Read ଆଦି ପୁସ୍ତକ Chapter 14 Online
Read ଆଦି ପୁସ୍ତକ Chapter 14 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଆଦି ପୁସ୍ତକ and the Holy Bible online.
Choose a Chapter
ଆଦି ପୁସ୍ତକ 14
ଅଧ୍ୟାୟ 14
1. ଶିନିଯରର ଅମ୍ରାଫଲ୍ ରାଜା ଓ ଇଲ୍ଲାସରର ଅରିଯୋକ ରାଜା ଥିଲେ। କଦର୍ଲାଯୋମର ଇଲାମର ରାଜା ଥିଲେଓ ଗୋଯିମର ତିଦିଯଲର ରାଜା ଥିଲେ।
2. ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହ ମାରେର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋଯିମର ରାଜା ଶିମବରେ ଓ ବିଲାର, ସୋଯରର ରାଜାଙ୍କ ସହିତ ୟୁଦ୍ଧ କଲେ।
3. ଏହି ସମସ୍ତ ରାଜାମାନେ ସମାନଙ୍କେର ସୈନ୍ଯମାନଙ୍କୁ ସୀଦ୍ଦୀମ ଉପତ୍ୟକା ରେ ଉପସ୍ଥିତ କରାଇଲେ। ସହେି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର।
4. ଏହି ରାଜାମାନେ ବାରବର୍ଷ ପର୍ୟ୍ଯନ୍ତ କଦର୍ଲାଯୋମର ରାଜାଙ୍କର ବଶୀଭୂତ ରହି ତ୍ରଯୋଦଶ ବର୍ଷ ରେ ତାଙ୍କର ବିଦ୍ରୋହି ହାଇେଥିଲେ।
5. ଏହିପରି ଚତୁର୍ଦ୍ଦଶ ବର୍ଷ ରେ କଦର୍ଲାଯୋମର ରାଜା ଓ ୟୋଉଁ ରାଜାମାନେ ତାଙ୍କ ସହିତ ଥିଲେ ଆସି ଅସ୍ତରୋତ୍କର୍ଣ୍ଣଯିମ ରେ ରଫାଯୀମ ଲୋକମାନଙ୍କୁ ଏବଂ ହମ ରେ ସୁଷୀଯ ଲୋକମାନଙ୍କୁ ପରାସ୍ତ କଲେ। ଶାବିକିରିଯାଥଯିମ ରେ ଏମୀଯ ଲୋକମାନଙ୍କୁ ପରାସ୍ତ କଲେ।
6. ପ୍ରାନ୍ତର ନିକଟସ୍ଥ ଏଲ୍ପାରଣ ପର୍ୟ୍ଯନ୍ତ ସଯେୀର ପର୍ବତ ନିବାସୀ ହୋରୀଯ ଲୋକମାନଙ୍କୁ ଜଯ କଲେ।
7. ଏବାପରେ ରାଜା କଦର୍ଲାଯୋମର ସଠାରୁେ ଫରେି ଐଣ୍ମିସ୍ପଟ୍ ଅର୍ଥାତ କାଦେଶକୁ ୟାଇ ଅମାଲାକୀଯ ଲୋକମାନଙ୍କୁ ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇ ମାରେୀଯ ଲୋକମାନଙ୍କୁ ପରାସ୍ତ କଲେ।
8. ସହେି ସମୟରେ ସଦୋମର ରାଜା, ହ ମାରେର ରାଜା, ଅଦ୍ମାର ରାଜା, ସବୋଯିମର ରାଜା ଓ ବଲାର ଅର୍ଥାତ୍ ସୋଯ ରେ ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ଯଗଣ ଏକତ୍ରିତ ହେଲେ। ସମାନେେ ସୀଦ୍ଦୀମ ଉପତ୍ୟକାକୁ ୟୁଦ୍ଧ କରିବାକୁ ଗଲେ।
9. ସମାନେେ ଏଲମର ରାଜା କଦର୍ଲାଯୋମର ଓ ଗୋଯିମର ତିଦିଯଲର ରାଜା ଓ ଶିନିଯରର ଅମ୍ରାଫଲ୍ର ରାଜା ଓ ଇଲ୍ଲାସରର ରାଜା। ଏହି ଚ଼ାରି ଜଣ ରାଜା ପାଞ୍ଚଙ୍କ ବିରୁଦ୍ଧ ରେ।
10. ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।
11. ଏଥିପାଇଁ ସମାନେେ ସଦୋମ ଓ ହ ମାରୋର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ ଲୁଟିନଇେ ପଳାଇଗଲେ।
12. ଅବ୍ରାମର ଭାତୃ ପୁତ୍ର ଲୋଟ ସଦୋମ ରେ ବାସ କରୁଥିଲା ଏବଂ ଶତୃମାନେ ତାହାକୁ ବନ୍ଦୀ କଲେ। ଏବଂ ଶତୃଗଣ ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ନେଲେ।
13. ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।
14. ଯେତବେେଳେ ଅବ୍ରାମ ନିଜର ଜ୍ଞାତି ଧରା ହାଇେ ୟିବାର ସମାଚ଼ାର ଶୁଣିଲେ। ଅବ୍ରାମ ତା'ର ସମସ୍ତ ପରିବାରକୁ ଏକତ୍ରିତ କଲେ। ସଠାେରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତୃମାନଙ୍କ ପେଛ ପେଛ ଗୋଡ଼ଇେ ଗୋଡ଼ଇେ ଦାନ ନଗର ପର୍ୟ୍ଯନ୍ତ ଗଲେ।
15. ସହେି ରାତ୍ରି ରେ ସିଏ ଓ ତାଙ୍କର ସୈନ୍ଯମାନେ ସମସ୍ତେ ମିଶି ତାଙ୍କର ଶତୃମାନଙ୍କ ବିରୁଦ୍ଧ ରେ ଅତର୍କିତ ଆକ୍ରମଣ କଲେ। ସମାନେେ ତାଙ୍କୁ ପରାସ୍ତ କରି ତାଙ୍କୁ ଗୋଡ଼ଇେ ଗୋଡ଼ଇେ ଦମ୍ମସକରେ ଉତ୍ତର ସ୍ଥିତ ହାବୋ ପର୍ୟ୍ଯନ୍ତ ଗୋଡ଼ାଇଲେ।
16. ଏହାପରେ ସେ ତାଙ୍କର ଭାତୃ ପୁତ୍ର ଲୋଟ ତାଙ୍କର ସମ୍ପତ୍ତି ପୁଣି ସ୍ତ୍ରୀଗଣ ଏବଂ ସୈନ୍ଯଗଣଙ୍କୁ ବାହୁଡ଼ାଇ ଆଣିଲେ।
17. ତା'ପରେ ଅବ୍ରାମ କଦର୍ଲାଯୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜଯ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।
18. ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।
19. ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, "ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
20. ସର୍ବୋପରିସ୍ଥ ପରମେଶ୍ବର ଧନ୍ଯ ହୁଅନ୍ତୁ ୟିଏ ତୁମ୍ଭର ଶତୃଗଣଙ୍କୁ ତୁମ୍ଭ ହସ୍ତ ରେ ଦେଲେ।"
21. ଏହାପରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, "ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ ମାତ୍ର ମନୁଷ୍ଯସକଳ ଆମ୍ଭକୁ ଦିଅ।"
22. କିନ୍ତୁ ଅବ୍ରାମ ସଦୋମର ରାଜାଙ୍କୁ ଉତ୍ତର ଦଇେ କହିଲେ, "ମୁଁ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହସ୍ତ ଉଠାଇ କହିଅଛି ଯେ,
23. ମୁଁ ପ୍ରତିଜ୍ଞା କରିଛି ଯେ ମୁଁ ତୁମ୍ଭର କିଛି ରଖିବୀ ନାହିଁ। ଏପରିକି ତୁମ୍ଭ ପାଖ ରେ ଥିବା ସୂତା କିମ୍ବା ଜୋତାର ବନ୍ଧନୀ ମଧ୍ଯ ନବେି ନାହିଁ। ମୁଁ ତୁମ୍ଭକୁ କହିବାକୁ ଚା ହେଁ ନାହିଁ, 'ମୁଁ ଅବ୍ରାମଙ୍କୁ ଧନି କରିଛି।'
24. କବଳେ ମାରେ ୟୁବକମାନେ ଯାହା ଭୋଜନ କରି ଅଛନ୍ତି ତାହା ନବେି। ପୁଣି ମାହେର ଯେଉଁ ସହାୟକଗଣ ସଙ୍ଗ ରେ ୟାଇଥିଲେ ସମାନେେ ଅର୍ଥାତ୍ ଆନରେ ଇଷ୍କୋଲ ଓ ମମ୍ରି ଆପଣା ଆପଣା ପ୍ରାପ୍ଯ ଗ୍ରହଣ କରନ୍ତୁ।"
About ଆଦି ପୁସ୍ତକ Chapter 14
Read ଆଦି ପୁସ୍ତକ Chapter 14 online from the Holy Bible. This chapter is part of the Book of ଆଦି ପୁସ୍ତକ in the Old Testament. Continue reading with the chapter navigation above or explore the complete book.
Book Information
Book: ଆଦି ପୁସ୍ତକ
Chapter: 14
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଆଦି ପୁସ୍ତକ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଆଦି ପୁସ୍ତକ Chapter 14 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଆଦି ପୁସ୍ତକ Chapter 14?
ଆଦି ପୁସ୍ତକ Chapter 14 is part of the Book of ଆଦି ପୁସ୍ତକ in the Holy Bible.
Can I read this chapter online?
Yes. You can read the complete ଆଦି ପୁସ୍ତକ Chapter 14 online for free with easy chapter navigation.
More Chapters from ଆଦି ପୁସ୍ତକ
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 12
- ଆଦି ପୁସ୍ତକ Chapter 11
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
Explore More from ପୁରାତନ ନିୟମ
- ଯିଶାଇୟ Chapter 44
- ଯିଶାଇୟ Chapter 20
- ଗଣନା ପୁସ୍ତକ Chapter 7
- ଯିରିମିୟ Chapter 46
- ଯାତ୍ରା ପୁସ୍ତକ Chapter 9
- ଯାତ୍ରା ପୁସ୍ତକ Chapter 22
- ଗଣନା ପୁସ୍ତକ Chapter 23