Read ଆୟୁବ Chapter 14 Online
Read ଆୟୁବ Chapter 14 online from the Holy Bible. This chapter is part of the Book of ଆୟୁବ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆୟୁବ and the Holy Bible online.
Choose a Chapter
ଆୟୁବ 14
ଅଧ୍ୟାୟ 14
1. "ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।
2. ମଣିଷର ଜୀବନ ଫୁଲ ସଦୃଶ। ସେ ଖୁବ୍ ଶୀଘ୍ର ବଢ଼ିୟାଏ ଓ ଶଷେର ମରିୟାଏ। ମଣିଷର ଜୀବନ ଛାଯା ତୁଲ୍ଯ ଏଠା ରେ ଖୁବ୍ କମ ସମୟ ପାଇଁ। ଘଡ଼ିକେ ଦଖାୟୋଏ ପୁଣି ଅଦୃଶ୍ଯ ହାଇୟୋଏ।
3. ଏହା ସତ୍ଯ, କିନ୍ତୁ ପରମେଶ୍ବର ତୁମ୍ଭେ କ'ଣ ଜଣେ ବ୍ଯକ୍ତିକୁ ଦେଖିବ ? ତୁମ୍ଭେ କ'ଣ ମାେ ସହିତ ବିଚାରସ୍ଥଳକୁ ଆସିବ ଏବଂ ଆମ୍ଭେ ଦୁଇଜଣ ନିଜ ନିଜର ୟୁକ୍ତି ଉପସ୍ଥାପନା କରିବା।
4. 'ଅପରିଷ୍କାର ବସ୍ତୁରୁ କିଏ ପରିଷ୍କାର ବସ୍ତୁ ଉତ୍ପନ୍ନ କରିପା ରେ। ନା, କହେି ଜଣେ ମନୁଷ୍ଯ କରି ପାରିବ ନାହିଁ।
5. ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ବର, ତୁମ୍ଭେ ନିର୍ଣ୍ଣଯ କର ଜଣେ ମନୁଷ୍ଯ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସହେି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ'ଣ କହେି ବଦଳାଇ ପା ରେ ?
6. ତେଣୁ ହେ ପରମେଶ୍ବର ଆମ୍ଭକୁ ନିରୀକ୍ଷଣ କରିବା ବନ୍ଦ କର। ଆମ୍ଭର କ୍ଷଣିକ ଜୀବନ ଆମ୍ଭକୁ ଏକୁଟିଆ ଉପଭୋଗ କରିବା ପାଇଁ ଦିଅ। ଯେପରି ଦିନ ମଜୁରିଆ କାମ ଶଷେ ପରେ ତା'ର ମଜୁରିକୁ ଉପ ଭୋଗ କରିଥାଏ।
7. ଗୋଟିଏ ଗଛ ପାଇଁ ମଧ୍ଯ ଆଶା ଅଛି। ଯଦି ଥରେ ଏହା କଟା ହାଇୟୋଏ, ଏହା ମଧ୍ଯ ପୁଣି ବଞ୍ଚିପା ରେ। ପୁଣି ଡ଼ାଳପତ୍ର ମଲେି ଶାଖା ବୃଦ୍ଧି କରିପା ରେ।
8. ଯଦିଓ ତାହାର ଚରେ ଭୂମି ତଳେ ଜୀର୍ଣ୍ଣ ହାଇୟୋଏ ଏବଂ ତାହାର କର୍ତ୍ତିତ ମୂଳଟି ଭୂମିରେ ମରିୟାଏ।
9. କିନ୍ତୁ ପାଣିର ବନ୍ଧ ପାଇବା ମାତ୍ ରେ ଏହା ତାହାର ଶାଖା ଗୋଟିଏ ୟୁବା ବୃକ୍ଷପରି ବଢ଼ାଇପା ରେ।
10. କିନ୍ତୁ ମଣିଷ ଯେତବେେଳେ ମରିୟାଏ। ସେ ସମସ୍ତ ଶକ୍ତି ହରାଇ ଦିଏ। ସପରେି ଶଷେ ନିଶ୍ବାସ ନିଏ ଏବଂ ତା'ପରେ ସେ କେଉଁଠା ରେ ?
11. ହ୍ରଦରୁ ପାଣି ଶୂନ୍ଯ ହାଇୟୋଏ ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହାଇୟୋଏ ଏବଂ ଶୁଖିୟାଏ।
12. ଠିକ୍ ସହେିପରି, ମଣିଷ ଶାଇେପଡ଼େ ଏବଂ ଆଉ ଉେଠ ନାହିଁ। ଯେପର୍ୟ୍ଯନ୍ତ ସ୍ବର୍ଗ ଅଛି, ମୃତ ଲୋକ କବେେ ସହେି ନିଦ୍ରାରୁ ଉଠିବେ ନାହିଁ।
13. ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।
14. ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।
15. ହେ ପରମେଶ୍ବର, ତୁମ୍ଭେ ମାେତେ ଡ଼ାକିବ ଏବଂ ମୁଁ ତୁମ୍ଭକୁ ଉତ୍ତର ଦବେି। ତା'ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ, ସେ ତୁମ୍ଭ ପାଇଁ ମୁଖ୍ଯ ହବେ।
16. ତୁମ୍ଭେ ତଥାପି ମାରେ ପ୍ରତିଟି ପଦକ୍ଷପକେୁ ନିରୀକ୍ଷଣ କରୁଛ, କିନ୍ତୁ ତୁମ୍ଭେ ମାରେ ପାପଗୁଡ଼ିକୁ ମନେ ପକାଇବ ନାହିଁ।
17. ତୁମ୍ଭେ ମାରେ ସମସ୍ତ ପାପକୁ ଏକ ଥଳି ରେ ବାନ୍ଧି ଦଇେ ନିଜର ମାହେର ଦଇେ ବାହାରକୁ ଫିଙ୍ଗି ଦବେ।
18. ପର୍ବତ ସବୁ ଭାଙ୍ଗିପଡ଼ି ଚୂନା ହାଇୟୋଆନ୍ତେ, ବଡ଼ ପଥର ଖଣ୍ଡମାନ ଭାଙ୍ଗି ଚୂନା ହାଇେ ବିଛାଡ଼ି ହାଇେ ପଡ଼ନ୍ତେ।
19. ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
20. ତୁମ୍ଭେ ତାକୁ ସଂପୂର୍ଣ୍ଣ ପରାସ୍ତ କର ଏବଂ ତାକୁ ଛାଡ଼ି ଦିଅ। ତୁମ୍ଭେ ତାକୁ ଦୁଃଖି କରାଅ ଏବଂ ତାକୁ ମରଣ ସ୍ଥାନକୁ ପଠାଇଦିଅ।
21. ଯଦି ତା'ର ସନ୍ତାନଗଣ ସମ୍ମାନିତ ହୁଅନ୍ତି, ସେ ଆଦୌ ଜାଣେ ନାହିଁ। ଯଦି ତା'ର ସନ୍ତାନଗଣ ହତାଦର ହୁଅନ୍ତି, ସେ ତାହା ଦେଖିପା ରେ ନାହିଁ।
22. ସହେି ବ୍ଯକ୍ତି କବଳେ ନିଜ ଶରୀର ରେ ୟନ୍ତ୍ରଣାକୁ ଅନୁଭବ କରିପା ରେ ଏବଂ କବଳେ ନିଜ ପାଇଁ ଶାେକ କରେ।"
About ଆୟୁବ Chapter 14
Read ଆୟୁବ Chapter 14 online from the Holy Bible. This chapter is part of the Book of ଆୟୁବ in the Old Testament. Continue reading with the chapter navigation above or explore the complete book.
Book Information
Book: ଆୟୁବ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆୟୁବ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆୟୁବ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆୟୁବ Chapter 14?
ଆୟୁବ Chapter 14 is part of the Book of ଆୟୁବ in the Holy Bible.
Can I read this chapter online?
Yes. You can read the complete ଆୟୁବ Chapter 14 online for free with easy chapter navigation.
More Chapters from ଆୟୁବ
- ଆୟୁବ Chapter 21
- ଆୟୁବ Chapter 23
- ଆୟୁବ Chapter 20
- ଆୟୁବ Chapter 6
- ଆୟୁବ Chapter 2
- ଆୟୁବ Chapter 37
- ଆୟୁବ Chapter 35
Explore More from ପୁରାତନ ନିୟମ
- ଯିଶାଇୟ Chapter 28
- ଦିତୀୟ ବଂଶାବଳୀ Chapter 9
- ବିଚାରକର୍ତ୍ତା Chapter 6
- ଗୀତସଂହିତା Chapter 82
- ଦ୍ୱିତୀୟ ବିବରଣ Chapter 27
- ଗୀତସଂହିତା Chapter 141
- ଯିହୋଶୂୟ Chapter 15