ଗୀତସଂହିତା Chapter 5

For English

Read ଗୀତସଂହିତା Chapter 5 Online

Read ଗୀତସଂହିତା Chapter 5 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 5

ଅଧ୍ୟାୟ 5

1. ହେ ସଦାପ୍ରଭୁ ମାରେ କଥା ଶୁଣନ୍ତୁ। ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ'ଣ କରିବାକୁ ଚାହୁଁଛି।

2. ହେ ମାରେ ପରମେଶ୍ବର ଓ ରାଜା ମାରେ ପ୍ରାର୍ଥନା ଶୁଣ।

3. ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମାରେ ରବ ଶୁଣିବେ ଓ ତୁମ୍ଭ ଉଦ୍ଦେଶ୍ଯରେ ଆପଣା ପ୍ରାର୍ଥନା ସଜାଏ ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମାରେ ପ୍ରାର୍ଥନା ଶୁଣ।

4. ହେ ପରମେଶ୍ବର, ତୁମ୍ଭେ କବେେ ମନ୍ଦ କାର୍ୟ୍ଯ ପସନ୍ଦ କର ନାହିଁ। କାରଣ ମନ୍ଦ କାର୍ୟ୍ଯ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।

5. ଗର୍ବୀମାନେ କବେେ ତୁମ୍ଭ ନିକଟକୁ ଆସିପାରିବେ ନାହିଁ। ଯେଉଁମାନେ ମନ୍ଦ କାର୍ୟ୍ଯ କରନ୍ତି ତୁମ୍ଭେ ସମାନଙ୍କେୁ ଘୃଣା କର।

6. ଯେଉଁମାନେ ମିଥ୍ଯା କହନ୍ତି, ତୁମ୍ଭେ ସମାନଙ୍କେୁ ବିନାଶ କରିବ। ତୁମ୍ଭେ ସହେି ଲୋକମାନଙ୍କୁ ଘୃଣା କର ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନ ଷଡ଼ୟନ୍ତ୍ର କରନ୍ତି।

7. କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ୟୋଗୁ। ମୁଁ ନିଶ୍ଚଯ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି। ମୁଁ ନତମସ୍ତକରେ ତୁମ୍ଭର ସହେି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।

8. ହେ ସଦାପ୍ରଭୁ ମାେତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର। ଲୋକମାନେ ମାରେ ଦୁର୍ବଳତାକୁ ଚାହିଁ ବସିଛନ୍ତି। ତଣେୁ ମାେତେ ଉଚିତ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ। ମାରେ ପଥକୁ ସରଳ କର।

9. ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।

10. ହେ ପରମେଶ୍ବର ସମାନଙ୍କେୁ ଶାସ୍ତି ଦିଅ। ସମାନେେ ବାନ୍ଧିଥିବା ଫାଶରେ ସମାନଙ୍କେୁ ପକାଇ ଦିଅ। ସମାନେେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତଣେୁ ସମାନଙ୍କେର ଅନକେ ଅପରାଧ ପାଇଁ ସମାନଙ୍କେୁ ଶାସ୍ତି ବିଧାନ କର।

11. କିନ୍ତୁ ଯେଉଁମାନେ ପରମେଶ୍ବରଙ୍କ ଉପରେ ବିଶ୍ବାସ ରଖନ୍ତି, ସମାନେେ ସୁଖରେ ରୁହନ୍ତି ଏବଂ ସମାନେେ ଚିରଦିନ ପାଇଁ ସୁଖରେ ରୁହନ୍ତି। ପରମେଶ୍ବର ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସମାନଙ୍କେୁ ଅଧିକ ଶକ୍ତି ପ୍ରଦାନ କର।

12. ହେ ସଦାପ୍ରଭୁ ଯେତବେେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର, ତୁମ୍ଭେ ସମାନଙ୍କେୁ ବିରାଟ ଢ଼ାଲ ସଦୃଶ ସମସ୍ତ କୁକାର୍ୟ୍ଯରୁ ରକ୍ଷା କର।

About ଗୀତସଂହିତା Chapter 5

Read ଗୀତସଂହିତା Chapter 5 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 5
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 5 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 5?

ଗୀତସଂହିତା Chapter 5 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 5 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 13
  3. ଗୀତସଂହିତା Chapter 98
  4. ଗୀତସଂହିତା Chapter 68
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 129
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଦିତୀୟ ରାଜାବଳୀ Chapter 25
  2. ଗୀତସଂହିତା Chapter 101
  3. ଆୟୁବ Chapter 39
  4. ପ୍ରଥମ ରାଜାବଳୀ Chapter 4
  5. ଯିଶାଇୟ Chapter 61
  6. ଯିଶାଇୟ Chapter 20
  7. ଯିହିଜିକଲ Chapter 7

Related Chapters & Readings

  1. 2 କରିନ୍ଥୀୟ Chapter 8
  2. ଲୂକ Chapter 3
  3. ଯୋହନ Chapter 20
  4. ମୀଖା Chapter 5
  5. ଉପଦେଶକ Chapter 4
  6. ଗୀତସଂହିତା Chapter 94
  7. ଆଦି ପୁସ୍ତକ Chapter 20
Share Your Love

Leave a Reply

Your email address will not be published. Required fields are marked *