ଗୀତସଂହିତା Chapter 141

For English

Read ଗୀତସଂହିତା Chapter 141 Online

Read ଗୀତସଂହିତା Chapter 141 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 141

ଅଧ୍ୟାୟ 141

1. ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। ଯେତବେେଳେ ମୁଁ ଡ଼ାକୁଛି ସେତବେେଳେ ତୁମ୍ଭେ ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର। ୟଥା ଶୀଘ୍ର ମାେତେ ସାହାୟ୍ଯ କର।

2. ସଦାପ୍ରଭୁ ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମାରେ ପ୍ରାର୍ଥନାକୁ ଗ୍ରହଣ କର। ସନ୍ଧ୍ଯା ବଳରେ ଉତ୍ସର୍ଗ କରି ମୁଁ ମାରେ ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।

3. ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମାେତେ ସାହାୟ୍ଯ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମାେତେ ରକ୍ଷା କର।

4. ମାେତେ ମନ୍ଦକାର୍ୟ୍ଯ କରିବାର ଇଚ୍ଛା ଦିଅ ନାହିଁ। ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦ କାର୍ୟ୍ଯରେ ମାେତେ ମିଶିବା ପାଇଁ ବନ୍ଦ କର। ଏପରି ସମାନଙ୍କେର ଭୋଜିଠାରୁ ଦୂରରେ ରହିବାକୁ ମାେତେ ସାହାୟ୍ଯ କର।

5. ଗୋଟିଏ ଧାର୍ମିକ ଲୋକ ମାେତେ ସୁଧାରି ପାରେ। ତାହା ତାଙ୍କ ପ୍ରତି ବହୁତ ଦୟା ହବେ। ୟଦି ସେ ମାେତେ ସମାଲୋଚନା କରେ, ମୁଁ ଏହା ହାର୍ଦ୍ଦିକ ସ୍ବାଗତ ଭଳି ଗ୍ରହଣ କରିବି। କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।

6. ସମାନଙ୍କେର ନ୍ଯାଯଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ। ତବେେ ଲୋକମାନେ ଜାଣିବେ ୟେ, ମୁଁ ସତ୍ଯ କହିଅଛି।

7. ଚାଷୀମାନେ ଭୂମିରେ ହଳ କରିଥିବା ପଥରପରି, ଠିକ୍ ସହେିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିୟିବ।

8. ସଦାପ୍ରଭୁ, ମାରେ ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଚାହୁଁ ଅଛି। ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଚାହିଁଅଛି। ତଣେୁ ମାେତେ ମୃତ୍ଯୁବରଣ କରିବାକୁ ଦିଅ ନାହିଁ।

9. ମନ୍ଦ ଲୋକମାନେ ମାେ ପାଇଁ ଫାଶ ବସାନ୍ତି। ସମାନଙ୍କେର ଫାଶରେ ମାେତେ ପଡ଼ିବା ପାଇଁ ଦିଅ ନାହିଁ।

10. ଦୁଷ୍ଟମାନେ ନିଜନିଜ ଜାଲରେ ପଡ଼ନ୍ତୁ। ସହେି ଅବସରରେ ମୁଁ ରକ୍ଷା ପାଏ।

About ଗୀତସଂହିତା Chapter 141

Read ଗୀତସଂହିତା Chapter 141 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 141
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 141 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 141?

ଗୀତସଂହିତା Chapter 141 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 141 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଦ୍ୱିତୀୟ ବିବରଣ Chapter 32
  2. ଗୀତସଂହିତା Chapter 31
  3. ଯିରିମିୟ Chapter 37
  4. ନିହିମିୟା Chapter 11
  5. ଗୀତସଂହିତା Chapter 67
  6. ନିହିମିୟା Chapter 6
  7. ଦିତୀୟ ବଂଶାବଳୀ Chapter 33

Related Chapters & Readings

  1. ମାଥିଉ Chapter 13
  2. ଯିହିଜିକଲ Chapter 11
  3. ଯାତ୍ରା ପୁସ୍ତକ Chapter 30
  4. ହଗୟ Chapter 1
  5. ଗୀତସଂହିତା Chapter 123
  6. ଯିରିମିୟ Chapter 48
  7. ଆଦି ପୁସ୍ତକ Chapter 49
Share Your Love

Leave a Reply

Your email address will not be published. Required fields are marked *