ଗୀତସଂହିତା Chapter 58

For English

Read ଗୀତସଂହିତା Chapter 58 Online

Read ଗୀତସଂହିତା Chapter 58 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Browse every verse with easy chapter navigation, continue to the next chapter, or explore the complete Book of ଗୀତସଂହିତା and the Holy Bible online.

Choose a Chapter

ଗୀତସଂହିତା 58

ଅଧ୍ୟାୟ 58

1. ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?

2. ନା, ତୁମ୍ଭେ କବଳେ ମନ୍ଦକାର୍ୟ୍ଯ କରିବା ପାଇଁ ଚିନ୍ତା କରୁଛ। ତୁମ୍ଭମାନେେ ନିଜେ ଏହି ଦେଶରେ ଅପରାଧ କରୁଛି।

3. ସହେି ଦୁଷ୍ଟ ଲୋକମାନେ ଜନ୍ମ ହବୋ ମାତ୍ରେ ବିପଥଗାମୀ। ସମାନେେ ଜନ୍ମଠାରୁ ମିଥ୍ଯାବାଦୀ।

4. ସମାନଙ୍କେର କୋର୍ଧ ସର୍ପର ବିଷତୁଲ୍ଯ ବିପଦପୂର୍ଣ୍ଣ। ଆଉ ନାଗସାପ ପରି ୟିଏ ଶୁଣିପାରିବ ନାହିଁ, ସମାନେେ ସତ କଥା ଶୁଣିବାକୁ ବାରଣ କରନ୍ତି।

5. ସାପୁଆକଳୋମାନଙ୍କର ବାଦ୍ଯ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସହେି ମନ୍ଦ ଲୋକମାନେ ସହେିପରି, ଯେତବେେଳେ ସମାନେେ ସମାନଙ୍କେର ମନ୍ଦ ଯୋଜନା କରନ୍ତି।

6. ହେ ପରମେଶ୍ବର, ସହେି ଲୋକମାନେ ସିଂହ ପରି। ତଣେୁ ହେ ପରମେଶ୍ବର, ସମାନଙ୍କେର ଦାନ୍ତସବୁ ଭାଙ୍ଗି ଦିଅ।

7. ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।

8. ଶାମୁକା ଗତି କଲା ବେଳେ ତରଳି ୟିବା ପରି ସମାନେେ ତରଳି ୟାଆନ୍ତୁ। ସୂର୍ୟ୍ଯା ଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।

9. ଜ୍ବଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି ସମାନେେ ଶୀଘ୍ର ଧ୍ବଂସ ହୁଅନ୍ତି।

10. ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

11. ଯେତବେେଳେ ଏପରି ଘଟେ, ଲୋକମାନେ କହିବେ, "ଏଣୁ ଯେଉଁ ଲୋକମାନେ ୟାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। ସତରେ ପରମେଶ୍ବର ଅଛନ୍ତି, ୟିଏ ପୃଥିବୀ ଉପରେ ବିଚାର କରନ୍ତି।

About ଗୀତସଂହିତା Chapter 58

Read ଗୀତସଂହିତା Chapter 58 online from the Holy Bible. This chapter is part of the Book of ଗୀତସଂହିତା in the Old Testament. Continue reading with the chapter navigation above or explore the complete book.

Book Information

Book: ଗୀତସଂହିତା
Chapter: 58
Testament: Old Testament

How to Read this Chapter

Use the Previous and Next Chapter buttons to continue reading ଗୀତସଂହିତା. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ଗୀତସଂହିତା Chapter 58 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ଗୀତସଂହିତା Chapter 58?

ଗୀତସଂହିତା Chapter 58 is part of the Book of ଗୀତସଂହିତା in the Holy Bible.

Can I read this chapter online?

Yes. You can read the complete ଗୀତସଂହିତା Chapter 58 online for free with easy chapter navigation.

More Chapters from ଗୀତସଂହିତା

  1. ଗୀତସଂହିତା Chapter 91
  2. ଗୀତସଂହିତା Chapter 13
  3. ଗୀତସଂହିତା Chapter 98
  4. ଗୀତସଂହିତା Chapter 68
  5. ଗୀତସଂହିତା Chapter 106
  6. ଗୀତସଂହିତା Chapter 129
  7. ଗୀତସଂହିତା Chapter 92

Explore More from ପୁରାତନ ନିୟମ

  1. ଆୟୁବ Chapter 37
  2. ଦିତୀୟ ଶାମୁୟେଲ Chapter 10
  3. ଆୟୁବ Chapter 17
  4. ଗୀତସଂହିତା Chapter 127
  5. ବିଚାରକର୍ତ୍ତା Chapter 17
  6. ଆୟୁବ Chapter 34
  7. ପ୍ରଥମ ବଂଶାବଳୀ Chapter 28

Related Chapters & Readings

  1. ରୋମୀୟ Chapter 2
  2. ଦିତୀୟ ଶାମୁୟେଲ Chapter 6
  3. 1 କରିନ୍ଥୀୟ Chapter 15
  4. ଉପଦେଶକ Chapter 8
  5. ବିଚାରକର୍ତ୍ତା Chapter 10
  6. ଆମୋଷ Chapter 1
  7. ଆୟୁବ Chapter 21
Share Your Love

Leave a Reply

Your email address will not be published. Required fields are marked *