Read ଦ୍ୱିତୀୟ ବିବରଣ Chapter 1 Online
Read ଦ୍ୱିତୀୟ ବିବରଣ Chapter 1 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଦ୍ୱିତୀୟ ବିବରଣ and the Holy Bible online.
Choose a Chapter
ଦ୍ୱିତୀୟ ବିବରଣ 1
ଅଧ୍ୟାୟ 1
1. ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତବେେଳେ ସୂଫ ସପୋରିସ୍ଥିତ ପାରଣ, ତାଫେଲ, ଲାବନ, ହତ୍େସରୋତ୍ ଓ ଦୀଷାହବର ମଧିଅରେ ସମାନେେ ୟର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମାଶାେ ଏହି ବାର୍ତ୍ତାସବୁ କହିଥିଲେ।
2. ସଯେୀର ପର୍ବତ ଦଇେ ହାରେବଠାେରକ୍ସ୍ଟ କାଦେଶ-ବର୍ଣଯେ ପର୍ୟ୍ଯନ୍ତ ୟାତ୍ରା ସାଧାରଣତଃ ଏଗାର ଦିନ ଲାଗେ।
3. କିନ୍ତୁ ଏହାଥିଲା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନ ରେ ମାଶାେ ଇଶ୍ରାୟେଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନକ୍ସ୍ଟସା ରେ ସଦାପ୍ରଭୁଙ୍କର ବାକ୍ଯମାନ କହିଥିଲେ।
4. ସଦାପ୍ରଭୁ ହିଷ୍ବୋନ ନିବାସୀ ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗକକ୍ସ୍ଟ ଇଦ୍ରିଯୀ ରେ ପରାସ୍ତ କଲାପରେ।
5. ଇଶ୍ରାୟେଲୀୟମାନେ ୟର୍ଦ୍ଦନ ନଦୀର ପୂର୍ବପାରି ରେ ଥିଲେ, ଯାହାକି ମାୟୋବ ଦେଶ ରେ ଥିଲା ଏବଂ ମାଶାେ ବ୍ଯବସ୍ଥା ବାଖ୍ଯା କରିବାକୁ ଆରମ୍ଭ କଲେ।
6. "ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ କହିଥିଲେ। ସେ କହିଲେ, 'ତୁମ୍ଭମାନେେ ଏହି ପର୍ବତ ରେ ୟଥେଷ୍ଟ ସମୟ ବାସ କରି ଅଛ।
7. ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।
8. ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦଇେଅଛୁ, ଏହାସବୁ ତୁମ୍ଭମାନଙ୍କର, ୟାଅ ଏବଂ ଏହାକକ୍ସ୍ଟ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ୟାଥ: ଅବ୍ରହାମ, ଇସହାକ୍ ଓ ୟାକୁବକୁ ଏହା ଦବୋ ପାଇଁ ଶପଥ କରିଥିଲକ୍ସ୍ଟ, ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ବଂଶଧରମାନଙ୍କୁ ଏହି ଦେଶମାନ ଦବୋ ପାଇଁ ଶପଥ କରିଥିଲକ୍ସ୍ଟ।"'
9. ମାଶାେ କହିଲେ, " ସେ ସମୟରେ ମୁ ତୁମ୍ଭମାନଙ୍କୁ କହିଲି, ମୁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବକ୍ସ୍ଟଝିପାରିବି ନାହିଁ।
10. ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।
11. ତୁମ୍ଭମାନେେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ବର ତୁମ୍ଭମାନଙ୍କୁ ସହସ୍ରଗକ୍ସ୍ଟଣ କରନ୍ତକ୍ସ୍ଟ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ସହେିପରି ଆଶୀର୍ବାଦ କରନ୍ତକ୍ସ୍ଟ।
12. କିନ୍ତୁ ମୁ ଏକାକି ତୁମ୍ଭମାନଙ୍କର ସମସ୍ଯା, ବିବାଦ ଓ ଭାର ବକ୍ସ୍ଟଝି ପାରିବ ନାହିଁ।
13. ତେଣୁ ମୁ କହିଲି, 'ତୁମ୍ଭମାନେେ ତୁମ୍ଭମାନଙ୍କ ପ୍ରେତ୍ୟକକ ଗୋଷ୍ଠୀରୁ ବକ୍ସ୍ଟଦ୍ଧିମାନ ଓ ବିଖ୍ଯାତ ଲୋକମାନଙ୍କୁ ଜଣଜଣକକ୍ସ୍ଟ ବାଛ। ମୁ ସମାନଙ୍କେୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିୟକ୍ସ୍ଟକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବକ୍ସ୍ଟଦ୍ଧିମାନ, ବିଚାରଶୀଳ, ଜ୍ଞାନି ଓ ଅଭିଜ୍ଞ ହାଇେଥିବେ।'
14. "ଏବଂ ତୁମ୍ଭମାନେେ କହିଥିଲ, 'ଏହା ଆମ୍ଭମାନଙ୍କର କରିବା ଭଲ।'
15. "ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।
16. " ସହେି ସମୟରେ, ମୁ ତୁମ୍ଭର ବିଚାରପତି ମାନଙ୍କୁ କହିଥିଲି, 'ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶକ୍ସ୍ଟଣ ଓ ତାହାର ଯଥାର୍ଥ୍ଯ ବିଚାରକର। ଏହା ଇଶ୍ରାୟେଲୀୟ ଓ ଇଶ୍ରାୟେଲୀୟମାନଙ୍କ ମଧିଅରେ ହେଉ ବା ଇଶ୍ରାୟେଲୀୟ ଓ ବିଦେଶୀମାନଙ୍କ ମଧିଅରେ ହେଉ, ତୁମ୍ଭର ବିଚାର ନିରପେକ୍ଷ ହବେ।
17. ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'
18. ସହେି ସମୟରେ, ମୁ ମଧ୍ଯ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ଯ ଓ କର୍ମ ବିଷଯ ରେ।
19. "ଏହାପରେ ଆମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ଅନକ୍ସ୍ଟସା ରେ ହାରେବେ ପରିତ୍ଯାଗ କଲକ୍ସ୍ଟ। ଏବଂ ଇ ମାରେୀଯମାନଙ୍କର ପର୍ବତମଯ ଦେଶକକ୍ସ୍ଟ ୟାତ୍ରା କଲକ୍ସ୍ଟ। ଆମ୍ଭମାନେେ ଯେଉଁ ବିସ୍ତିର୍ଣ, ଯେଉଁ ଭୟଙ୍କର ପ୍ରାନ୍ତର ୟିବା ବାଟରେ ଦେଖିଲକ୍ସ୍ଟ, ତା ମଧ୍ଯଦଇେ ୟାଇ କାଦେଶ ବର୍ଣଯେ ରେ ପହଁଞ୍ଚିଲକ୍ସ୍ଟ।
20. ଏହାପରେ ମୁ ତୁମ୍ଭମାନଙ୍କୁ କହିଲି, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେଉଁ ଇ ମାରେୀଯମାନଙ୍କର ପର୍ବତମଯ ଦେଶ ଦବେେ, ସହେିଠା ରେ ଆମ୍ଭମାନେେ ଏବେ ଉପସ୍ଥିତ।
21. ଦେଖ, ସଦାପ୍ରଭୁ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସହେିଦେଶ ଦଇେଛନ୍ତି। ୟାଅ, ତୁମ୍ଭମାନଙ୍କ ପାଇଁ ତାହା ଅଧିକାର କର। ସଦାପ୍ରଭୁ ତୁମ୍ଭମାନଙ୍କର ପୁର୍ବପୁରୁଷମାନଙ୍କୁ ପରମେଶ୍ବରଙ୍କ ଆଜ୍ଞାନକ୍ସ୍ଟସା ରେ ଏପରି କରିବାକୁ କହିଥିଲେ। ତେଣୁ ତୁମ୍ଭମାନଙ୍କର ଭୟ କି ନାରାଶ ହକ୍ସ୍ଟଅ ନାହିଁ।'
22. "କିନ୍ତୁ ତୁମ୍ଭମାନେେ ମାେ ନିକଟକକ୍ସ୍ଟ ଆସିଲ ଏବଂ କହିଲ, 'ଆସ ଆମ୍ଭମାନଙ୍କ ଆଗ ରେ ଲୋକମାନଙ୍କୁ ପଠାଇବା, କିଏ ସହେି ଦେଶକକ୍ସ୍ଟ ଆମ୍ଭ ପାଇଁ ଗୋପନ ରେ ସନ୍ଧାନ କରିବ ଏବଂ ତଥ୍ଯ ଆଣିବ ଏବଂ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦବେ। କେଉଁ ପଥ ଦଇେ ଆମ୍ଭମାନଙ୍କର ୟିବା ପାଇଁ ଉଚିତ୍ ଏବଂ କେଉଁ ନଗରମାନଙ୍କୁ ଆମ୍ଭମାନଙ୍କର ୟିବା ଉଚିତ୍।'
23. "ମୁ ଭାବିଲି ଏହା ଏକ ଉତ୍ତମ ଧାରଣା ଥିଲା। ତେଣୁ ମୁ ତୁମ୍ଭମାନଙ୍କର ପ୍ରେତ୍ୟକକ ପରିବାରବର୍ଗରକ୍ସ୍ଟ ଜଣେ ଜଣେ କରି ବାରଜଣଙ୍କକ୍ସ୍ଟ ବାଛିଲି।
24. ଏହାପରେ ସମାନେେ ସହେି ପର୍ବତମଯ ଦେଶକକ୍ସ୍ଟ ଗଲେ ଓ ଇଷ୍କୋଲ ଉପତ୍ଯାକା ରେ ପହଁଞ୍ଚିଲେ ଏବଂ ସହେି ଦେଶ ରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିଲେ।
25. ସମାନେେ କିଛି ଫଳଧରି ସହେି ସ୍ଥାନରକ୍ସ୍ଟ ଆମ୍ଭମାନଙ୍କ ନିକଟକକ୍ସ୍ଟ ଆସିଲେ। ସମାନେେ ସହେି ଦେଶ ବିଷଯ ରେ ଆମ୍ଭମାନଙ୍କୁ କହିଲେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଆମ୍ଭମାନଙ୍କୁ ଏକ ଉତ୍ତମ ଦେଶ ଦଇେଛନ୍ତି।'
26. "କିନ୍ତୁ ତୁମ୍ଭେ ସେ ଦେଶକକ୍ସ୍ଟ ୟିବାକକ୍ସ୍ଟ ମନା କରିଦଲେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ବିରକ୍ସ୍ଟଦ୍ଧ ରେ ବିଦ୍ରୋହ ଚରଣ କଲ।
27. ତୁମ୍ଭମାନେେ ଆପଣାର ତୁମ୍ଭମାନଙ୍କର ତକ୍ସ୍ଟମ୍ବୁକକ୍ସ୍ଟ ୟାଇ ଅଭିଯୋଗ କରି କହିଲ, 'ସଦାପ୍ରଭୁ ଆମ୍ଭକକ୍ସ୍ଟ ଘୃଣା କରନ୍ତି। ତେଣୁ ସେ ଆମ୍ଭମାନଙ୍କୁ ଇ ମାରେୀଯମାନଙ୍କ ହସ୍ତ ରେ ସମର୍ପଣ କରି ବିନାଶ କରିବା ନିମନ୍ତେ, ଆମ୍ଭମାନଙ୍କୁ ଏଠାକକ୍ସ୍ଟ ଆଣିଛନ୍ତି।
28. ଆମ୍ଭମାନେେ ବର୍ତ୍ତମାନ କେଉଁଠାକକ୍ସ୍ଟ ୟିବା? ଆମ୍ଭର ଭାଇମାନେ ଆମ୍ଭମାନଙ୍କ ମନ ରେ ତଥ୍ଯ ପ୍ରଦାନ କରି ଭୟ ସଂଚାର କରିଛନ୍ତି। ସମାନେେ କହିଲେ, ସଠାେକାର ଲୋକମାନେ ଆମ୍ଭମାନଙ୍କଠାରକ୍ସ୍ଟ ବଳବାନ ଓ ଦୀର୍ଘ୍ଯକାଯ। ତାଙ୍କର ନଗରମାନ ବୃହତ ଏବଂ ତା'ର ପ୍ରାଚୀରଗୁଡିକୁ ଆକାଶ ସ୍ପର୍ଶ କରିଛି। ଏବଂ ଆମ୍ଭମାନେେ ସଠାେରେ ଅନାକୀଯମାନଙ୍କର ଦୀର୍ଘ୍ଯକାଯ ସନ୍ତାନମାନଙ୍କୁ ଦେଖିଲକ୍ସ୍ଟ।'
29. "ତେଣୁ ମୁ ତୁମ୍ଭମାନଙ୍କୁ କହିଲି, 'ତ୍ରାସ କର ନାହିଁ କି ଭୟ କର ନାହିଁ।
30. ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ଆଗେଆଗେ ଗମନ କରୁଛନ୍ତି। ସେ ମିଶର ରେ ଯେପରି କରିଥିଲେ, ଏହିଠା ରେ ମଧ୍ଯ ସହେିପରି କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ସପକ୍ଷ ରେ ୟକ୍ସ୍ଟଦ୍ଧ କରିବେ।
31. ମରକ୍ସ୍ଟଭୂମିରେ ତୁମ୍ଭମାନେେ ଦେଖିଅଛ, ମନକ୍ସ୍ଟଷ୍ଯମାନେ ଆପଣା ସନ୍ତାନମାନଙ୍କୁ ବୋହିବାପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏହିଠା ରେ ପହଁଞ୍ଚିବା ପର୍ୟ୍ଯନ୍ତ, ତୁମ୍ଭମାନଙ୍କର ଗମନର ସମସ୍ତ ପଥରେ ତୁମ୍ଭମାନଙ୍କୁ କିପରି ବୋହିଛନ୍ତି।'
32. "କିନ୍ତୁ ତଥାପି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କଠା ରେ ବିଶ୍ବାସ କଲ ନାହିଁ।
33. ଯେତବେେଳେ ତୁମ୍ଭମାନେେ ୟାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ୟାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନରକ୍ସ୍ଟପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦଖାଇବୋ ପାଇଁ ସେ ରାତ୍ର ରେ ଅଗ୍ନିଶିଖା, ଦିନ ରେ ମେଘସ୍ତମ୍ଭଦ୍ବାରା ଗମନ କଲେ।
34. "ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କୋରଧ କଲେ। ସେ ଦୃଢ ପ୍ରତିଜ୍ଞା କରି କହିଲେ।
35. 'ମୁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦବୋକକ୍ସ୍ଟ ଶପଥ କରିଥିଲି, ଏହି ସହେି ଦେଶ। ଏହି ପୀଢୀର ଦୃଷ୍ଟ ଲୋକମାନେ କବେେ ସହେି ଦେଶ ଦେଖିବ ନାହିଁ।
36. କବଳେ ୟିଫକ୍ସ୍ଟନ୍ନିର ପକ୍ସ୍ଟତ୍ର କାଲେବ୍ ସହେି ଦେଶକକ୍ସ୍ଟ ଦେଖିବେ। ମୁ କାଲବକେକ୍ସ୍ଟ ସହେିଦେଶ ଦବେି, ଯେଉଁ ଦେଶ ଦଇେ ସେ ଗଲା। ତାଙ୍କର ଭବିଷ୍ଯତ୍ ବଂଶଧରମାନେ ମଧ୍ଯ ତାହା ପାଇବେ। କାରଣ କାଲବେ ସଦାପ୍ରଭୁଙ୍କୁ ସଐୂର୍ଣଭାବରେ ଅନକ୍ସ୍ଟସରଣ କରୁଛନ୍ତି।'
37. "ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧିତ ହେଲେ। ସେ ମାେତେ କହିଲେ, ' ମାଶାେ, ତୁମ୍ଭେ ମଧ୍ଯ ସେ ସ୍ଥାନ ରେ ପ୍ରବେଶ କରିବ ନାହିଁ।
38. କିନ୍ତୁ ତୁମ୍ଭର ସହକର୍ମୀ ପରିଚାରକ ନୂନର ପକ୍ସ୍ଟତ୍ର ଯିହାଶୂେୟ ସେ ସ୍ଥାନ ରେ ପ୍ରବେଶ କରିବ। ତାକକ୍ସ୍ଟ ସାହାସ ଦିଅ। ଯେ ହତେକ୍ସ୍ଟ ସେ ଇଶ୍ରାୟେଲକକ୍ସ୍ଟ ତାଙ୍କର ଭୂମିକକ୍ସ୍ଟ ଅଧିକାର କରାଇବ।'
39. "ସଦାପ୍ରଭୁ କହିଲେ, 'ତୁମ୍ଭମାନେେ କହକ୍ସ୍ଟଥିଲ, ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ତୁମ୍ଭର ପିଲାମାନେ ଲକ୍ସ୍ଟଟିତ ହବେେ। କିନ୍ତୁ ସହେି ପିଲାମାନେ ସହେି ଦେଶକକ୍ସ୍ଟ ଯିବେ ଏବଂ ସମାନଙ୍କେୁ ସହେି ସ୍ଥାନ ଦବୋ। ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦବୋ ନାହିଁ। ତୁମ୍ଭର ଦୋଷ ପାଇଁ, କାରଣ ସମାନଙ୍କେର ଭଲମନ୍ଦ ବିଚାର କରିବାର ଜ୍ଞାନ ନାହିଁ। ସମାନେେ ବହକ୍ସ୍ଟତ ସାନ, ସମାନେେ ଠିକ୍ ଭୂଲ ବକ୍ସ୍ଟଝିପାରକ୍ସ୍ଟ ନାହାଁନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସହେିଦେଶ ସବୁ ଦବେ।
40. କିନ୍ତୁ ତୁମ୍ଭମାନେେ ସକ୍ସ୍ଟଫ ସମକ୍ସ୍ଟଦ୍ର ପଥଦଇେ ପ୍ରାନ୍ତରକକ୍ସ୍ଟ ଫରେିୟାଅ।'
41. "ଏହାପରେ ତୁମ୍ଭମାନେେ କହିଲ, ' ମାଶାେ, ଆମ୍ଭେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ। କିନ୍ତୁ ଏବେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଆମ୍ଭେ ୟକ୍ସ୍ଟଦ୍ଧ କରିବା।' ଏହାପରେ ତୁମ୍ଭମାନେେ ନିଜ ନିଜର ୟକ୍ସ୍ଟଦ୍ଧଅସ୍ତ୍ର ଧରି ପର୍ବତ ଉପରକକ୍ସ୍ଟ ୟିବାକକ୍ସ୍ଟ ଅଗ୍ରସର ହେଲ। ତୁମ୍ଭମାନେେ ଭାବିଲ ଏହା ଆମ୍ଭମାନଙ୍କ ପାଇଁ ପାର୍ବତ୍ଯମଯ ଦେଶ ଅଧିକାର କରିବାକୁ ସକ୍ସ୍ଟବିଧା ହବେ।
42. "କିନ୍ତୁ ସଦାପ୍ରଭୁ ମାେତେ କହିଲେ, 'ଲୋକମାନଙ୍କୁ ମନାକର ସଠାେକକ୍ସ୍ଟ ୟାଇ ୟକ୍ସ୍ଟଦ୍ଧ କରିବା ପାଇଁ। କାରଣ ଆମ୍ଭେ ସମାନଙ୍କେ ସହିତ ୟିବକ୍ସ୍ଟ ନାହିଁ, ତେଣୁ ସମାନଙ୍କେର ଶତୃମାନେ ସମାନଙ୍କେୁ ପରାସ୍ତ କରିବେ।'
43. "ମୁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶକ୍ସ୍ଟଣିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କର ଆଦେଶ ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ନିଜ ବଳ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଚଢିଲ।
44. କିନ୍ତୁ ଇ ମାରେୀଯ ଲୋକମାନେ ତୁମ୍ଭମାନଙ୍କ ସହିତ ୟିଦ୍ଧ କରିବାକୁ ବାହାରି ପଡିଲେ ଓ ସମାନେେ ମହକ୍ସ୍ଟମାଛି ପରି ସମାନଙ୍କେୁ ତଡି ଦେଲେ। ସମାନେେ ତୁମ୍ଭମାନଙ୍କୁ ସଯେୀରର ହର୍ମା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ ପରାସ୍ତ କଲେ।
45. ଏହାପରେ ତୁମ୍ଭମାନେେ ଆମ୍ଭ ନିକଟକକ୍ସ୍ଟ ଫରେି ଆସ ସାହାୟ୍ଯ ପାଇଁ କ୍ରନ୍ଦନ କଲ। କିନ୍ତୁ ସଦାପ୍ରଭୁ ସମାନଙ୍କେର କ୍ରନ୍ଦନ ଶୁଣିଲେ ନାହିଁ। 49 ତେଣୁ ତୁମ୍ଭମାନେେ କାଦେଶ ରେ ବହକ୍ସ୍ଟଦିନ ପର୍ୟ୍ଯନ୍ତ ରହିଲ।
About ଦ୍ୱିତୀୟ ବିବରଣ Chapter 1
Read ଦ୍ୱିତୀୟ ବିବରଣ Chapter 1 online from the Holy Bible. This chapter is part of the Book of ଦ୍ୱିତୀୟ ବିବରଣ in the Old Testament. Continue reading with the chapter navigation above or explore the complete book.
Book Information
Book: ଦ୍ୱିତୀୟ ବିବରଣ
Chapter: 1
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଦ୍ୱିତୀୟ ବିବରଣ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଦ୍ୱିତୀୟ ବିବରଣ Chapter 1 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଦ୍ୱିତୀୟ ବିବରଣ Chapter 1?
ଦ୍ୱିତୀୟ ବିବରଣ Chapter 1 is part of the Book of ଦ୍ୱିତୀୟ ବିବରଣ in the Holy Bible.
Can I read this chapter online?
Yes. You can read the complete ଦ୍ୱିତୀୟ ବିବରଣ Chapter 1 online for free with easy chapter navigation.
More Chapters from ଦ୍ୱିତୀୟ ବିବରଣ
- ଦ୍ୱିତୀୟ ବିବରଣ Chapter 26
- ଦ୍ୱିତୀୟ ବିବରଣ Chapter 11
- ଦ୍ୱିତୀୟ ବିବରଣ Chapter 9
- ଦ୍ୱିତୀୟ ବିବରଣ Chapter 6
- ଦ୍ୱିତୀୟ ବିବରଣ Chapter 34
- ଦ୍ୱିତୀୟ ବିବରଣ Chapter 31
- ଦ୍ୱିତୀୟ ବିବରଣ Chapter 27
Explore More from ପୁରାତନ ନିୟମ
- ଗୀତସଂହିତା Chapter 77
- ଯୂନସ Chapter 3
- ପ୍ରଥମ ରାଜାବଳୀ Chapter 12
- ଗୀତସଂହିତା Chapter 58
- ଆମୋଷ Chapter 1
- ନିହିମିୟା Chapter 3
- ଯିହିଜିକଲ Chapter 22