Read ଯିହିଜିକଲ Chapter 43 Online
Read ଯିହିଜିକଲ Chapter 43 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.
Choose a Chapter
ଯିହିଜିକଲ 43
ଅଧ୍ୟାୟ 43
1. ଏହାପ ରେ ସେ ମାେତେ ପୂର୍ବଦ୍ବାର ନିକଟକୁ ଆଣିଲେ।
2. ଏବଂ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ପୂର୍ବ ଦିଗରୁ ଆସୁଥିବାର ମୁଁ ଦେଖିପାରିଲି ଏବଂ ତାଙ୍କର ସ୍ବର ସମୁଦ୍ରର ଗର୍ଜ୍ଜନର ସ୍ବର ପରି ଥିଲା ଏବଂ ଦେଶଟି ତାଙ୍କ ମହିମା ରେ ଆଲୋକିତ ହାଇଗେଲା।
3. ମୁଁ ଯେଉଁ ଦର୍ଶନ ସଠାେ ରେ ଦେଖିଲି, ତାହା ଯେତବେେଳେ ସହରକୁ ଧ୍ବଂସ କରିବାକୁ ଆସିଲାପରି ଦଖାଯାେଉଥିଲା ଓ ମୁଁ କବାର ନଦୀ ରେ ଦେଖିଥିବା ଦର୍ଶନ ପରି ଥିଲା। ମୁଁ ଭୂମିଶାଯୀ ହାଇେ ପ୍ରଣିପାତ କଲି।
4. ଆଉ ପୂର୍ବ ଦ୍ବାର ଦଇେ ସଦାପ୍ରଭୁଙ୍କର ମହିମା ମନ୍ଦିର ମଧିଅରେ ପ୍ରବେଶ କଲା।
5. ତା'ପ ରେ ଆତ୍ମାଟି ମାେତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମା ରେ ମନ୍ଦିର ପରିପୂର୍ଣ୍ଣ ହେଲା।
6. ତା'ପ ରେ କହେି ଜଣେ ମାେତେ କହିବାର ମୁଁ ଶୁଣିଲି, ଯେତବେେଳେ ଲୋକଟି ମାେ ପାଖ ରେ ଛିଡ଼ା ହେଉଥିଲେ।
7. ଆଉ ସେ ମାେତେ ମନ୍ଦିର ମଧ୍ଯରୁ କହିଲେ, " ହେ ମନୁଷ୍ଯ ପୁତ୍ର ଏହା ମାରେ ସିଂହାସନର ସ୍ଥାନ ଓ ମାରେ ପାଦପୀଠର ସ୍ଥାନ। ମୁଁ ଇଶ୍ରାୟେଲ ପରିବାର ମଧିଅରେ ସଦାକାଳ ବାସ କରିବି। ଆଉ ଇଶ୍ରାୟେଲର ଲୋକମାନେ ଏବଂ ସମାନଙ୍କେ ରାଜାଗଣ ସମାନଙ୍କେର ଶାରୀରିକ ପାପସବୁ ସହିତ ଏହି ସ୍ଥାନ ରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦବୋଦ୍ବାରା ଏହି ସ୍ଥାନକୁ ମାରେ ପବିତ୍ର ନାମକୁ ଅପମାନିତ କରିବେ ନାହିଁ।
8. ସମାନେେ ମାରେ ଦ୍ବାର ପ୍ରବେଶ ସ୍ଥାନ ନିକଟରେ ସମାନଙ୍କେର ଦ୍ବାର ପ୍ରବେଶ ସ୍ଥାନ ରଖିଲେ ଓ ମାରେ ଦ୍ବାରବନ୍ଧ ନିକଟରେ ସମାନଙ୍କେର ଦ୍ବାରବନ୍ଧ ରଖିଲେ। କବଳେ ମାରେ ଓ ସମାନଙ୍କେ ମଧିଅରେ ଏକ କାନ୍ଥ ପୃଥକ କରୁଥିଲା। ପୁଣି ନିଜର ଜଘନ୍ଯ କର୍ମ ଦ୍ବାରା ମାରେ ପବିତ୍ର ନାମ ସମାନେେ ଅପବିତ୍ର କରିଅଛନ୍ତି। ଏଣୁ ମୁଁ ଆପଣା କୋରଧ ରେ ସମାନଙ୍କେୁ ବିନାଶ କରିଅଛିା
9. ପୁତ୍ର, ବର୍ତ୍ତମାନ ସମାନଙ୍କେୁ ସମାନଙ୍କେର ଶାରୀରିକ ପାପସବୁରୁ ଦୂ ରଇେ ରୁହନ୍ତୁ ଓ ସମାନଙ୍କେର ରାଜାମାନଙ୍କର ମୃତ ଶରୀର ଆମ୍ଭ ନିକଟରୁ ଦୂର କରନ୍ତୁ, ତେଣୁ ମୁଁ ସଦାକାଳ ସମାନଙ୍କେ ମଧିଅରେ ବାସ କରିବି।
10. " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ବଂଶକୁ ଏହି ମନ୍ଦିର ବିଷଯ ରେ ବର୍ଣ୍ଣନା କର। ସମାନେେ ସହେି ଗୃହର ଯୋଜନା ଜାଣିଲେ ନିଜର ପାପ କାର୍ୟ୍ଯ ପାଇଁ ହୁଏତ ଲଜ୍ଜିତ ହାଇପୋରନ୍ତି।
11. ଯଦି ସମାନେେ ସମାନଙ୍କେର କୃତ କୁକର୍ମ ପାଇଁ ଲଜ୍ଜିତ ହୁଅନ୍ତି, ସେଥିପାଇଁ ସମାନଙ୍କେୁ ମନ୍ଦିରର ନକ୍ସା ବିଷଯ ରେ ଜଣାଅ। ଆଉ ସମାନେେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷାକରି ତଦନୁସାର କର୍ମ କରିବେ ଏଥିପାଇଁ ସମାନଙ୍କେୁ ଗୃହର ଆକାର, ତାହାର ଗଠନ ନିର୍ଗମ ସ୍ଥାନ ଓ ପ୍ରବେଶ ସ୍ଥାନ, ସକଳ ଆକୃତି ଓ ତାହାର ସମସ୍ତ ବିଧି, ସମସ୍ତେ ଆକୃତି ଓ ତହିଁର ସମସ୍ତ ବ୍ଯବସ୍ଥା ସମାନଙ୍କେୁ ଜଣାଅ। ଏବଂ ସମାନଙ୍କେ ଉପସ୍ଥିତି ରେ ସେସବୁ ଲେଖ।
12. ସଦାପ୍ରଭୁଙ୍କ ମନ୍ଦିରର ବ୍ଯବସ୍ଥା, ଏହି ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାଯ ସୀମା ମହାପବିତ୍ର ଅଟେ। ଏହାହିଁ ମନ୍ଦିରର ବ୍ଯବସ୍ଥା ଅଟେ।
13. "ଦୀର୍ଘ ହାତର ମାପ ବ୍ଯବହାର କରି ଏଗୁଡ଼ିକ ୟଜ୍ଞବଦେୀର ମାପ। ପ୍ରତିହାତ ଏକ ହାତ ଚାରି ଅଙ୍ଗୁଳି ପରିମାଣ ବଦେୀର ମୂଳ ଏକ ହାତ ଗଭୀର ଓ ପ୍ରସ୍ଥ ଏକ ହାତ। ଆଉ ଚତୁର୍ଦ୍ଦିଗ ରେ ତହିଁର ପ୍ରାନ୍ତ ଧାର ଏକ ଚାଖଣ୍ଡ ପରିମିତ ହବେ। ଏହା ୟଜ୍ଞବଦେୀର ଉଚ୍ଚତା ଅଟେ।
14. ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ୟ୍ଯନ୍ତ ଦୁଇହାତ ଓ ପ୍ରସ୍ଥ ଏକ ହାତ ହବେ। ସହେି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ୟ୍ଯନ୍ତ ଚାରିହାତ ଓ ପ୍ରସ୍ଥ ଏକ ହାତ ହବେ।
15. ୟଜ୍ଞବଦେୀର ହାମେ ପାଇଁ ସ୍ଥାନ ଚାରିହାତ ଉଚ୍ଚ ହବେ ଏବଂ ଏହାର ଚାରିକୋଣ ଶିଙ୍ଗ ସଦୃଶ ହବେ।
16. ୟଜ୍ଞବଦେୀର ଅଗ୍ନିସ୍ଥାନର ର୍ଦୈଘ୍ଯ ବାର ହାତ ଓ ପ୍ରସ୍ଥ ବାର ହାତ ଓ ତାହା ସମ୍ପୂର୍ଣ୍ଣ ବର୍ଗାକାର।
17. ପାଶର୍ବଗୁଡ଼ିକ ମଧ୍ଯ ବର୍ଗାକାର ପୁଣି ଥାକର ଚାରିପାଖର ର୍ଦୈଘ୍ଯ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହବେ। ତହିଁର ଧାର ଚାରି ଦିନ ରେ ଅଧହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହବେ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହବେ।"
18. ଆଉ ସେ ମାେତେ କହିଲେ, " ହେ ମନୁଷ୍ଯ ପୁତ୍ର, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। 'ଯେତବେେଳେ ସମାନେେ ୟଜ୍ଞବଦେୀ ନିର୍ମାଣ କରନ୍ତି ଓ ଯେଉଁ ସମୟରେ ତାହା ଉପ ରେ ହାମବେଳି ଓ ରକ୍ତ ସଚେନ କରନ୍ତି, ସମାନଙ୍କେୁ ଏହି ନିଯମ ମାନିବାକୁ ପଡ଼ିବ।
19. ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲବେୀୟ ଯାଜକଗଣ ଆମ୍ଭର ପରିଚର୍ୟ୍ଯା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି ସମାନଙ୍କେୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ୟୁବା ବୃଷଭ ଦବେ।"'
20. "ଆଉ ତୁମ୍ଭେ ତାହାର ରକ୍ତ ନଇେ ୟଜ୍ଞବଦେୀର ଚାରିକଣ ରେ ଥିବା ଚାରି ଶିଙ୍ଗ ରେ, ଥାକର ଚାରିକୋଣ ଉପ ରେ ଓ ଧାରର ଚାରିଆଡ଼େ ଦବେ। ଏହିରୂପେ ତୁମ୍ଭେ ବଦେୀକି ଶୁଚି କରି ତାହା ପାଇଁ ପ୍ରାଯଶ୍ଚିତ କରିବ।
21. ଏବଂ ତୁମ୍ଭେ ସହେି ପାପାର୍ଥକ ବଳି ବୃଷଭକୁ ନଇେ ପବିତ୍ର ସ୍ଥାନର ବାହା ରେ ମନ୍ଦିରର ନିରୂପିତ ସ୍ଥାନ ରେ ତାହା ଦଗ୍ଧ କରିବ।
22. "ତୁମ୍ଭେ ଦ୍ବିତୀୟ ଦିନ ରେ ପାପାର୍ଥକ ବଳିରୂପେ ଏକ ନିଖୁଣ ପୁଂଛାଗ ଉତ୍ସର୍ଗ କରିବ। ଷଣ୍ଢ ଦ୍ବାରା ଯେପରି ଶୁଚି କରିଥିଲେ ସପରେି ୟଜ୍ଞବଦେୀକୁ ଶୁଚି କରିବା ଉଚିତ୍।
23. ତୁମ୍ଭେ ଏହି ଶୁଚିକାର୍ୟ୍ଯ ସମାପ୍ତ କରିବା ପ ରେ ଗୋଟିଏ ନିଖୁଣ ୟୁବା ଷଣ୍ଢ ଓ ପଲରୁ ଏକ ନିଖୁଣ ଅଣ୍ଡିରା ମଷେ ଉତ୍ସର୍ଗ କରିବ।
24. ପୁଣି ତୁମ୍ଭେ ସେସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ଆଉ ଯାଜକମାନେ ସମାନଙ୍କେ ଉପ ରେ ଲବଣ ଛିଞ୍ଚିବେ ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସେସବୁକୁ ହାମବେଳି ଉତ୍ସର୍ଗ କରିବେ।
25. ସାତଦିନ ପର୍ୟ୍ଯନ୍ତ ପାପାର୍ଥକ ବଳିରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ତୁମ୍ଭମାନେେ ଉଭୟ ଏକ ନିଖୁଣ ୟୁବା ବୃଷଭ ଏବଂ ଏକ ନିଖୁଣ ମଷେଛୁଆ ଉତ୍ସର୍ଗ କରିବ।
26. ସାତଦିନ ୟାଏ ଯାଜକମାନେ ୟଜ୍ଞବଦେୀ ନିମନ୍ତେ ପୂଜା କରି ତାହା ଶୁଚି କରିବେ।
27. ସାତଦିନ ପ ରେ ଅଷ୍ଟମ ଦିନରୁ ଯାଜକମାନେ ୟଜ୍ଞବଦେୀ ଉପ ରେ ତୁମ୍ଭମାନଙ୍କର ହାମାେର୍ଥକ ବଳି ଓ ସହଭାଗିତାର ବଳି ଉତ୍ସର୍ଗ କରିବେ। ତା'ପ ରେ ମୁଁ ତୁମ୍ଭକୁ ଗ୍ରହଣ କରିବି।" ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
About ଯିହିଜିକଲ Chapter 43
Read ଯିହିଜିକଲ Chapter 43 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିହିଜିକଲ
Chapter: 43
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିହିଜିକଲ Chapter 43 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିହିଜିକଲ Chapter 43?
ଯିହିଜିକଲ Chapter 43 is part of the Book of ଯିହିଜିକଲ in the Holy Bible.
Can I read this chapter online?
Yes. You can read the complete ଯିହିଜିକଲ Chapter 43 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 38
Explore More from ଯିହିଜିକଲ
- ଯିହିଜିକଲ Chapter 15
- ଯିହିଜିକଲ Chapter 48
- ଯିହିଜିକଲ Chapter 6
- ଯିହିଜିକଲ Chapter 11
- ଯିହିଜିକଲ Chapter 19
- ଯିହିଜିକଲ Chapter 26
- ଯିହିଜିକଲ Chapter 9