ଗୀତସଂହିତା Chapter 125

For English

Read ଗୀତସଂହିତା Chapter 125 Online

Read ଗୀତସଂହିତା Chapter 125 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 125

ଅଧ୍ୟାୟ 125

1. ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ବାସ ରଖନ୍ତି ସମାନେେ ସିୟୋନ୍ ପର୍ବତ ତୁଲ୍ଯ। ସମାନେେ କବେେ ମଧ୍ଯ ଥରିବେ ନାହିଁ। ସମାନେେ ନିତ୍ଯସ୍ଥାଯୀ ହାଇେ ବଞ୍ଚି ରହିବେ।

2. ୟମେନ୍ତ ୟିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ସହେିପରି ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା'ନ୍ତି। ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।

3. ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିଯନ୍ତ୍ରଣରେ ରଖିପାରିବେ ନାହିଁ। ୟଦି ଏପରି ଘଟିଲା, ତବେେ ଧାର୍ମିକ ଲୋକମାନେ ଅଧର୍ମ କାର୍ୟ୍ଯ କରିବାକୁ ଆରମ୍ଭ କରିଦବେେ।

4. ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର। ପବିତ୍ର ହୃଦଯ ସହିତ ଲୋକମାନଙ୍କର ମଙ୍ଗଳ କର।

5. ସଦାପ୍ରଭୁ, ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସହେିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।

About ଗୀତସଂହିତା Chapter 125

Read ଗୀତସଂହିତା Chapter 125 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 125
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 125 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 125?

ଗୀତସଂହିତା Chapter 125 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 125 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 98
  2. ଗୀତସଂହିତା Chapter 91
  3. ଗୀତସଂହିତା Chapter 68
  4. ଗୀତସଂହିତା Chapter 13
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 92
  7. ଗୀତସଂହିତା Chapter 129

Explore More from ପୁରାତନ ନିୟମ

  1. ଯାତ୍ରା ପୁସ୍ତକ Chapter 15
  2. ବିଚାରକର୍ତ୍ତା Chapter 18
  3. ଆମୋଷ Chapter 1
  4. ଆୟୁବ Chapter 16
  5. ଯିଖରିୟ Chapter 7
  6. ଗୀତସଂହିତା Chapter 11
  7. ଦିତୀୟ ରାଜାବଳୀ Chapter 10

Related Chapters & Readings

  1. ଆଦି ପୁସ୍ତକ Chapter 49
  2. ଯିହିଜିକଲ Chapter 45
  3. ଯିଖରିୟ Chapter 2
  4. ଯିରିମିୟ Chapter 45
  5. ପ୍ରଥମ ରାଜାବଳୀ Chapter 7
  6. ଗୀତସଂହିତା Chapter 17
  7. ଗଣନା ପୁସ୍ତକ Chapter 4
Share Your Love

Leave a Reply

Your email address will not be published. Required fields are marked *