ଦ୍ୱିତୀୟ ବିବରଣ Chapter 10

For English

Read ଦ୍ୱିତୀୟ ବିବରଣ Chapter 10 Online

Read ଦ୍ୱିତୀୟ ବିବରଣ Chapter 10 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.

Choose a Chapter

ଦ୍ୱିତୀୟ ବିବରଣ 10

ଅଧ୍ୟାୟ 10

1. "ସହେି ସମୟରେ, ସଦାପ୍ରଭୁ ମାେତେ କହିଲେ, 'ତୁମ୍ଭେ ପ୍ରଥମଟି ପରି ଆଉ ଦକ୍ସ୍ଟଇଟି ପ୍ରସ୍ତର ଫଳକ ପ୍ରସ୍ତକ୍ସ୍ଟତ କରିବା ଉଚିତ୍। ଏହାପରେ ତୁମ୍ଭେ ଏହି ପର୍ବତ ଉପରେ ମାେ ପାଖକକ୍ସ୍ଟ ଆସ ଏବଂ ଆପଣା ପାଇଁ ଏକ କାଠ ସନ୍ଦକ୍ସ୍ଟକ ନିର୍ମାଣ କର।

2. ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହାପରେ ଏହି ନୂଆ ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ଏକ ସିନ୍ଦକ୍ସ୍ଟକରେ ରଖିବ।'

3. "ତେଣୁ ମୁ ଏକ ସିନ୍ଦକ୍ସ୍ଟକଟିକକ୍ସ୍ଟ ଶିଟୀମ କାଠ ରେ ପ୍ରସ୍ତକ୍ସ୍ଟତ କଲି ଏବଂ ପୂର୍ବପରି ଦିଇଟି ପ୍ରସ୍ତର ଫଳକ ତିଆରି କରି ପର୍ବତ ଉପରକକ୍ସ୍ଟ ଗଲି।

4. ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ବହସ୍ତ ରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ଯରକ୍ସ୍ଟ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହାପରେ ସଦାପ୍ରଭୁ ସହେି ପ୍ରସ୍ତର ଫଳକଦ୍ବଯ ମାେତେ ଦେଲେ।

5. ମୁ ବକ୍ସ୍ଟଲି ପଡିଲି ଓ ସମାନଙ୍କେୁ ପର୍ବତ ତଳକକ୍ସ୍ଟ ଆଣିଲି। ମୁ କରିଥିବା ଶିଟୀମକାଠର ସିନ୍ଦକ୍ସ୍ଟକରେ ସମାନଙ୍କେୁ ରଖିଲି। ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଥିଲେ ସଗେକ୍ସ୍ଟଡିକ ତାହା ମଧିଅରେ ରଖିବାକକ୍ସ୍ଟ। ଏପରିକି ଆଜି ପର୍ୟ୍ଯନ୍ତ ସହେି ପ୍ରସ୍ତର ଫଳକଦ୍ବଯ ସହେି ସିନ୍ଦକ୍ସ୍ଟକ ମଧିଅରେ ସହେି ସ୍ଥାନ ରେ ରହିଅଛି।"

6. ଏହାପରେ ଇଶ୍ରାୟେଲ ସନ୍ତାନଗଣ ବରେୋତ୍ ବନଯୋକନଠାରକ୍ସ୍ଟ ମାେଷେରୋତକୁ ୟାତ୍ରା କଲେ, ସେ ସ୍ଥାନ ରେ ହାରୋଣ ମଲେ ଓ ସହେି ସ୍ଥାନ ରେ ସେ କବର ପାଇଲେ। ପକ୍ସ୍ଟଣି ତାଙ୍କର ପକ୍ସ୍ଟତ୍ର ଇଲିଯାସର ତାଙ୍କ ପଦ ରେ ଯାଜକ କର୍ମ କଲା।

7. ଏହାପରେ ସଠାେରକ୍ସ୍ଟ ସମାନେେ ଗକ୍ସ୍ଟଦ୍-ଗୋଦାକକ୍ସ୍ଟ ୟାତ୍ରା କଲେ ଓ ଗକ୍ସ୍ଟଦ୍ ଗୋଦାରକ୍ସ୍ଟ ଜଳଷୋର୍ତମଯ ଦେଶ ୟଟବାଥାକକ୍ସ୍ଟ ୟାତ୍ରା କଲେ।

8. ସେ ସମୟରେ ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସବୋକର୍ମ ପାଇଁ ତାହାଙ୍କ ଛାମକ୍ସ୍ଟ ରେ ଠିଆ ହବୋକକ୍ସ୍ଟ ଓ ତାହାଙ୍କ ନାମ ରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ୟ୍ଯନ୍ତ ଲବେୀ ପରିବାରବର୍ଗଙ୍କକ୍ସ୍ଟ ପୃଥକ କରିଛନ୍ତି।

9. ଏଥିପାଇଁ ଲବେୀର ଆପଣା ପରିବାରବର୍ଗ ମଧିଅରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତାହାକକ୍ସ୍ଟ ଯାହା କହିଅଛନ୍ତି, ତଦନକ୍ସ୍ଟସା ରେ ସଦାପ୍ରଭୁ ହିଁ ତାହାର ଅଧିକାର।

10. "ପ୍ରଥମଥର ପାଇଁ ମୁ ଚାଳିଶ ଦିନ ଓ ଚାଳିଶ ରାତି ପର୍ବତ ରେ ରହିଲା। ଏହିଥର ମଧ୍ଯ ପରମେଶ୍ବର ମାେ କଥା ଶୁଣିଲେ, କାରଣ ସେ ତୁମ୍ଭକୁ ବିନାଶ କରିବା ପାଇଁ ଚାହିଁଲେ ନାହିଁ।

11. ଏହାପରେ ସଦାପ୍ରଭୁ ମାେତେ କହିଲେ, 'ଉଠ' ୟାତ୍ରା ନିମନ୍ତେ ଲୋକମାନଙ୍କୁ ଆଗଇେ ନିଅ। ପକ୍ସ୍ଟଣ ମୁ ଯେଉଁ ଦେଶ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ଦବୋ ନିମନ୍ତେ ପ୍ରତିଜ୍ଞା କରିଅଛି, ସମାନେେ ସହେି ଦେଶ ରେ ପ୍ରବେଶ କରିବେ ଓ ତାହା ଅଧିକାର କରିବେ।'

12. "ଏବେ ହେ ଇଶ୍ରାୟେଲ, ଶକ୍ସ୍ଟଣ! ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବାସ୍ତବ ରେ ତକ୍ସ୍ଟମ୍ଭଠାରକ୍ସ୍ଟ କ'ଣ ଗ୍ଭହାଁନ୍ତି ଜାଣ? ସେ ଗ୍ଭହାଁନ୍ତି ତାଙ୍କର ବାକ୍ଯ ଅନକ୍ସ୍ଟସା ରେ କର୍ମମାନ କର। ବିଧି ନିଯମ ପାଳନ କର। ପରମେଶ୍ବର ଗ୍ଭହାଁନ୍ତି ତୁମ୍ଭମାନେେ ଅନ୍ତକରଣ ସହକା ରେ ସଦାପ୍ରଭୁଙ୍କୁ ପ୍ ରମେ କର ଓ ତାଙ୍କର ସବୋ କର। ତାଙ୍କର ବ୍ଯବସ୍ଥା ଓ ଆଦେଶ ମାନି ଚଳ।

13. ତେଣୁ ତୁମ୍ଭମାନେେ ତାଙ୍କର ବ୍ଯବସ୍ଥା ଓ ଆଦେଶମାନି ଚଳ, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଛି। ଏହା ତୁମ୍ଭର ମଗଂଳାର୍ଥ, ତାହା ତୁମ୍ଭମାନେେ ପାଳନ କର।

14. "ଆକାଶମଣ୍ତଳ ଓ ତହିଁ ଉପରିସ୍ଥ ସ୍ବର୍ଗ, ପକ୍ସ୍ଟଣି ପୃଥିବୀ ଓ ତହିଁ ମଧ୍ଯସ୍ଥିତ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର।

15. କବଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନହେ କରିବାକୁ ଏବଂ ସମାନଙ୍କେ ପରେ ସମାନଙ୍କେର ବଂଶଧରମାନଙ୍କୁ ବାଛିବାକକ୍ସ୍ଟ ସଦାପ୍ରଭୁଙ୍କର ସନ୍ତାଷେ ଥିଲେ। ସମାନଙ୍କେ ପରେ ଆଜି ପର୍ୟ୍ଯନ୍ତ ସମସ୍ତ ଜାତି ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ଜାତିଗଣଙ୍କକ୍ସ୍ଟ ମନୋନୀତ କରିଛନ୍ତି।

16. "ଏଥିପାଇଁ ତୁମ୍ଭମାନେେ ହୃଦଯର ସକ୍ସ୍ଟନ୍ନତ ହବୋ ଉଚିତ୍ ଏବଂ ଆଉ ଅଧିକ ଜୀଦ୍ଖୋର ହବୋ ଉଚିତ୍ ନକ୍ସ୍ଟହଁ।

17. କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ସେ ଦବଗେଣର ଦବେ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ବର, ସେ ମନକ୍ସ୍ଟଷ୍ଯର ମକ୍ସ୍ଟଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।

18. ସେ ପିତୃହୀନ ଓ ବିଧିବାର ବିଗ୍ଭର ନିଷ୍ପତ୍ତି କରନ୍ତି ଓ ବିଦେଶୀକ ଅନ୍ନବସ୍ତ୍ର ଦଇେ ପ୍ ରମେ କରନ୍ତି।

19. ଏଥିପାଇଁ ତୁମ୍ଭମାନେେ ବିଦେଶୀକକ୍ସ୍ଟ ପ୍ ରମେ କର, କାରଣ ତୁମ୍ଭମାନେେ ମିଶର ଦେଶ ରେ ବିଦେଶୀ ଥିଲ।

20. "ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠା ରେ ତୁମ୍ଭେ ଆସକ୍ତ ହବେ। ତାହାଙ୍କ ନାମ ରେ ତୁମ୍ଭେ ଶପଥ କରିବ।

21. ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭେ ଯାହା ଯାହା ଦେଖକ୍ସ୍ଟଛ ସହେିସବୁ ମହତ୍ ଓ ଭୟଙ୍କର କର୍ମ ସେ ତକ୍ସ୍ଟମ୍ଭପାଇଁ କରିଛନ୍ତି।

22. ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତକ୍ସ୍ଟରି ପ୍ରାଣୀ ସହିତ ମିଶରକକ୍ସ୍ଟ ୟାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହକ୍ସ୍ଟ ସଂଖ୍ଯକ କରିଛନ୍ତି।

About ଦ୍ୱିତୀୟ ବିବରଣ Chapter 10

Read ଦ୍ୱିତୀୟ ବିବରଣ Chapter 10 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ଦ୍ୱିତୀୟ ବିବରଣ
Chapter: 10
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଦ୍ୱିତୀୟ ବିବରଣ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଦ୍ୱିତୀୟ ବିବରଣ Chapter 10?

ଦ୍ୱିତୀୟ ବିବରଣ Chapter 10 is part of the Book of ଦ୍ୱିତୀୟ ବିବରଣ in the Holy Bible.

Can I read this chapter online?

Yes. You can read the complete ଦ୍ୱିତୀୟ ବିବରଣ Chapter 10 online for free with easy chapter navigation.

More Chapters from ଦ୍ୱିତୀୟ ବିବରଣ

  1. ଦ୍ୱିତୀୟ ବିବରଣ Chapter 21
  2. ଦ୍ୱିତୀୟ ବିବରଣ Chapter 20
  3. ଦ୍ୱିତୀୟ ବିବରଣ Chapter 34
  4. ଦ୍ୱିତୀୟ ବିବରଣ Chapter 31
  5. ଦ୍ୱିତୀୟ ବିବରଣ Chapter 26
  6. ଦ୍ୱିତୀୟ ବିବରଣ Chapter 25
  7. ଦ୍ୱିତୀୟ ବିବରଣ Chapter 22

Explore More from ପୁରାତନ ନିୟମ

  1. ଆୟୁବ Chapter 3
  2. ଗୀତସଂହିତା Chapter 66
  3. ଯିରିମିୟ Chapter 4
  4. ଦିତୀୟ ଶାମୁୟେଲ Chapter 2
  5. ଏଜ୍ରା Chapter 1
  6. ଗୀତସଂହିତା Chapter 67
  7. ଯିହିଜିକଲ Chapter 5

Related Chapters & Readings

  1. ପରମଗୀତ Chapter 4
  2. ଯୂନସ Chapter 4
  3. ଯିଶାଇୟ Chapter 14
  4. ପ୍ରେରିତ Chapter 21
  5. ଏଷ୍ଟର Chapter 4
  6. ଦ୍ୱିତୀୟ ବିବରଣ Chapter 2
  7. ଦ୍ୱିତୀୟ ବିବରଣ Chapter 28
Share Your Love

Leave a Reply

Your email address will not be published. Required fields are marked *