Read ଯିଶାଇୟ Chapter 15 Online
Read ଯିଶାଇୟ Chapter 15 online from the Holy Bible. This chapter is part of the Book of ଯିଶାଇୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିଶାଇୟ and the Holy Bible online.
Choose a Chapter
ଯିଶାଇୟ 15
ଅଧ୍ୟାୟ 15
1. ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।
2. ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
3. ମାୟୋବର ସବୁ ସ୍ଥାନ ରେ, ଘର ଉଚ୍ଚସ୍ଥାନ ମାନଙ୍କ ରେ ଓ ରାସ୍ତାମାନଙ୍କ ରେ ଚଟବସ୍ତ୍ର ପରିଧାନ କରି କାନ୍ଦୁଛନ୍ତି।
4. ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।
5. ମାରହେୃଦଯ ମାୟୋବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ନତ୍-ଶଲୀଶୀଯା ଓ ଦୂରସ୍ଥ ସୋଯରକୁ ନିରାପତ୍ତା ପାଇଁ ପଳାଯନ କରୁଛନ୍ତି। ସମାନେେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନଯିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ବର ରେ ବିଳାପ କରୁଛନ୍ତି।
6. ମାତ୍ର ନିମ୍ରୀମର ଜଳ ସମୂହ ଶୁଷ୍କ ହବେ। ସବୁଜ ବୃକ୍ଷଗୁଡ଼ିକ ରହିବନି।
7. ଲୋକମାନେ ସମାନଙ୍କେର ନିଜ ନିଜର ସମସ୍ତ ଦ୍ରବ୍ଯ ଏକାଠି କରିବେ ଓ ମାୟୋବ ପରିତ୍ଯାଗ କରିବେ। ସେ ସମସ୍ତ ଦ୍ରବ୍ଯକୁ ଧରି ସୀମା ଅତିକ୍ରମ କରି ବାଈଶୀ ବୃକ୍ଷର ସୋର୍ତ ନିକଟକୁ ନଇେଯିବେ।
8. ମାୟୋବର ସବୁ ସ୍ଥାନ ରେ କ୍ରନ୍ଦନର ରୋଳ ଶୁଣାୟିବ। ସହେି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ମଯିମ୍ ଓ ବେ ରେଲୀମ୍ ପର୍ୟ୍ଯନ୍ତ ଶୁଣାୟିବ।
9. ଦୀମାନରେ ଜଳସମୂହ ରକ୍ତମଯ ହବେ। ମୁଁ ଦୀମାନେ ପ୍ରତି ଅଧିକ ଦୁଃଖ ଆଣିବି। ମାୟୋବର ପଳାତକ ଓ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ ମୁଁ ଏକ ସିଂହ ଆଣିବି ଯେ କି ସମାନଙ୍କେୁ ଭକ୍ଷଣ କରିବ।
About ଯିଶାଇୟ Chapter 15
Read ଯିଶାଇୟ Chapter 15 online from the Holy Bible. This chapter is part of the Book of ଯିଶାଇୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିଶାଇୟ
Chapter: 15
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିଶାଇୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିଶାଇୟ Chapter 15 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିଶାଇୟ Chapter 15?
ଯିଶାଇୟ Chapter 15 is part of the Book of ଯିଶାଇୟ in the Holy Bible.
Can I read this chapter online?
Yes. You can read the complete ଯିଶାଇୟ Chapter 15 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 7
Explore More from ଯିଶାଇୟ
- ଯିଶାଇୟ Chapter 2
- ଯିଶାଇୟ Chapter 7
- ଯିଶାଇୟ Chapter 20
- ଯିଶାଇୟ Chapter 63
- ଯିଶାଇୟ Chapter 4
- ଯିଶାଇୟ Chapter 60
- ଯିଶାଇୟ Chapter 13