Read ଦ୍ୱିତୀୟ ବିବରଣ Chapter 33 Online
Read ଦ୍ୱିତୀୟ ବିବରଣ Chapter 33 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.
Choose a Chapter
ଦ୍ୱିତୀୟ ବିବରଣ 33
ଅଧ୍ୟାୟ 33
1. ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।
2. ମାଶାେ ଆଶୀର୍ବାଦ କଲେ ଏବଂ କହିଲେ,
3. ହଁ, ସେ ଲୋକମାନଙ୍କୁ ପ୍ ରମେ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସମାନେେ ତୁମ୍ଭର ଚରଣ ତଳେ ବସିଲେ। ପ୍ରେତ୍ୟକକ ଲୋକ ତକ୍ସ୍ଟମ୍ଭ ବାକ୍ଯ ଗ୍ରହଣ କରିବେ।
4. ମାଶାେ ଆମ୍ଭକକ୍ସ୍ଟ ନୀଯମଗକ୍ସ୍ଟଡିକ ଶିକ୍ଷା ଦେଲେ, ତାହା ୟାକକ୍ସ୍ଟବର ଲୋକମାନଙ୍କର ଚିରସ୍ଥାଯୀ ଅଧିକାର।
5. ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ, ସମସ୍ତ ଇଶ୍ରାୟେଲ ବଂଶ ଏକତ୍ର ହବୋ ବେଳେ ସଦାପ୍ରଭୁ ୟିଶକ୍ସ୍ଟ ରକ୍ସ୍ଟଣ ରେ ରାଜାଥିଲେ।
6. "ରୂବନେ ବଞ୍ଚିରହକ୍ସ୍ଟ, ଏବଂ ତାଙ୍କର ମୃତକ୍ସ୍ଟ୍ଯ ନ ହେଉ, କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ଯକ ନ ହକ୍ସ୍ଟଅନ୍ତକ୍ସ୍ଟ।"
7. "ୟିହକ୍ସ୍ଟଦାଙ୍କ ପ୍ରତି ଆଶୀର୍ବାଦ ଏହି, " ହେ ସଦାପ୍ରଭୁ, ୟିହକ୍ସ୍ଟଦା ଯେତବେେଳେ ସାହାୟ୍ଯ ପ୍ରାର୍ଥନା କରିବ ତାଙ୍କୁ ସାଦାୟ୍ଯ କର। ତା'ର ନିଜ ଲୋକଙ୍କ ନିକଟକକ୍ସ୍ଟ ତାଙ୍କୁ ଆଣ। ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତୃମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାୟ୍ଯ କର।"
8. ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, " ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।
9. ସେ ଆପଣା ପିତା ଓ ଆପଣା ମାତା ବିଷଯ ରେ କହିଲେ, ଆମ୍ଭେ ତାହାକକ୍ସ୍ଟ ଦେଖି ନାହକ୍ସ୍ଟଁ, ସେ ଆପଣା ଭାଇମାନଙ୍କୁ ମଧ୍ଯ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। କିନ୍ତୁ ସମାନେେ ତୁମ୍ଭର ବାକ୍ଯ ମାନି ଅଛନ୍ତି। ତୁମ୍ଭର ନିଯମ ରକ୍ଷା କରିଛନ୍ତି।
10. ସମାନେେ ୟାକକ୍ସ୍ଟବଙ୍କକ୍ସ୍ଟ ତୁମ୍ଭର ଶିକ୍ଷା ଓ ଇଶ୍ରାୟେଲ ରେ ତୁମ୍ଭର ବ୍ଯବସ୍ଥା ଶିଖାଇବେ। ସମାନେେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଧୂପକାଠି ଓ ତକ୍ସ୍ଟମ୍ଭ ୟଜ୍ଞବଦେୀ ଉପରେ ହାମବେଳି ରଖିବେ।
11. ହେ ସଦାପ୍ରଭୁ, ତା'ର ସଐତ୍ତିକକ୍ସ୍ଟ ଆଶୀର୍ବାଦ କର। ତାଙ୍କ ହସ୍ତର କର୍ମମାନ ଗ୍ରହଣ କର। ଯେଉଁମାନେ ତାହା ବିରକ୍ସ୍ଟଦ୍ଧ ରେ ଉଠନ୍ତି, ଯେଉଁମାନେ ତାହାଙ୍କକ୍ସ୍ଟ ଘୃଣା କରନ୍ତି, ସମାନଙ୍କେର ବଳ ଭାଙ୍ଗି ପକାଅ। ଯେପରି ସମାନେେ ଆଉ ପକ୍ସ୍ଟନର୍ବାର ଉଠିପାରିବେ ନାହିଁ।"
12. ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, "ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।"
13. ମାଶାେ ଯୋଷଫଙ୍କେ ବିଷଯ ରେ କହିଲେ, "ସଦାପ୍ରଭୁ, ଯୋଷଫଙ୍କେର ଭୂମିକକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ସଦାପ୍ରଭୁ ଆକାଶରକ୍ସ୍ଟ ଶିଶିର ବିନ୍ଦକ୍ସ୍ଟ ଓ ଧରଣୀ ଗଭୀରକ୍ସ୍ଟ ତାଙ୍କର ଭୂମି ୟଥେଷ୍ଟ ପାଣି ପାଉ ଓ ତାଙ୍କର କ୍ଷେତ୍ରଗକ୍ସ୍ଟଡିକ ବାରିଧି ରେ ପରିପୂର୍ଣ କରନ୍ତକ୍ସ୍ଟ।
14. ସୂର୍ୟ୍ଯ ତାଙ୍କୁ ଉତ୍ତମ ଫଳ ଦିଅନ୍ତକ୍ସ୍ଟ। ସେ ପ୍ରେତ୍ୟକକ ମାସ ରେ ଉତ୍ତମ ଫଳ ଦାନ କରୁ।
15. ପକ୍ସ୍ଟରାତନ ପର୍ବତମାନ ଉତ୍ତମ ଦ୍ରବ୍ଯମାନ ରେ ପରିପୂର୍ଣ୍ଣ ହେଉ।
16. ପୃଥିବୀ ତା'ର ଉତ୍ତମତା ଯୋଷଫଙ୍କେକ୍ସ୍ଟ ଦେଉ। ୟିଏ ଜଳନ୍ତା ବକ୍ସ୍ଟଦା ରେ ବାସକରନ୍ତି ତାହାଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ଯୋଷଫଙ୍କେ ମସ୍ତକରେ ଆଶୀର୍ବାଦ ପଡକ୍ସ୍ଟ। ୟିଏ କି ଭାଇମାନଙ୍କ ସବୋ ରେ ନିଜକକ୍ସ୍ଟ ଉତ୍ସର୍ଗ କଲେ।
17. ଯୋଷଫେ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ତାଙ୍କର ଶିଙ୍ଗ ସଦୃଶ। ସମାନେେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶଷେ ସୀମାକକ୍ସ୍ଟ ସମାନଙ୍କେୁ ତଡି ଦବେେ। ସମାନେେ ମନଃଶିର ହଜାର ହଜାର ଲୋକପରି, ଇଫ୍ରଯିମଙ୍କ ଦଶହଜାର ଲୋକଙ୍କ ତକ୍ସ୍ଟଲ୍ଯ।"
18. ମାଶାେ ସବୂଲୂନ୍ଙ୍କ ବିଷଯ ରେ ଏହିକଥା କହିଲେ, " ହେ ସବୂଲୂନ୍, ଯେତବେେଳେ ତୁମ୍ଭେ ବାହାରକକ୍ସ୍ଟ ଯାଉଛ, ଖକ୍ସ୍ଟସି ହକ୍ସ୍ଟଅ। ଇଷାଖର ତୁମ୍ଭେ ଆପଣା ତମ୍ବୁ ରେ ଆନନ୍ଦିତ ହକ୍ସ୍ଟଅ।
19. ସମାନେେ ଲୋକମାନଙ୍କୁ ପର୍ବତକକ୍ସ୍ଟ ଡାକିବେ। ସଠାେରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ। କାରଣ ସମାନେେ ସମକ୍ସ୍ଟଦ୍ରର ବହକ୍ସ୍ଟଳ ପଦାର୍ଥ ଓ ବାଲକ୍ସ୍ଟକାର ଗକ୍ସ୍ଟଲ୍ଗଧନ ଉପ ଭୋଗ କରିବେ।"
20. ମାଶାେ ଗାଦଙ୍କ ବିଷଯ ରେ ଏହି ସବୁ କହିଲେ, "ପରମେଶ୍ବରଙ୍କର ପ୍ରଶଂସା ଗାନ କର ଯେ ଗାଦ୍ଙ୍କକ୍ସ୍ଟ ବିସ୍ତାର କରିଛନ୍ତି। ଗାଦ୍ ହେଉଛନ୍ତି ସିଂହ ପରି, ସେ ଶାଇେ ରହେ ଓ ଅପେକ୍ଷା କରେ। ଏହାପରେ ଅପେକ୍ଷା କରି ପଶକ୍ସ୍ଟମାନଙ୍କୁ ଚିରି ବିଦିର୍ଣ କରେ।
21. ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସକ୍ସ୍ଟରକ୍ଷିତ ଅଛି। ସେ ଲୋକମାନଙ୍କର ନତେୃବର୍ଗଙ୍କ ପାଖକକ୍ସ୍ଟ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇଶ୍ରାୟେଲବାସୀ ପାଇଁ ମଙ୍ଗଳ।"
22. ମାଶାେ ଦାନଙ୍କ ବିଷଯ ରେ ଏହିକଥା କହିଲେ, "ଦାନ ହେଉଛନ୍ତି ସିଂହ ଛକ୍ସ୍ଟଆପରି। ସେ ବାସନାରକ୍ସ୍ଟ କକ୍ସ୍ଟଦାମା ରେ।"
23. ମାଶାେ ନଲ୍ଗାଲିଙ୍କ ବିଷଯ ରେ ଏହିକଥା କହିଲେ, "ନଲ୍ଗାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହବେ। ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ। ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।"
24. ମାଶାେ ଆଶରଙ୍କେର ବିଷଯ ରେ ଏହିକଥା କହିଲେ, "ଆଶରେ ସନ୍ତାନ ସନ୍ତତି ରେ ଆଶୀର୍ବାଦ ପ୍ରାଲ୍ଗ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହବେ। ଏବଂ ସେ ଆପଣା ପାଦ ତୈଳ ରେ ବକ୍ସ୍ଟଡାଉ।
25. ତକ୍ସ୍ଟମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହବେ। ତୁମ୍ଭର ଜୀବନକାଳ ମଧିଅରେ ତୁମ୍ଭେ ଶକ୍ତିଶାଳୀ ହବେ।"
26. " ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।
27. ପରମେଶ୍ବର ଅନନ୍ତକାଳସ୍ଥାଯୀ, ସେ ହେଉଛନ୍ତି ତୁମ୍ଭର ନିରାପଦରସ୍ଥାନ। ପରମେଶ୍ବରଙ୍କର ଶକ୍ତି ଅନନ୍ତକାଳ। ସେ ତକ୍ସ୍ଟମ୍ଭପାଇଁ ସକ୍ସ୍ଟରକ୍ଷା ଦେଉଛନ୍ତି। ପରମେଶ୍ବର ତକ୍ସ୍ଟମ୍ଭ ଦେଶରକ୍ସ୍ଟ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିତାଡିତ କରିବେ। ସେ କହିବେ, 'ଶତୃମାନଙ୍କୁ ବିନାଶ କର।'
28. ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।
29. ହେ ଇଶ୍ରାୟେଲୀୟ, ତୁମ୍ଭମାନେେ ଆଶୀର୍ବାଦ ୟକ୍ସ୍ଟକ୍ତ। ତୁମ୍ଭମାନଙ୍କ ସହିତ କିଏ ସମାନ ହବେେ ନାହିଁ। ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖଡ୍ଗ ସ୍ବରୂପ। ତୁମ୍ଭର ଶତୃମାନେ ତୁମ୍ଭକୁ ଦେଖିଲେ ଡରିବେ ଏବଂ ତୁମ୍ଭେ ସମାନଙ୍କେ ପବିତ୍ର ସ୍ଥାନସବୁ ଦଳନ କରିବ।"
About ଦ୍ୱିତୀୟ ବିବରଣ Chapter 33
Read ଦ୍ୱିତୀୟ ବିବରଣ Chapter 33 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ଦ୍ୱିତୀୟ ବିବରଣ
Chapter: 33
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦ୍ୱିତୀୟ ବିବରଣ Chapter 33 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦ୍ୱିତୀୟ ବିବରଣ Chapter 33?
ଦ୍ୱିତୀୟ ବିବରଣ Chapter 33 is part of the Book of ଦ୍ୱିତୀୟ ବିବରଣ in the Holy Bible.
Can I read this chapter online?
Yes. You can read the complete ଦ୍ୱିତୀୟ ବିବରଣ Chapter 33 online for free with easy chapter navigation.
More Chapters from ଦ୍ୱିତୀୟ ବିବରଣ
- ଦ୍ୱିତୀୟ ବିବରଣ Chapter 26
- ଦ୍ୱିତୀୟ ବିବରଣ Chapter 11
- ଦ୍ୱିତୀୟ ବିବରଣ Chapter 9
- ଦ୍ୱିତୀୟ ବିବରଣ Chapter 6
- ଦ୍ୱିତୀୟ ବିବରଣ Chapter 34
- ଦ୍ୱିତୀୟ ବିବରଣ Chapter 31
- ଦ୍ୱିତୀୟ ବିବରଣ Chapter 27
Explore More from ପୁରାତନ ନିୟମ
- ଦାନିଏଲ Chapter 6
- ଲେବୀୟ ପୁସ୍ତକ Chapter 1
- ପ୍ରଥମ ଶାମୁୟେଲ Chapter 29
- ଆଦି ପୁସ୍ତକ Chapter 18
- ପ୍ରଥମ ବଂଶାବଳୀ Chapter 18
- ଯିଶାଇୟ Chapter 9
- ହିତୋପଦେଶ Chapter 27