ଗୀତସଂହିତା Chapter 101

For English

Read ଗୀତସଂହିତା Chapter 101 Online

Read ଗୀତସଂହିତା Chapter 101 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 101

ଅଧ୍ୟାୟ 101

1. ମୁଁ ବିଶ୍ବସ୍ତତା ଓ ସ୍ବଚ୍ଛତାର ବିଷଯରେ ଗାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।

2. ମୁଁ ଯତ୍ନଶୀଳ ହାଇେ ସିଦ୍ଧ ପଥରେ ଜୀବନୟାପନ କରିବି। ହେ ସଦାପ୍ରଭୁ, କବେେ ତୁମ୍ଭେ ମାେ ନିକଟକୁ ଆସିବ। ମୁଁ ମାେ ରାଜ ପ୍ରାସାଦରେ ଧାର୍ମିକତା ଜୀବନୟାପନ କରିବି।

3. ମୁଁ ମାରେ ସମ୍ମୁଖରେ କୌଣସି ମୂଲ୍ଯହୀନ ମୂର୍ତ୍ତି ସ୍ଥାପନ କରିବି ନାହିଁ। ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।

4. ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି, ମୁଁ ମନ୍ଦକାର୍ୟ୍ଯରୁ ଦୂରଇେ ରହିବି।

5. ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ ମୁଁ ତାକୁ ଧ୍ବଂସ କରିଦବେି। ମୁଁ ଲୋକମାନଙ୍କୁ ଗର୍ବୀ ହବୋକୁ ଦବେି ନାହିଁ। ସମାନେେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦବେି ନାହିଁ।

6. ସମଗ୍ର ଦେଶରେ ସହେି ବିଶ୍ବସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାୟାଇପାରିବ, ୟାହା ଫଳରେ ସମାନେେ ମାେ ପାଇଁ ମାରେ ରାଜପ୍ରାସାଦ କାମ କରିପାରିବେ। କବଳେ ଶୁଦ୍ଧ ପଥରେ ଜୀବନୟାପନ କରୁଥିବା ଲୋକମାନେ ହିଁ ମାରେ ସବେକ ହାଇପୋରିବେ।

7. ଯେଉଁମାନେ ମିଥ୍ଯା କହନ୍ତି, ସମାନେେ ମାରେ ଏହି ରାଜପ୍ରାସାଦରେ ବାସ କରିପାରିବେ ନାହିଁ। ମିଥ୍ଯାବାଦୀମାନଙ୍କୁ ମାେ ନିକଟତର ହବୋ ପାଇଁ ଦବେି ନାହିଁ।

8. ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦବେି, ପ୍ରେତ୍ୟକକ ଦିନ ମୁଁ ଅଧର୍ମାଚାରୀ ଲୋକମାନଙ୍କୁ ବିନାଶ କରିବି।

About ଗୀତସଂହିତା Chapter 101

Read ଗୀତସଂହିତା Chapter 101 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 101
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 101 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 101?

ଗୀତସଂହିତା Chapter 101 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 101 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 106
  5. ଗୀତସଂହିତା Chapter 13
  6. ଗୀତସଂହିତା Chapter 129
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଯାତ୍ରା ପୁସ୍ତକ Chapter 22
  2. ଯିଖରିୟ Chapter 10
  3. ଯିଶାଇୟ Chapter 31
  4. ବିଚାରକର୍ତ୍ତା Chapter 3
  5. ଗୀତସଂହିତା Chapter 61
  6. ଯିରିମିୟ Chapter 18
  7. ପ୍ରଥମ ବଂଶାବଳୀ Chapter 13

Related Chapters & Readings

  1. ଦ୍ୱିତୀୟ ବିବରଣ Chapter 34
  2. ପ୍ରଥମ ବଂଶାବଳୀ Chapter 7
  3. ବିଚାରକର୍ତ୍ତା Chapter 5
  4. ଗୀତସଂହିତା Chapter 92
  5. ଯାତ୍ରା ପୁସ୍ତକ Chapter 32
  6. ପ୍ରେରିତ Chapter 12
  7. ଦ୍ୱିତୀୟ ବିବରଣ Chapter 6
Share Your Love

Leave a Reply

Your email address will not be published. Required fields are marked *