ଗୀତସଂହିତା Chapter 2

For English

Read ଗୀତସଂହିତା Chapter 2 Online

Read ଗୀତସଂହିତା Chapter 2 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 2

ଅଧ୍ୟାୟ 2

1. କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

2. ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

3. ସହେି ନେତାମାନେ କୁହନ୍ତି, "ଆସ ଆମ୍ଭେ ପରମେଶ୍ବର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା। "ଆସ ସମାନଙ୍କେଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହାଇଯେିବା।"

4. କିନ୍ତୁ ମାରେ ପ୍ରଭୁ ୟିଏକି 'ସ୍ବର୍ଗର ରାଜା' ସମାନଙ୍କେ ଏପରି କଥାକୁ ପରିହାସ କରିବେ।

5. କିନ୍ତୁ ପରମେଶ୍ବର ସମାନଙ୍କେ ଉପରେ କ୍ରୋଧିତ ହୁଅନ୍ତି ଏବଂ କୁହନ୍ତି, "ମୁଁ ଏହି ବ୍ଯକ୍ତିକୁ ରାଜା ହବୋକୁ ପସନ୍ଦ କରିଛି ଏବଂ ସେ ସିୟୋନ ପର୍ବତରେ ଶାସନ କରିବ। ସିୟୋନ ହେଉଛି ମାରେ ପବିତ୍ର ପର୍ବତ।" ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

7. ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସହେି ନିଯମ ଘୋଷଣା କରୁଛି। ସଦାପ୍ରଭୁ ମାେତେ କହିଲେ, "ଆଜିଠାରୁ ମୁଁ ତୁମ୍ଭର ପିତା ହେଲ ଓ ତୁମ୍ଭେ ମାରେ ପୁତ୍ର ହେଲ।

8. ୟଦି ତୁମ୍ଭେ ମାେତେ ମାଗିବ, ମୁଁ ତୁମ୍ଭକୁ ସମସ୍ତ ରାଜ୍ଯ ଦାନ କରିବି। ପୃଥିବୀରେ ବାସ କରୁଥିବା ସମସ୍ତ ଲୋକ ତୁମ୍ଭର ହବେେ।

9. ତୁମ୍ଭେ ସହେି ରାଜ୍ଯସବୁକୁ ମାଟିପାତ୍ରକୁ ଲୁହାଛଡ଼ରେ ଖଣ୍ଡ ଖଣ୍ଡ କରି ଗୁଣ୍ଡ କଲାଭଳି ଧ୍ବଂସ କରିଦଇେ ପାରିବ।"

10. ଏଣୁ ହେ ରାଜାଗଣ ତୁମ୍ଭେ ବୁଦ୍ଧିମାନ ହୁଅ। ହେ ଶାସକଗଣ ଏହି କଥାକୁ ଶିକ୍ଷା କର।

11. ପ୍ରଭୁଙ୍କୁ ଭୟର ସହିତ ଭକ୍ତି କର ଓ ମାନ।

12. ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।

About ଗୀତସଂହିତା Chapter 2

Read ଗୀତସଂହିତା Chapter 2 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 2
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 2 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 2?

ଗୀତସଂହିତା Chapter 2 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 2 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 13
  3. ଗୀତସଂହିତା Chapter 98
  4. ଗୀତସଂହିତା Chapter 68
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 129
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଗୀତସଂହିତା Chapter 39
  2. ଯିହୋଶୂୟ Chapter 11
  3. ଯିଶାଇୟ Chapter 55
  4. ଆୟୁବ Chapter 31
  5. ପ୍ରଥମ ରାଜାବଳୀ Chapter 1
  6. ଗଣନା ପୁସ୍ତକ Chapter 34
  7. ଯିରିମିୟ Chapter 32

Related Chapters & Readings

  1. ପ୍ରଥମ ବଂଶାବଳୀ Chapter 18
  2. ଗୀତସଂହିତା Chapter 121
  3. ପ୍ରେରିତ Chapter 14
  4. ଗୀତସଂହିତା Chapter 127
  5. ପ୍ରଥମ ଶାମୁୟେଲ Chapter 12
  6. ଯିଖରିୟ Chapter 4
  7. ପରମଗୀତ Chapter 7
Share Your Love

Leave a Reply

Your email address will not be published. Required fields are marked *