ବିଚାରକର୍ତ୍ତା Chapter 10

For English

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 10 Online

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 10 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Browse every verse with easy chapter navigation, continue to the next chapter, or explore the complete Book of ବିଚାରକର୍ତ୍ତାମାନଙ୍କ ବିବରଣ and the Holy Bible online.

Choose a Chapter

ବିଚାରକର୍ତ୍ତାମାନଙ୍କ ବିବରଣ 10

ଅଧ୍ୟାୟ 10

1. ଅବୀମଲକରେ ମୃତକ୍ସ୍ଟ୍ଯପରେ ସଦାପ୍ରଭୁ ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ଇଶ୍ରାୟେଲବାସୀଙ୍କକ୍ସ୍ଟ ରକ୍ଷା କରିବା ପାଇଁ ପଠାଇଲେ। ସହେି ବିଗ୍ଭରକଙ୍କ ନାମ ଥିଲା ତାେଲୟ। ସେ ଥିଲେ ପୂଯାର ପକ୍ସ୍ଟତ୍ର। ଦୋଦୟର ପକ୍ସ୍ଟତ୍ର ପୂଯାର ଥିଲେ। ତାେଲୟ ଥିଲେ ଇଷାଖର ପରିବାରବର୍ଗ। ଯାହାକି ଇଫ୍ରଯିମ ପର୍ବତମଯ ଦେଶ ଶାମୀର ସହର ରେ ତାେଲୟ ବାସ କଲେ।

2. ତାେଲୟ ଇଶ୍ରାୟେଲ ପାଇଁ ତଇେଶ ବର୍ଷ ପାଇଁ ବିଗ୍ଭରକ ରହିଲେ। ଏହାପରେ ତାେଲୟ ମୃତକ୍ସ୍ଟ୍ଯବରଣ କଲେ ଓ ଶାମୀର ରେ ତାଙ୍କୁ କବର ଦିଆଗଲା।

3. ଏହାପରେ ପରମେଶ୍ବର ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ପଠାଇଲେ। ତାଙ୍କର ନାମ ଥିଲା ୟାଯୀର ଯେ କି ଥିଲେ ଗିଲିଯଦର ଅଧିବାସୀ। ୟାଯୀର ଇଶ୍ରାୟେଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହାଇେ ରହିଲେ।

4. ୟାଯୀରଙ୍କର ତିରିଶଟି ପକ୍ସ୍ଟତ୍ର ଥିଲେ। ଯେଉଁମାନେ କି ତିରିଶଟି ଗଦ୍ଦର୍ଭ ଚଢି଼ଲେ ଓ ସମାନଙ୍କେର ତିରିଶଟି ସହର ଥିଲା। ସହେି ସହରଗୁଡିକୁ ୟାଯୀର ସହର ନାମ ରେ ଆଜି ପର୍ୟ୍ଯନ୍ତ ନାମିତ କରାୟାଇଛି। ସହେିସବୁ ସହରଗକ୍ସ୍ଟଡିକ ଗିଲିଯଦ ଦେଶ ରେ ଅଛି।

5. ୟାଯୀରଙ୍କର ମୃତକ୍ସ୍ଟ୍ଯପରେ ତାଙ୍କୁ କାମାନେ ରେ କବର ଦିଆଗଲା।

6. ପକ୍ସ୍ଟନଃର୍ବାର ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ମନ୍ଦ ସହେିପରି କାର୍ୟ୍ଯମାନ କଲେ। ସମାନେେ ବାଲ୍ ଦବେତାଗଣ, ଅଷ୍ଟାରୋତ୍ ଦବେୀଗଣ, ଅରାମୀଯମାନଙ୍କର ଦବଗେଣ, ସୀଦୋନୀଯମାନଙ୍କର ଦବଗେଣ, ମାୟୋବୀଯମାନଙ୍କର ଦବଗେଣ, ଅେମ୍ମାନୀୟମାନଙ୍କର ଲୋକମାନଙ୍କର ଦବଗେଣ ଓ ପଲେଷ୍ଟୀୟମାନଙ୍କର ଦବଗେଣଙ୍କର ପୂଜା କଲେ। ସମାନେେ ମଧ୍ଯ ସଦାପ୍ରଭୁଙ୍କୁ ପାସୋରି ପକାଇଲେ ଓ ତାଙ୍କର ସବୋ କଲେ ନାହିଁ।

7. ତେଣୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ଉପରେ କୋପଦୃଷ୍ଟି ହେଲେ। ତେଣୁ ସଦାପ୍ରଭୁ ଇଶ୍ରାୟେଲୀୟଗଣଙ୍କକ୍ସ୍ଟ ପଲେଷ୍ଟୀୟ ଓ ଅେମ୍ମାନୀୟମାନଙ୍କ ହସ୍ତ ରେ ପରାସ୍ତ କରାଇଲେ।

8. ସହେିବର୍ଷ ସମାନେେ ଇଶ୍ରାୟେଲୀୟଙ୍କୁ ବିନାଶ ଓ ଅତ୍ଯାଗ୍ଭର କଲେ। ଅଠର ବର୍ଷ ପର୍ୟ୍ଯନ୍ତ, ଇଶ୍ରାୟେଲମାନେ ଯେଉଁମାନେ କି ୟର୍ଦ୍ଦନ ନଦୀର ଅନ୍ୟ ପାଶର୍‌ବ ରେ ଗିଲିଯଦର ଅଞ୍ଚଳ ରେ ବାସ କଲେ ଏବଂ ସମାନଙ୍କେ ସକାେଶ କଷ୍ଟ ଭୋଗ କଲେ। ସହେି ଦେଶ ଯେଉଁଠା ରେ ଅ ମାରେୀତ୍ ବାସ କରୁଥିଲେ।

9. ଅେମ୍ମାନୀୟମାନେ ୟିହକ୍ସ୍ଟଦା, ବିନ୍ଯାମୀନ, ଇଫ୍ରଯିମ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ୟର୍ଦ୍ଦନ ପାଇ ହାଇେ ଗଲେ। ଅେମ୍ମାନୀୟମାନେ ଇଶ୍ରାୟେଲ ଲୋକମାନଙ୍କ ପାଇଁ ବଡ କଷ୍ଟର କାରଣ ହେଲେ।

10. ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନେେ କହିଲେ, "ଆମ୍ଭମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ, କାରଣ ଆମ୍ଭମାନେେ ଆପଣମାନଙ୍କର ପରମେଶଓରଙ୍କୁ ପରିତ୍ଯାଗ କରିଅଛକ୍ସ୍ଟ ଓ ବାଲ ଦବେତାଗଣଙ୍କର ପୂଜା କରିଅଛକ୍ସ୍ଟ।"

11. ସଦାପ୍ରଭୁ ସମାନଙ୍କେୁ ଉତ୍ତର ଦଇେ କହିଲେ, "ମୁ ତୁମ୍ଭମାନଙ୍କୁ ମିସ୍ରୀଯ ଓ ଇ ମାରେୀଯ, ଅମ୍ମାନେ ସନ୍ତାନଗଣ ଓ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ଉଦ୍ଧାର କଲି।

12. ତୁମ୍ଭମାନେେ ମାେ ପାଖ ରେ କ୍ରନ୍ଦନ କଲ ଯେତବେେଳେ, ସୀଦୋନୀଯମାନେ, ଆମାଲକେୀଯମାନେ ଓ ମାଯୋନୀଯମାନେ ତୁମ୍ଭମାନଙ୍କୁ ଅତ୍ଯାଗ୍ଭର କଲେ। ମୁ ମଧ୍ଯ ସମାନଙ୍କେଠାରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କରିଥିଲି।

13. କିନ୍ତୁ ତୁମ୍ଭମାନେେ ମାେତେ ପରିତ୍ଯାଗ କରି ଅନ୍ୟ ଦବଗେଣଙ୍କର ପୂଜା କଲ। ତେଣୁ ମୁ ପକ୍ସ୍ଟନ୍ନରାଯ ତୁମ୍ଭମାନଙ୍କୁ ରକ୍ଷା କରିବାକୁ ମନା କରୁଅଛି।

14. ତୁମ୍ଭମାନେେ ଯେଉଁ ଦବେତାଗଣଙ୍କକ୍ସ୍ଟ ପୂଜା କରିବାକୁ ମନୋନୀତ କରିଛ। ସମାନଙ୍କେ ପାଖକକ୍ସ୍ଟ ୟାଅ ଓ ତାଙ୍କୁ ଉଦ୍ଧାର କରିବାକୁ କକ୍ସ୍ଟହ। ତୁମ୍ଭର ଦକ୍ସ୍ଟଃଖ ସମୟରେ ସମାନେେ ତୁମ୍ଭର ରକ୍ଷା କରନ୍ତକ୍ସ୍ଟ।"

15. କିନ୍ତୁ ଇଶ୍ରାୟେଲ ସନ୍ତାନଗଣ ସଦାପ୍ରଭୁଙ୍କୁ କହିଲେ, "ଆମେ ପାପ କରିଛକ୍ସ୍ଟ। ତୁମ୍ଭର ଯାହା ଇଛା ଆମ୍ଭମାନଙ୍କୁ ଦଣ୍ତ ଦିଅ। କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କୁ ଉଦ୍ଧାର କର।"

16. ଏହାପରେ ସମାନେେ ନିଜ ମଧ୍ଯରକ୍ସ୍ଟ ବିଦେଶୀ ଦବଗେଣଙ୍କକ୍ସ୍ଟ ଦୂର କରି ଦେଲେ ଏବଂ ସଦାପ୍ରଭୁଙ୍କର ସବୋ କଲେ। ଏହାପରେ ସଦାପ୍ରଭୁ ଇଶ୍ରାୟେଲବାସୀଙ୍କର ଦକ୍ସ୍ଟଃଖ ଅଧିକ ସମୟ ଦେଖି ସହି ପାରିଲେ ନାହିଁ।

17. ଅେମ୍ମାନୀୟମାନେ ଗିଲିଯଦ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ ଏବଂ ଇଶ୍ରାୟେଲ ଲୋକମାନେ, ଏକତ୍ରୀତ ହେଲେ ଓ ମୀସ୍ପୀ ରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।

18. ତା'ପରେ ଗିଲିଯଦୀଯର ଲୋକମାନଙ୍କର ଅଧିପତିମାନେ କହିଲେ, "ଅମ୍ମାନେ ସନ୍ତାନଗଣଙ୍କ ଉପରେ ୟିଏ ଆକ୍ରମଣ କରିବାକୁ ନତେୃତ୍ବ ନବେ। ସେ ଗିଲିଯଦ ରେ ବାସ କରୁଥିବା ଲୋକମାନଙ୍କ ଉପରେ ରାଜତ୍ବ କରିବ?"

About ବିଚାରକର୍ତ୍ତାମାନଙ୍କ ବିବରଣ Chapter 10

Read ବିଚାରକର୍ତ୍ତାମାନଙ୍କ ବିବରଣ Chapter 10 online from the Holy Bible. This chapter is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Old Testament. Continue reading with the chapter navigation above or explore the complete book.

Book Information

Book: ବିଚାରକର୍ତ୍ତାମାନଙ୍କ ବିବରଣ
Chapter: 10
Testament: Old Testament

How to Read this Chapter

Use the Previous and Next Chapter buttons to continue reading ବିଚାରକର୍ତ୍ତାମାନଙ୍କ ବିବରଣ. You can also adjust the font size for comfortable reading and browse other books of the Bible using the navigation links.

https://www.youtube.com/watch?v=rzsT_Q3KLzE

More Resources

Continue Reading the Bible

Continue reading ବିଚାରକର୍ତ୍ତାମାନଙ୍କ ବିବରଣ Chapter 10 and explore every book, chapter and verse of the Holy Bible. Use the navigation links above and below to move through the Scriptures with ease.

Frequently Asked Questions

What is ବିଚାରକର୍ତ୍ତାମାନଙ୍କ ବିବରଣ Chapter 10?

ବିଚାରକର୍ତ୍ତାମାନଙ୍କ ବିବରଣ Chapter 10 is part of the Book of ବିଚାରକର୍ତ୍ତାମାନଙ୍କ ବିବରଣ in the Holy Bible.

Can I read this chapter online?

Yes. You can read the complete ବିଚାରକର୍ତ୍ତାମାନଙ୍କ ବିବରଣ Chapter 10 online for free with easy chapter navigation.

More Chapters from ପୁରାତନ ନିୟମ

  1. ଆଦି ପୁସ୍ତକ Chapter 1
  2. ଆଦି ପୁସ୍ତକ Chapter 2
  3. ଆଦି ପୁସ୍ତକ Chapter 14
  4. ଆଦି ପୁସ୍ତକ Chapter 10
  5. ଆଦି ପୁସ୍ତକ Chapter 12
  6. ଆଦି ପୁସ୍ତକ Chapter 11
  7. ଆଦି ପୁସ୍ତକ Chapter 3

Explore More from ବିଚାରକର୍ତ୍ତାମାନଙ୍କ ବିବରଣ

  1. ବିଚାରକର୍ତ୍ତା Chapter 21
  2. ବିଚାରକର୍ତ୍ତା Chapter 19
  3. ବିଚାରକର୍ତ୍ତା Chapter 11
  4. ବିଚାରକର୍ତ୍ତା Chapter 16
  5. ବିଚାରକର୍ତ୍ତା Chapter 4
  6. ବିଚାରକର୍ତ୍ତା Chapter 14
  7. ବିଚାରକର୍ତ୍ତା Chapter 17

Related Chapters & Readings

  1. ପ୍ରେରିତ Chapter 10
  2. ଯିରିମିୟଙ୍କ ବିଳାପ Chapter 3
  3. ଲେବୀୟ ପୁସ୍ତକ Chapter 10
  4. ମାର୍କ Chapter 4
  5. ଯିଶାଇୟ Chapter 27
  6. ଦିତୀୟ ବଂଶାବଳୀ Chapter 34
  7. ଦିତୀୟ ରାଜାବଳୀ Chapter 20
Share Your Love

Leave a Reply

Your email address will not be published. Required fields are marked *