ଯିରିମିୟ Chapter 41

For English

Read ଯିରିମିୟ Chapter 41 Online

Read ଯିରିମିୟ Chapter 41 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 41

ଅଧ୍ୟାୟ 41

1. ଅନନ୍ତର ସପ୍ତମ ମାସ ରେ ରାଜବଂଶୀ ଇଲୀଶାମର ପୌତ୍ର ନଥନିଯର ପୁତ୍ର ଇଶମାଯଲେ ଦଶଜଣ ପୁରୁଷଙ୍କ ସହିତ ଅହୀକାମର ପୁତ୍ର ଗଦଲିଯ ନିକଟକୁ ମିସ୍ପାକୁ ଆସିଲେ। ସମାନେେ ସଠାେ ରେ ଗଦଲିଯ ସହିତ ଏକତ୍ର ଭୋଜନ କଲେ।

2. ସମାନେେ ଏକତ୍ର ଭୋଜନ କରୁଥିବା ବେଳେ ଇଶମାଯଲେ ଓ ତାର ଦଶଜଣ ସଙ୍ଗୀ ଯିହୁଦାର ଶାସକ ଅହୀକାମର ପୁତ୍ର ଗଦଲିଯକୁ ହତ୍ଯା କଲେ, ଯାହାକୁ ବାବିଳର ରାଜା ଏହି ଭୂମିରେ ଖଣ୍ଡା ସାହାୟ୍ଯ ରେ ନିୟୁକ୍ତ କରିଥିଲେ।

3. ଆଉ ମଧ୍ଯ ଇଶମାଯଲେ ମିସ୍ପା ରେ ଗଦଲିଯ ସହିତ ଥିବା ସମସ୍ତ ୟିହୁଦୀଯମାନଙ୍କୁ ଓ ବାବିଲର ସୈନ୍ଯମାନଙ୍କୁ ବଧ କଲେ।

4. ଗଦଲିଯକୁ ବଧ କରିବାର ଦିନକ ପ ରେ ଶିଖିମ, ଶୀଲୋ ଓ ଶମରିଯାରୁ ଅଶୀଜଣ ପୁରୁଷ ଦାଢ଼ି କ୍ଷୌର ହାଇେ, ଛିନ୍ନବସ୍ତ୍ର ପରିଧାନ ପୂର୍ବକ ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରି ହସ୍ତ ରେ ନବୈେଦ୍ଯ ଓ ସୁଗନ୍ଧି ଧୂପ ନଇେ ସଦାପ୍ରଭୁଙ୍କ ଗୃହକୁ ଆସୁଥିଲେ। ସମାନେେ ଗଦଲିଯଙ୍କ ହତ୍ଯା ଖବର ଜାଣି ନ ଥିଲେ।

6. ଇଶମାଯଲେ ମିସ୍ପାକୁ ସହେି ଅଶୀଜଣ ପୁରୁଷଙ୍କୁ ଭଟେିବା ପାଇଁ ଗଲା ଓ ଗଲା ବେଳେ ବାଟସାରା କ୍ରନ୍ଦନ କରି କରି ଗଲା। ସମାନଙ୍କେୁ ସାକ୍ଷାତ କରି କହିଲା, "ଅହୀକାମର ପୁତ୍ର ଗଦଲିଯକୁ ଦେଖିବାକୁ ଆସ।"

7. ଯେତବେେଳେ ସମାନେେ ନଗରର ମଧ୍ଯସ୍ଥାନକୁ ଆସିଲେ, ଇଶମାଯଲେ ଓ ତା'ର ସଙ୍ଗୀମାନେ ସମାନଙ୍କେୁ ବଧ କଲେ ଏବଂ ସମାନଙ୍କେୁ ଏକ ଗାତ ମଧିଅରେ ଫୋପାଡ଼ି ଦେଲେ।

8. ମାତ୍ର ସମାନଙ୍କେ ମଧ୍ଯରୁ ଦଶଜଣ ଇଶମାଯଲକେୁ କହିଲେ, "ଆମ୍ଭମାନଙ୍କୁ ବଧ କର ନାହିଁ, କାରଣ ଆମ୍ଭମାନଙ୍କର ଗହମ, ୟବ, ତୈଳ ଓ ମଧୁର ଗୁପ୍ତ ଭଣ୍ଡାର କ୍ଷତେ ରେ ଲୁଚାଇ ରଖିଛୁ ଏବଂ ଆମ୍ଭେ ସେସବୁ ତୁମ୍ଭକୁ ଦବେି।" ତେଣୁ ଇଶମାଯଲେ ସମାନଙ୍କେୁ ମାରିବାରୁ ବିରତ ହେଲେ।

9. ଇଶମାଯଲେ ସହେି କୂପକୁ ନିହତମାନଙ୍କ ଶବ ରେ ଗଦଲିଯର ଶବ ସହିତ ପରିପୂର୍ଣ୍ଣ କଲା। ସହେି କୂପକୁ ଆସାର ରାଜା, ଇଶ୍ରାୟେଲର ବାଶା ରାଜାର ଭୟ ରେ ପ୍ରସ୍ତୁତ କରିଥିଲା, ୟୁଦ୍ଧ ସମୟରେ ପାରି ଯୋଗାଇବାକୁ ସହେି କୂପ ଖୋଳା ୟାଇଥିଲା।

10. ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।

11. ବା ରହରେ ପୁତ୍ର ୟୋହାନନ୍ ଓ ତାହାର ସମସ୍ତ ସଙ୍ଗୀ ସନୋପତିଗଣ ଇଶମାଯଲରେ ଦୁଷ୍କର୍ମସବୁ ଜାଣିଲେ।

12. ତେଣୁ ୟୋହାନନ୍ ତାହାର ସମସ୍ତ ସନୋପତିମାନଙ୍କୁ ନଇେ ନଥନିଯର ପୁତ୍ର ଇଶମାଯଲେ ସଙ୍ଗେ ୟୁଦ୍ଧ କରିବାକୁ ଗଲେ ଓ ଗିବିଯୋନସ୍ଥିତ ଏକ ବିରାଟ ଜଳାଶଯ ନିକଟରେ ତାହାକୁ ଭଟେିଲେ।

13. ସେତବେେଳେ ଇଶମାଯଲେ ସଙ୍ଗ ରେ ଥିବା ସମସ୍ତ ଲୋକ କା ରହରେ ପୁତ୍ର ୟୋହାନନକୁ ଓ ତାହାର ସଙ୍ଗୀ ସନୋପତିମାନଙ୍କୁ ଦେଖି ଆନନ୍ଦିତ ହେଲେ।

14. ତା'ପ ରେ ଇଶମାଯଲେ ଯେଉଁ ଲୋକମାନଙ୍କୁ ମିସ୍ପାକୁ ବନ୍ଦୀ କରି ନଇୟୋଇଥିଲା, ସମାନେେ ସମସ୍ତେ କା ରହରେ ପୁତ୍ର ୟୋହାନନ୍ ନିକଟକୁ ଫରେି ଆସିଲେ।

15. ମାତ୍ର ନଥନିଯର ପୁତ୍ର ଇଶମାଯଲେ ଆଠଜଣ ଲୋକ ସହିତ ୟୋହାନନ ନିକଟରୁ ପଳାଇ ଅମ୍ ନୋନ ସନ୍ତାନଗଣର ନିକଟକୁ ଗଲା।

16. ୟୋହାନନ ଏବଂ ତାଙ୍କର ସୈନ୍ଯବାହିନୀର ସନୋପତିଗଣ ଗିବିଯୋନକୁ ଅବଶିଷ୍ଟ ଲୋକମାନଙ୍କୁ ଆଣିଲେ, ଯେଉଁମାନଙ୍କୁ ନଥନୀଯର ପୁତ୍ର ଇଶମାଯଲେ, ଗଲିଯଦକୁ ହତ୍ଯା କଲା ପ ରେ, ମିସ୍ପାକୁ ନଇେ ୟାଇଥିଲେ। ସମାନଙ୍କେ ମଧିଅରେ ୟୋଦ୍ଧାଗଣ, ସ୍ତ୍ରୀଲୋକ, ବାଳକଗଣ, ବାଳିକାଗଣ ଓ ନପୁଂସକଗଣ ଥିଲେ।

17. ୟୋହାନନ୍ ଓ ଅନ୍ୟ ସନୋପତିଗଣ କଲଦୀଯମାନଙ୍କୁ ଭୟ କଲେ। କାରଣ ଇଶମାଯଲେ ବାବିଲ ରାଜାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ଗଦଲିଯକୁ ହତ୍ଯା କରିଥିଲେ। ତେଣୁ ୟୋହାନନ୍ କଲଦୀଯମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ୟିବା ପୂର୍ବରୁ ବୈଥଲହେମ୍ ସହର ନିକଟସ୍ଥ ଗରେୁତ୍ତ୍ବକିମହମ ରେ କିଛି ସମୟ ଅଟକି ଥିଲେ।

About ଯିରିମିୟ Chapter 41

Read ଯିରିମିୟ Chapter 41 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 41
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 41 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 41?

ଯିରିମିୟ Chapter 41 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 41 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିରିମିୟ

  1. ଯିରିମିୟ Chapter 18
  2. ଯିରିମିୟ Chapter 24
  3. ଯିରିମିୟ Chapter 20
  4. ଯିରିମିୟ Chapter 45
  5. ଯିରିମିୟ Chapter 47
  6. ଯିରିମିୟ Chapter 8
  7. ଯିରିମିୟ Chapter 25

Related Chapters & Readings

  1. ଯିହିଜିକଲ Chapter 41
  2. ପ୍ରଥମ ରାଜାବଳୀ Chapter 12
  3. ଆମୋଷ Chapter 1
  4. ପ୍ରେରିତ Chapter 13
  5. ଗୀତସଂହିତା Chapter 141
  6. ଯିହୋଶୂୟ Chapter 12
  7. ଲେବୀୟ ପୁସ୍ତକ Chapter 24
Share Your Love

Leave a Reply

Your email address will not be published. Required fields are marked *