥି ରେ ଆମ୍ଭେ ସନ୍ତାଷେ ଲାଭ କରୁ। ତେଣୁ ତୁମ୍ଭମାନେେ ନିଜ ନିଜ କୁପଥରୁ ଫରେ ଓ ମାରେ ନିକଟବର୍ତ୍ତୀ ହୁଅ। ହେ ଇଶ୍ରାୟେଲ ବଂଶ ତୁମ୍ଭେ କାହିଁକି ମରିବ ?'
12. " ହେ ମନୁଷ୍ଯପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, 'ଧାର୍ମିକମାନଙ୍କର ପୁଣ୍ଯ ସଦେିନ ତାକୁ ରକ୍ଷା କରିପାରିବ ନାହିଁ, ଯେତବେେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ବଭାବ ତା'ର ପତନର କାରଣ ହବେ ନାହିଁ ଯେତବେେଳେ ସେ ଠିକ୍ କାର୍ୟ୍ଯ କରିବାକୁ ଆରମ୍ଭ କରେ। ଏବଂ ଯେଉଁଦିନ ଦୁଷ୍ଟ ଲୋକଟି ତା'ର ପାପରୁ ନିବୃତ ହବେ, ସେ ତା'ର ପାପ ପାଇଁ ଆଉ ୟନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସହେିପରି ଜଣେ ଧାର୍ମିକ ଲୋକ ପାପ କରେ, ତବେେ ତାକୁ ତା'ର ଅତୀତର ଧାର୍ମିକତା ୟୋଗୁଁ ବଞ୍ଚିବାକୁ ଅନୁମତି ଦିଆୟିବ ନାହିଁ।'
13. "ଯଦି ମୁଁ ଜଣେ ଧାର୍ମିକ ବ୍ଯକ୍ତିକୁ କୁ ହେ, 'ତୁମ୍ଭେ ନିଶ୍ଚିତ ଭାବରେ ବଞ୍ଚିବ,' ଏବଂ ସେ ତା'ର ଅତୀତର ଧାର୍ମିକତାକୁ ଭରସା କରି ପାପ କରେ, ତା'ର କୌଣସି ପୂର୍ବ ଧାର୍ମିକତା ସ୍ମରଣ କରାୟିବ ନାହିଁ ଏବଂ ସେ ତା'ର ପାପ ପାଇଁ ମରିବ।
14. ଏବଂ ଯେତବେେଳେ ମୁଁ ଜଣେ ଦୁଷ୍ଟ ଲୋକକୁ କୁ ହେ, ତୁମ୍ଭେ ନିଶ୍ଚିତ ଭାବରେ ମରିବ, ଏବଂ ସେ ପାପରୁ ବିରତ ହୁଏ ଯାହା ଠିକ୍ ଓ ଯଥାର୍ଥ ତାହା କରେ,
15. ସହେି ଦୁଷ୍ଟଲୋକ ଯବେେ ବନ୍ଧନ ଦ୍ରବ୍ଯ ଫରୋଇ ଦିଏ, ସେ ଯାହା ଅପହରଣ କରିଥିଲା, ଯଦି ସେ ସମସ୍ତ ଜିନିଷଗୁଡ଼ିକ ପାଇଁ ପରିଶାଧେ କରେ, ଯେ ସେ ପାଦ୍ରୀ, କୌଣସି ପାପ ନ କରି ଜୀବନଦାୟକ ବିଧି ପଥରେ ଚାଲେ, ତବେେ ସେ ନିଶ୍ଚଯ ବଞ୍ଚିବ ସେ ମରିବ ନାହିଁ।
16. ତାହାର ଅତୀତର କୌଣସି ପାପକର୍ମଗୁଡ଼ିକୁ ସ୍ମରଣ କରାୟିବ ନାହିଁ। ଯେ ହତେୁ ସେ ଯାହା ନ୍ଯାଯ ଓ ଧର୍ମାଚରଣ କରିଛି, ସେ ବଞ୍ଚିବ।
17. "କିନ୍ତୁ ତୁମ୍ଭର ଲୋକମାନେ କହୁଅଛନ୍ତି ଯେ, 'ସଦାପ୍ରଭୁ ଆମ୍ଭର ପ୍ରଭୁ ପଥ ସରଳ ନୁହେଁ।'
18. ଯଦି ଜଣେ ଧାର୍ମିକ ବ୍ଯକ୍ତି ଆପଣା ଧାର୍ମିକତାରୁ ଓହରି ପାପ କରେ ସେ ତହିଁରେ ମରିବ।
19. ଯଦି ଜଣେ ଦୁଷ୍ଟ ଆପଣା ଦୁଷ୍ଟତାରୁ ଫରେି ନ୍ଯାଯ ଓ ଧର୍ମାଚରଣ କରେ ସେ ବଞ୍ଚିବ।
20. ତଥାପି ତୁମ୍ଭମାନେେ କହୁଅଛ, ପ୍ରଭୁଙ୍କର ପଥ ସରଳ ନୁହେଁ। ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କର ପ୍ରେତ୍ୟକକ ଲୋକର ତା'ର ଆଚାର ବ୍ଯବହାର ଅନୁସାରେ ବିଚାର କରିବି।"
21. ଅନନ୍ତର ଆମ୍ଭମାନଙ୍କ ନିର୍ବାସ ରେ ଦ୍ବାଦସ ବର୍ଷର ଦଶମ ମାସର ପଞ୍ଚମ ଦିନ ରେ ୟିରୁଶାଲମରୁ ଜଣେ ପଳାତକ ମାେ ନିକଟକୁ ଆସି କହିଲା, "ନଗର ପରାଜିତ ହାଇେଅଛି।"
22. ସହେି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସନ୍ଧ୍ଯା ସମୟରେ ମାରେ ପ୍ରଭୁ ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଥିଲା। ପ୍ରାତଃକାଳ ରେ ସହେି ତ୍ରାଣକର୍ତ୍ତା ଆସିବା ପୂର୍ବରୁ ସେ ମାରେ ମୁଖ ଫିଟାଇଥିଲେ। ଆଉ ମୁଁ ଚୁପ୍ ହାଇେ ରହିଲି ନାହିଁ।
23. ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
24. " ହେ ମନୁଷ୍ଯ ପୁତ୍ର, ଯେଉଁମାନେ ଇଶ୍ରାୟେଲ ଦେଶର ସହେି ଧ୍ବଂସପ୍ରାପ୍ତ ସ୍ଥାନ ରେ ବାସ କରନ୍ତି, ସମାନେେ କହୁଅଛନ୍ତି, 'ଅବ୍ରହାମ ଏକମାତ୍ର ଜଣେ ବ୍ଯକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭମାନେେ ଅନକେ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।'
25. " ତେଣୁ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ରକ୍ତ ସହିତ ମାଂସ ଖାଉଅଛ ଓ ତୁମ୍ଭେ ତୁମ୍ଭର ପ୍ରତିମାଗଣକୁ ଦେଖ ସାହାୟ୍ଯ ପାଇଁ, ଆଉ ରକ୍ତପାତ କରୁଅଛ। ତବେେ ତୁମ୍ଭମାନଙ୍କୁ କାହିଁକି ଦଶାଧେିକାର ଦିଆୟିବ ?
26. ତୁମ୍ଭମାନେେ ନିଜ ନିଜ ଖଡ୍ଗ ଉପ ରେ ନିର୍ଭର କରୁଅଛ। ଆଉ ପାପ ଯୋଗ୍ଯ କର୍ମ କରୁଅଛ ଓ ପ୍ରେତ୍ୟକକ ନିଜ ନିଜ ପ୍ରତିବେଶୀର ସ୍ତ୍ରୀକୁ ପାପ ବ୍ଯଭିଚାରୀ ଦ୍ବାରା ଅଶୁଚି କରୁଅଛ। ତେଣୁ ତୁମ୍ଭମାନଙ୍କୁ କାହିଁକି ଦେଶଧିକାର ଦିଆୟିବ ?'
27. "ଏହିରୂପେ ତୁମ୍ଭେ ସମାନଙ୍କେୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, "ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ଧ୍ବଂସପ୍ରାପ୍ତ ସ୍ଥାନ ରେ ରହିଥିବା ଲୋକମାନେ ଖଡ୍ଗ ରେ ପତିତ ହବେେ ଏବଂ ଯେଉଁମାନେ ଖାେଲା ପ୍ରାନ୍ତର ରେ ଥିବେ ସମାନଙ୍କେୁ ପଶୁମାନେ ଭକ୍ଷଣ କରିବେ କିନ୍ତୁ ଯେଉଁ ଲୋକମାନେ ଦୃଢ଼ ଦୁର୍ଗ ଓ ଗୁମ୍ଫା ମଧିଅରେ ଲୁଚି ରହିବେ, ସମାନେେ ମହାମାରୀ ରେ ମରିବେ।
28. ଏବଂ ମୁଁ ଇଶ୍ରାୟେଲ ଦେଶକୁ ବିନଷ୍ଟ ଓ ଶୂନ୍ଯ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହବେ। ପୁଣି ଇଶ୍ରାୟେଲର ପର୍ବତଗଣ ନିର୍ଜ୍ଜନ ହବେେ, ଆଉ କହେି ତାହା ମଧ୍ଯ ଦଇେ ଗମନାଗମନ କରିବେ ନାହିଁ।
29. ସମାନେେ ଏପରି ଘୃଣ୍ଯ ଓ ମନ୍ଦକର୍ମ କରିଅଛନ୍ତି ଯେ ଆମ୍ଭେ ଦେଶକୁ ଧ୍ବଂସିତ ଓ ଶୂନ୍ଯସ୍ଥାନ କରାଇବା। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ ଅଟୁ ତାହା ସମାନେେ ଜାଣିବେ।"
30. "ପୁଣି ହେ ମନୁଷ୍ଯ ପୁତ୍ର, ତୁମ୍ଭ ଲୋକମାନଙ୍କର କାନ୍ଥ ନିକଟରେ ଠିଆ ହାଇେ ସମାନଙ୍କେର ଦ୍ବାରଗୁଡ଼ିକରେ ଦେଶ ରେ ତୁମ୍ଭ ବିଷଯ ରେ କଥାବାର୍ତ୍ତା କରନ୍ତି। ଆଉ ଜଣେ ଅନ୍ୟ ଜଣକୁ କ ହେ, "ଭାଇ ଆସ, ସଦାପ୍ରଭୁଙ୍କଠାରୁ ଭବିଷ୍ଯଦବାଣୀ ଶୁଣିବା।"
31. ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।
32. "ତୁମ୍ଭେ ସମାନଙ୍କେ ନିକଟରେ ମଧୁର ସଙ୍ଗୀତ ଗାନ କରୁଥିବା ଗାଯକ ସଦୃଶ ଅଟ। ତୁମ୍ଭର ମଧୁର ସ୍ବର ଅଛି, ତୁମ୍ଭେ ଉତ୍ତମ ରୂପେ ବାଦ୍ଯୟନ୍ତ୍ର ବଜାଇ ପାର। ତେଣୁ ସମାନେେ ତୁମ୍ଭର କଥା ଶୁଣନ୍ତି, କିନ୍ତୁ ତୁମ୍ଭେ ଯାହା କୁହ ତାହା କରନ୍ତି ନାହିଁ।
33. ଏବଂ ଯେତବେେଳେ ଏହା ସତ ହୁଏ ଏବଂ ଏହା ଆସୁଛି, ତା'ପ ରେ ସମାନେେ ଜାଣିବେ ଯେ, ସମାନଙ୍କେ ମଧିଅରେ ଜଣେ ଭବିଷ୍ଯତବକ୍ତା ଥିଲେ।"'
About ଯିହିଜିକଲ Chapter 33
Read ଯିହିଜିକଲ Chapter 33 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 33
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 33 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 33?
ଯିହିଜିକଲ Chapter 33 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 33 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 21
- ଆଦି ପୁସ୍ତକ Chapter 12
Explore More from ଯିହିଜିକଲ
- ଯିହିଜିକଲ Chapter 27
- ଯିହିଜିକଲ Chapter 4
- ଯିହିଜିକଲ Chapter 19
- ଯିହିଜିକଲ Chapter 14
- ଯିହିଜିକଲ Chapter 44
- ଯିହିଜିକଲ Chapter 2
- ଯିହିଜିକଲ Chapter 34