ନିହିମିୟା Chapter 6

For English

Read ନିହିମିୟା Chapter 6 Online

Read ନିହିମିୟା Chapter 6 online from the Holy Bible. This chapter is part of the Book of ନିହିମିୟା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ନିହିମିୟା and the Holy Bible online.

Choose a Chapter

ନିହିମିୟା 6

ଅଧ୍ୟାୟ 6

1. ଏହାପରେ ସନ୍ବଲ୍ଲଟ୍, ଟୋବିୟ, ଆରବୀଯ ଗେଶମ ଓ ଆମ୍ଭମାନଙ୍କ ଶତୃମାନେ ଶୁଣିଲେ ଯେ, ମୁଁ ପ୍ରାଚୀର ନିର୍ମାଣ କରି ସାରିଛି। ପ୍ରାଚୀର ରେ ଆଉ ଗର୍ତ୍ତ ନ ଥିଲା, ମାତ୍ର କବାଟସବୁ ଫାଟକରେ ଲାଗି ନାହିଁ।

2. ସେତବେେଳେ ସନ୍ବଲ୍ଲଟ ଓ ଗେଶମ ମାେ ନିକଟକୁ ଲୋକ ପଠାଇ କହିଲେ, "ଆସ ଆମ୍ଭମାନେେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମ ରେ ସାକ୍ଷାତ କରିବା।" ମାତ୍ର ସମାନେେ ମାରେ ହିଂସା କରିବାକୁ ବିଗ୍ଭର କରିଥିଲେ।

3. ଏଥି ରେ ମୁଁ ସମାନଙ୍କେ ନିକଟକୁ ଦୂତଗଣ ପଠାଇ କହିଲି, "ମୁଁ ଏକ ଗୁରୁତ୍ବପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସହେି କାର୍ୟ୍ଯ ବନ୍ଦ କରିପାରିବି ନାହିଁ।"

4. ସମାନେେ ସହେି ସମବାର୍ତ୍ତା ମାେ ପାଖକୁ ଗ୍ଭରିଥର ପଠାଇଲେ। ମୁଁ ସମାନଙ୍କେୁ ସହେି ପ୍ରକାର ଉତ୍ତର ଦଲେି।

5. ଏହାପରେ ସନ୍ବଲ୍ଲଟ୍ ଆପଣା ଦାସ ହାତ ରେ ଖଣ୍ଡେ ଚିଠିଦଇେ ପଞ୍ଚମ ଥର ସହେି ସମବାର୍ତ୍ତା ପଠାଇଲା।

6. ସେଥି ରେ ଏହିପରି ଲଖାେ ୟାଇଥିଲା, " ଗୋଷ୍ଠୀଯମାନଙ୍କ ମଧିଅରେ ଏହି ଜନରବ ହାଇେଅଛି। ମଧ୍ଯ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ୟିହୁଦୀଯମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସମାନଙ୍କେର ରାଜା ହବୋକୁ ଇଚ୍ଛା କରୁଅଛ।

7. 'ଯିହୁଦା ରେ ଏକ ରାଜା ଅଛନ୍ତି!' ବୋଲି ଆପଣା ବିଷଯ ୟିରୁଶାଲମ ରେ ଘାଷେଣା କରିବା ପାଇଁ ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କୁ ନିୟୁକ୍ତି କରିଅଛ।

8. ତେଣୁ ମୁଁ ତାହା ନିକଟକୁ କହି ପଠାଇଲି, "ତୁମ୍ଭେ ଯାହା କରୁଅଛ, ସପରେି କୌଣସି କାର୍ୟ୍ଯ କରାଯାଉ ନାହିଁ, ତୁମ୍ଭେ କବଳେ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।"

9. ଏହି ଚିନ୍ତାକରି ସମାନେେ ଆମ୍ଭକୁ ଭୟଭୀତ କଲେ, ସମାନଙ୍କେ ହସ୍ତ ଦୁର୍ବଳ ହବେ ଓ "ପ୍ରାଚୀର କାର୍ୟ୍ଯ ଶଷେ ହବେ ନାହିଁ।"

10. ଦିନେ ମୁଁ ମ ହଟେବଲରେ ପୁତ୍ର ଦଲାଯ, ଦଲାଯର ପୁତ୍ର ଶମଯିଯ ନିକଟକୁ ଗଲି। ମାତ୍ର ତାକୁ ତା'ର ଗୃହ ରେ ବନ୍ଦ କରାୟାଇ ଥିଲା। ମୁଁ ତାହା ଗୃହକୁ ଗଲି ସେ କହିଲା,

11. କିନ୍ତୁ ଶମଯିଯଙ୍କୁ କହିଲି, "ମାେ ପରି ଲୋକ କ'ଣ ଦୌଡି ପଳାଇବ? ମାେ ପରି ଲୋକ ପ୍ରାଣ ବଞ୍ଚାଇବ ପାଇଁ ଯେ ମନ୍ଦିର ଭିତରକୁ ୟିବା ଉଚିତ୍ କି? ତେଣୁ ମୁଁ ପବିତ୍ର ମନ୍ଦିର ଭିତରକୁ ୟିବି ନାହିଁ।"

12. ମାତ୍ର ମୁଁ ଜାଣିଲି ଶମଯିଯଙ୍କୁ ପରମେଶ୍ବର ପଠାଇ ନ ଥିଲେ। ତଥାପି ସେ ମାେ' ପ୍ରତି କୂଳ ରେ ଏହି ଭବିଷ୍ଯଦ୍ବାକ୍ଯ ପ୍ରଗ୍ଭର କଲା। ଆଉ ଟୋବିୟ ଓ ସନ୍ବଲ୍ଲଟ କାହାକୁ ବତନେ ଦଇେଥିଲ।

13. ଏହି ଉଦ୍ଦେଶ୍ଯ ପାଇଁ ତାକୁ ଭଡା ରେ ଅଣା ୟାଇଥିଲା, ଯାହା ଫଳ ରେ ମୁଁ ଭୟ ରେ ଏହା କରି ପାପ କରିବି ଏବଂ ତାପରେ ସମାନେେ ମାରେ ନାମକୁ ଦୁର୍ନାମ କରିବା ପାଇଁ ଓ ପରିହାସ କରିବା ପାଇଁ କାରଣ ପାଇବେ।

14. ହେ ପରମେଶ୍ବର, ଟୋବିୟ ଓ ସନ୍ବଲ୍ଲଟର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ଯଦ୍ବକ୍ତା ନୋଯଦିଯା ସହିତ ଅନ୍ୟ ଯାଜକମାନେ ମାେତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ।

15. ତେଣୁ 52 ଦିନ ମଧିଅରେ ଇଲୂଲ୍ ମାସର ପଞ୍ଚବିଂଶ ଦିନ ରେ ପ୍ରାଚୀର ସମାପ୍ତ ହେଲା।

16. ପୁଣି ଆମ୍ଭମାନଙ୍କର ଶତୃ ସମସ୍ତେ ଓ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀଯ ସମସ୍ତେ ଏହା ଶୁଣି ଭୟ କଲେ ଓ ସମାନଙ୍କେର ବିଶ୍ବାସ ହରାଇଲେ। କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାହାୟ୍ଯ ରେ ହେଲା, ଏହା ସମାନେେ ବୁଝିଲେ।

17. ଆହୁରି ସହେି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନକେ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସମାନଙ୍କେ ନିକଟକୁ ଆସିଲା।

18. କାରଣ ସେ ଆରାଃର ପୁତ୍ର ଶଖନିଯର ଜ୍ବାଇଁ ହବୋରୁ ଓ ତାହାର ପୁତ୍ର ଯିହାହୋନନ୍ ବରେିଖିଯର ପୁତ୍ର ମଶୁଲ୍ଲମର କନ୍ଯାକୁ ବିବାହ କରିଥିବାରୁ ଯିହୁଦାର ଅନକେ ଲୋକ ତା ନିକଟରେ ଶପଥ କରିଥିଲେ।

19. ସମାନେେ ମାେତେ ତା'ର ଉତ୍ତମ କାର୍ୟ୍ଯ ବିଷଯ ରେ କହିଲେ ଓ ମାେ କଥା ତାଙ୍କୁ ସବୁ ଜଣାଇଲେ। ଆଉ ମାେତେ ଭୟଗ୍ରସ୍ଥ କରିବା ପାଇଁ ଟୋବିୟ ନାନାପତ୍ର ପଠାଇଲା।

About ନିହିମିୟା Chapter 6

Read ନିହିମିୟା Chapter 6 online from the Holy Bible. This chapter is part of the Book of ନିହିମିୟା in the Old Testament. Continue reading with the chapter navigation above or explore the complete book.

Book Information

Book: ନିହିମିୟା
Chapter: 6
Testament: Old Testament

How to Read this Chapter

Use the Previous and Next Chapter buttons to continue reading ନିହିମିୟା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ନିହିମିୟା Chapter 6 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ନିହିମିୟା Chapter 6?

ନିହିମିୟା Chapter 6 is part of the Book of ନିହିମିୟା in the Holy Bible.

Can I read this chapter online?

Yes. You can read the complete ନିହିମିୟା Chapter 6 online for free with easy chapter navigation.

More Chapters from ନିହିମିୟା

  1. ନିହିମିୟା Chapter 5
  2. ନିହିମିୟା Chapter 1
  3. ନିହିମିୟା Chapter 13
  4. ନିହିମିୟା Chapter 10
  5. ନିହିମିୟା Chapter 12
  6. ନିହିମିୟା Chapter 9
  7. ନିହିମିୟା Chapter 8

Explore More from ପୁରାତନ ନିୟମ

  1. ଦିତୀୟ ଶାମୁୟେଲ Chapter 18
  2. ଗୀତସଂହିତା Chapter 9
  3. ଯିରିମିୟ Chapter 23
  4. ପ୍ରଥମ ବଂଶାବଳୀ Chapter 14
  5. ଗୀତସଂହିତା Chapter 119
  6. ଦିତୀୟ ଶାମୁୟେଲ Chapter 15
  7. ଯିହିଜିକଲ Chapter 14

Related Chapters & Readings

  1. ହିବ୍ରୁ Chapter 4
  2. ଯାତ୍ରା ପୁସ୍ତକ Chapter 3
  3. 2 ତୀମଥି Chapter 1
  4. ଫିଲିପୀୟ Chapter 4
  5. ଗୀତସଂହିତା Chapter 118
  6. ଯିରିମିୟ Chapter 8
  7. ଆଦି ପୁସ୍ତକ Chapter 30
Share Your Love

Leave a Reply

Your email address will not be published. Required fields are marked *