ଯିହିଜିକଲ Chapter 7

For English

Read ଯିହିଜିକଲ Chapter 7 Online

Read ଯିହିଜିକଲ Chapter 7 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିହିଜିକଲ and the Holy Bible online.

Choose a Chapter

ଯିହିଜିକଲ 7

ଅଧ୍ୟାୟ 7

1. ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟକୁ ଆସିଲା।

2. ସେ କହିଲେ, " ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।

3. ବର୍ତ୍ତମାନ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ମାରେ କୋର୍ଧ ପ୍ରକାଶ କରିବା। ତୁମ୍ଭର କର୍ମ ଅନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣା ଯୋଗ୍ଯ ସକଳ କର୍ମ ପାଇଁ ଆମ୍ଭେ ତୁମ୍ଭଙ୍କୁ ଦଣ୍ଡ ଦବୋ।

4. ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ, ଆମ୍ଭେ ତୁମ୍ଭକୁ ଅନୁକମ୍ପା କରିବା ନାହିଁ। କିନ୍ତୁ ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କାର୍ୟ୍ଯ ପାଇଁ ଓ ତୁମ୍ଭର ସମସ୍ତ ଘୃଣ୍ଯ ପ୍ରଥା ପାଇଁ ଦଣ୍ଡିତ କରିବା। ଯାହା ଫଳ ରେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ହିଁ ସଦାପ୍ରଭୁ।"

5. ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, " ଦେଖ, ଗୋଟିଏ ପ ରେ ଗୋଟିଏ ଅମଙ୍ଗଳ ଆସୁଅଛି।

6. ଅନ୍ତିମ କାଳ ଆସୁଅଛି, ୟବନିକା ଆସୁଅଛି। ଏହା ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେଉଅଛି। ଏହା ତା'ର ବାଟରେ ଆସୁଅଛି।

7. ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିୟାଇଛି। ସହେି ସମୟ ଆସୁଅଛି, ତୁମ୍ଭର ଶଷେ ବିଚାର ଦିନ ଅତି ନିକଟ। ସହେି ଦିନଟି ସନ୍ଦହରେ ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପ ରେ ଆନନ୍ଦ ଧ୍ବନିର ଦିନ ନୁହେଁ।

8. ବର୍ତ୍ତମାନ ଆମ୍ଭେ ଆପଣା କୋର୍ଧକୁ ତୁମ୍ଭ ଉପ ରେ ପ୍ରଯୋଗ କରିବା। ଯେପର୍ୟ୍ଯନ୍ତ ଏହା ପ୍ରାଧାନ୍ଯ ସେ ନ କରିଛୁ ଏବଂ ତୁମ୍ଭର କର୍ମାନୁସା ରେ ବିଚାର ନ କରିବୁ। ଆମ୍ଭେ ତୁମ୍ଭର ମନ୍ଦ କର୍ମ ଯୋଗୁ ତୁମ୍ଭକୁ ଦଣ୍ଡିତ କରିବା।

9. ଆମ୍ଭେ ତୁମ୍ଭକୁ କୌଣସି ଦୟା ଦଖାଇବୋ ନାହିଁ କି ତୁମ୍ଭକୁ ଅନୁକମ୍ପା କରିବା ନାହିଁ। ଆମ୍ଭେ ତୁମ୍ଭକୁ ତୁମ୍ଭର ମନ୍ଦ କର୍ମ ୟୋଗୁ ଓ ତୁମ୍ଭ ମଧିଅରେ ଥିବା ଘୃଣା ପ୍ରଥା ଯୋଗୁଁ ଦଣ୍ଡିତ କରିବା। ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ୟିଏ ତୁମ୍ଭକୁ ଆଘାତ କରିଛନ୍ତି।

10. " ଦେଖ, ସହେିଦିନ ଆସୁଅଛି। ତୁମ୍ଭର ଶଷେ ବିଚାରାଜ୍ଞା ନିର୍ଗତ ହେଲା, ୟଷ୍ଟି ଅଙ୍କୁରିତ ଓ ପୁଷ୍ପିତ ହେଉଅଛି। ଅହଙ୍କାର ଅଙ୍କୁରିତ ହାଇେଅଛି।

11. ଜଣେ ଉଗ୍ର ବ୍ଯକ୍ତି ଏକ ଦୁଷ୍ଟ ଆଶାବାଡ଼ି ରେ ପରିଣତ ହାଇେଅଛି, ସେ ସମାନଙ୍କେ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ଜନଗହଳି ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ବଂଶଧରମାନଙ୍କ ମଧ୍ଯରୁ ଜଣେ ନୁହେଁ, ସମାନଙ୍କେର ନେତାମାନଙ୍କ ମଧ୍ଯରୁ ଜଣେ ନୁହେଁ।

12. "ସମୟ ଆସିଅଛି, ସହେିଦିନ ନିକଟବର୍ତ୍ତୀ ହେଉଅଛି। କ୍ ରତାେ ଆନନ୍ଦ ନ କରୁ ଓ ବିକ୍ ରତାେ ଶାେକ ନ କରୁ। କାରଣ ଭୟଙ୍କର ଦଣ୍ଡ ଜନଗହଳି ମଧିଅରେ ଥିବା ପ୍ରେତ୍ୟକକଙ୍କ ଉପ ରେ ଆସିୟାଇଛି।

13. ବିକ୍ ରତାେ ବିକ୍ରଯ କରିଥିବା ସମ୍ପତ୍ତିରୁ, ସେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନଙ୍କେଠାରୁ ଫରେିପାଇବ ନାହିଁ। କାରଣ ଏହି ଦର୍ଶନ ସମସ୍ତ ଲୋକାରଣ୍ଯ ପାଇଁ ଉଦ୍ଦିଷ୍ଟ। ଏହା ବଦଳା ୟାଇପାରିବ ନାହିଁ। ସମାନଙ୍କେର ପାପ ସକାେଶ, କହେି ଆପଣା ଜୀବନକୁ ଧରି ରଖିବାକୁ ସକ୍ଷମ ହବେେ ନାହିଁ।

14. " ସମାନେେ ତୂରୀଗୁଡ଼ିକ ବଜାଇ ସମସ୍ତଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କରିବେ। କିନ୍ତୁ ୟୁଦ୍ଧକୁ କହେି ଯିବେ ନାହିଁ କାରଣ ଆମ୍ଭର କୋର୍ଧ ସମସ୍ତ ଜନଗହଳି ଉପ ରେ ଅଛି।

15. ବାହା ରେ ଶତ୍ରୁର ଖଡ୍ଗ ଓ ଭିତ ରେ ମହାମାରୀ ଓ ଦୁର୍ଭିକ୍ଷ ଅଛି। ଯେଉଁ ଲୋକ କ୍ଷେତ୍ରକୁ ୟିବ ସେ ଖଡ୍ଗ ରେ ମରିବ ଓ ଯେ ନଗର ମଧିଅରେ ରହିବ, ସେ ଦୁର୍ଭିକ୍ଷ ଓ ମହାମାରୀ ରେ ବିନାଶ ହବେ।

16. "କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।

17. ସମସ୍ତଙ୍କର ହସ୍ତ ଏତେ ଦୁର୍ବଳ ହବେ ଯେ, ତାହା ଉପରକୁ ଉତ୍ତାଳେିତ ହବେ ନାହିଁ। ଆଉ ମଧ୍ଯ ସମସ୍ତଙ୍କର ଅଶ୍ରୁ ଜଳପରି ତରଳ ହବେ।

18. ଏବଂ ସମାନେେ ଚଟବସ୍ତ୍ର ପରିଧାନ କରିବେ। ସମାନେେ ଭୟ ରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜା ରେ ଆଚ୍ଛାଦିତ ହବେ ଓ ଦୁଃଖର ଚିହ୍ନ ସ୍ବରୂପ ସମାନେେ ସମାନଙ୍କେର ମସ୍ତକ ଲଣ୍ଡିତ କରିବେ।

19. ସମାନେେ ନିଜ ନିଜର ରୂପାକୁ ଦାଣ୍ଡ ରେ ପକାଇ ଦବେେ ଓ ସମାନଙ୍କେର ସୁନା ଅଶୁଚି ବସ୍ତୁ ତୁଲ୍ଯ ହବେ। ସେ ସବୁ କିନ୍ତୁ ସମାନଙ୍କେୁ ସଦାପ୍ରଭୁ ଯେତବେେଳେ ତାଙ୍କର କୋରଧ ରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସମାନେେ ସମାନଙ୍କେର କ୍ଷୁଧାକୁ ସନ୍ତୁଷ୍ଟ କରିପାରିବେ ନାହିଁ। କିଅବା ସମାନଙ୍କେର ଉଦର ପୂର୍ଣ୍ଣ କରିପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସମାନଙ୍କେର କାରଣ ଥିଲା।

20. " ସହେି ଲୋକମାନେ ମନ୍ଦିରର ସୁନ୍ଦର ଅଳଙ୍କାର ରେ ଘୃଣ୍ଯ ମୂର୍ତ୍ତିମାନ ନିର୍ମାଣ କଲେ, ଯେଉଁଥିପାଇଁ ସମାନେେ ଗର୍ବ କରୁଥିଲେ ଏବଂ ସମାନେେ ସହେି ମୂର୍ତ୍ତିଗୁଡ଼ିକ ପରମେଶ୍ବରଙ୍କ ମନ୍ଦିର ରେ ରଖିଲେ। ତେଣୁ ଆମ୍ଭେ ସଗେୁଡ଼ିକ ସମାନଙ୍କେ ପାଇଁ କଳୁଷିତ ସାମଗ୍ରୀ ରେ ପରିଣତ କରିଦବୋ।

21. ତା'ପ ରେ ଆମ୍ଭେ ସହେି ମନ୍ଦିରରୁ ଲୁଣ୍ଠନ ସାମଗ୍ରୀ ରୂପେ ବିଦେଶୀମାନଙ୍କ ହସ୍ତ ରେ ଓ ଲୁଟ ଦ୍ରବ୍ଯରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତ ରେ ସମର୍ପଣ କରିବା ଓ ସମାନେେ ଏହାକୁ କଳୁଷିତ କରିବେ।

22. ଆଉ ଆମ୍ଭେ ସମାନଙ୍କେଠାରୁ ଆପଣା ମୁଖ ଫରୋଇବା। ସମାନେେ ଆମ୍ଭର ନିବୃତସ୍ଥାନ ଅପବିତ୍ର କରିବେ। ଆଉ ଡ଼କାଯତମାନେ ତାହା ମଧିଅରେ ପ୍ରବେଶ କରି ତାହା ଅପବିତ୍ର କରିବେ।

23. "ବନ୍ଦୀମାନଙ୍କ ପାଇଁ ଶିକୁଳି ପ୍ରସ୍ତୁତ କର। କାରଣ ରକ୍ତପାତରୂପ ଅପରାଧ ରେ ଦେଶ ପରିପୂର୍ଣ୍ଣ ଓ ଦୌରାତ୍ମ୍ଯ ରେ ନଗର ପରିପୂର୍ଣ୍ଣ ହବେ।

24. ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସମାନେେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ଯ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସମାନଙ୍କେର ପବିତ୍ର ପୂଜାସ୍ଥାନ କଳୁଷିତ ହବେ।

25. "ତୁମ୍ଭମାନେେ ବିନାଶ ପାଇଁ ଭୟଭୀତ ହବେ ଓ ତୁମ୍ଭମାନେେ ଶାନ୍ତି ଅନ୍ବଷେଣ କରିବ ମାତ୍ର କିଛି ପାଇବ ନାହିଁ।

26. ଗୋଟିଏ ବିପର୍ୟ୍ଯଯ ପ ରେ ଆଉ ଗୋଟିଏ ବିପର୍ୟ୍ଯଯ ଘଟିବ ଓ ଜନରବ ଉପ ରେ ଜନରବ ହବେ। ତେଣୁ ତୁମ୍ଭମାନେେ ଭବିଷ୍ଯଦବକ୍ତାର ନିକଟରୁ ଦର୍ଶନର ଚେଷ୍ଟା କରିବ। କିନ୍ତୁ ଯାଜକମାନଙ୍କର ଶିକ୍ଷା ଓ ପ୍ରାଚୀନ ଲୋକମାନଙ୍କର ଜ୍ଞାନ ଲୋପ ପାଇବ।

27. ତୁମ୍ଭମାନଙ୍କର ରାଜା ଶାେକ କରିବେ ଓ ନତେୃବର୍ଗ ଶାେକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହବେ। ଯେ ହତେୁ ଆମ୍ଭେ ସମାନଙ୍କେର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସମାନଙ୍କେ ପ୍ରତି ବ୍ଯବହାର କରିବା। ସମାନଙ୍କେର କର୍ମ ଅନୁସାରେ ସମାନଙ୍କେର ବିଚାର କରାୟିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ହୃଦଯଙ୍ଗମ କରିବେ।"

About ଯିହିଜିକଲ Chapter 7

Read ଯିହିଜିକଲ Chapter 7 online from the Holy Bible. This chapter is part of the Book of ଯିହିଜିକଲ in the Old Testament. Continue reading with the chapter navigation above or explore the complete book.

Book Information

Book: ଯିହିଜିକଲ
Chapter: 7
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଯିହିଜିକଲ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଯିହିଜିକଲ Chapter 7 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଯିହିଜିକଲ Chapter 7?

ଯିହିଜିକଲ Chapter 7 is part of the Book of ଯିହିଜିକଲ in the Holy Bible.

Can I read this chapter online?

Yes. You can read the complete ଯିହିଜିକଲ Chapter 7 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 2
  2. ଆଦି ପୁସ୍ତକ Chapter 1
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 21
  6. ଆଦି ପୁସ୍ତକ Chapter 12
  7. ଆଦି ପୁସ୍ତକ Chapter 11

Explore More from ଯିହିଜିକଲ

  1. ଯିହିଜିକଲ Chapter 13
  2. ଯିହିଜିକଲ Chapter 5
  3. ଯିହିଜିକଲ Chapter 23
  4. ଯିହିଜିକଲ Chapter 2
  5. ଯିହିଜିକଲ Chapter 25
  6. ଯିହିଜିକଲ Chapter 48
  7. ଯିହିଜିକଲ Chapter 22

Related Chapters & Readings

  1. ଗୀତସଂହିତା Chapter 126
  2. 1 ତୀମଥି Chapter 6
  3. ଲେବୀୟ ପୁସ୍ତକ Chapter 16
  4. ଗଣନା ପୁସ୍ତକ Chapter 13
  5. ଯାକୁବ Chapter 3
  6. ଯିଶାଇୟ Chapter 44
  7. ଗଣନା ପୁସ୍ତକ Chapter 31
Share Your Love

Leave a Reply

Your email address will not be published. Required fields are marked *