Read ପ୍ରଥମ ଶାମୁୟେଲ Chapter 20 Online
Read ପ୍ରଥମ ଶାମୁୟେଲ Chapter 20 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ପ୍ରଥମ ଶାମୁୟେଲ and the Holy Bible online.
Choose a Chapter
ପ୍ରଥମ ଶାମୁୟେଲ 20
ଅଧ୍ୟାୟ 20
1. ଦାଉଦ ନାଯୋତ ଠାରକ୍ସ୍ଟ ରାମାକକ୍ସ୍ଟ ପଳାଯନ କଲେ। ଦାଉଦ ଯୋନାଥନଙ୍କ ପାଖକକ୍ସ୍ଟ ୟାଇ ପଚାରିଲେ, "ମୁ କ'ଣ ଭକ୍ସ୍ଟଲ କଲି, ମୁ ତକ୍ସ୍ଟମ୍ଭ ପିତାଙ୍କ ବିରକ୍ସ୍ଟଦ୍ଧ ରେ କଣ ଦୋଷ କରିଛି? ତୁମ୍ଭର ପିତା କାହିଁକି ମାେତେ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଛନ୍ତି?"
2. ଯୋନାଥନ ତାଙ୍କ ଉତ୍ତର ରେ କହିଲେ, "ତାହା ସତ୍ଯ ହାଇେ ପାରିବ ନାହିଁ। ମାରେ ବାପା ମାେତେ ପ୍ରଥମେ ନ ପଗ୍ଭରି କିଛି କରନ୍ତି ନାହିଁ। ଏହା ସାଧାରଣ କଥା ହାଇେଥାଉ କିମ୍ବା ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ୍ଣ କଥା ହାଇେଥାଉ, ସେ ସର୍ବଦା ମାେ ସହିତ ପରାମର୍ଶ କରନ୍ତି। ମାେତେ ନ ପଗ୍ଭରି କାହିଁକି ତୁମ୍ଭକୁ ମାରିବାକକ୍ସ୍ଟ ଚାହିଁଲେ? ନା! ଏହା ସତ୍ଯ ନକ୍ସ୍ଟ ହେଁ?"
3. କିନ୍ତୁ ଦାଉଦ ଦେଲେ, "ତକ୍ସ୍ଟମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁ ତୁମ୍ଭର ସାଙ୍ଗ।" ତକ୍ସ୍ଟମ୍ଭ ବାପା ନିଜକକ୍ସ୍ଟ କହିଲେ, 'ଯୋନାଥନ ନିଶ୍ଚଯ ଏହା ଜାଣି ନଥିବ। ଯଦି ସେ ଜାଣେ ତା'ର ହୃଦଯ ଦକ୍ସ୍ଟଃଖ ରେ ପୂର୍ଣ୍ଣ ହାଇଯେିବ, ସେ ମଧ୍ଯ ଦାଉଦଙ୍କକ୍ସ୍ଟ କହିପାରି ଥାନ୍ତେ।' କିନ୍ତୁ ତୁମ୍ଭେ ଏବଂ ପ୍ରଭକ୍ସ୍ଟ ଜୀବିତ ଥିବା ବେଳେ ମୁ ମୃତକ୍ସ୍ଟ୍ଯର ନିକଟତର ହେଉଅଛି।"
4. ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, "ତୁମ୍ଭେ ଯାହା ଗ୍ଭହିଁବ ମୁ ତାହା କରିବାକୁ ପ୍ରସ୍ତକ୍ସ୍ଟତ ଅଛି।"
5. ତା'ପରେ ଦାଉଦ କହିଲେ, " ଦେଖ ଆସନ୍ତା କାଲି ଅମାବାସ୍ଯାର ଭୋଜି। ମାେତେ କାଲି ରାଜାଙ୍କ ସହିତ ଭୋଜନ କରିବାକୁ ପଡିବ କିନ୍ତୁ ମାେତେ ସଂନ୍ଧ୍ଯା ପର୍ୟ୍ଯନ୍ତ କ୍ଷତେ ରେ ଲକ୍ସ୍ଟଚିବାକକ୍ସ୍ଟ ଅନକ୍ସ୍ଟମତି ଦିଅ।
6. ଯଦି ତୁମ୍ଭର ବାପା ଭୋଜି ରେ ମାରେ ଅନକ୍ସ୍ଟପସ୍ଥିତ ଲକ୍ଷ୍ଯ କରନ୍ତି, ତୁମ୍ଭେ ତାଙ୍କୁ କକ୍ସ୍ଟହ, 'ଦାଉଦ ତା'ର ବୈଥଲହମେସ୍ଥିତ ତା'ର ପରିବାରର ଗୃହକକ୍ସ୍ଟ ୟିବ ବୋଲି, ତାକକ୍ସ୍ଟ ୟିବାକକ୍ସ୍ଟ ଦବୋ ପାଇଁ ଅନକ୍ସ୍ଟ ରୋଧ କଲା। କାରଣ ତାଙ୍କର ପରିବାର ସଠାେରେ ସମାନଙ୍କେର ବାର୍ଷିକ ବଳିଦାନ କରାୟିବ।'
7. ଯଦି ତୁମ୍ଭର ବାପା କହନ୍ତି, 'ଠିକ୍ ଅଛି,' ମୁ ଏବେ ନିରାପଦ କିନ୍ତୁ ତୁମ୍ଭର ପିତା ଯଦି ରାଗନ୍ତି, ତବେେ ତୁମ୍ଭେ ଜାଣିବ ଯେ ସେ ମାେତେ ମାରିବାକକ୍ସ୍ଟ ସ୍ଥିର କରିଛନ୍ତି।
8. ଯୋନାଥନ ମାେ ଉପରେ ଦୟାକର, ମୁ ତୁମ୍ଭର ଦାସ ଅଟେ। ତୁମ୍ଭେ ମାେ ସହିତ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଏକ ଚକ୍ସ୍ଟକ୍ତି କଲ। ଯଦି ମୁ ଦୋଷି ତବେେ ତୁମ୍ଭେ ମାେତେ ମାରି ଦିଅ। କିନ୍ତୁ ଦୟାକରି ମାେତେ ତକ୍ସ୍ଟମ୍ଭ ପିତାଙ୍କ ପାଖକକ୍ସ୍ଟ ନିଅ ନାହିଁ।"
9. ଯୋନାଥନ କହିଲେ, "କଦାପି ନକ୍ସ୍ଟ ହେଁ। ଯଦି ମୁ ଏହା ଜାଣେ ଯେ ମାରେ ବାପା ତୁମ୍ଭକୁ ମାରିବାକକ୍ସ୍ଟ ଯୋଜନା କରିଛନ୍ତି ତବେେ ମୁ ତୁମ୍ଭକୁ ସତର୍କ କରାଇ ଦବେି।"
10. ଦାଉଦ କହିଲେ, "କିଏ ମାେତେ ସତର୍କ କରାଇବ। ଯଦି ତୁମ୍ଭର ବାପା ତୁମ୍ଭକୁ ରକ୍ସ୍ଟକ୍ଷ ଭାବରେ ଉତ୍ତର ଦିଅନ୍ତି?"
11. ତା'ପରେ ଯୋନାଥନ କହିଲା, "ଆସ ଆମ୍ଭେ ବିଲକକ୍ସ୍ଟ ପଳାଇବା," ଯୋନାଥନ ଏବଂ ଦାଉଦ ସାଥି ହାଇେ ବିଲକକ୍ସ୍ଟ ପଳାଇ ଗଲେ।
12. ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, "ମୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ପ୍ରତିଜ୍ଞା କରୁଅଛି, ମୁ ମାରେ ବାପାଙ୍କଠାରକ୍ସ୍ଟ କାଲି ବକ୍ସ୍ଟଝିବି। ତାଙ୍କର ତକ୍ସ୍ଟମ୍ଭ ସମ୍ବନ୍ଧ ରେ ଧାରଣା ଭଲ କି ତିକ୍ତ ତା'ପରେ ତୃତୀୟ ଦିନ ମୁ ତକ୍ସ୍ଟମ୍ଭ ପାଖକକ୍ସ୍ଟ କ୍ଷତକେକ୍ସ୍ଟ ନିଶ୍ଚିତ ଖବର ପଠାଇବି।
13. ଯଦି ମାରେବାପା ତୁମ୍ଭକୁ ହତ୍ଯା କରିବାକୁ ଗ୍ଭହାଁନ୍ତି ମୁ ତୁମ୍ଭକୁ ଜଣାଇ ଦବେି। ମୁ ତୁମ୍ଭକୁ ନିରାପଦ ରେ ପଠାଇ ଦବେି। ମୁ ଯଦି ଏହା ନ କରେ ସଦାପ୍ରଭୁ ମାେତେ ନିଶ୍ଚଯ ଦଣ୍ତ ଦବେେ। ସଦାପ୍ରଭୁ ଯେପରି ମାରେ ବାପାଙ୍କ ସହିତ ଅଛନ୍ତି ସହେିପରି ତକ୍ସ୍ଟମ୍ଭ ସହିତ ରକ୍ସ୍ଟହନ୍ତକ୍ସ୍ଟ।
14. ମୁ ବଞ୍ଚିଥିବାୟାଏଁ ମାେତେ ଦୟା ଦଖାେଅ। ଏବଂ ମୁ ମଲାପରେ,
15. ମାେ ପରିବାର ପ୍ରତି ତୁମ୍ଭର ଦୟା ଦଖାଇବୋ ବନ୍ଦ କରିବ ନାହିଁ। ସଦାପ୍ରଭୁ ତୁମ୍ଭର ସମସ୍ତ ଶତୃକକ୍ସ୍ଟ ପୃଥିବୀରକ୍ସ୍ଟ ବିନାଶ କରିବେ।
16. ତେଣୁ ଯୋନାଥନ ଦାଉଦଙ୍କ ସହିତ ଏକ ଚକ୍ସ୍ଟକ୍ତି କଲେ, ସଦାପ୍ରଭୁ ଦାଉଦଙ୍କର ଶତୃମାନଙ୍କୁ ଦଣ୍ତ ଦିଅନ୍ତକ୍ସ୍ଟ।"
17. ତା'ପରେ ଯୋନାଥନ ଦାଉଦଙ୍କକ୍ସ୍ଟ ସ୍ନହେ କରିବାରକ୍ସ୍ଟ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପକ୍ସ୍ଟନର୍ବାର ସତ୍ଯତା ପ୍ରମାଣ କରାଇବାକକ୍ସ୍ଟ ଦାଉଦଙ୍କକ୍ସ୍ଟ ପଚାରିଲେ। ଯୋନାଥନ ଏପରି କଲା କାରଣ ସେ ନିଜକକ୍ସ୍ଟ ଯେତିକି ଭଲ ପାଉଥିଲେ ଦାଉଦଙ୍କକ୍ସ୍ଟ ମଧ୍ଯ ସହେିପରି ଭଲ ପାଉଥିଲେ।
18. ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, "ଆସନ୍ତାକାଲି ଅମାବାସ୍ଯା। ତୁମ୍ଭର ଆସନ ଖାଲି ହେଲେ ମାେ ବାପା ତୁମ୍ଭକୁ ଖାଜେିବେ।
19. ତୃତୀୟ ଦିନ ସହେି ସ୍ଥାନକକ୍ସ୍ଟ ୟାଅ, ଯେଉଁଠା ରେ ତୁମ୍ଭେ ଲକ୍ସ୍ଟଚି ରହିଥିଲ। ଯେତବେେଳେ ଅସକ୍ସ୍ଟବିଧା କବଳେ ଆରମ୍ଭ ହବେ, ସେ ପର୍ବତ ପାଖ ରେ ଅପେକ୍ଷା ରେ ରହିବ।
20. ତୃତୀୟ ଦିନ ମୁ ସହେି ପର୍ବତପାଖକକ୍ସ୍ଟ ୟିବି ଏବଂ ମୁ ଅଭିନଯ କରିବି ଯେପରି ମୁ ଲକ୍ଷ୍ଯକରି ତୀର ମାରିବି।
21. ତା'ପରେ ମୁ ସେ ପିଲାକକ୍ସ୍ଟ ତୀରଗକ୍ସ୍ଟଡିକ ସାଉଁଟି ଆଣିବା ପାଇଁ କହିବି। ଯଦି ସବୁକଥା ଭଲ ଥାଏ, ତବେେ ମୁ ସେ ପିଲାକକ୍ସ୍ଟ କହିବି, 'ତୁମ୍ଭେ ବହକ୍ସ୍ଟତ ଦୂରକକ୍ସ୍ଟ ୟାଇଅଛ ତୀରଗକ୍ସ୍ଟଡିକ ମାେ ପାଖାପାଖି ଅଛି। ଫରେିଆସ ଏବଂ ସଗେକ୍ସ୍ଟଡିକ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସଠାେରକ୍ସ୍ଟ ବାହାରି ଆସିବ। ମୁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭେ ନିରାପଦ, ତକ୍ସ୍ଟମ୍ଭ ଉପରେ ବିପଦ ନାହିଁ।
22. ଯଦି ଅସକ୍ସ୍ଟବିଧା ଥାଏ ତବେେ ମୁ ସେ ବାଳକକକ୍ସ୍ଟ କହିବି, 'ତୀରଗକ୍ସ୍ଟଡିକ ବହକ୍ସ୍ଟତ ଦୂର ପଳାଇଛି। ୟାଅ ସଗେୁଡିକୁ ସଂଗ୍ରହ କର।' ଯଦି ମୁ ଏହା କ ହେ, ତବେେ ତୁମ୍ଭେ ସେ ସ୍ଥାନ ଛାଡି ପଳାଇ ୟିବ। ସଦାପ୍ରଭୁ ତୁମ୍ଭକୁ ଦୂରକକ୍ସ୍ଟ ପଠାଇ ଦବେେ।
23. ପ୍ରଭକ୍ସ୍ଟ ଆମର ସର୍ବଦା ସାକ୍ଷୀ ଅଛନ୍ତି, ଯେ ମନରେଖ ଆମ ଭିତ ରେ ଏପରି ଚକ୍ସ୍ଟକ୍ତି ହାଇେଛି।"
24. ତା'ପରେ ଦାଉଦ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲେ।
25. ରାଜା ସବୁଥର ବସିଲାପରି କାନ୍ଥ ନିକଟରେ ଥିବା ଆସନ ରେ ବସିଲେ। ଯୋନାଥନ ଶାଉଲଙ୍କକ୍ସ୍ଟ ମକ୍ସ୍ଟହଁ କରି ବସିଲା। ଅବନର ଶାଉଲଙ୍କ ପାଖକକ୍ସ୍ଟ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ଯ ରହିଲା।
26. ସଦେିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, "ଦାଉଦର କିଛି ହାଇେଛି। ସେ ପ୍ରାଯ ଶକ୍ସ୍ଟଚି ନାହିଁ।"
27. ତା'ପରଦିନ ମାସର ଦ୍ବିତୀୟ ଦିନ ଦାଉଦର ସ୍ଥାନ ମଧ୍ଯ ଶୂନ୍ଯ ରହିଲା। ତା'ପରେ ଶାଉଲ ତାଙ୍କର ପକ୍ସ୍ଟତ୍ର ଯୋନାଥନଙ୍କକ୍ସ୍ଟ ପଚାରିଲେ, "କାହିଁକି ୟିଶୀର ପକ୍ସ୍ଟଅ ଗତକାଲି ଏବଂ ଆଜି ଏଠାକକ୍ସ୍ଟ ଭୋଜନ କରିବାକୁ ଆସିଲେ ନାହିଁ?"
28. ଯୋନାଥନ ଉତ୍ତର ଦଲୋ, "ଦାଉଦ ବେଥଲହମେକକ୍ସ୍ଟ ୟିବା ପାଇଁ ମାେତେ କହିଲେ।
29. ସେ କହିଲେ, ' ମାେତେ ୟିବାକକ୍ସ୍ଟ ଦିଅ ଆମର ପରିବାର ଏକ ବଳିଦାନ ହବୋର ଅଛି ବୈଥଲହମେ ରେ। ମାରେ ଭାଇ ମାେତେ ଆଦେଶ ଦଇେଛନ୍ତି ସଠାେକକ୍ସ୍ଟ ୟିବା ପାଇଁ। ମୁ ଯଦି ତୁମ୍ଭର ବନ୍ଧକ୍ସ୍ଟ ତବେେ ମାେତେ ୟିବାକକ୍ସ୍ଟ ଦିଅନ୍ତକ୍ସ୍ଟ ଏବଂ ମୁ ମାରେ ଭାଇମାନଙ୍କୁ ଦେଖେ।' ଏଥିପାଇଁ ପ୍ରାଯ ଦାଉଦ ରାଜାଙ୍କ ଟବେକ୍ସ୍ଟଲ ପାଖକକ୍ସ୍ଟ ଆସି ନାହିଁ।"
30. ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କକ୍ସ୍ଟ କହିଲେ, "ତକ୍ସ୍ଟ ହେଉଛକ୍ସ୍ଟ ଜଣେ ଦାସୀ ସ୍ତ୍ରୀ ଲୋକର ପକ୍ସ୍ଟତ୍ର। ୟିଏକି ମାନିବା ପାଇଁ ମନାକରେ। ତକ୍ସ୍ଟବି ଠିକ୍ ତା'ପରି, ମୁ ଜାଣେ ତକ୍ସ୍ଟ ଦାଉଦର ପକ୍ଷ ନଇେଛକ୍ସ୍ଟ। ତକ୍ସ୍ଟ ନିଜ ପାଇଁ ଓ ତୋର ମାଆ ପାଇଁ ଅପମାନ ଆଣକ୍ସ୍ଟଛକ୍ସ୍ଟ।
31. ୟିଶୀର ପକ୍ସ୍ଟତ୍ର ଏ ପୃଥିବୀ ରେ ଯେତେ ଦିନ ବଞ୍ଚିଥାଏ େସତେ ଦିନ ପର୍ୟ୍ଯନ୍ତ ତୋର ରାଜ୍ଯ ଠିକ୍ ହବେ ନାହିଁ। ତେଣୁ ଲୋକ ପଠାଇ ତାକକ୍ସ୍ଟ ମାେ ପାଖକକ୍ସ୍ଟ ଆଣ କାରଣ ସେ ନିଶ୍ଚଯ ମରିବ।"
32. ଯୋନାଥନ ତା'ର ପିତାଙ୍କୁ ପଗ୍ଭରିଲା, "ଦାଉଦକକ୍ସ୍ଟ କାହିଁକି ମାରିବ? ତା'ର ଅପରାଧ କ'ଣ?"
33. କିନ୍ତୁ ଶାଉଲ ଯୋନାଥନଙ୍କକ୍ସ୍ଟ ମାରିବା ପାଇଁ ତା ଉପରକକ୍ସ୍ଟ ବର୍ଚ୍ଛା ଫୋପାଡିଲେ। ତେଣୁ ଯୋନାଥନ ଜାଣିଲା ତାଙ୍କ ବାପା ଦାଉଦଙ୍କକ୍ସ୍ଟ ମାରିବା ପାଇଁ ବହକ୍ସ୍ଟତ ଆଗ୍ରହି।
34. ଯୋନାଥନ ବହକ୍ସ୍ଟତ ରାଗିଗଲା ଓ ଖାଇବା ଟବେକ୍ସ୍ଟଲ ପାଖରକ୍ସ୍ଟ ଉଠିଗଲା। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲା ଓ ଦ୍ବିତୀୟଦିନ ଭୋଜି ରେ କିଛି ଖାଇଲା ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ଯ ଶାଉଲ ଦାଉଦଙ୍କକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଥିଲେ।
35. ତା'ପରଦିନ ସକାଳେ ଯୋନାଥନ ସହେି କ୍ଷତକେକ୍ସ୍ଟ ଗଲା। ସମାନଙ୍କେର ଯୋଜନା ଅନକ୍ସ୍ଟସା ରେ ସେ ଦାଉଦଙ୍କକ୍ସ୍ଟ ସାକ୍ଷାତ କରିବାକୁ ଗଲା। ଯୋନାଥନ ତା' ସହିତ ଏକ େଛାଟ ବାଳକକକ୍ସ୍ଟ ମଧ୍ଯ ନଲୋ।
36. ଯୋନାଥନ ସହେି ବାଳକକକ୍ସ୍ଟ କହିଲା, "ତୁମ୍ଭେ ଦୌଡି ମୁ ଯେଉଁ ତୀର ମାରିଲି ସଗେୁଡିକୁ ଗୋଟାଇ ଆଣ।" ବାଳକଟି ଦୌଡିବାକକ୍ସ୍ଟ ଲାଗିଲା ଏବଂ ଯୋନାଥନ ସେ ବାଳକ ମକ୍ସ୍ଟଣ୍ତ ଉପରେ ତୀରଗୁଡିକୁ ମାରିଲେ।
37. ବାଳକଟି ତୀର ପଡିଥିବା ସ୍ଥାନ ପାଖକକ୍ସ୍ଟ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲା, "ତୀରଗକ୍ସ୍ଟଡିକ ତୋ ଆଗ ରେ ପଡିଛି।"
38. ଯୋନାଥନ ଚିତ୍କାର କରି କହିଲା, "ଶିଘ୍ର ଦୌଡି ଓ ସଗେୁଡିକୁ ସଂଗ୍ରହ କର। ସଠାେରେ ଛିଡା ହକ୍ସ୍ଟଅ ନାହିଁ।" ବାଳକଟି ତୀରଗୁଡିକୁ ସଂଗ୍ରହ କଲା ଓ ତା'ର ମକ୍ସ୍ଟନୀବକକ୍ସ୍ଟ ଆଣି ଦଲୋ।
39. କ'ଣ ଗ୍ଭଲିଥିଲା ବାଳକଟି ଏ ବିଷଯ ରେ କିଛି ଜାଣି ନଥିଲା। କବଳେ ଯୋନାଥନ ଓ ଦାଉଦ ଏକଥା ଜାଣିଥିଲେ।
40. ଯୋନାଥନ ବାଳକଟିକକ୍ସ୍ଟ ଧନକ୍ସ୍ଟ ଏବଂ ତୀରଗକ୍ସ୍ଟଡିକ ଦେଲେ। ତା'ପରେ ସେ ବାଳକକକ୍ସ୍ଟ କହିଲେ, "ସହରକକ୍ସ୍ଟ ଫରେିୟାଅ।"
41. ଯେତବେେଳେ ବାଳକଟି ପଳାଇଗଲା, ଦାଉଦ ଲକ୍ସ୍ଟଚିଥିବା ସ୍ଥାନରକ୍ସ୍ଟ ପର୍ବତର ଅପରପାଶର୍ବକକ୍ସ୍ଟ ପଳାଇଲା। ଦାଉଦ ମକ୍ସ୍ଟଣ୍ତ ନକ୍ସ୍ଟଆଇଁ ଯୋନାଥନକକ୍ସ୍ଟ ତିନିଥର ପ୍ରମାଣ କଲା। ଦାଉଦ ଓ ଯୋନାଥନ ପରସ୍ପରକକ୍ସ୍ଟ ଚକ୍ସ୍ଟମ୍ବନ କଲେ। ସମାନେେ ଉଭୟ ମଧ୍ଯ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରକ୍ସ୍ଟ ଅଧିକ କାନ୍ଦିଲେ।
42. ଯୋନାଥନ ଦାଉଦଙ୍କକ୍ସ୍ଟ କହିଲେ, "ତୁମ୍ଭେ ଶାନ୍ତି ରେ ୟାଅ। ଆମ୍ଭେ ଓ ସଦାପ୍ରଭୁଙ୍କ ନିକଟରେ ଶପଥ କରିଛକ୍ସ୍ଟ, ଆମ୍ଭେ ସର୍ବଦା ବନ୍ଧକ୍ସ୍ଟ ହାଇେ ରହିବା। ଆମ୍ଭେ କହିଲକ୍ସ୍ଟ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।"
About ପ୍ରଥମ ଶାମୁୟେଲ Chapter 20
Read ପ୍ରଥମ ଶାମୁୟେଲ Chapter 20 online from the Holy Bible. This chapter is part of the Book of ପ୍ରଥମ ଶାମୁୟେଲ in the Old Testament. Continue reading with the chapter navigation above or explore the complete book.
Book Information
Book: ପ୍ରଥମ ଶାମୁୟେଲ
Chapter: 20
Testament: Old Testament
How to Read this Chapter
Use the Previous and Next Chapter buttons to continue reading ପ୍ରଥମ ଶାମୁୟେଲ. You can also adjust the font size for comfortable reading and browse other books of the Bible using the navigation links.
More Resources
Continue Reading the Bible
Continue reading ପ୍ରଥମ ଶାମୁୟେଲ Chapter 20 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.
Frequently Asked Questions
What is ପ୍ରଥମ ଶାମୁୟେଲ Chapter 20?
ପ୍ରଥମ ଶାମୁୟେଲ Chapter 20 is part of the Book of ପ୍ରଥମ ଶାମୁୟେଲ in the Holy Bible.
Can I read this chapter online?
Yes. You can read the complete ପ୍ରଥମ ଶାମୁୟେଲ Chapter 20 online for free with easy chapter navigation.
More Chapters from ପୁରାତନ ନିୟମ
- ଆଦି ପୁସ୍ତକ Chapter 2
- ଆଦି ପୁସ୍ତକ Chapter 1
- ଆଦି ପୁସ୍ତକ Chapter 14
- ଆଦି ପୁସ୍ତକ Chapter 10
- ଆଦି ପୁସ୍ତକ Chapter 38
- ଆଦି ପୁସ୍ତକ Chapter 30
- ଆଦି ପୁସ୍ତକ Chapter 21
Explore More from ପ୍ରଥମ ଶାମୁୟେଲ
- ପ୍ରଥମ ଶାମୁୟେଲ Chapter 8
- ପ୍ରଥମ ଶାମୁୟେଲ Chapter 9
- ପ୍ରଥମ ଶାମୁୟେଲ Chapter 24
- ପ୍ରଥମ ଶାମୁୟେଲ Chapter 10
- ପ୍ରଥମ ଶାମୁୟେଲ Chapter 5
- ପ୍ରଥମ ଶାମୁୟେଲ Chapter 17
- ପ୍ରଥମ ଶାମୁୟେଲ Chapter 23