Read ଏଜ୍ରା Chapter 10 Online
Read ଏଜ୍ରା Chapter 10 online from the Holy Bible. This chapter is part of the Book of ଏଜ୍ରା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଏଜ୍ରା and the Holy Bible online.
Choose a Chapter
ଏଜ୍ରା 10
ଅଧ୍ୟାୟ 10
1. ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।
2. ଏହାପରେ ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯଲରେ ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, "ଆମ୍ଭେ ଆମ୍ଭର ପରମେଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ଯ ଆମ୍ଭମାନଙ୍କର ଇଶ୍ରାୟେଲଙ୍କ ପ୍ରତି ଭରସା ଅଛି।
3. ଏବେ ଆମ୍ଭମାନେେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ଆଜ୍ଞା ରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସା ରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦବୋ ପାଇଁ ଆମ୍ଭମାନଙ୍କ ପରମେଶ୍ବରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ବରଙ୍କ ବ୍ଯବସ୍ଥାନୁସା ରେ କରାଯାଉ।
4. ହେ ଏଜ୍ରା, ଉଠନ୍ତୁ, କାରଣ ଏହା ତୁମ୍ଭ ଉପରେ ଏହି କାର୍ୟ୍ଯର ଭାର ଅଛି, ତେଣୁ ଆମ୍ଭମାନେେ ତୁମ୍ଭକୁ ସାହାୟ୍ଯ କରିବୁ। ସାହସିକ ହାଇେ ଏହି କାର୍ୟ୍ଯ କରନ୍ତୁ।"
5. ତେଣୁ ଏଜ୍ରା ଉଠିଲେ। ସହେି ବାକ୍ଯ ଅନୁସାରେ କାର୍ୟ୍ଯ କରିବା ପାଇଁ ଯାଜକମାନଙ୍କର, ଲବେୀୟମାନଙ୍କର ଓ ସମଗ୍ର ଇଶ୍ରାୟେଲର ପ୍ରଧାନବର୍ଗ ପ୍ରତିଜ୍ଞା କରାଇଲେ।
6. ଏହାପରେ ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହାପରେ ଇଲିଯାଶୀବର ପୁତ୍ର ୟିହୋହାନନର କୋଠରୀକୁ ଗଲେ। ଏଜ୍ରା ସଠାେରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନଥିଲେ, କି ଜଳପାନ କରିନଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇଶ୍ରାୟେଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ୟିରୁଶାଲମକୁ ଫରେି ଆସିଥିଲେ।
7. ଏହାପରେ ସେ ଯିହୁଦା ଓ ୟିରୁଶାଲମର ପ୍ରେତ୍ୟକକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସହେି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ, ସମାନଙ୍କେ ନିକଟରେ ଘାଷେଣା କରି କହିଲେ, ସମାନେେ ୟିରୁଶାଲମ ରେ ଏକତ୍ରୀତ ହବେେ।
8. ଯଦି କୌଣସି ଲୋକ ତିନି ଦିନ ମଧିଅରେ ୟିରୁଶାଲମକୁ ନ ଆସିବ, ତବେେ ତାର ସମସ୍ତ ସମ୍ପତ୍ତି ହରଣ କରାୟିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନଇେଥିଲେ ଓ ସମାନଙ୍କେୁ ମଧ୍ଯ ବନ୍ଦୀତ୍ବର ସମାଜରୁ ପୃଥକ କରାୟିବ।
9. ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।
10. ଏହାପରେ ଯାଜକ ଏଜ୍ରା ଠିଆ ହାଇେ ଲୋକମାନଙ୍କୁ କହିଲେ, "ତୁମ୍ଭମାନେେ ଅବିଶ୍ବସ୍ତ ହାଇେଅଛ ଓ ଇଶ୍ରାୟେଲର ଦୋଷ ବଢାଇଅଛ, କାରଣ ତୁମ୍ଭମାନେେ ଅଣ ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ।
11. ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ବର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ୟ୍ଯ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀଯମାନଙ୍କଠାରୁ ଓ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।"
12. ଏହାପରେ ସମଗ୍ର ସମାଜ ଏକତ୍ରୀତ ହାଇେ ଏଜ୍ରାଙ୍କୁ ଉତ୍ତର ଦଇେ କହିଲେ, " ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସହେିପରି କରିବୁ।
13. କିନ୍ତୁ ଏଠା ରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭମାନେେ ବାହା ରେ ଠିଆ ହବୋ ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ୟ୍ଯ ନୁହେଁ, ଯେ ହତେୁ ଏହି ବିଷଯ ରେ ଆମ୍ଭମାନେେ ମହା ଅପରାଧ କରିଅଛୁ।
14. ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିୟୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣ-ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସମାନେେ ସମସ୍ତେ ନିରୁପିତ ସମୟରେ ଆସନ୍ତୁ ଓ ସମାନଙ୍କେ ସଙ୍ଗେ ପ୍ରେତ୍ୟକକ ନଗରର ପ୍ରାଚୀନଗଣ ଓ ବିଗ୍ଭର କର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ବରଙ୍କର କୋରଧ ଯେପର୍ୟ୍ଯନ୍ତ ଅତିକ୍ରମ ନ ହାଇେଛି ଏହି କାରଣ ଯୋଗୁଁ ଏହି ବିଷଯ ଗ୍ରହଣୀଯ ହବେ ନାହିଁ।"
15. ଏହି କଥା ବିରୁଦ୍ଧ ରେ କବଳେ ଆସା ହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ୟହସିଯ ଉଠିଲେ। ଆଉ ମସୁଲମ୍ ଓ ଲବେୀୟ ଶଦ୍ଦଥଯ ସମାନଙ୍କେର ସାହାୟ୍ଯ କଲେ।
16. ମାତ୍ର ବନ୍ଦୀତ୍ବରୁ ସନ୍ତାନମାନେ ସହେିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସଇେ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ପରିବାରରୁ ଜଣେ ଲଖାେଁଏ ବଛାଗଲେ। ଆଉ ସମାନେେ ଦଶମ ମାସର ପ୍ରଥମ ଦିନ ସହେି ବିଷଯ ଅନୁସନ୍ଧାନ କରିବାକୁ ବସିଲେ।
17. ପୁଣି ସମାନେେ ପ୍ରଥମ ମାସର ପ୍ରଥମ ଦିନ ରେ ଅନ୍ୟ ଦେଶୀଯା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।
18. ଯାଜକମାନଙ୍କ ବଂଶଗଣ ମଧ୍ଯରୁ ଯେଉଁମାନେ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନେେ ହେଲ ଯଥା:
19. ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦବେେ ବୋଲି କଥା ଦେଲେ। ଆଉ ଦୋଷୀ ହବୋରୁ ସମାନେେ ନିଜ ନିଜର ଦୋଷ ସକାେଶ ପଲରୁ ଏକ ଏକ ମଷେ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ।
20. ଆଉ ଇମ୍ମରରେ ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ।
21. ହାରିମର ବଂଶଧରମାନଙ୍କ ମଧ୍ଯରୁ ମା ସଯେ ଓ ଏଲୀଯ ଓ ଶମଯିଯ ୟିହୀଯଲେ ଓ ଉଷିୟ।
22. ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା ସଯେ, ଇଶ୍ମାଯଲେ, ନଥନଲେ, ୟୋଷାବଦ୍ ଓ ଇଲିଯାସା,
23. ଆଉ ଲବେୀୟମାନଙ୍କ ମଧ୍ଯରୁ ୟୋଷାବଦ୍, ଶିମିଯି ଓ କଲାଯ, ଏହାକୁ କଲିଟ୍ କହନ୍ତି, ପଥାହିଯ, ଯିହୁଦା ଓ ଇଲୀଯଷେର,
24. ଗାଯକମାନଙ୍କ ମଧ୍ଯରୁ ଇଲୀଯାଶୀବ୍, ଦ୍ବାରପାଳକମାନଙ୍କ ମଧ୍ଯରୁ ଶଲ୍ଲୁମ୍ ଓ ଟଲେମ୍ ଓ ଊରି।
25. ଇଶ୍ରାୟେଲ ମଧିଅରେ
26. ଏଲମର ବଂଶଧରଗଣ ମଧ୍ଯରୁ ମତ୍ତନିଯ, ଜିଖରିଯ, ୟିହୀଯଲେ ଅବ୍ଦି, ଯିରମୋେତ୍ ଓ ଏଲୀଯ।
27. ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିରମୋେତ୍, ୟାବତ୍ ଓ ଅସୀସା।
28. ବବଯରେ ସନ୍ତାନଗଣ ମଧ୍ଯରୁ ଯିହାହୋନନ୍, ହବାନିଯ, ସଜଯ ଓ ଅତ୍ତଲଯ।
29. ଆଉ ବାନିର ବଂଶଧରଗଣ ମଧ୍ଯରୁ ମଶୁଲ୍ଲମ୍, ମଲ୍ଲକ ଓ ଅଦାଯା, ଯାଶୂବ୍, ଶାଲ ଓ ଯି ରମୋେତ୍।
30. ଆଉ ପହତ୍ ମାୟୋବର ବଂଶଧରଗଣ ମଧ୍ଯରୁ ଅଦନ ଓ କଲାଲ୍, ବନାଯ, ମା ସଯେ, ମତ୍ତିନିଯ, ବତ୍ସଲଲେ ଓ ବିନ୍ନୁଯୀ ଓ ମନଶି।
31. ହାରିମର ବଂଶଧରଗଣ ମଧ୍ଯରୁ ଇଲୀଯଷେର, ୟିଶିଯ, ମଲ୍ଲିଯ, ଶମଯିଯ,ଶିମିଯୋନ,
32. ବିନ୍ଯାମୀନ, ମଲ୍ଲୂକ, ଶମରିଯ,
33. ହଶୂମର ବଂଶଧରଗଣ ମଧ୍ଯରୁ ମତ୍ତନଯ ମତ୍ତତ୍ତ, ସାବଦ୍, ଇଲିଫଲେଟ୍, ୟି ରମେଯ, ମନଃଶି, ଶିମିଯି।
34. ବାନିର ବଂଶଧରଗଣ ମଧ୍ଯରୁ ମାଦଯ, ଅମ୍ରାମ ଓ ଉଯଲେ,
35. ବନାଯ, ବଦେିଯା, କଲୂହ,
36. ବନିଯ, ମରମୋେତ୍, ଇଲୀଯାଶୀବ୍,
37. ମତ୍ତନିଯ, ମତ୍ତନଯ ଓ ୟାଶଯ।
38. ଏବଂ ବିନ୍ନୁଯି, ଶିମିଯିର ଭବିଷ୍ଯତ୍ ବଂଶଧର ମଧ୍ଯରୁ
39. ଶଲେିମିଯ, ନାଥନ୍ ଓ ଅଦାଯା,
40. ମଗ୍ନଦହବଯ, ଶାଶଯ, ଶାରଯ,
41. ଅସ ରେଲ, ଶଲେିମିଯ, ଶମରିଯ,
42. ଶଲ୍ଲୁମ୍, ଅମରିଯ ଓ ଯୋଷେଫ୍।
43. ନବୋର ବଂଶଧରଗଣ ମଧ୍ଯରୁ ୟିଯଯଲେ, ମତ୍ତଥିଯ, ସାବଦ୍, ସବୀନଃ, ଇଦୋ, ୟୋଯଲ ଓ ବନାଯ।
44. ଏସମସ୍ତ, ଲୋକମାନେ ଅଣ ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସମାନେେ ସମାନଙ୍କେର ବିଦେଶୀନି ସ୍ତ୍ରୀମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ପଠଇେ ଦେଲେ।
About ଏଜ୍ରା Chapter 10
Read ଏଜ୍ରା Chapter 10 online from the Holy Bible. This chapter is part of the Book of ଏଜ୍ରା in the Old Testament. Continue reading with the chapter navigation above or explore the complete book.
Book Information
Book: ଏଜ୍ରା
Chapter: 10
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଏଜ୍ରା. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଏଜ୍ରା Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଏଜ୍ରା Chapter 10?
ଏଜ୍ରା Chapter 10 is part of the Book of ଏଜ୍ରା in the Holy Bible.
Can I read this chapter online?
Yes. You can read the complete ଏଜ୍ରା Chapter 10 online for free with easy chapter navigation.
More Chapters from ଏଜ୍ରା
- ଏଜ୍ରା Chapter 8
- ଏଜ୍ରା Chapter 4
- ଏଜ୍ରା Chapter 1
- ଏଜ୍ରା Chapter 7
- ଏଜ୍ରା Chapter 3
- ଏଜ୍ରା Chapter 6
- ଏଜ୍ରା Chapter 9
Explore More from ପୁରାତନ ନିୟମ
- ଯିହୋଶୂୟ Chapter 17
- ଉପଦେଶକ Chapter 1
- ଗୀତସଂହିତା Chapter 123
- ଦିତୀୟ ବଂଶାବଳୀ Chapter 23
- ଯିରିମିୟ Chapter 38
- ଯିରିମିୟ Chapter 25
- ଗଣନା ପୁସ୍ତକ Chapter 35