ଯିହିଜିକଲ Chapter 37

For English

Read ଯିହିଜିକଲ Chapter 37 Online

Read ଯିହିଜିକଲ Chapter 37 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.

Choose a Chapter

ଯିହିଜିକଲ 37

ଅଧ୍ୟାୟ 37

1. ସଦାପ୍ରଭୁଙ୍କର ହସ୍ତ ମାେ ଆଡ଼କୁ ପ୍ରସାରିତ ହେଲା ଓ ସେ ତାଙ୍କ ଆତ୍ମା ରେ ମାେତେ ବାହାରକୁ ନଇୟୋଇ ଉପତ୍ୟକାର ମଧ୍ଯସ୍ଥଳୀ ରେ ବସାଇଲେ ଏବଂ ସହେି ଉପତ୍ୟକା ଅସ୍ଥି ରେ ପରିପୂର୍ଣ୍ଣ ଥିଲା।

2. ସଦାପ୍ରଭୁ ସହେି ଅସ୍ଥିଗୁଡ଼ିକ ଦଇେ ନେଲେ, ଯାହା ଚତୁର୍ଦ୍ଦିଗ ରେ ଥିଲା। ସହେି ଉପତ୍ୟକା ରେ ବହୁତ ଅସ୍ଥି ଥିବାର ମୁଁ ଦେଖିପାରିଲି। ମୁଁ ସହେି ଅସ୍ଥିଗୁଡ଼ିକ ଅତିଶଯ ଶୁଷ୍କ ଥିବାର ଲକ୍ଷ୍ଯ କଲି।

3. ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ ପଚାରିଲେ, " ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥି ସମୂହ ସଜୀବ ହାଇପୋରିବେ କି ?"

4. ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, "ଏହି ଅସ୍ଥିଗୁଡ଼ିକ ଉଦ୍ଦେଶ୍ଯ ରେ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ' ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

5. ସଦାପ୍ରଭୁ, ମାରେ ପ୍ରଭୁ ସେ ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ମୁଁ ତୁମ୍ଭମାନଙ୍କ ମଧିଅରେ ପ୍ରାଣବାଯୁ ପ୍ରବେଶ କରାଇବି ଓ ତୁମ୍ଭମାନେେ ଜୀବିତ ହବେେ।

6. ପୁଣି ମୁଁ ତୁମ୍ଭମାନଙ୍କ ଉପ ରେ ଶିରା ଓ ମାଂସ ଉତ୍ପନ୍ନ କରିବି। ଆଉ ଚର୍ମ ରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବି ଓ ତୁମ୍ଭମାନଙ୍କ ମଧିଅରେ ପ୍ରାଣବାଯୁ ଦବେି। ଆଉ ତୁମ୍ଭମାନେେ ଜୀବିତ ହବେ। ତହିଁରେ ଏହା ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।"'

7. ମାେତେ ଯେପରି ଆଜ୍ଞା ହାଇେଥିଲା, ତଦନୁସା ରେ ମୁଁ ଭବିଷ୍ଯଦବାଣୀ କଲି, ଯେତବେେଳେ ମୁଁ ଭବିଷ୍ଯଦବାଣୀ କରୁଥିଲି ଏକ ଶବ୍ଦ ଶୁଣାଗଲା ଓ ଭୂମିକମ୍ପ ହେଲା। ଆଉ ଅସ୍ଥିସକଳ ପରସ୍ପର ଯୋଡ଼ି ହାଇଗେଲେ।

8. ମୁଁ ନିରୀକ୍ଷଣ କରି ଦେଖିଲି, ସହେିସବୁ ଅସ୍ଥି ଉପ ରେ ସ୍ନାଯୁ ଓ ମାଂସ ଆଚ୍ଛାଦନ କଲା, ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା କିନ୍ତୁ ସମାନଙ୍କେର ପ୍ରାଣବାଯୁ ନ ଥିଲା।

9. ତା'ପ ରେ ସେ ମାେତେ କହିଲେ, " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବାଯୁ ଉଦ୍ଦେଶ୍ଯ ରେ ଭବିଷ୍ଯଦବାଣୀ ପ୍ରଚାର କର ଓ ବାଯୁକୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ହେ ପ୍ରାଣବାଯୁ, ଚତୁର୍ଦ୍ଦିଗରୁ ଆସ ଓ ଏହି ମୃତ ଶରୀରଗୁଡ଼ିକ ଉପ ରେ ପ୍ରଶ୍ବାସ ଦିଅ, ଯେପରି ସମାନେେ ଜୀବିତ ହବେେ।"'

10. ଏବଂ ସେ ମାେତେ ଯେପରି ଆଜ୍ଞା କଲେ, ତଦନୁସା ରେ ମୁଁ ଭବିଷ୍ଯଦବାଣୀ ପ୍ରଚାର କଲି ଏବଂ ପ୍ରଶ୍ବାସ ସମାନଙ୍କେ ମଧ୍ଯକୁ ଆସିଲା। ଆଉ ସମାନେେ ଜୀବିତ ହାଇଗେଲେ ଏବଂ ଛିଡ଼ା ହାଇଗେଲେ। ସମାନେେ ବହୁତ ଲୋକ ଥିଲେ ଏବଂ ମହାନ୍ ସୈନ୍ଯବାହିନୀ ଗଠନ କଲେ।

11. ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, " ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥିସକଳ ଇଶ୍ରାୟେଲ ସମୁଦାଯ ପରିବାର ଅଟନ୍ତି। ଏବଂ ସମାନେେ କହନ୍ତି, 'ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହାଇେଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭମାନେେ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହାଇେଅଛୁ।'

12. ଏଣୁ ଭବିଷ୍ଯଦବାଣୀ ପ୍ରଚାର କରି ସମାନଙ୍କେୁ କୁହ, ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ' ହେ ମାରେ ଲୋକମାନେ, ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର କବରରୁ ବାହାର କରାଇବି। ଆଉ ତୁମ୍ଭମାନଙ୍କୁ ଇଶ୍ରାୟେଲ ଦେଶକୁ ଆଣିବି।

13. ହେ ମାରେ ଲୋକମାନେ, ଯେତବେେଳେ ମୁଁ ତୁମ୍ଭମାନଙ୍କର କବର ଉନ୍ମୁକ୍ତ କରିବି ଓ ତୁମ୍ଭମାନଙ୍କୁ ସଗେୁଡ଼ିକରୁ ବାହାର କରି ଆଣିବି, ମୁଁ ସଦାପ୍ରଭୁ ଅଟେ ବୋଲି ତୁମ୍ଭମାନେେ ଜାଣିବ।

14. ଆଉ ମୁଁ ତୁମ୍ଭମାନଙ୍କ ମଧିଅରେ ଆପଣା ଆତ୍ମା ପ୍ରବେଶ କରାଇବି। ତହିଁରେ ତୁମ୍ଭମାନେେ ଜୀବିତ ହବେ। ପୁଣି ମୁଁ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ନିଜ ଦେଶ ରେ ବସାଇବି। ତାହା ହେଲେ ମୁଁ ସଦାପ୍ରଭୁ ଏହା କହିଅଛି ଓ ସଫଳ କରିଅଛି ବୋଲି ତୁମ୍ଭମାନେେ ଜାଣିବ।"' ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

15. ସଦାପ୍ରଭୁଙ୍କର ବାକ୍ଯ ପୁନର୍ବାର ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

16. " ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଖଣ୍ଡେ ଆଶାବାଡ଼ି ନଇେ ତହିଁ ଉପ ରେ ଏହି କଥା ଲେଖ, "ଏହି ଆଶାବାଡ଼ି ଯିହୁଦା ଓ ତାହାର ସାଙ୍ଗଗଣ ଇଶ୍ରାୟେଲର ଲୋକମାନଙ୍କୁ ଦର୍ଶାଏ ; ତା'ପ ରେ ଆଉ ଖଣ୍ଡେ ଆଶାବାଡ଼ି ନଇେ ତାହା ଉପ ରେ ଏହି କଥା ଲେଖ, "ଏହି ଆଶାବାଡ଼ି ଇଫ୍ରଯିମର, ଇଶ୍ରାୟେଲ ବଂଶ ଯୋଷଫେ ଓ ତା'ର ସାଙ୍ଗମାନଙ୍କୁ ଦର୍ଶାଏ।'

17. ତା'ପ ରେ ତୁମ୍ଭ ହସ୍ତ ରେ ସହେି ଦୁଇ ଆଶାବାଡ଼ି ଯେପରି ଏକ ହବେ, ଏଥିପାଇଁ ସହେି ଦୁଇ ଆଶାବାଡ଼ିକୁ ଏକତ୍ର ୟୋଡ଼।

18. "ଯେତବେେଳେ ତୁମ୍ଭର ଲୋକମାନେ ତୁମ୍ଭକୁ ପଚାରିବେ, ଏହାର ଅର୍ଥ କ'ଣ ? ଆମ୍ଭମାନଙ୍କୁ ବୁଝାଇ ଦିଅ।

19. ସେତବେେଳେ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, 'ଇଫ୍ରଯିମର ହସ୍ତ ରେ ଥିବାର ଯୋଷଫେର ଆଶାବାଡ଼ି ପୁଣି ତାଙ୍କର ସଖା ଇଶ୍ରାୟେଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନବୋ, ଆଉ ଆମ୍ଭେ ସମାନଙ୍କେୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସମାନଙ୍କେୁ ଏକ କରିବା। ତହିଁରେ ସମାନେେ ଆମ୍ଭ ହସ୍ତ ରେ ଏକ ଆଶାବାଡ଼ି ହବେେ।'

20. " ଯେଉଁ ଦୁଇ ଆଶାବାଡ଼ି ରେ ତୁମ୍ଭେ ସମାନଙ୍କେର ନାମ ଲେଖିଥିଲ, ତାହା ସମାନେେ ଦେଖିବା ପାଇଁ ତୁମ୍ଭ ହସ୍ତ ରେ ରହିବ।

21. ପୁଣି ତୁମ୍ଭେ ସମାନଙ୍କେୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଇଶ୍ରାୟେଲର ଲୋକମାନେ ଯେଉଁ ବିଭିନ୍ନ ଦେଶକୁ ସମାନେେ ୟାଇ ଅଛନ୍ତି ସହେି ସ୍ଥାନର ଗୋଷ୍ଠୀଯମାନଙ୍କ ମଧ୍ଯରୁ ମୁଁ ସମାନଙ୍କେୁ ନିଜ ଦେଶକୁ ନଇେଆସିବି। ଆଉ ଚତୁର୍ଦ୍ଦିଗରୁ ସମାନଙ୍କେୁ ସଂଗ୍ରହ କରି ସମାନଙ୍କେର ନିଜ ଦେଶକୁ ଆଣିବି।

22. ଆଉ ସହେି ଦେଶ ରେ ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ମୁଁ ସମାନଙ୍କେୁ ଏକ ଗୋଷ୍ଠୀ କରିବି ଓ ସମାନଙ୍କେର ଜଣେ ରାଜା ହବେେ। ପୁଣି ସମାନେେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କବେେ ଦୁଇ ରାଜ୍ଯ ରେ ବିଭକ୍ତ ହବେେ ନାହିଁ।

23. ଆଉ ସମାନେେ ସମାନଙ୍କେର ମୂର୍ତ୍ତିଗଣ ଦ୍ବାରା ଏବଂ ଘୃଣ୍ଯ ମୂର୍ତ୍ତି ଦ୍ବାରା ଅଥବା ସମାନଙ୍କେର ଜଘନ୍ଯ କର୍ମ ଦ୍ବାରା ନିଜକୁ ଆଉ ଅଶୁଚି କରିବା ଚାଲୁ ରଖିବେ ନାହିଁ। ଆଉ ମୁଁ ସମାନଙ୍କେୁ ସବୁସ୍ଥାନରୁ ରକ୍ଷା କରିବି, ଯେଉଁଠା ରେ ସମାନେେ ପାପ କଲେ ଏବଂ ମୁଁ ସମାନଙ୍କେୁ ଶୁଚି କରିବି। ତହିଁରେ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।

24. "'ପୁଣି ମାରେ ଦାସ ଦାଉଦ ସମାନଙ୍କେ ଉପ ରେ ରାଜା ହବେେ। କବଳେ ସେ ହିଁ ଜଣେ ସମସ୍ତଙ୍କ ଉପ ରେ ମଷେପାଳକ ହବେେ। ଆଉ ସମାନେେ ମାରେ ବ୍ଯବସ୍ଥା ମାନି ଚଳିବେ ଓ ମାରେ ବିଧିସବୁ ରକ୍ଷାକରି ପାଳନ କରିବେ।

25. ଏବଂ ମୁଁ ମାରେ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ଓ ଯେଉଁଠା ରେ ସମାନଙ୍କେ ପୂର୍ବପୁରୁଷଗଣ ବାସ କରୁଥିଲେ, ସହେି ଦେଶ ରେ ସମାନେେ ବାସ କରିବେ। ମୁଁ ସମାନେେ, ସମାନଙ୍କେର ସନ୍ତାନମାନେ ଓ ସମାନଙ୍କେର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସଠାେ ରେ ବାସ କରିବେ। ଏବଂ ମାରେ ଦାସ ଦାଉଦ ସଦାକାଳ ସମାନଙ୍କେର ଅଧିପତି ହବେେ।

26. ଏବଂ ମୁଁ ସମାନଙ୍କେ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସମାନଙ୍କେ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହବେ। ଏବଂ ମୁଁ ସମାନଙ୍କେୁ ବସାଇବି ଓ ବଢ଼ାଇବି। ଆଉ ସମାନଙ୍କେ ମଧିଅରେ ସଦାକାଳ ମୁଁ ଆପଣା ପବିତ୍ରସ୍ଥାନ ସ୍ଥାପନ କରିବି।

27. ଆଉ ମଧ୍ଯ ମାରେ ପବିତ୍ର ତମ୍ବୁ ସମାନଙ୍କେ ସଙ୍ଗ ରେ ରହିବ। ମୁଁ ସମାନଙ୍କେର ପରମେଶ୍ବର ହବେି ଓ ସମାନେେ ମାରେ ଲୋକ ହବେେ।

28. ଏବଂ ଅନ୍ୟ ରାଷ୍ଟ୍ରମାନେ ଜାଣିବେ ଯେ ମୁଁ ସଦାପ୍ରଭୁ ଇଶ୍ରାୟେଲକୁ ମାରେବିଶଷେ ଲୋକ କଲେ। କାରଣ ମାରେ ପବିତ୍ରସ୍ଥାନ ସର୍ବଦା ସମାନଙ୍କେ ମଧିଅରେ ରହିବ।"'

About ଯିହିଜିକଲ Chapter 37

Read ଯିହିଜିକଲ Chapter 37 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହିଜିକଲ
Chapter: 37
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହିଜିକଲ Chapter 37 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହିଜିକଲ Chapter 37?

ଯିହିଜିକଲ Chapter 37 is part of the Book of ଯିହିଜିକଲ in the Holy Bible.

Can I read this chapter online?

Yes. You can read the complete ଯିହିଜିକଲ Chapter 37 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ଯିହିଜିକଲ

  1. ଯିହିଜିକଲ Chapter 38
  2. ଯିହିଜିକଲ Chapter 46
  3. ଯିହିଜିକଲ Chapter 40
  4. ଯିହିଜିକଲ Chapter 16
  5. ଯିହିଜିକଲ Chapter 23
  6. ଯିହିଜିକଲ Chapter 14
  7. ଯିହିଜିକଲ Chapter 42

Related Chapters & Readings

  1. ଫିଲେମୋନ Chapter 1
  2. ହୋଶେୟ Chapter 9
  3. ଦ୍ୱିତୀୟ ବିବରଣ Chapter 17
  4. ପ୍ରକାଶିତ ବାକ୍ୟ Chapter 11
  5. ଯିହିଜିକଲ Chapter 46
  6. ଗୀତସଂହିତା Chapter 115
  7. ଗଣନା ପୁସ୍ତକ Chapter 12
Share Your Love

Leave a Reply

Your email address will not be published. Required fields are marked *