ଯିରିମିୟ Chapter 28

For English

Read ଯିରିମିୟ Chapter 28 Online

Read ଯିରିମିୟ Chapter 28 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.

Choose a Chapter

ଯିରିମିୟ 28

ଅଧ୍ୟାୟ 28

1. ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜତ୍ବର ଚତୁର୍ଥବର୍ଷର ପଞ୍ଚମ ମାସ ରେ ଗିବିଯୋନ ନିବାସୀ ଅସୂରର ପୁତ୍ର ହନାନିଯ ଭବିଷ୍ଯଦବକ୍ତା ସଦାପ୍ରଭୁଙ୍କ ଗୃହ ରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତ ରେ ମାେତେ ଏହି କଥା କହିଲେ।

2. "ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ଯିହୁଦା ଉପ ରେ ଥିବା ବାବିଲ ରାଜାର ୟୁଆଳି ଭାଙ୍ଗିଅଛୁ।

3. ବାବିଲର ରାଜା ନବୂଖଦନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନଇେ ୟାଇଅଛି, ସେସବୁ ଆମ୍ଭେ ଦୁଇବର୍ଷ ପୂର୍ର୍ଣ ହବୋ ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫରୋଇ ଆଣିବା।

4. ପୁଣି ଯିହାୟୋଦାରକୀମର ପୁତ୍ର ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ବାବିଲକୁ ବନ୍ଦୀ ହାଇେ ୟାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫରୋଇ ଆଣିବା।' ଏହା ସଦାପ୍ରଭୁ କହନ୍ତି, 'କାରଣ ଆମ୍ଭେ ବାବିଲ ରାଜାର ୟୁଆଳି ଭାଙ୍ଗି ପକାଇବା।"

5. ତା'ପ ରେ ଭବିଷ୍ଯଦବକ୍ତା ଯିରିମିୟ ପରମେଶ୍ବରଙ୍କ ଗୃହ ରେ ଠିଆ ହାଇେଥିବା ଯାଜକମାନଙ୍କ ସାକ୍ଷାତ ରେ ଓ ସମସ୍ତ ଲୋକଙ୍କ ସାକ୍ଷାତ ରେ ଭବିଷ୍ଯଦବକ୍ତା ହନାନିଯକୁ କହିଲେ।

6. ଯିରିମିୟ ଭବିଷ୍ଯଦବକ୍ତା ହନାନିଯକୁ ଏହା କହିଲେ, "ଆମେନ୍ ! ସଦାପ୍ରଭୁ ସପରେି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସହେି ବାକ୍ଯସବୁ ସିଦ୍ଧ କରନ୍ତୁ।

7. " ତେଣୁ ହେ ହନାନିଯ, ମୁଁ ତୁମ୍ଭ କର୍ଣ୍ଣଗୋଚର ରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ଯେଉଁ କଥା କହୁଅଛି, ତାହା ଶୁଣ।

8. ତୁମ୍ଭର ଓ ମାରେ ବହୁ ପୂର୍ବରୁ ଅନକେ ଭବିଷ୍ଯଦବକ୍ତା ବହୁଦେଶ ଓ ମହାନ୍ ମହାନ୍ ରାଜ୍ଯ ବିରୁଦ୍ଧ ରେ ୟୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ଯଦବକ୍ତା ପ୍ରଚାର କରିଅଛନ୍ତି।

9. ଯେଉଁ ଭବିଷ୍ଯଦବକ୍ତା ଶାନ୍ତିର ଭବିଷ୍ଯଦବାକ୍ଯ ପ୍ରଚାର କଲେ ସହେି ଭବିଷ୍ଯଦବକ୍ତାର ବାକ୍ଯ ସଫଳ ହେଲାପ ରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତ ରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।"

10. ଯିରିମିୟଙ୍କ ସ୍କନ୍ଧ ରେ ବହନ କରିଥିବା ୟୁଆଳିକୁ ହନାନିଯ କାଢ଼ି ନଇେ ତାହା ଭାଙ୍ଗି ପକାଇଲା।

11. ଆଉ ହନାନିଯ ସବୁ ଲୋକଙ୍କ ସାକ୍ଷାତ ରେ ବଡ଼ ପାଟି ରେ କହିଲା, "ସଦାପ୍ରଭୁ ଏହି କଥା କହନ୍ତି, "ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇବର୍ଷ ହବୋ ପୂର୍ବରୁ ବାବିଲର ରାଜା ନବୂଖଦନିତ୍ସରର ୟୁଆଳି ସବୁ ଦେଶୀଯମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।"

12. ହନାନିଯ ଭବିଷ୍ଯଦବକ୍ତା ଯିରିମିୟଙ୍କ ସ୍କନ୍ଧରୁ ୟୁଆଳି ନଇେ ଭାଙ୍ଗିଲା ପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।

13. ସଦାପ୍ରଭୁ ଏହି କଥା କହନ୍ତି, "ତୁମ୍ଭେ ୟାଇ ହନାନିଯକୁ କୁହ, 'ତୁମ୍ଭେ ସିନା କାଠର ୟୁଆଳି ଭାଙ୍ଗି ଦଲେ, ମାତ୍ର ଆମ୍ଭେ ତାହା ବଦଳ ରେ ଲୁହାର ୟୁଆଳି ପ୍ରସ୍ତୁତ କରିବା।"

14. ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଏହିସବୁ ଦେଶୀଯ ରାଜାଗଣ ବାବିଲର ରାଜା ନବୂଖଦନିତ୍ସରର ସବୋ କରିବେ। ଏଥିପାଇଁ ମୁଁ ସମାନଙ୍କେ ସ୍କନ୍ଧ ରେ ଲୁହାର ୟୁଆଳି ରଖିଅଛି। ସମାନେେ ତାହାର ସବୋ କରିବେ ଆଉ ମଧ୍ଯ କ୍ଷେତ୍ରସ୍ଥ ପଶୁଗଣ ତାହାର ସବୋ କରିବେ।"

15. ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, " ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।

16. ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ' ହେ ହନାନିଯ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛ।"

17. ଆଉ ହନାନିଯ ଭବିଷ୍ଯଦବକ୍ତା ସହେି ବର୍ଷ ସପ୍ତମ ମାସ ରେ ମଲା।

About ଯିରିମିୟ Chapter 28

Read ଯିରିମିୟ Chapter 28 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିରିମିୟ
Chapter: 28
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିରିମିୟ Chapter 28 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିରିମିୟ Chapter 28?

ଯିରିମିୟ Chapter 28 is part of the Book of ଯିରିମିୟ in the Holy Bible.

Can I read this chapter online?

Yes. You can read the complete ଯିରିମିୟ Chapter 28 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 3
  6. ଆଦି ପୁସ୍ତକ Chapter 38
  7. ଆଦି ପୁସ୍ତକ Chapter 30

Explore More from ଯିରିମିୟ

  1. ଯିରିମିୟ Chapter 29
  2. ଯିରିମିୟ Chapter 31
  3. ଯିରିମିୟ Chapter 13
  4. ଯିରିମିୟ Chapter 7
  5. ଯିରିମିୟ Chapter 41
  6. ଯିରିମିୟ Chapter 21
  7. ଯିରିମିୟ Chapter 17

Related Chapters & Readings

  1. ଲୂକ Chapter 12
  2. ଯିହୋଶୂୟ Chapter 18
  3. ହୋଶେୟ Chapter 10
  4. ଆଦି ପୁସ୍ତକ Chapter 25
  5. 2 କରିନ୍ଥୀୟ Chapter 1
  6. ହିତୋପଦେଶ Chapter 18
  7. ପ୍ରକାଶିତ ବାକ୍ୟ Chapter 16
Share Your Love

Leave a Reply

Your email address will not be published. Required fields are marked *