ଗୀତସଂହିତା Chapter 94

For English

Read ଗୀତସଂହିତା Chapter 94 Online

Read ଗୀତସଂହିତା Chapter 94 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 94

ଅଧ୍ୟାୟ 94

1. ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।

2. ତୁମ୍ଭେ ହେଉଛ ସାରା ପୃଥିବୀର ବିଚାରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ୟାହା ସମାନେେ ଚାହାଁନ୍ତି।

3. ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ?

4. ସହେି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ ? ସହେି ଅଧର୍ମାଚାରୀମାନେ କେତେ କାଳ ଦର୍ପ କରିବେ ?

5. ହେ ସଦାପ୍ରଭୁ, ସମାନେେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି। ସମାନେେ ତୁମ୍ଭର ଲୋକମାନଙ୍କୁ ୟନ୍ତ୍ରଣା ଦିଅନ୍ତି।

6. ସହେି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ଯ କରନ୍ତି। ସମାନେେ ଅନାଥ ପିଲାମାନଙ୍କୁ ମଧ୍ଯ ହତ୍ଯା କରନ୍ତି।

7. ସମାନେେ ଏହିପରି କହନ୍ତି ୟେ, ସଦାପ୍ରଭୁ ସମାନଙ୍କେର କୁକର୍ମକୁ ଦେଖିପାରିବେ ନାହିଁ। କିଅବା ୟାକୁବର ପରମେଶ୍ବର ବିବଚେନା କରିବେ ନାହିଁ।

8. ହେ ପଶୁବତ୍ ଲୋକମାନେ, ତୁମ୍ଭେ କବେେ ବୁଦ୍ଧି ପାଇବ ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟାକର ଏବଂ ବୁଝ।

9. ପରମେଶ୍ବର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ, ସେ କ'ଣ ଶୁଣିପାରୁ ନାହାଁନ୍ତି! ପରମେଶ୍ବର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି। ସେ କ'ଣ ଦେଖି ପାରିବେ ନାହିଁ! ୟାହା ସବୁ ଘଟିଯାଉଛି।

10. ଜଣେ ୟିଏକି ଜାତିଗଣକୁ ସଂ ଶାଧେନ କରନ୍ତି, ତୁମ୍ଭକୁ ଦଣ୍ଡ ଦବେେ ? ସେ ମାନବମାନଙ୍କୁ ଜ୍ଞାନ ବିଷଯରେ ଶିକ୍ଷା ଦିଅନ୍ତି।

11. ସଦାପ୍ରଭୁ ଜାଣନ୍ତି ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12. ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସମାନେେ ଆଶୀର୍ବାଦ ପ୍ରାପ୍ତ ହବେେ। ତୁମ୍ଭେ ଆପଣା ନିଯମରେ ସମାନଙ୍କେୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।

13. ବିପଦ ବେଳେ ସମାନଙ୍କେୁ ସୁସ୍ଥିର କର, ଦୁଷ୍ଟମାନେ ବିନାଶ ହବୋ ପର୍ୟ୍ଯନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାୟ୍ଯ କର।

14. ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ। ସେ ନିଜର ପ୍ରାଧାନ୍ଯତ୍ବକୁ ପରିତ୍ଯାଗ କରିବେ ନାହିଁ।

15. ନ୍ଯାଯ ଫରେିବ ଏବଂ ଏହା ସ୍ବଚ୍ଛତା ଆଣିବ ଏବଂ ଯେଉଁ ସମସ୍ତ ବ୍ଯକ୍ତି ସତ୍ଯପ୍ରିଯ ଅଟନ୍ତି, ନ୍ଯାଯର ଅନୁଗାମୀ ହବେେ।

16. ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମାେତେ ସାହାୟ୍ଯ କରିବ ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମାେ ସହିତ ଠିଆ ହବେ ?

17. ୟଦି ମାେତେ ସଦାପ୍ରଭୁ ସାହାୟ୍ଯ କରି ନ ଥାନ୍ତେ, ତବେେ ମୃତ୍ଯୁ ମାରେ ପ୍ରାଣକୁ ଅତିକ୍ରମ କରି ୟାଇଥାନ୍ତା।

18. ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।

19. ମୁଁ ଅତି ବ୍ଯସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମାେତେ ଆନନ୍ଦ ଓ ଖୁସି ଦେଲେ।

20. ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।

21. ଯେଉଁ ବିଚାରକଗଣ ଭଲ ଲୋକମାନଙ୍କୁ ନ୍ଯାଯ ଦିଅନ୍ତି ନାହିଁ, ସମାନେେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସମାନଙ୍କେୁ ମରଣର ଆରୋପ କର।

22. ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଉଚ୍ଚ ଦୁର୍ଗ ଓ ମାରେ ପରମେଶ୍ବର ମାରେ ଆଶ୍ରଯଶୈଳ ହାଇେଅଛନ୍ତି।

23. ପରମେଶ୍ବର ସହେି ଅଧର୍ମୀ ବିଚାରକମାନଙ୍କୁ ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦବେେ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ଧ୍ବଂସ କରିବେ।

About ଗୀତସଂହିତା Chapter 94

Read ଗୀତସଂହିତା Chapter 94 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 94
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 94 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 94?

ଗୀତସଂହିତା Chapter 94 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 94 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 98
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ହବକକୂକ Chapter 2
  2. ପ୍ରଥମ ରାଜାବଳୀ Chapter 16
  3. ଲେବୀୟ ପୁସ୍ତକ Chapter 9
  4. ପ୍ରଥମ ଶାମୁୟେଲ Chapter 7
  5. ହିତୋପଦେଶ Chapter 29
  6. ପ୍ରଥମ ବଂଶାବଳୀ Chapter 12
  7. ରୂତର ବିବରଣ Chapter 1

Related Chapters & Readings

  1. ଦିତୀୟ ରାଜାବଳୀ Chapter 14
  2. ଯିହିଜିକଲ Chapter 24
  3. ଯିହିଜିକଲ Chapter 1
  4. ମାଥିଉ Chapter 24
  5. ପ୍ରଥମ ରାଜାବଳୀ Chapter 10
  6. ହିତୋପଦେଶ Chapter 24
  7. 1 କରିନ୍ଥୀୟ Chapter 9
Share Your Love

Leave a Reply

Your email address will not be published. Required fields are marked *