Read ଯିରିମିୟ Chapter 38 Online
Read ଯିରିମିୟ Chapter 38 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.
Choose a Chapter
ଯିରିମିୟ 38
ଅଧ୍ୟାୟ 38
1. ଯିରିମିୟଙ୍କ ପ୍ରଚାରିତ ବାକ୍ଯ ମତ୍ତନର ପୁତ୍ର ଶଫଟିଯ, ପଶହୂର ପୁତ୍ର ଗଦଲିଯ, ଶଲେିମିଯର ପୁତ୍ର ୟିହଖଲ ଓ ମଲିଯର ପୁତ୍ର ପଶହୂର ଏବଂ ଅନ୍ୟ ସମସ୍ତ ଲେଖକ ଶୁଣିଲେ।
2. "ସଦାପ୍ରଭୁ ଏହି କଥା କହନ୍ତି, ' ଯେଉଁ ଲୋକ ଏହି ନଗର ରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବ। ମାତ୍ର ଯେଉଁ ଲୋକ ବାହାର ହାଇେ କଲଦୀଯମାନଙ୍କ ନିକଟକୁ ୟିବ ସେ ବଞ୍ଚିବ। ସମାନେେ ମୃତ୍ଯୁରୁ ବଞ୍ଚିବେ ଓ ରକ୍ଷା ପାଇବେ।'
3. ଆଉ ମଧ୍ଯ ସଦାପ୍ରଭୁ ଏହି କଥା କହନ୍ତି, 'ଏହି ନଗର ନିଶ୍ଚଯ ବାବିଲ ରାଜାଙ୍କ ସୈନ୍ଯ ହସ୍ତ ରେ ସମର୍ପିତ ହବେ ଓ ସମାନେେ ତାହାକୁ ଅଧିକାର କରିବେ।"
4. ତେଣୁ ସହେି ଅଧିପତିଗଣ ରାଜାଙ୍କୁ କହିଲେ, "ଆମ୍ଭମାନେେ ଅନୁ ରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ଯୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଚାହୁଁ ନାହିଁ, ବରଂ ସମାନଙ୍କେର ଅମଙ୍ଗଳ ଚାହୁଁଛି।"
5. ତେଣୁ ରାଜା ସିଦିକିଯ ସହେି ଅଧିପତିମାନଙ୍କୁ କହିଲେ, " ଦେଖ, ଯିରିମିୟ ବର୍ତ୍ତମାନ ତୁମ୍ଭମାନଙ୍କ ଅଧୀନ ରେ ଅଛି। ତୁମ୍ଭମାନେେ ତା' ବିରୁଦ୍ଧ ରେ ଯାହା କରିବ ମୁଁ ବାରଣ କରିବି ନାହିଁ।"
6. ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।
7. କିନ୍ତୁ ଯିରିମିୟ ଖଣା ରେ ପତିତ ହାଇେଥିବା କଥା ରାଜଗୃହସ୍ଥିତ ଏବଦମଲକେ ନାମକ ଜଣେ ନପୁସଂକ ଲୋକ ଶୁଣିଲା। ସହେି ସମୟରେ ରାଜା ସିଦିକିଯ ବିନ୍ଯାମୀନ ଫାଟକରେ ବସିଥିଲେ।
8. ଏବଦ-ମଲକେ ରାଜଗୃହରୁ ବାହାରି ରାଜାଙ୍କୁ କହିଲା, " ହେ ଆମ୍ଭର ମହାରାଜ ! ଏହି ଲୋକମାନେ ଯିରିମିୟ ଭବିଷ୍ଯଦବକ୍ତାଙ୍କ ପ୍ରତି ନିତାନ୍ତ ମନ୍ଦ ବ୍ଯବହାର କରିଅଛନ୍ତି। ସମାନେେ ତାହାଙ୍କୁ କୂପ ରେ ପକାଇ ଅଛନ୍ତି। ସେ ଯେଉଁଠା ରେ ଅଛନ୍ତି ଦୁର୍ଭିକ୍ଷ ସକାଶୁ ସଠାେ ରେ ମଲାପରି ଅଛନ୍ତି। କାରଣ ନଗର ରେ ଆଉ ରୋଟୀ ନାହିଁ।"
10. ତା'ପ ରେ ରାଜା ସିଦିକିଯ କୁଶୀଯ ଏବଦ-ମଲକେକୁ ଆଜ୍ଞା କଲା, "ତୁମ୍ଭେ ଏଠାରୁ ତିରିଶ ଜଣ ଲୋକ ଆପଣା ସଙ୍ଗ ରେ ନଇେ ଯିରିମିୟ ଭିବଷ୍ଯଦବକ୍ତା ମରିବା ପୂର୍ବରୁ ତାହାଙ୍କୁ କୂପରୁ ବାହାର କରି ଆଣ।"
11. ତହୁଁ ଏବଦ-ମଲକେ ଆପଣା ସଙ୍ଗେ ସହେି ଲୋକମାନଙ୍କୁ ନଇେ ରାଜଗୃହକୁ ଗଲା ଓ ସଠାେ ରେ ଭଣ୍ଡାର ଘରୁ କେତଗେୁଡ଼ିଏ ପୁରୁଣା ତ୍ଯକ୍ତ ବସ୍ତୁ ଓ ଚିରାକନା ନଲୋ। ଆଉ ରଜ୍ଜୁ ଦ୍ବାରା ସେସବୁ କୂପ ରେ ଯିରିମିୟଙ୍କୁ ଦଲୋ।
12. କୁଶୀଯ ଏବଦ-ମଲକେ ଯିରିମିୟଙ୍କୁ କହିଲା, "ତୁମ୍ଭେ ଏହି ଚିରାକନା ଓ ବ୍ଯକ୍ତି ବସ୍ତୁ ଆପଣା ବକ୍ଷ ମୂଳ ରେ ଦିଅ। ଆମ୍ଭମାନେେ ଯେତବେେଳେ ରଜ୍ଜୁ ରେ ତୁମ୍ଭକୁ ଉପରକୁ ଉଠାଇବୁ, ସେଥି ରେ ତୁମ୍ଭକୁ କଷ୍ଟ ହବେ ନାହିଁ।" ତେଣୁ ଯିରିମିୟ ସହେିପରି କଲେ।
13. ସହେି ଲୋକମାନେ ରଜ୍ଜୁ ସାହାୟ୍ଯ ରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
14. ତତ୍ପ ରେ ସିଦିକିଯ ରାଜା ଲୋକ ପଠାଇ ଭବିଷ୍ଯଦବକ୍ତା ଯିରିମିୟଙ୍କୁ ଅଣାଇଲେ। ସେ ସଦାପ୍ରଭୁଙ୍କୁ ମନ୍ଦିରର ତୃତୀୟ ପ୍ରବେଶ ଦ୍ବାର ଦଇେ ରାଜାଙ୍କ ନିକଟକୁ ଆସିଲେ। ଆଉ ରାଜା ଯିରିମିୟଙ୍କୁ କହିଲେ, "ମୁଁ ତୁମ୍ଭକୁ କିଛି ପ୍ରଶ୍ନ ପଚାରିବି, ତୁମ୍ଭେ କୌଣସି କଥା ଗୋପନ ନ ରଖି ସହ ସତ କହିବ।"
15. ତହୁଁ ଯିରିମିୟ ସିଦିକିଯଙ୍କୁ କହିଲେ, "ମୁଁ ଯଦି ଆପଣଙ୍କୁ ତାହା ଜଣାଇବି, ତବେେ ଆପଣ ମାେତେ ନିଶ୍ଚଯ ବଧ କରିବେ। ଆଉ ମୁଁ ଯବେେ ଆପଣଙ୍କୁ ପରାମର୍ଶ ଦବେି, ତବେେ ଆପଣ ମାେ କଥା ଶୁଣିବେ ନାହିଁ।"
16. ତହୁଁ ସଦିକିଯ ରାଜା ଗୋପନ ରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, "ଆମ୍ଭମାନଙ୍କର ଏହି ଜୀବାତ୍ମାର ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ନାମ ରେ ଶପଥ କରି କହୁଛି, ମୁଁ ତୁମ୍ଭକୁ ବଧ କରିବି ନାହିଁ କିଅବା ତୁମ୍ଭ ପ୍ରାଣନାଶକାରୀ ଏହି ଅଧିପତିମାନଙ୍କ ହସ୍ତ ରେ ସମର୍ପଣ କରିବି ନାହିଁ।"
17. ତା'ପ ରେ ଯିରିମିୟ ରାଜା ସିଦିକିଯଙ୍କୁ କହିଲେ, "ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ବୀକାର କରିବ, ତବେେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନି ରେ ଦଗ୍ଧ ହବେ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ।
18. ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ବୀକାର ନ କରିବ, ତବେେ ଏହି ନଗର କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହବେ ଓ ସମାନେେ ଅଗ୍ନି ରେ ଏହାକୁ ଦଗ୍ଧ କରିବେ। ଆଉ ତୁମ୍ଭେ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ।"
19. ମାତ୍ର ସିଦିକିଯ ରାଜା ଯିରିମିୟଙ୍କୁ କହିଲେ, " ଯେଉଁ ୟିହୁଦି ଲୋକମାନେ କଲଦୀଯମାନଙ୍କ ପକ୍ଷକୁ ୟାଇଅଛନ୍ତି, ସମାନଙ୍କେୁ ମୁଁ ଭୟ କରୁଛି। ସମାନେେ ହୁଏତ ମାେତେ ସମାନଙ୍କେ ହସ୍ତ ରେ ସମର୍ପଣ କରିବେ। ଆଉ ସମାନେେ ମାେତେ ଆଘାତ ଦବେେ।"
20. କିନ୍ତୁ ଯିରିମିୟ କହିଲେ, " ସମାନେେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ବିନଯ କରୁଛି, ମାେ ଦ୍ବାରା କଥିତ ସଦାପ୍ରଭୁଙ୍କର ବାକ୍ଯ ଆପଣ ମାନନ୍ତୁ। ତହିଁରେ ଆପଣଙ୍କର ମଙ୍ଗଳ ହବେ ଓ ଆପଣଙ୍କ ପ୍ରାଣ ରହିବ।
21. ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ଯ ନ ମାନି କଲଦୀଯମାନଙ୍କର ଅଧୀନତା ସ୍ବୀକାର ନ କରିବ, ତବେେ ସଦାପ୍ରଭୁ ମାେତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା।
22. ଦେଖନ୍ତୁ, ଯିହୁଦାର ରାଜଗୃହ ରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ,
23. "ପୁଣି ଲୋକମାନେ ତୁମ୍ଭ ସ୍ତ୍ରୀ ଓ ସନ୍ତାନମାନଙ୍କୁ ଆଣି କଲଦୀଯମାନଙ୍କୁ ଦବେେ। ଆଉ ତୁମ୍ଭେ ମଧ୍ଯ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ। ବାବିଲ ରାଜାର ହସ୍ତ ରେ ଧରାୟିବ। ଆଉ ସମାନେେ ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।"
24. ତା'ପ ରେ ସିଦିକିଯ ଯିରିମିୟଙ୍କୁ କହିଲେ, "ମାରେ ତୁମ୍ଭ ସହିତ କଥା ହବୋ କହେି ନ ଜାଣୁ। ତହିଁରେ ତୁମ୍ଭେ ମରିବ ନାହିଁ।
25. ଆଉ ମୁଁ ତୁମ୍ଭ ସହିତ କଥା ହାଇେଛି ବୋଲି ଯଦି ଅଧିପତିମାନେ ଜାଣନ୍ତି, ତବେେ ସମାନେେ ତୁମ୍ଭକୁ କହିବେ, 'ତୁମ୍ଭେ ରାଜାଙ୍କ ସହିତ ଯାହା ଆଲୋଚନା କରିଛ କିଛି ନ ଲୁଚାଇ ତାହା ଆମ୍ଭମାନଙ୍କୁ ଜଣାଅ, ଆଉ ରାଜା ତୁମ୍ଭକୁ କ'ଣ ସବୁ କହିଛନ୍ତି, ତାହା ଠିକ୍ ଭାବରେ ପ୍ରକାଶ କର। ତାହା ହେଲେ ଆମ୍ଭମାନେେ ତୁମ୍ଭକୁ ବଧ କରିବୁ ନାହିଁ।'
26. ସହେି ସମୟରେ ତୁମ୍ଭେ ସମାନଙ୍କେୁ କହିବ, ' ମାେତେ ଯୋନାଥନ ଗୃହକୁ ନ ପଠାଇବା ପାଇଁ ମୁଁ ରାଜାଙ୍କ ନିକଟରେ ଅନୁନଯ କଲି। ତା' ନ ହେଲେ ମୁଁ ସଠାେ ରେ ମରିୟିବି।"
27. ଏହାପ ରେ ଅଧିପତିଗଣ ଯିରିମିୟଙ୍କ ନିକଟକୁ ଆସିଲେ ଓ ତାଙ୍କୁ ପ୍ରଶ୍ନ କଲେ। ଆଉ ସେ କହିଲେ, ଯାହା ରାଜା ତାଙ୍କୁ କହିବା ପାଇଁ କହିଥିଲେ। ତହୁଁ ସମାନେେ ଯିରିମିୟଙ୍କୁ ପ୍ରଶ୍ନ ପଚାରିବା ବନ୍ଦ କଲେ। କାରଣ କହେି ଯିରିମିୟ ଓ ରାଜାଙ୍କର ବାର୍ତ୍ତାଳାପ ଛପି ଶୁଣିପାରିଲେ ନାହିଁ।
28. ତେଣୁ ୟିରୁଶାଲମ ଅଧିକୃତ ହବୋ ପର୍ୟ୍ଯନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
About ଯିରିମିୟ Chapter 38
Read ଯିରିମିୟ Chapter 38 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିରିମିୟ
Chapter: 38
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିରିମିୟ Chapter 38 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିରିମିୟ Chapter 38?
ଯିରିମିୟ Chapter 38 is part of the Book of ଯିରିମିୟ in the Holy Bible.
Can I read this chapter online?
Yes. You can read the complete ଯିରିମିୟ Chapter 38 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 3
- ଆଦି ପୁସ୍ତକ Chapter 38
Explore More from ଯିରିମିୟ
- ଯିରିମିୟ Chapter 8
- ଯିରିମିୟ Chapter 30
- ଯିରିମିୟ Chapter 7
- ଯିରିମିୟ Chapter 34
- ଯିରିମିୟ Chapter 46
- ଯିରିମିୟ Chapter 49
- ଯିରିମିୟ Chapter 28