Read ଯିରିମିୟ Chapter 37 Online
Read ଯିରିମିୟ Chapter 37 online from the Holy Bible. This chapter is part of the Book of ଯିରିମିୟ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଯିରିମିୟ and the Holy Bible online.
Choose a Chapter
ଯିରିମିୟ 37
ଅଧ୍ୟାୟ 37
1. ଅନନ୍ତର ଯିହାୟୋଦାରକୀମର ପୁତ୍ର କୀଯର ପଦ ରେ ଯୋଶିୟଯର ପୁତ୍ର ସିଦିକିଯ ରାଜା ହାଇେ ରାଜତ୍ବ କଲା। ବାବିଲର ରାଜା ନବୂଖଦନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।
2. ମାତ୍ର ରାଜା ସିଦିକିଯ କିଅବା ତାହାର ଦାସମାନେ କିଅବା ତାହାର ଦେଶବାସୀ ଯିରିମିୟ ଭବିଷ୍ଯଦବକ୍ତା ପ୍ରଚାରିତ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଧ୍ଯାନ ଦେଲେ ନାହିଁ।
3. ପୁଣି ସିଦିକିଯ ରାଜା ଶଲେିମିଯର ପୁତ୍ର ୟିହୁଖଲକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ଯିରିମିୟ ଭବିଷ୍ଯଦବକ୍ତା ନିକଟକୁ ଏକ ବାର୍ତ୍ତା ଦଇେ ପଠାଇଲେ। ସମାନେେ ଯିରିମିୟଙ୍କୁ ବିନଯ କରି କହିଲେ, "ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।"
4. ସେତବେେଳେ ଯିରିମିୟ କାରାଗାର ରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସା ରେ ସ୍ବାଧୀନ ଭାବରେ ୟାତାଯତ କରୁଥିଲେ।
5. ଆଉ ମଧ୍ଯ ସହେି ସମୟରେ ଫାରୋର ସୈନ୍ଯ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ୟିରୁଶାଲମ ଦଖଲ କରିଥିବା କଲଦୀଯମାନେ ଏ ସମ୍ବାଦ ଶୁଣି ୟିରୁଶାଲମରୁ ଚାଲିଗଲେ।
6. ସେତବେେଳେ ଭବିଷ୍ଯଦବକ୍ତା ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
7. "ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ହେ ୟିହୁଖଲ ଓ ସଫନିଯ, ଯିହୁଦାର ରାଜା ସିଦିକିଯ ଆମ୍ଭକୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭମାନେେ ତାଙ୍କୁ ୟାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାୟ୍ଯ ପାଇଁ ଫାରୋର ଯେଉଁ ସୈନ୍ଯମାନେ ଆସିଛନ୍ତି, ସମାନେେ ନିଜ ଦେଶ ମିଶରକୁ ଫରେିଯିବେ।
8. ପୁଣି କଲଦୀଯମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧ ରେ ୟୁଦ୍ଧ କରିବେ ଓ ସମାନେେ ତାହାକୁ ଅଧିକାର କରି ଅଗ୍ନି ରେ ଦଗ୍ଧ କରିବେ।'
9. ସଦାପ୍ରଭୁ ଏହି କଥା କହନ୍ତି, 'କଲଦୀଯମାନେ ନିଶ୍ଚଯ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭମାନେେ ଏହି କଥା କହି ନିଜକୁ ଭୁଲାଅ ନାହିଁ। "ବାବିଲର ସୈନ୍ଯ ନିଶ୍ଚଯ ଆମ୍ଭ ସହିତ ରହିବେ।" କାରଣ ସମାନେେ ଯିବେ ନାହିଁ।
10. ହେ ୟିରୁଶାଲମ ନିବାସୀ, ତୁମ୍ଭମାନେେ କଲଦୀଯର ସମୁଦାଯ ସୈନ୍ଯଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ଯମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।"
11. ଯେତବେେଳେ କଲଦୀଯମାନେ ଫାରୋର ସୈନ୍ଯମାନଙ୍କ ଭୟ ରେ ୟିରୁଶାଲମରୁ ଚାଲି ୟାଇଥିଲେ,
12. ସେ ସମୟରେ ଯିରିମିୟ ଆପଣା ଲୋକମାନଙ୍କଠାରୁ ଆପଣାର ପ୍ରାପ୍ଯ ଅଂଶ ପାଇବା ପାଇଁ ବିନ୍ଯାମୀନ ପ୍ରଦେଶକୁ ୟିବା ନିମନ୍ତେ ୟିରୁଶାଲମରୁ ବାହାରିଲେ।
13. କିନ୍ତୁ ଯେତବେେଳେ ଯିରିମିୟ ବିନ୍ଯାମୀନ ପ୍ରଦେଶର ନଗର ଦ୍ବାର ରେ ପହନ୍ଚିଲେ, ସେତବେେଳେ ପ୍ରହରୀଗଣଙ୍କ ଅଧ୍ଯକ୍ଷ, ହନାନିଯର ପୌତ୍ର, ଶଲେିମିଯର ପୁତ୍ର, ୟିରିଯ ତାଙ୍କୁ ବନ୍ଦୀ କରି କହିଲା, "ତୁମ୍ଭେ ଆମ୍ଭମାନଙ୍କୁ ପରିତ୍ଯାଗ କରି କଲଦୀଯମାନଙ୍କ ପକ୍ଷ ନଇେଅଛ।"
14. ସେତବେେଳେ ଯିରିମିୟ କହିଲେ, "ଏହା ମିଥ୍ଯା କଥା, ମୁଁ କଲଦୀଯମାନଙ୍କ ପକ୍ଷକୁ ଯାଉ ନାହିଁ।" ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନଇଗେଲା।
15. ଆଉ ସହେି ଅଧିପତିମାନେ ଯିରିମିୟଙ୍କ ଉପ ରେ ଅତ୍ଯନ୍ତ କ୍ ରୋଧାନ୍ବିତ ହାଇେ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାର ରେ ରଖିଲେ। କାରଣ ସମାନେେ ଯୋନାଥନ୍ ଗୃହକୁ କାରାଗାର ରେ ପରିଣତ କରିଥିଲେ।
16. ସହେି ଲୋକମାନଙ୍କ ଦ୍ବାରା ଯିରିମିୟ ଗଣାକାର କଠାେରୀ ରେ ବନ୍ଦୀ ହେଲେ ଓ କ୍ଷୁଦ୍ର କଠାେରୀ ରେ ଅନକେ ଦିନ ରହିଲେ।
17. ତାହାପ ରେ ସିଦିକିଯ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହ ରେ ଗୋପନ ରେ ତାଙ୍କୁ ପଚାରିଲେ, "ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ଯ ଆସିଅଛି କି ?"
18. ଆଉ ଯିରିମିୟ ସିଦିକିଯ ରାଜାଙ୍କୁ କହିଲେ, "ଆପଣଙ୍କ ବିରୁଦ୍ଧ ରେ, ଆପଣଙ୍କ ଦାସଗଣ ବିରୁଦ୍ଧ ରେ ଅବା ଏହି ଲୋକମାନଙ୍କ ବିରୁଦ୍ଧ ରେ ମୁଁ କି ପାପ କରିଅଛି ଯେ ଆପଣମାନେ ମାେତେ କାରାଗାର ରେ ରଖିଅଛନ୍ତି ?
19. ଆପଣମାନେ ଯେଉଁ ଭବିଷ୍ଯଦବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି କହିଲେ, 'ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧ ରେ ଓ ଏହି ଦେଶ ବିରୁଦ୍ଧ ରେ ଆସିବେ ନାହିଁ, ସମାନେେ ଏବେ କାହାଁନ୍ତି ?'
20. କିନ୍ତୁ ବର୍ତ୍ତମାନ ହେ ମାରେ ପ୍ରଭୁ, ମହାରାଜ, ମାରେ ଅନୁ ରୋଧ ରକ୍ଷାକରି ମାରେ କଥା ଶ୍ରବଣ କରନ୍ତୁ, ଆପଣ ୟୋନାଥନ୍ ଲେଖକର ଗୃହକୁ ମାେତେ ପୁନର୍ବାର ପଠାନ୍ତୁ ନାହିଁ। ତାହା ହେଲେ ସଠାେ ରେ ମୁଁ ମରିୟିବି। ମୁଁ ନିବଦନେ କରୁଛି, ମାରେ ଏହି ଅନୁରୋଧ ଆପଣଙ୍କ ଛାମୁ ରେ ଗ୍ରାହ୍ଯ ହେଉ।"
21. ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
About ଯିରିମିୟ Chapter 37
Read ଯିରିମିୟ Chapter 37 online from the Holy Bible. This chapter is part of the Book of ଯିରିମିୟ in the Old Testament. Continue reading with the chapter navigation above or explore the complete book.
Book Information
Book: ଯିରିମିୟ
Chapter: 37
Testament: Old Testament
How to Read this Chapter
Use the Previous and Next Chapter buttons to continue reading ଯିରିମିୟ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ଯିରିମିୟ Chapter 37 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ଯିରିମିୟ Chapter 37?
ଯିରିମିୟ Chapter 37 is part of the Book of ଯିରିମିୟ in the Holy Bible.
Can I read this chapter online?
Yes. You can read the complete ଯିରିମିୟ Chapter 37 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 26
- ଆଦି ପୁସ୍ତକ Chapter 7
- ଆଦି ପୁସ୍ତକ Chapter 4
Explore More from ଯିରିମିୟ
- ଯିରିମିୟ Chapter 26
- ଯିରିମିୟ Chapter 35
- ଯିରିମିୟ Chapter 4
- ଯିରିମିୟ Chapter 12
- ଯିରିମିୟ Chapter 43
- ଯିରିମିୟ Chapter 30
- ଯିରିମିୟ Chapter 50